Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ଶିବ ମନ୍ଦିର ଯାଉଛନ୍ତି ତେବେ ଶିବ ମନ୍ଦିରର ବେଢା ସମ୍ପୂର୍ଣ ଭାବେ ପରିକ୍ରମା କରିବେ ନାହିଁ। ଶିବଙ୍କୁ ଅର୍ଦ୍ଧ ନାଗେଶ୍ୱର କୁହନ୍ତି ସେଥିପାଇଁ ଅର୍ଦ୍ଧ ପରିକ୍ରମା କରବା ଉଚିତ।ଏହା କଲେ ଆପଣଙ୍କର ମଙ୍ଗଳ ହେବ।

ସେୟାର୍ କରନ୍ତୁ

ବର୍ଷା ଦିନରେ ବିଶେଷ ଭାବରେ ବିଜୁଳି ଘଡ଼ ଘଡି ଆକାଶରେ ମାରେ ଆପଣ ଯଦି ଘର ଭିତରେ ଅଛନ୍ତି ତ ଠିକ ଅଛି। ନଚେତ ଯଦି ବାହାରକୁ କୁଆଡେ ଯାଇଛନ୍ତି ମନେରଖିବେ ଆପଣ ସାତ ଥର ଦଧିଚି ଦଧିଚି ଉଚାରଣ କରିବେ। ଘଡ଼ ଘଡି ଆପଣଙ୍କର କୌଣସି କ୍ଷତି କରିବ ନାହିଁ।

ଘରେ କେବେବି ବୁଡି ଯାଉଥିବା ଡ଼ଙ୍ଗାର ଫୋଟ ଏବଂ ମହାଭାରତ ଯୁ-ଦ୍ଧର ଫୋଟ ଲଗାନ୍ତୁ ନାହିଁ। ଏମିତି ଫୋଟ ଘରେ ଲଗାଇଲେ ଘରେ ଅଶାନ୍ତି ବୃଦ୍ଧି ହୋଇଥାଏ।

ଘରେ ଆପଣ ଯେଉଁ ସୁନା ଜିନିଷ ରଖୁଛନ୍ତି ତାହାକୁ କେବେବି ପ୍ଲାଷ୍ଟିକ ଡ଼ବାରେ ରଖନ୍ତୁ ନାହିଁ। ସୁନା ଜିନିଷକୁ ପ୍ଲାଷ୍ଟିକ ଡ଼ବାରେ ରଖିବା ଦ୍ୱାରା କ୍ଷତି ହୋଇଥାଏ।

ଦୀପାବଳି ଦିନ ଯଦି ଆପଣଙ୍କ ଘର ପାଖରେ କୋଉଠି ପେଚା ବସେ ତାହେଲେ ଜାଣିବେ ଲକ୍ଷ୍ମୀ ଆସିଛନ୍ତି। ଯଦି ଦୀପାବଳି ଦିନ ଆପଣଙ୍କ ଦିନ ବେଳେ ଆପଣଙ୍କ ଘରକୁ ବିଲେଇ ପଶି କ୍ଷୀର ପିଇଦେଲା ତାହେଲେ ଜାଣିବେ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ। ଯଦି ଦୀପାବଳି ଦିନ ରାତିରେ ମୂଷା କିମ୍ବା ଚୁଚୁନ୍ଦ୍ରା ଦେଖନ୍ତି ତାହେଲେ ଜାଣିବେ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ।

ଅର୍ଥଭାବ ଦେଖାଦେଉଥିଲେ ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ ଏବଂ ଶନିବାର ଦିନ ଗୁଡ଼ ଏବଂ କଳା ରାଶିକୁ କଳା କପଡ଼ାରେ ବାନ୍ଧି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଦେଖିବେ ଅର୍ଥ ସମସ୍ୟା ଦୂର ହୋଇଯିବ।

ଘରେ ପୁରୁଣା କ୍ୟାଲେଣ୍ଡର କେବେବି ରଖନ୍ତୁ ନାହିଁ।କ୍ୟାଲେଣ୍ଡରକୁ କେବେବି ଦକ୍ଷିଣ ପଟ କାନ୍ଥରେ ଲଗାନ୍ତୁ ନାହିଁ।କାରଣ ଏହା ପ୍ରଗତିରେ ବାଧା ସୃଷ୍ଟି କରିଥାଏ।

ପ୍ରତ୍ୟକ ଦିନ ସନ୍ଧ୍ୟାରେ ଶଙ୍ଖ ଧ୍ଵନି କଲେ ଗୃହର ଅଶୁଭତ୍ୱ ଦୂର ହୋଇଥାଏ।

ଏପରି ସ୍ଥାନରେ ବସନ୍ତୁ ଯେମିତି କେହି ଆପଣଙ୍କୁ ଉଠିବାକୁ କହିବେ ନାହିଁ। ଏପରି କଥା କୁହନ୍ତୁ ଯେପରି କେହି ମିଛୁଆ ବୋଲି କହିବେ ନାହିଁ। ଏମିତି କଲେ ଆପଣଙ୍କର ମଙ୍ଗଳ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *