Excuse Me Odisha

ଯାହା କହିବୁ ସତ କହିବୁ

କ-ଳିଯୁ-ଗ ଶେଷ ହେବାର ୧୦ ଟି ସଂକେତ , ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ପୌରାଣିକ ଗ୍ରନ୍ଥ ମାନଙ୍କରେ ଯୁଗ ମାନଙ୍କର ମାନ ଅଲଗା ଅଲଗା ଭାବରେ ବର୍ଣ୍ଣନା କରାଯାଇଛି। ପୌରାଣିକ ଗ୍ରନ୍ଥ ଅନୁସାରେ ସତ୍ୟ ତ୍ରେତୟା ଦ୍ଵାପର ଓ କ-ଳି ୪ ଟି ଯୁଗ ରହିଛି। ବର୍ତ୍ତମାନ କ-ଳିକା-ଳ ଅର୍ଥାତ କ-ଳିଯୁ-ଗ ଚାଲିଛି। ବନ୍ଧୁଗଣ ପ୍ରାଚୀନ ଗ୍ରନ୍ଥ ମାନଙ୍କରେ କ-ଳିଯୁ-ଗରେ କଣ କଣ ଘ-ଟିବ ସେ ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି ଏବଂ କଳିଯୁଗରେ ଜେବେବି କୌଣସି ପ୍ର-ଳୟ ହେବ ତାହେଲେ କେବଳ ହରି କୀର୍ତ୍ତନ ହିଁ ମନୁଷ୍ୟ ଜାତିକୁ ର-କ୍ଷା କରିବ। ତ ବନ୍ଧୁଗଣ ଆସନ୍ତୁ ଜାଣିବା। ପୁରାଣ ମାନଙ୍କରେ କ-ଳିଯୁ-ଗର ବ୍ୟା-ଖ୍ୟା-ନ ଏବଂ କ-ଳିଯୁ-ଗର ଅନ୍ତର ୧୦ ଟି ଲ-କ୍ଷଣ ବିଷୟରେ।

ବନ୍ଧୁଗଣ ପୁରାଣ ମାନଙ୍କରେ ବର୍ଣ୍ଣନା କରାଯାଇଛି କି ଯେଉଁ ବ୍ୟକ୍ତି ସଙ୍ଗଠନ ବା ସମାଜ ବେଦ ବି-ରୋ-ଧ ଆ-ଚର-ଣ କରେ ଭାରତର ଧାର୍ମିକ ଓ ସାଂସ୍କୃତିକ ଏକତାକୁ ଖ-ଣ୍ଡନ କରିବ।ତାହାର ଆସୁଥିବା ସମୟରେ ସମୂଳ ନା-ଶ ହେବ। ପୁରାଣରେ ଉଲ୍ଲେଖ ରହିଛି କି ଜେହିପରି ଭାବରେ କ-ଳିଯୁ-ଗ ଆଗକୁ ବଢିବ ଠିକ ସେହିପରି ଭାରତ ବର୍ଷରେ ବେଦ ବ-ରୋ-ଧୀ ଲୋକଙ୍କ ଶା-ସନ ହେବାକୁ ଲାଗିବ। ଏମାନେ ସର୍ବଦା ଲୋକଙ୍କୁ ମି-ଥ୍ୟା କହିବେ। ଏବଂ ନିଜର କୁ-କ-ର୍ତ ଦ୍ୱାରା ଅନ୍ୟର ଆଲୋଚନା କରିବେ ଯାହାର କୌଣସି ଧର୍ମ ନଥିବ। ଏମାନେ ସମସ୍ତେ ମିଶି ଭାରତକୁ ଖ-ଣ୍ଡିତ କରିବେ। ଏବଂ ଅନ୍ତତଃ ଭାରତକୁ ଏକ ଅରାଜକ ଭୂମି କରି ଛାଡି ଦେବେ।

ବନ୍ଧୁଗଣ ଭାଗବତ ମହା ପୁରାଣରେ ବର୍ଣ୍ଣନା କରାଯାଇଛି କି ସମସ୍ତ ବେଦକୁ ଛାଡି ମନୁଷ୍ୟର ସଂସ୍କାର ଶୂ-ନ୍ୟ ହେବ। ତଥା ଏହିପରି ଲୋକ ଶା-ସନ କରିବେ ଏମାନେ ମି-ଥ୍ୟାବା-ଦୀ ଅ-ଧା-ର୍ମିକ ଓ ସ୍ୱ-ଳ୍ପଦା-ନ କରୁଥିବାର ହେବେ। ତଥା ପର ଧନ ନେବାରେ ସର୍ବଦା ଉତ୍ସ୍ୟକ ରହିବେ ଏବଂ ଏମାନଙ୍କ ଆୟୁ ଓ ଶକ୍ତି କମ ରହିବ। ତଥା ରାଜା ବେଶରେ ମ୍ଳେଛ ରହିବେ। ପ୍ରଜାଙ୍କର ର-କ୍ତ ଶୋ-ଷି-ବାରେ ଲାଗିବେ। ଏବଂ ଯେବେ ଏହିପରି ଶା-ସନ ହେବ ପ୍ରଜାମାନେ ମଧ୍ୟ ସେହିପରି ସ୍ୱାଭାବରେ ରହିବେ ତଥା ପରସ୍ପରକୁ ଉ-ତପି-ଡ଼ିତ କରିବେ ଏବଂ ଅନ୍ତତଃ ସବୁ ନ-ଷ୍ଟ ହୋଇଯିବ। ସେହିପରି ଭବିଷ୍ୟତର ପୁରାଣ ଅନୁସାରେ ଭଗବାନ ବ୍ରହ୍ମା ନାରଦଙ୍କୁ କୁହଁନ୍ତି କି ଭ-ୟଙ୍କର କ-ଳିଯୁ-ଗ ଆସିବା ପରେ ମନୁଷ୍ୟର ଆ-ଚର-ଣ ଦୁ-ଷ୍ଟ ହୋଇଯିବ। ଏବଂ ଯୋଗୀମାନେ ମ-ଧ୍ୟଦୁ-ଷ୍ଟ ଆ-ଚର-ଣ କରିବେ। ସଂସାରରେ ପରସ୍ପର ମଧ୍ୟରେ ବି-ରୋ-ଧାଭା-ଷ ରହିବ। ବିଶେଷ କରି ରାଜାଙ୍କ ମଧ୍ୟରେ ଚରି-ତ୍ରହୀ-ନତା ଆସିବ। ଦେଶ ଦେଶ ଓ ଗ୍ରାମ ଗ୍ରାମରେ କ-ଷ୍ଟ ବୃଦ୍ଧି ପାଇବ। ସନ୍ଥଜନ ମାନେ ଦୁଃ-ଖି ରହିବେ।ତଥା ଲୋକେ ନିଜ ଧର୍ମ ଛାଡି ଅନ୍ୟ ଧର୍ମର ଆଶ୍ରୟ ନେବେ। ଏବଂ ଦେବତା ମାନଙ୍କର ଦେବତ୍ୱ ମଧ୍ୟ ନ-ଷ୍ଟ ହେବାକୁ ଲାଗିବ।ଏବଂ ସେମାନଙ୍କ ଆଶୀର୍ବାଦ ମଧ୍ୟ ରହିବ ନାହିଁ। ମନୁଷ୍ୟର ବୁଦ୍ଧି ଧର୍ମର ବି-ପରୀ-ତରେ ଉଚାଲିବାକୁ ଲାଗିବ।

ବନ୍ଧୁଗଣ ମହର୍ଷି ବ୍ୟାସଦେବଙ୍କ ଅନୁସାରେ କଳିଯୁଗରେ ମନୁଷ୍ୟ ମଧ୍ୟରେ ବନ ଓ ଆଶ୍ରମ ସମ୍ବଦ୍ଧିତ ପ୍ରବୃତ୍ତି ରହିବ ନାହିଁ।ବେଦର ପାଳନ କେହି କରିବେ ନାହିଁ। ତଥା କ-ଳିଯୁ-ଗରେ ବିବାହକୁ କେହି ଧର୍ମ ମାନିବେ ନାହିଁ। ଏବଂ ଶିଷ୍ୟ ଗୁରୁଙ୍କ ଅଧୀନରେ ରହିବେ ନାହିଁ। ପୁତ୍ର ମଧ୍ୟ ନିଜର ଧର୍ମର ପାଳନ କରିବେ ନାହିଁ। ଯିଏ ଯେକୌଣସି କୂଳରେ ଜନ୍ମ ହେଲେ ସୁଧା ସବୁଠାରୁ ବଡ଼ ବଳବାନ ସେହି ସମସ୍ତଙ୍କ ସ୍ୱାମୀ ହେବ। ସମସ୍ତ ବର୍ଗର ଲୋକ କନ୍ୟା ବିକ୍ରୟ କରି ନିର୍ବାହ କରିବେ। ତଥା କ-ଳିଯୁ-ଗରେ ଯାହାବି ଜଣଙ୍କ ଵଚନ ହେବ ତାହା ହିଁ ଶାସ୍ତ୍ର ଭାବରେ ମାନ୍ୟ ହେବ।

ବନ୍ଧୁଗଣ କ-ଳିଯୁ-ଗରେ ସ୍ୱଳ୍ପ ଧନରେ ମନୁଷ୍ୟର ଗ-ର୍ବ ହେବ। ମହିଳା ମାନଙ୍କୁ ନିଜ କେଶରେ ହିଁ ରୂ-ପବ-ତୀ ହେବାର ଗ-ର୍ବ ହେବ ଏବଂ କ-ଳିଯୁ-ଗରେ ସ୍ତ୍ରୀ ଧନହୀନ ପତିଙ୍କୁ ତ୍ୟା-ଗ କରିବେ। ତଥା ସେ ସମୟରେ ଧନବାନ ପୁରୁଷ ହିଁ ମହିଳା ମାନଙ୍କ ସ୍ୱାମୀ ହେବ। ଯିଏ ଅଧିକ ଦେବ ତାକୁ ହିଁ ଲୋକେ ସ୍ୱାମୀ ମାନିବେ। ଏବଂ ସେହି ସମୟରେ ଲୋକେ ପ୍ରଭୁତା-ଚା-ରଣରୁ ହିଁ ସମ୍ବଦ୍ଧ ରଖିବେ। ସଞ୍ଚିତ ଧନ ଗୃହ କରିବାରେ ହିଁ ସମାପ୍ତ ହେବ। ଯାହା ଫଳରେ ଦାନ ପୁ-ଣ୍ୟ କାର୍ଯ୍ୟ କରିବେ ନାହିଁ। ସମସ୍ତ ଧନ ଉପଭୋଗରେ ହିଁ ଖର୍ଚ୍ଚ ହେବ।

ବନ୍ଧୁଗଣ କ-ଳିଯୁ-ଗର ସ୍ତ୍ରୀ ନିଜ ଇଛା ଅନୁସାରେ ଆ-ଚର-ଣ କରିବେ। ବିଳାସ ବ୍ୟସନରେ ସ-ର୍ବଦା ମନ ନିବେଶ କରିବେ। ଏବଂ ଅନ୍ୟାୟରେ ଧନ ଅର୍ଜନ କରିଥିବା ପୁରୁଷଙ୍କ ପ୍ରତି ମହିଳାମାନେ ଆ-ସକ୍ତି ହେବେ। ଏହା ସହିତ କ-ଳିଯୁ-ଗରେ ସମସ୍ତେ ସମସ୍ତଙ୍କ ପାଇଁ ସମାନତାର କଥା କହିବେ। ବନ୍ଧୁଗଣ କ-ଳିଯୁ-ଗରେ ପ୍ରଜା ବନ୍ୟା ଏବଂ ମ-ରୁଡି ଭ-ୟରେ ବ୍ୟାକୁଳ ରହିବେ। ସମସ୍ତଙ୍କ ନେତ୍ର ଆକାଶକୁ ଚାହିଁ ରହିବ। ବର୍ଷା ନହେବା କାରଣରୁ ମନୁଷ୍ୟ ତପସୀଙ୍କ ଭଳି ଫଳ ମୂଳ ବା ପତ୍ର ଖାଇବ। ସମସ୍ତ ମନୁଷ୍ୟ ଯେକୌଣସି କାରଣରୁ ସର୍ବଦା କ-ଳ-ହରେ ଘେରି ରହିବେ। ତଥା ସମସ୍ତ ମନୁଷ୍ୟ ବିନା ସ୍ନାନରେ ଭୋଜନ କରିବେ। ମନୁଷ୍ୟ ସଂସ୍କାରହୀନ ହେବା ସ୍ୱତେ ପାଖଣ୍ଡି ମାନଙ୍କ ସହିତ ମିଶି ଲୋକଙ୍କୁ ଠ-କିବା-ର କାର୍ଯ୍ୟ କରିବେ। ତଥା ସେହି ସମୟରେ ପାଖଣ୍ଡି ମାନଙ୍କ ଅଧିକତା ଏବଂ ଅଧର୍ମର ବୃଦ୍ଧି ହେବା କାରଣରୁ ମନୁଷ୍ୟର ଆୟୁ କମ ହେବାକୁ ଲାଗିବ। ସେହି ସମୟରେ ୫ ବର୍ଷ ୬ ବର୍ଷ ଅଥବା ୭ ବର୍ଷର ସ୍ତ୍ରୀ ଏବଂ ୮ ବର୍ଷ ୯ ବର୍ଷ ବା ୧୦ ବର୍ଷର ପୁରୁଷ ମାନଙ୍କର ସନ୍ତାନ ହେବେ। ଘୋର କ-ଳି କାଳ ଆସିଲେ ମନୁଷ୍ୟ କେବଳ ୨୦ ବର୍ଷ ପର୍ଯ୍ୟନ୍ତ ଜୀ-ବିତ ରହିବ। ଏବଂ କ-ଳିଯୁ-ଗର ଅନ୍ତ ସମୟରେ ଭ-ୟଙ୍କ-ର ତଥା ବଡ଼ ବଡ଼ ଯୁ-ଦ୍ଧ ହେବାକୁ ଲାଗିବ। ଭୀଷଣ ପବନ ବର୍ଷା ଏବଂ ଖରା ହେବାକୁ ଲାଗିବ। ଶେଷରେ ଭଗବାନ କଳ୍କୀ ଅବତାର ଧାରଣ କରି କ-ଳିଯୁ-ଗର ଅନ୍ତ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *