Excuse Me Odisha

ଯାହା କହିବୁ ସତ କହିବୁ

ଅଧା ଚନ୍ଦ୍ର ଆପଣଙ୍କ ନଖରେ ଅଛିକି ତାହାର ରହସ୍ୟ ବିଷୟରେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନେ କେବେ ଭାବିଛନ୍ତି କି ଅଧା ଚନ୍ଦ୍ରର ଯେଉଁ ଯେଉଁ ଚିହ୍ନ ରହିଥାଏ ତାହା କଣ ପାଇଁ ରହିଥାଏ ଏବଂ ଏହାର ଅର୍ଥ କଣ ଅଟେ। ଏବଂ ଏହି ଚିହ୍ନ ଆପଣଙ୍କ ନଖରେ କଣ ପାଇଁ ରହିଥାଏ? ଏହା ଅନ୍ୟ ମାନଙ୍କ ନଖରେ କଣ ପାଇଁ ରହିନଥାଏ? ଯଦି ଆପଣମାନେ ମଧ୍ୟ ଏପରି ଭାବୁଛନ୍ତି ଏବଂ ଏହାର ଅର୍ଥ ଆପଣମାନେ ଜାଣିନଥାନ୍ତି ତେବେ ଆସନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଜାଣିବା।

ଆମ ଶାସ୍ତ୍ର ଅନୁସାରେ ଆମ ଶରୀରରେ ପ୍ରତ୍ୟକଙ୍କର କିଛି ନାଁ କିଛି ରହସ୍ୟ ଲୁଚି ରହିଛି। ଯାହା ଆମକୁ ଆମର ସ୍ୱାସ୍ଥ୍ୟ ସ୍ୱାଭାବ ଆଚାର ବିଚାର ଏବଂ ଭବିଷ୍ୟତ ବିଷୟରେ ବର୍ଣ୍ଣନା କରିଥାଏ। କିନ୍ତୁ ଆମେ ପ୍ରାୟ ଏହିସବୁ ଜାଣି ନଥାଉ। କିମ୍ବା ଜାଣିଲେ ବି ଏସବୁ ପ୍ରତି ଧ୍ୟାନ ଦେଇନଥାଉ। ଯାହା ଫଳରେ ଆମ ଶରୀରର ପାଇଁ ଏବଂ ଆମ ଭବିଷ୍ୟତ ପାଇଁ ଅଧିକରୁ ଅଧିକ କ୍ଷ-ତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ବନ୍ଧୁଗଣ ଶରୀରର ପ୍ରତ୍ୟକ ଅଙ୍ଗତ କିଛି ନାଁ କିଛି କହିଥାଏ। ତା ମଧ୍ୟରୁ ନଖ ହେଉଛି ଅନ୍ୟତମ। ବନ୍ଧୁଗଣ ଆମ ନଖ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଯାହା ଆମ ଶରୀରର ଦେଡ଼ସେନରେ ତିଆରି ହୋଇଥାଏ। ସେଥିପାଇଁ ତ ଆମେ ଜେବେବି ନଖ କାଟିଥାଉ ଆମକୁ କଷ୍ଟ ହୁଏ ନାହିଁ। ନଖ ଆମ ଶରୀରର ସୁନ୍ଦରତାକୁ ବୃଦ୍ଧି କରିବା ସହିତ ମହିଳା ମାନଙ୍କ ପାଇଁ ତାଙ୍କ ନଖ ବହୁତ ଖାସ ହୋଇଥାଏ। କିନ୍ତୁ ବନ୍ଧୁଗଣ ଆପଣ ଜାଣନ୍ତି କି ନଖ ଉପରେ ଅଧା ଚନ୍ଦ୍ର ପରି ଧଳା ରଙ୍ଗର ରହିଥାଏ। ଏହାର ଅର୍ଥ କଣ ଅଟେ।ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ରହସ୍ୟ ବିଷୟରେ।

ବନ୍ଧୁଗଣ ଆମ ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଠିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ମାନାଯାଇଥାଏ। ଏହା ସହିତ ଆପଣ ଭାଗ୍ୟଶାଳୀ ମଧ୍ୟ ଅଟନ୍ତି। କାରଣ ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁମାନଙ୍କର ତର୍ଜନୀ ଆଙ୍ଗୁଠିର ନଖରେ ଅଧା ଚନ୍ଦ୍ର ଚିହ୍ନ ଭଳି ରହିଥାଏ ସେମାନଙ୍କୁ ବହୁତ ଜଲଦି ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଏହିପରି ବ୍ୟକ୍ତିମାନେ ଅଳ୍ପ ପରିଶ୍ରମ କରି ମଧ୍ୟ ବଡ଼ରୁ ବଡ଼ କାର୍ଯ୍ୟକୁ ସରଳତାର ସହିତ ସମ୍ପୂର୍ଣ୍ଣ କରି ଦେଇଥାନ୍ତି।

ଏହା ପରେ ମଧ୍ୟମ ବା ବଡ଼ ଆଙ୍ଗୁଠି ନଖରେ ଯଦି ଅଧା ଚନ୍ଦ୍ର ରହିଥାଏ ବନ୍ଧୁଗଣ ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ମଧ୍ୟମା ଆଙ୍ଗୁଳି ବା ବଡ଼ ଆଙ୍ଗୁଳିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ଏହା ମଧ୍ୟ ବ୍ୟକ୍ତିର କଳା ଏବଂ ପ୍ରତିଷ୍ଠା ଉପରେ ପ୍ରଭାବ ଆଣିଥାଏ। ଏହା ସହିତ ଆମ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ମଧ୍ୟମା ଆଙ୍ଗୁଳି ଶନି ଆଙ୍ଗୁଳି ବୋଲି କୁହାଯାଇଥାଏ। କାରଣ ଏହା ଅନ୍ୟ ଆଙ୍ଗୁଳି ମାନଙ୍କ ଠାରୁ ବଡ଼ ହୋଇଥାଏ। ଯଦି କୌଣସି ବ୍ୟକ୍ତିର ବଡ଼ ଆଙ୍ଗୁଠିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ସେହି ବ୍ୟକ୍ତି ମେସିନାରୀ ବା ଉଦ୍ୟଗ ପ୍ରତି କାର୍ଯ୍ୟରେ ବହୁତଶୀଘ୍ର ସଫଳତା ପ୍ରାପ୍ତି କରିଥାଏ।

ଏହା ପରେ ଛୋଟ ଦୁଇ ଆଙ୍ଗୁଠି ବା କାଣି ଆଙ୍ଗୁଠି ଉପରେ ଅଧା ଚନ୍ଦ୍ର ରହିଥାଏ। ବନ୍ଧୁଗଣ ଆମ ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ଛୋଟ ବା କନିଷ୍ଠା ଆଙ୍ଗୁଠିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ସେହି ବ୍ୟକ୍ତିକୁ ନିକଟ ଭବିଷ୍ୟତରେ ବହୁତ ଲାଭ ପ୍ରାପ୍ତ ହୋଇଥାଏ।

ବୃଦ୍ଧ ଆଙ୍ଗୁଳିର ନଖରେ ଅଧା ଚନ୍ଦ୍ର ରହିଥାଏ । ବନ୍ଧୁଗଣ ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ବୃଦ୍ଧ ଆଙ୍ଗୁଳିର ନଖରେଅଧା ଚନ୍ଦ୍ର ରହିଥାଏ ଏପରି ବ୍ୟକ୍ତି ଅଳସୁଆ ପ୍ରକୃତିର ହେବା ସହିତ ପ୍ରତ୍ୟକ କାର୍ଯ୍ୟକୁ ସରଳତାରେ କରି ଉତ୍ତମ ଫଳ ପ୍ରାପ୍ତ କରିବା ପାଇଁ ସର୍ବଦା ମନରେ କାମନା କରିଥାନ୍ତି। କିନ୍ତୁ ଏମାନଙ୍କର ଖାସ ଗୁଣ ହେଉଛି ଏମାନେ କେବେବି କାହା ଉପରେ ଇର୍ଷା ଭାବନା ଆଣନ୍ତି ନାହିଁ। ଏହା ସହିତ ଆମ ଶାସ୍ତ୍ର ଅନୁସାରେ ଆପଣଙ୍କର କୌଣସି ଆଙ୍ଗୁଳିର ନଖରେ ମଧ୍ୟ ଅଧା ଚନ୍ଦ୍ର ନଥାଏ ତେବେ ଏହା ଆପଣଙ୍କ ପାଇଁ ଅମଙ୍ଗଳର ସୂଚନା ଦର୍ଶାଇଥାଏ। ସେହିପରି ବିଜ୍ଞାନ ମତରେ କେତେକ ମେଡ଼ିକାଲ ଏକ୍ସପୋର୍ଟ ମାନେ ମଧ୍ୟ ସୂଚନା ଦେଇଛନ୍ତି ଯେ ଏହା ଆପଣଙ୍କ ଶରୀରରେ ଜଡିତ ବିଭିନ୍ନ ରୋଗକୁ ସଂକେତ ଦର୍ଶାଇଥାଏ। ଏହାର କମ ହେବା ଫଳରେ ଆପଣଙ୍କ ଶରୀରରେ ଆଇରନ ଏବଂ କ୍ୟାଲସିୟମର ମାତ୍ର କମ ହୋଇଥାଏ। ଏବଂ ଥାଇରଡ଼ ଭଳି କେତେକ ରୋଗର ସଂକେତ ଦର୍ଶାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *