Excuse Me Odisha

ଯାହା କହିବୁ ସତ କହିବୁ

୨୬ ଜୁଲାଇ ୨୦୨୧ରେ ଦୀର୍ଘ ୫୦୦ ବର୍ଷ ପରେ ଏହି ୪ ଟି ରାଶିକୁ ମିଳିବ ପୁଳା ପୁଳା ଧନ

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ମାନଙ୍କ ଜୀବନରେ ଗ୍ରହ ମାନଙ୍କର ଚଳନର ବହୁତ ଅଧିକ ମହତ୍ତ୍ୱ ପ୍ରଭାବ ଓ ଭୂମିକା ରହିଥାଏ। ଏହି ଗ୍ରହ ମାନଙ୍କର ଚଳନ ଯୋଗୁ ହିଁ ମନୁଷ୍ୟ ଜୀବନର ସଫଳତା ଏବଂ ଅସଫଳତା ଲାଭ କରିଥାନ୍ତି। ଏହି କାରଣ ଯୋଗୁ ହିଁ ଲୋକମାନେ ପ୍ରାୟତଃ ରାଶି ଚକ୍ରକୁ ଦେଖିଥାନ୍ତି। ଏବଂ ଅଲଗା ଅଲଗା ରାଶି ମାନଙ୍କର ପ୍ରଭାବ ଅଲଗା ଅଲଗା ରୂପରେ ମଧ୍ୟ ପଡିଥାଏ। ଗ୍ରହ ମାନଙ୍କର ପ୍ରଭାବ ଯୋଗୁ କିଛି ଲୋକଙ୍କର ଭାଗ୍ୟର ନୂଆ ପରିବର୍ତ୍ତନ ଆସିଥାଏ ତ ଆଉ ମିଛି ଲୋକଙ୍କର ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଇଥାଏ। ଏହି ରାଶି ମାନଙ୍କର ପ୍ରଭାବ ଯୋଗୁ ମନୁଷ୍ୟ ମାନେ ନିଜ ଜୀବନରେ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି। ଏବଂ ଏମାନଙ୍କୁ ଧନର ମଧ୍ୟ ଲାଭ ହୋଇଥାଏ। ବନ୍ଧୁଗଣ ଆମ ରାଶି ଚକ୍ରରେ ଥିବା ୧୨ ଗୋଟି ରାଶି ମାନଙ୍କ ମଧ୍ୟରୁ ଏଭଳି ଦୁଇଟି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ଭଗବାନ ମହାଦେବ ସର୍ବଦା ପ୍ରସନ୍ନ ରହିଥାନ୍ତି। ମହାଦେବଙ୍କ କୃପାରୁ ଏମାନଙ୍କ ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ରାଶି ମାନଙ୍କ ବିଷୟରେ। ଯେଉଁମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ମହାଦେବଙ୍କ କୃପାରୁ ଯେଉଁ ଦୁଇଟି ରାଶିଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି ସେହି ଦୁଇଟି ରାଶିର ବ୍ୟକ୍ତିଙ୍କର ପାଇଁ ଅତ୍ୟନ୍ତ ରାଜଯୋଗ ହେବ। ଏମାନେ ନିଜର ସମସ୍ତ ଅସୁବିଧାରୁ ମଧ୍ୟ ସଫଳତା ପାଇବେ। ମହାଦେବଙ୍କ କୃପାରୁ ଏମାନଙ୍କୁ ଧନଲାଭ ହେବ। ଚାକିରୀ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଏବଂ ପଦନ୍ନତି ହେବ। ତା ସହ ଏମାନଙ୍କ ସମସ୍ତ ଅସୁବିଧା ସହଜ ଏବଂ ସରଳତାର ସହିତ ସମାଧାନ ହୋଇଯିବ। ଜୀବନରେ ଥିବା ସମସ୍ତ ସମସ୍ୟାକୁ ସଫଳତାର ସହିତ ସମାଧାନ କରିବେ। ପରିବାରରେ ମଧ୍ୟ ସମସ୍ତେ ହସ ଖୁସିରେ ରହିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ବ୍ୟବସାୟରେ ଲାଭ ଏବଂ ଉନ୍ନତି ହେବ ଏବଂ ଚାକିରୀ କ୍ଷେତ୍ରରେ ମଧ୍ୟ ଉନ୍ନତି ଏବଂ ପଦନ୍ନତି ଘଟିବ। ଦାମ୍ଫତ୍ୟ ଜୀବନ ମଧ୍ୟ ସୁଖମୟ ହେବ। ସମାଜରେ ପ୍ରସିଦ୍ଧି ଏବଂ ସମ୍ମାନ ବଢିବ। ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି – ସିଂହ, କୁମ୍ଭ, ମକର ଓ ମୀନ ରାଶି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *