Excuse Me Odisha

ଯାହା କହିବୁ ସତ କହିବୁ

ତକିଆ ତଳେ ରାଖନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ଭୋଗିବାକୁ ପଡ଼ିବ ଭ-ୟଙ୍କର ପରିଣାମ

ସେୟାର୍ କରନ୍ତୁ

ଦର୍ଶକବନ୍ଧୁ ତକିଆ ତଳେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇପାରେ ବହୁତ ବଡ଼ ଅସୁବିଧା। ଆମକୁ ପ୍ରତ୍ୟେକଦିନ କାର୍ଯ୍ୟ କରି ସାରିବା ପରେ କିଛି ସମୟ ଆରାମ ଖୋଜି ଥାଉ ଏବଂ ଶାନ୍ତିରେ ଶୋଇବା ପାଇଁ କୋମଳ ଶଯ୍ୟାର ଆବଶ୍ୟକତା ରହିଛି। କିନ୍ତୁ ଏଭଳି କିଛି ଜିନିଷ ରହିଛି ଯାହାକୁ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ଶଯ୍ୟା ପାଖରେ ରଖିବା ଉଚିତ ନୁହେଁ। ଅନେକ ସମୟରେ ଆମେ ନିଜ ତକିଆ ପାଖରେ ଭୁଲରେ କିଛି ଜିନିଷ ରଖି ଶୋଇ ଯାଇ ଥାଉ। ଆଜି ଆମେ କିଛି ୫ ଟି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହାକୁ ତକିଆ ତଳେ ରଖିବା ଉଚିତ ନୁହେଁ।

୧/ ପର୍ଶ – ପର୍ଶକୁ ତକିଆ ତଳେ ରଖି ଶୋଇବା ଉଚିତ ନୁହେଁ। କାରଣ ଦେବୀ ଲକ୍ଷ୍ମୀଙ୍କ ବାସ କେବେବି ତକିଆ ତଳେ ହୋଇ ନଥାଏ। ଦେବୀ ଲକ୍ଷ୍ମୀଙ୍କ ବାସ ସବୁବେଳେ ଆଲମିରାରେ ହୋଇଥାଏ। ତେଣୁ ଏପରି କେବେବି କରନ୍ତୁ ନାହିଁ। ଏପରି କରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗ-ଡ଼ା ହୋଇଥାଏ।

୨/ ଔଷଧ – ବହୁତ ଲୋକେ ରାତିରେ ଔଷଧ ଖାଇ ଥାଆନ୍ତି ଏବଂ ଔଷଧ ଖାଇବା ପରେ ଅନେକ ଲୋକେ ଏହାକୁ ତକିଆ ତଳେ ରଖି ଶୋଇ ଯାଇଥାନ୍ତି। ବାସ୍ତୁ ଶାସ୍ତ୍ରରେ ଏପରି କରିବା ଉଚିତ ନୁହେଁ। ତେଣୁ ଔଷଧ ଖାଇବା ପରେ ଔଷଧକୁ ସଠିକ ସ୍ଥାନରେ ରଖିବା ଉଚିତ।

୩/ ଚାବି କାଠି – ସାଧାରଣତଃ ଚାବିକାଠି ଆମେ ଶୋଇବା ଘର ବିଛଣା ତଳେ ରଖି ଶୋଇ ଯାଇଥାଉ। ଏପରି କରିବା ସମ୍ପୂର୍ଣ୍ଣ ଅନୁଚିତ ଅଟେ। ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ୱାରା ଟଙ୍କାର ଘୋର ଅଭାବ ଦେଖା ଦେଇଥାଏ।

୪/ ଜୋତା ବା ଚପଲ – ବିଛଣା ବା ବିଛଣା ପାଖରେ ଶୋଇବା ସମୟରେ କେବେବି ଜୋତା ବା ଚପଲ ରଖି କେବେବି ଶୁଅନ୍ତୁ ନାହିଁ। ଏହା କରିବା ଦ୍ଵାରା ଘରର ନକାରାତ୍ମକ ଶକ୍ତି ଘର ଉପରେ ପଡ଼ିଥାଏ। ଏହା କରିବା ଦ୍ଵାରା ଘରର ଲୋକ ମାନଙ୍କ ଭିତରେ ସର୍ବଦା କଳି ଝ-ଗଡା ଲାଗି ରହିଥାଏ।

୫/ ବହି – ବେଳେବେଳେ ଆମେ ଶୋଇବା ପୁର୍ବରୁ ବହି ପଢ଼ି ଥାଉ ଏବଂ ବହିକୁ ମୁଣ୍ଡ ତଳେ ରଖି ଶୋଇ ପଡ଼ିଥାଉ। ଏହାଦ୍ବାରା ଆମର ଆୟୁଷ ଏବଂ ସ୍ମରଣ ଶକ୍ତି କମି ଯାଇଥାଏ। ତେଣୁ କେବେବି ବହିକୁ ତକିଆ ତଳେ ରଖି ଶୋଇବା ଉଚିତ ନୁହେଁ।

ତେଣୁ ଆପଣ ମାନଙ୍କୁ ଅନୁରୋଧ ଆପଣ ଶୋଇବା ସମୟରେ ଏହି ପାଞ୍ଚଟି ଜିନିଷ ତକିଆ ତଳେ ରଖି ଶୁଅନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *