Excuse Me Odisha

ଯାହା କହିବୁ ସତ କହିବୁ

ଏହି ୨୫ ଟି ସଂକେତ ବ୍ୟକ୍ତି ଧନୀ ହେବା ପୂର୍ବରୁ ମିଳିଥାଏ,ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବହୁତ ଲୋକଙ୍କର ଏହା ଧାରଣା ଥାଏ କି ଜୀବନରେ ଯାହା ବି ମିଳିଥାଏ ତାହା ପରିଶ୍ରମ ଦ୍ୱାରା ହିଁ ମିଳିଥାଏ। ମାତ୍ର ଆମକୁ ଏହା ଭୁଲିବା ଉଚିତ ନୁହେଁ ପରିଶ୍ରମ ଦ୍ୱାରା ତ ସବୁକିଛି ମିଳିଥାଏ କିନ୍ତୁ ଏହା ଆମର ଭାଗ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏପରି ୨୫ ଟି ସଂକେତ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣଙ୍କୁ ଧନୀ ହେବାର ସୂଚନା ଦେଇଥାଏ।ତେବେ ଆସନ୍ତୁ ଜାଣିବା ସେହିସବୁ ସଂକେତ ମାନଙ୍କ ବିଷୟରେ ଏବଂ ଏହାର ପ୍ରଭାବ କଣ ରହିଛି।

ଆମ ସମସ୍ତଙ୍କ ଜୀବନରେ କିଛି ନାଁ କିଛି ଶୁଭ ଦିନ ନିଶ୍ଚୟ ରହିଥାଏ ଏବଂ ଏହି ଦିନ ପାଇସା ଆସିବା ଦ୍ୱାରା ଆମକୁ ଜାଣି ନେବାକୁ ହେବ କି ମାତା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ଅଛନ୍ତି।

ଯଦି ଆମେ ସକାଲେ ଉଠିବା କ୍ଷଣେ ହିଁ ଆମକୁ ମନ୍ଦିରର ଘଣ୍ଟି ଅଥବା ଆଉ କିଛି ପୂଜା ହେଉଥିବାର ଶବ୍ଦ ଶୁଣୁଯାଏ ତ ଆମକୁ ଜାଣିବାକୁ ହେବକି ମା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ଅଛନ୍ତି।

ଝିଣ୍ଟିକା ବା କୀଟ ପତଙ୍ଗ ଦେଖିବା ବା ତାଙ୍କର ଶବ୍ଦ ଶୁଣିବା ଦ୍ୱାରା ଆଗକୁ ଆସୁଥିବା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ।

ଘୁଷୁରୀ ଦେଖିବା ଦ୍ୱାରା ବି ଆମକୁ ଶୁଭ ଖବର ମିଳିଥାଏ। ଏହା ଆପଣ ପରୀକ୍ଷା କରି ଦେଖି ପାରନ୍ତି।

କଇଁଛକୁ ଦୁନିଆର ସବୁଠାରୁ ଶୁଭ ପ୍ରାଣୀ ବୋଲି କୁହାଯାଇଥାଏ। ଏହା ଭଗବାନ ବିଷ୍ଣୁଙ୍କର ଅବତାର ଅଟେ। ତେଣୁ ଏହାକୁ ଦେଖିବା ଦ୍ୱାରା ଆମର ସମସ୍ତ ସମସ୍ୟାର ଅନ୍ତ ହୋଇଥାଏ।

ଡ଼ଲଫିନକୁ ମଣିଷର ଭଲ ବନ୍ଧୁ ବୋଲି କୁହାଯାଏ। ଯାହା ଦ୍ୱାରାକି ଏହାକୁ ଦେଖିବା ଦ୍ୱାରା ଆମର ଭାଗ୍ୟ ସବୁଠାରୁ ଉନ୍ନତିରେ ପହଂଚି ଥାଏ।

ହାତ କୁଣ୍ଡେଇ ହେବା ଦ୍ୱାରା ବି ଆମର ଭାଗ୍ୟକୁ ଭଲ ଖବର ତଥା ଭଲ ଖବର ମିଳିବାର ସମ୍ଭାବନା ରହିଥାଏ। ଏହା ଦ୍ବାରା ବି ଆମକୁ ଧନ ପ୍ରାପ୍ତି ହୋଇଥାଏ।

ବର୍ଷା ହେଉଥିବା ସମୟରେ ବି ସୂର୍ଯ୍ୟଙ୍କ ଚମକିବା ଅର୍ଥାତ ସୂର୍ଯ୍ୟଙ୍କୁ ଦେଖିବାର ଅର୍ଥ ଆମକୁ ଧନ ପ୍ରାପ୍ତ ହୋଇଥାଏ।

ମୋତି ଦେଖିବା ତଥା ଏହାକୁ ଆଭୂଷଣ ଭାବେ ଗ୍ରହଣ କରିବାର ଅର୍ଥ ଏହା ଧନ ପ୍ରାପ୍ତିର ମାର୍ଗ ମାର୍ଗ ହୋଇଥାଏ।

ବଗିଚାରେ ସୁନ୍ଦର ସୁନ୍ଦର ଫୁଲ ଦେଖିବାର ଅର୍ଥ ଏହା ଆମ ପାଇଁ ଶୁଭ ହୋଇଥାଏ।

ଘରକୁ କୁକୁର ଆସିବା ଦ୍ୱାରା ବି ଆମକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ରାସ୍ତାରେ ଯଦି ଆମକୁ କଏନ ବା ଅନ୍ୟ କିଛି ଜିନିଷ ମିଳୁଥାଏ ତେବେ ତାହାବି ମଧ୍ୟ ଆମର ବହୁତ ଭଲ ଭାଗ୍ୟର ପ୍ରତୀକ ହୋଇଥାଏ।

ଭୁଲରେ ଯଦି ଆପଣ ଓଲଟା ଭାବରେ ପୋଷାକ ପିନ୍ଧୁ ଦେଉଛନ୍ତି ତେବେ ଏହାବି ଆମର ଭଲ ଭାଗ୍ୟର ପ୍ରତିକ ଅଟେ।

ଭାଙ୍ଗୁ ଥିବା ତାରା ଦେଖିବାର ସଂକେତ ସାରା ଦୁନିଆର ସମ୍ମାନ ପ୍ରାପ୍ତ ହୋଇଥାଏ। ଏହାକୁ ଦେଖିବା ସମୟରେ ଅର୍ଥାତ ଏହି ସମୟରେ ଆପଣ ଯାହାବି ମାଗନ୍ତି ତାହା ନିଶ୍ଚିତ ଭାବରେ ପୁର୍ଣ ହୋଇଥାଏ।

ବୁଢିଆଣି ଜାଲ ଦେଖିବାକୁ ଆମେ ସାଧାରଣତଃ ଅଶୁଭ ମାନିଥାଉ।ମାତ୍ର ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ଏହା ଆମ ଧନପ୍ରାପ୍ତିର ମାର୍ଗ ଖୋଲିଦେଇଥାଏ।

ଚଢେଇ ଆପଣଙ୍କ ଉପରେ ମଳ ତ୍ୟାଗ କରିବା। ଜାଣି ନିଅନ୍ତୁ କି ଯଦି ଚଢେଇ ଆପଣଙ୍କ ଉପରେ ମଳ ତ୍ୟାଗ କରି ଦେଉଛି ତ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ଦେଇଥାଏ।

ବାଦୁଡି ଯଦି ଆପଣଙ୍କ ଘରକୁ ଆସୁଛି ଏବଂ ଏହା ଆପଣଙ୍କ ଘରେ ବସା କରି ରହୁଛି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହା ଦ୍ୱାରା ଆପଣଙ୍କର ଶୁଭ ସମୟ ଆସିଥାଏ।

ରାସ୍ତାରେ ଆସୁଥିବା ସମୟରେ ଆପଣ ଯଦି ନବବିବାହିତା ମହିଳା ତଥା ବଧୁ ମାନଙ୍କୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଯଦି ଆପଣ ଘରୁ ବାହାରୁ ଥିବା ସମୟରେ ଆପଣ ଆଖୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

କ୍ଷୀର ଦେଖିବା ଅର୍ଥାତ କ୍ଷୀର ଜାତୀୟ ଖାଦ୍ୟ ଦେଖିବାର ଅର୍ଥ ଧନ ପ୍ରାପ୍ତିର ସୁଯୋଗ ମିଳିଥାଏ।

ଯଦି ଆପଣ ସ୍ୱପ୍ନରେ ସବୁଜମୟ ଜିନିଷ ଦେଖୁଛନ୍ତି ତ ଏହା ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ସୂଚନା ଦେଇଥାଏ।

ଯଦି ଆପଣ ସ୍ୱପ୍ନରେ ଧଳା ଅଥବା ସୁନା ରଙ୍ଗର ସାପ ଦେଖୁଛନ୍ତି ତ ଏହା ଭଲ ଭାଗ୍ୟର ସଂକେତ ଦେଇଥାଏ।

ରାସ୍ତାରେ ଯାତ୍ରା କରୁଥିବା ସମୟରେ ଯଦି ଆପଣ ମାଙ୍କଡ଼ ଦେଖୁଥାନ୍ତି ତ ଏହାବି ଆପଣଙ୍କର ଧନ ପ୍ରାପ୍ତିର ସଂକେତ ହୋଇଥାଏ।

ଯଦି ଆପଣ ସକାଳୁ ସକାଳୁ ନଡ଼ିଆ ଭଳି ଶ୍ରୀଫଳକୁ ଦେଖନ୍ତି ତେବେ ଏହା ଆପଣଙ୍କର ଧନ ପ୍ରାପ୍ତିର ମାର୍ଗ ହୋଇଥାଏ।

ଯଦି ଆପଣଙ୍କ କ୍ଷେତରେ କେହି ଧଳା ରଙ୍ଗର ଗାଈ ଚରୁଛନ୍ତି ତେବେ ଆପଣ ଭାବି ନିଅନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କୁ ନିଜ ଧନ ପ୍ରାପ୍ତିର ସଂକେତ ପଠାଇଛନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *