Excuse Me Odisha

ଯାହା କହିବୁ ସତ କହିବୁ

ରଥଯାତ୍ରା ଠାରୁ ୭ ଟି ରାଶିରେ ହେବ ବଡ଼ ପରିବର୍ତ୍ତନ, ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ବର୍ଷ ଜୁଲାରେ ୧୨ ତାରିଖରେ ପଡୁଅଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା। ସମଗ୍ର ବିଶ୍ୱରେ ଏହି ରଥଯାତ୍ରାର ବହୁତ ମହତ୍ତ୍ୱ ରହିଅଛି। ଏହାତ ଆପଣମାନେ ଜାଣିଛନ୍ତି। କିନ୍ତୁ ଏହି ରଥଯାତ୍ରାରେ ଏପରି କିଛି ୭ ଟି ରାଶି ରହିଅଛି ଯେଉଁମାନଙ୍କ ଉପରେ ଗ୍ରହ ମାନଙ୍କର ଶପଥ ଏବଂ ପ୍ରତ୍ୟକ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ରହୁଅଛି।କିଛି ରାଶିଙ୍କ ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ କୃପା ପ୍ରାପ୍ତ ହେବ।ଲକ୍ଷ୍ମୀନାରାୟଣ ଯୋଗର ନିର୍ମାଣ ମଧ୍ୟ ହେବ। ଏହା ପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତ ହେବାର ଅଛି। ଆଜି ଠାରୁ ଆଗାମୀ ୫ ମାସ ପର୍ଯ୍ୟନ୍ତ ଏମାନଙ୍କର ଜୀବନରେ ଅଭେଦ ପରିବର୍ତ୍ତନ ଆସିବ। ଏହି ୭ ଟି ରାଶିଙ୍କ ଭାଗ୍ୟ ଅଚାନକ ବଦଳିବାକୁ ଯାଉଛି। ଆଜି ରାତିର ପର ଠାରୁ ହିଁ ଏହି ୭ ଟି ରାଶିରେ ଅଦ୍ଭୁତ ପରିବର୍ତ୍ତନ ଘଟିବ। ଏହି ରାଶିର ଲୋକମାନେ ଖୁବଶୀଘ୍ର ଉପକୃତ ହେବେ। ତ ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ। ଯେଉଁମାନଙ୍କର ଜୀବନରେ ଖୁସିର ସମୟ ଆସିବାର ଅଛି।

ଯେପରିକି ଆମେ ସମସ୍ତେ ଜାଣିଛୁ ସମୟର ସହିତ ଆମ ମାନଙ୍କ ଜୀବନରେ ବହୁତ ପ୍ରକାରର ବହୁତ ବଡ଼ ପରିବର୍ତ୍ତନ ଆସିଥାଏ ଓ ଏହି ପରିବର୍ତ୍ତନର ସିଧା କାରଣ ଗ୍ରହ ମାନଙ୍କର ଚଳନ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଏହି ଚଳନରୁ ବିସ୍ଲେଶଣ କରି ସମସ୍ତ ରାଶି ମାନଙ୍କ ବିଷୟରେ କୁହାଯାଇଥାଏ।ତେବେ ଜ୍ୟୋତିଷ ଶାସ୍ତ୍ରର ଭବିଷ୍ୟବାଣୀ ଅନୁସାରେ ଜୁଲାଇ ୧୨ ତାରିଖ ଅର୍ଥାତ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ପର ଠାରୁ ହିଁ ଅସାଧରଣ ଭାବରେ ଏହି ୭ ଟି ରାଶିଙ୍କ ଭାଗ୍ୟ ଖୋଲିଯିବ। ଓ ବହୁତ ଅଧିକ ଲାଭ ଏମାନଙ୍କ ଜୀବନରେ ଦେଖିବାକୁ ମିଳିବ। ଏହି ରାଶି ମାନଙ୍କରେ ହେବାକୁ ଥିବା ଲାଭ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ମାନେ ଜାଣିନିଅନ୍ତୁ କି ଏହି ୭ ଟି ରାଶିଙ୍କ ଜୀବନରେ ଜୁଲାଇ ୧୨ ତାରିଖ ଠାରୁ ହିଁ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେଇପାରେ। ଆପଣଙ୍କୁ ଆପଣଙ୍କର ଭାଗ୍ୟର ଓ ସମୟର ପୁର୍ଣ ସହଯୋଗ ପ୍ରାପ୍ତ ହେବ। ଆପଣ ଯେଉଁବି ସମସ୍ୟାରେ ଗତି କରିଥାନ୍ତୁ ନା କାହିଁକି ସବୁ ସମସ୍ୟା ମାନଙ୍କର ଅନ୍ତ ହେବ। ଜୀବନସାଥୀଙ୍କ ସହିତ ସମ୍ବଦ୍ଧ ଭଲ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ହିଁ ଅନୁକୂଳ ରହିବ। ଆପଣଙ୍କର ମନ ପଢ଼ା ପଢି ପ୍ରତି ଅଧିକ ରହିବ।ଏହି ରାଶିର ଭଲ ସମୟ ଆସିବାକୁ ଯାଉଛି। ପରିବାରରେ ସମସ୍ତଙ୍କର ସହଯୋଗ ପ୍ରାପ୍ତି ହେବ। ଖୁସିର ପରିବେଶ ରହିବ। ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଆପଣଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ସଫଳ ରହିବ। ଯେଉଁ କାରଣରୁ ଆପଣଙ୍କର ମନ ଅତ୍ୟନ୍ତ ଖୁସି ରହିବ। ଆପଣଙ୍କୁ କେବଳ ଉଚିତ ସମୟର ସଦୁପଯୋଗ କରିବାର ଅଛି। ବସିବାର ନାହିଁ ଆପଣଙ୍କ ପାଇଁ ସମୟ ବହୁତ ହିଁ ଅନୁକୂଳ ଅଟେ। ଧନର ଆଗମନ ହେବ।ଲଭ ଲାଇଫ ପାଇଁ ମଧ୍ୟ ସମୟ ଭଲ ରହିବ। ଶୀଘ୍ରତାର ସହିତ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଏବଂ ଆପଣଙ୍କୁ ଗୋଟେ ସଠିକ ଜୀବନସାଥୀ ପ୍ରାପ୍ତ ହେବ। ସମାଜ ତଥା ନିଜର ବ୍ୟକ୍ତି ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କର ମତାମତ ଲଢ଼ିବେ।ଏବଂ ଏହି ପରିବର୍ତ୍ତନ କାରଣରୁ ଏମାନଙ୍କର ବୈବାହିକ ଜୀବନ ସୁଖମୟ ରହିବ। ଭାଇ ଓ ଭଉଣୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀଙ୍କର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଆପଣଙ୍କର ସାମାନ୍ୟ ରହିବ।ଏହି ରାଶିର ଲୋକମାନଙ୍କୁ ଅଚାନକ ଧନଲାଭର ବି ସମ୍ଭାବନା ରହିଛି ଏବଂ ଆସିବାକୁ ଥିବା ସମୟ ଏମାନଙ୍କର ବହୁତ ଭାଗ୍ୟଶାଳୀ ରହିବ। ଆପଣଙ୍କର ସମାଜରେ ମାନ ସମ୍ମାନର ବୃଦ୍ଧି ହେବ। ଯଦି ଏହି ସମୟରେ ଆପଣ କୌଣସି କ୍ଷେତ୍ରରେ ନିବେଶ କରୁଛନ୍ତି ତ ଏଥିରୁ ଆପଣଙ୍କୁ ଅଧିକରୁ ଅଧିକ ଲାଭ ନିଶ୍ଚୟ ହିଁ ପ୍ରାପ୍ତ ହେବ। ତ ଯେଉଁ ରାଶି ମାନଙ୍କର ଏହି ମହାସଂଯୋଗ ବନୁଅଛି ସେହି ରାଶି ମାନେ ହେଉଛନ୍ତି ବୃଷ ରାଶି, ତୁଳା ରାଶି, କନ୍ୟା ରାଶି, ବିଛା ରାଶି, ସିଂହ ରାଶି, କୁମ୍ଭ ରାଶି ଏବଂ ମିଥୁନ ରାଶି। ଏହି ରଥଯାତ୍ରା ଠାରୁ ଅର୍ଥାତ ଜୁଲାଇ ୧୨ ତାରିଖ ଠାରୁ ହିଁ ଏମାନଙ୍କ ଜୀବନ ସମ୍ପୂର୍ଣ ରୂପରେ ବଦଳିଯିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତାର ସମ୍ଭାବନା ଅଧିକ ରହିଛି।ଖୁସିର ଦିନ ଆସିବାକୁ ଯାଉଛି। କାରଣ ଏମାନଙ୍କୁ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଅପାର କୃପା ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *