Excuse Me Odisha

ଯାହା କହିବୁ ସତ କହିବୁ

ସୋରିଷ ତେଲରେ ଦୀପ ଜା-ଳିଲେ କଣ ହୋଇଥାଏ, ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନଙ୍କ ପାଖରେ ଦୀପ ଜା-ଳିବାର ବିଶେଷ ମହତ୍ତ୍ୱ ରହିଛି। ଏ ଦୀପ କେବଳ ଆଖ ପାଖର ଅନ୍ଧାରକୁ ଦୂର କରେନି ବରଂ ଆମ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ। ଦୀପ ଜ-ଳେଇ ଆମେ ଈଶ୍ୱରୀୟ ଶକ୍ତି ଉ-ର୍ଜାର ପ୍ରକାଶ ସମ୍ବଦ୍ଧିତ ସ୍ଥାପନା କରିଥାଉ। ଶାସ୍ତ୍ର ଅନୁସାରେ ଆମର ସଠିକ ଭାବରେ ଆମେ ଦେଇଥିବା ଦୀପ ଦାନ କେବେବି ନି-ଷ୍ଫଳ ହୋଇନଥାଏ ଏବଂ ଆମ ଜୀବନର ସୁଖର ପ୍ରାପ୍ତି ମଧ୍ୟ ହୋଇଥାଏ। ପୂଜା କରିବା ସମୟରେ ଦୀପ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଜ-ଳୁଥାଏ ତେବେ ଏହା ବହୁତ ଶୁଭ ବୋଲି ବିବେଚନା କରାଯାଏ।କିନ୍ତୁ ଏଥିପାଇଁ କିଛି ନି-ୟ-ମର ପାଳନ କରିବାକୁ ମଧ୍ୟ ପଡିବ। ଘର ଭିତରେ ଯଦି ମନ୍ଦିର ନିର୍ମାଣ କରୁଛନ୍ତି ତ ସର୍ବଦା ଇଶାଣ କୋଣ ଅର୍ଥାତ ପୂର୍ବ ଦିଗରେ କରିବା ଉଚିତ। ଏବଂ ଜେବେବି ଆମେ ପୂଜା କରିଥାଉ ସେତେବେଳେ ଆମେ ଦୀପର ଦିଗ ପୂର୍ବ କିମ୍ବା ଉତ୍ତର ମୁଖୀ ହେବା ଆବଶ୍ୟକ।ଏହା ଦ୍ୱାରା ଧନ ପ୍ରାପ୍ତି ତଥା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏମିତିରେ ଘିଅ କିମ୍ବା ତେଲର ଦୀପ ଜ-ଳା-ଇବାର ନିୟମ ରହିଛି। କୁହାଯାଏକି ଯେବେ ଆମେ ଘିଅର ଦୀପ ଲଗେଇ ଥାଉ ତେବେ ତାର ପବିତ୍ରତା ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ଯାଇଥାଏ ଏବଂ ଲିଭିବା ପରେ ମଧ୍ୟ କିଛି ସମୟ ପାଇଁ ନିଜର ସ୍ବାସ୍ତିକ ଉର୍ଜାକୁ ବାତାବରଣରେ ବ-ଜାୟ ରଖିଥାଏ। ଦୀପ ଜ-ଳାଇ-ବା ପାଇଁ ଆମେ ଘିଅର ଦୀପ ବ୍ୟବହାର କରିଥାଉ। କିନ୍ତୁ କିଛି ଅବଶ୍ୟ ଏଭଳି ଅଛି ଯେଉଁଥିରେ ଆମେ ସୋରିଷ ତେଲରେ ବ୍ୟବହାର କରିଥାଉ କିନ୍ତୁ କିଛି ଅବଶ୍ୟ ଏଭଳି ଅଛି ଯେଉଁଥିରେ ସୋରିଷ ତେଲର ଦୀପ ବ୍ୟବହାର କରିବା ଉଚିତ।ଯେମିତିକି ଦୀପାବଳିରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ।ଭଗବାନ ଶନିଦେବଙ୍କୁ ମଧ୍ୟ ପୂଜା କରିବା ସମୟରେ କିମ୍ବା ଦୀପ ଦାନ କରିବା ସମୟରେ ଆମେ ସୋରିଷ ତେଲର ବ୍ୟବହାର କରିଥାଉ।ଏଥିରେ ଶନିଦେବ ପ୍ରସନ୍ନ ହୋଇ ଭକ୍ତର ମନସ୍କାମନା ପୁର୍ଣ କରିଥାନ୍ତି। କୌଣସି ପ୍ରକାର ସିଦ୍ଧ ବା ସାଧନା ପାଇଁ ଅଟାର ଦୀପ ଜ-ଳାଇ-ବା ବହୁତ ଲାଭ ହୋଇଥାଏ।ଶନିଦେବ ଅଗ୍ନି ତତ୍ୱର ପ୍ରଧାନ ଦେବତା ଅଟନ୍ତି। ସେଥିପାଇଁ ଶ-ତ୍ରୁଙ୍କୁ ପରା-ଜିତ କରିବା ପାଇଁ ସୂର୍ଯ୍ୟ ପୂଜାରେ ସୋରିଷ ତେଲର ଦୀପ ଦାନ କରାଯାଇଥାଏ। ଜୀବନରେ ସୌଭାଗ୍ୟ ବଢ଼ାଇବା ପାଇଁ ମଧ୍ୟ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ।ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ସୋରିଷ ତେଲର ଦୀପ ଜ-ଳାଯା-ଇଥାଏ। ଘରେ ପୂଜା ପାଇଁ ଘିଅର ଦୀପ ଜ-ଳାଇ-ବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ ଏବଂ ଦୀପ ଦାନ କରିବା ସମୟରେ ଏହା ଉପରେ ଗୁତୁତ୍ୱ ଦେବା କି ଆମ ମୁଣ୍ଡ ଉପରେ ଲୁଗା ପକାଇ ଦେବା ଦରକାର ଏବଂ ପୂର୍ବ ପଟକୁ ମୁହଁ କରି ଦୀପ ଜ-ଳାଇ-ବା ଉଚିତ।ଦୀପକୁ କେବେବି ଫୁଙ୍କିକି ଲିଭାଇବା ଉଚିତ ନୁହେଁ। ଦୀପାବଳି ଦିନ ସୋରିଷ ତେଲରେ ଦୀପ ଜାଳି ସେଥିରେ ଦୁଇଟି କୋଉଡି ପକାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ନିଜର ସମସ୍ତ କଷ୍ଟ ଓ ଅସୁବିଧାକୁ ଦୂର କରିବା ପାଇଁ ତେଲର ଦୀପ ଜ-ଳାଇ-ବା ଆବଶ୍ୟକ।ଘିଅର ଦୀପ ନିଜର ମନସ୍କାମନା ପୁର୍ଣ ପାଇଁ ଜଳାଯାଇଥାଏ।ଶାସ୍ତ୍ର ଅନୁସାରେ ଘିଅର ଦୀପ ସର୍ବଦା ନିଜର ଡାହାଣ ପଟେ ଓ ତେଲର ଦୀପ ନିଜର ବାମ ପଟେ ରଖିବା ଉଚିତ। କେବେବି ଘିଅ ଏବଂ ତେଲ ମିଶେଇ ଦୀପ ଜାଣିବା ଉଚିତ ନୁହେଁ। ଶୁଦ୍ଧ ଗାଈର ଘିଅର ଦୀପ ଜା-ଳିଲେ ବାତାବରଣ ଶୁଦ୍ଧ ହୋଇଥାଏ ଏବଂ ଏଥିରେ କିଟାଣୁ ଏବଂ ଜୀବାଣୁ ମା-ରି-ବାର ଶ-କ୍ତି ମଧ୍ୟ ଥାଏ। ଏବଂ ରାଶି ତେଲରେ ଦୀପ ଜା-ଳିଲେ ମଧ୍ୟ ବହୁତ ଫାଇଦା ଅଛି। ଏଥିରେ ଅମ୍ଳଜାନକୁ ଶକ୍ତି ମଧ୍ୟ ମିଳିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *