Excuse Me Odisha

ଯାହା କହିବୁ ସତ କହିବୁ

“S” ଅକ୍ଷରରୁ ଆରମ୍ଭ ହେଉଥିବା ଲୋକ ବିଷୟରେ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟକଙ୍କ ଜୀବନରେ ନାମର ମହତ୍ତ୍ୱ ହୋଇଥାଏ। A ଠୁ Z ନାମର ଲୋକେ ନିଜର ଅଲଗା ଅଲଗା ବିଶେଷତ୍ୱତା ରଖିଥାନ୍ତି। ପ୍ରତ୍ୟକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ଜୀବନରେ ପ୍ରଭାବ ପକାଇଥାଏ। ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ “S” ନାମର ଲୋକ କିପରି ହୋଇଥାନ୍ତି। ଜୀବନରେ ବିଭିନ୍ନ ଅବସ୍ଥା ଯେପରି “S” ନାମର ଲୋକ ପ୍ରେମରେ କିପରି ହୋଇଥାନ୍ତି କିମ୍ବା “S” ନାମର ଲୋକଙ୍କର ରାଶି କିପରି ହୋଇଥାଏ ବା “S” ନାମର ଲୋକଙ୍କର ପାଠ ପଢା କିପରି ହୋଇଥାଏ ଏହି ପୋଷ୍ଟରେ ଆମେ ଏହି ବିଷୟରେ ଜାଣିବା। ନାମ ଆଗରୁ ଅକ୍ଷରରେ ବ୍ୟକ୍ତି ବିଷୟରେ ବହୁତ କିଛି ଜଣା ପଡ଼ିଯାଏ। ତ ଆସନ୍ତୁ ଜାଣିବା “S” ନାମର ଲୋକଙ୍କ ସ୍ଵଭାବ।

ପ୍ରଥମେ ଜାଣିବା “S” ନାମର ଲୋକଙ୍କର ପ୍ରେମ ସମ୍ବଦ୍ଧରେ। “S” ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଲୋକ ପ୍ରେମ ମାମଲାରେ ସବୁଠାରୁ ଅଧିକ ଗମ୍ଭୀର ହୋଇଥାନ୍ତି। ଏହି କାହାର ପ୍ରେମରେ ଶୀଘ୍ର ପଡିବା ସହିତ ସିରିୟସ ହୋଇଯାନ୍ତି।ଏହି ଲୋକ ଯାହାକୁ ଏ ଭଲ ପାଇଥାଆନ୍ତି ତାକୁ ଅଧିକ ପାଖରେ ରଖିଥାନ୍ତି। ଏମାନଙ୍କର ଏହି ନେଚର କାରଣରୁ ଏମାନଙ୍କୁ ସତ ପ୍ରେମ ମିଳିଥାଏ। ଏପରି ଲୋକ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏମାନଙ୍କୁ ଯାହା ଜ୍ଞାନ ମିଳିଲେ ମଧ୍ୟ ଏମାନେ ନେଇଥାନ୍ତି। ନିଜର ବୁଦ୍ଧିରେ ଏମାନେ ପ୍ରତ୍ୟକ ସମସ୍ୟାକୁ ଦୂର କରିଦିଅନ୍ତି।ଏହା ଛଡା ଏହି ଲୋକ କମାଇବାରେ ମଧ୍ୟ ସକ୍ଷମ ଅଟନ୍ତି।

ଏବେ ଆସନ୍ତୁ ଜାଣିବା “S” ନାମର ଲୋକଙ୍କ ସ୍ଵଭାବ ବିଷୟରେ। “S” ଅକ୍ଷରର ନାମର ପୁଅ କିମ୍ବା ଝିଅ ବହୁତ ରହସ୍ୟମୟ ହୋଇଥାନ୍ତି। ଏମାମେ କଥାରେ ଏତେ ଧନୀ ହୋଇଥାନ୍ତି କି ସାମ୍ନା ବାଲା ଅତି ଶୀଘ୍ର ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଯାଇଥାନ୍ତି। ନିଜର ପ୍ରେମ ପ୍ରତି ସଚେତନ ରହୁଥିବା ଏହି ଲୋକ ଏମାନଙ୍କ ପଛରେ ଏମାନଙ୍କ ଭାବନା କେବଳ ଏତିକି କି ଏମାନେ ନିଜର ପ୍ରେମକୁ କାହା ସହିତ ସେୟାର କରନ୍ତି ନାହିଁ।

“S” ନାମର ଲୋକଙ୍କ ବିଷୟରେ କିଛି ଖାସ କଥା।ସାମାଜିକ ଜୀବନରେ ଏମାନେ ମିଳାମିଶା ଟାଇପର ହୋଇଥାନ୍ତି। ପାର୍ଟି ଏବଂ ଉତ୍ସ୍ୟବରେ ଏମାନେ ଆନନ୍ଦ ଉଡାଇଥାନ୍ତି।ଏହି ଲୋକ ବହୁତ ରଚନାତ୍ମକ ହୋଇଥାନ୍ତି। କୌଣସି କାମକୁ ମଧ୍ୟ ଏମାନଙ୍କ ଷ୍ଟାଇଲରେ କରିବାକୁ ପସନ୍ଦ କରିଥାନ୍ତି।ଏମାନେ ଅଧିକ ଭିଡ଼ ସହିତ ଚାଲିବାକୁ ପସନ୍ଦ କରିନଥାନ୍ତି। ନିଜର ବୁଦ୍ଧିରେ ସମସ୍ୟାକୁ ଦୂର କରିଦିଅନ୍ତି।

ଏବେ ଆସନ୍ତୁ ଜାଣିବା ଏମାନଙ୍କ ସ୍ୱଭାବ ବିଷୟରେ। ନିଜ ପ୍ରେମ ପ୍ରତି ସଚେତନ ରହୁଥିବା ଏହି ଲୋକ କିଛି ଅଲଗା ପ୍ରକାରର ହୋଇଥାନ୍ତି। ଏବଂ ଏହି ସ୍ଵଭାବ ଅନ୍ୟ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଯାଏ।ଏମାନେ କ୍ରୋଧି ସ୍ଵଭାବର ହୋଇଥାନ୍ତି। “S” ଅକ୍ଷର ଏନାମର ଲୋକଙ୍କ ସ୍ଵଭାବ ମାନବୀୟ ଭାବନାରେ ଭରି ରହିଥାଏ। ତଥା ଏମାନଙ୍କ ଜୀବନରେ ପ୍ରେମର ବହୁତ ମହତ୍ତ୍ୱ ରହିଥାଏ। କାର୍ଯ୍ୟ କ୍ଷେତ୍ର ବିଷୟରେ ଯଦି ଆମେ କଥା ହେବା ତାହେଲେ ଏମାନେ ବିଜ୍ଞାନ କଳା ଏବଂ ଗଣିତ କ୍ଷେତ୍ରରେ ଏମାନେ ଅଧିକ ସଫଳତା ଆଣିଥାନ୍ତି।

ଏବେ ଆସନ୍ତୁ ଜାଣିବା “S” ଅକ୍ଷର ନାମର ଲୋକଙ୍କ ବିଶେଷତା ବିଷୟରେ। ନିଜର ଇନକମରେ ଏମାନେ ସବୁକିଛି ପାଇଥାନ୍ତି। ଏମାନେ ସେଲମେଣ୍ଟ ମନୁଷ୍ୟ ହୋଇଥାନ୍ତି। ଟଙ୍କା ହାସଲ କରୁଥିବା ଏହି ଲୋକ ନିଜର ଜିନିଷକୁ ସହଜରେ କାହାକୁ ଦିଅନ୍ତି ନାହିଁ।ଏମାନେ ବହୁତ କଞ୍ଜୁସ ହୋଇଥାନ୍ତି।ସେଥିପାଇଁ ଏମାନେ ପାର୍ଟିକୁ ଯିବାକୁ ପସନ୍ଦ କରନ୍ତି କିନ୍ତୁ ଏମାନେ ହୃଦୟରୁ ଖରାପ ହୋଇନଥାନ୍ତି।କିନ୍ତୁ ଏମାନଙ୍କ ତେଜରେଟମ,ସ୍ୱଭାବ ଏମାନଙ୍କୁ ଖରାପ ବନେଇଦେଇଥାଏ।

ଏବେ ଆସନ୍ତୁ ଜାଣିବା “S” ଅକ୍ଷର ନାମର ଲୋକଙ୍କ କଥା ବିଷୟରେ।କୌଣସି ବି କାମ କୌଣସି ବି କାମ କରିବା ପାଇଁ ଏମାନେ ପୁରା ଜୀବନ ଲଗାଇ ଦେଇଥାନ୍ତି ଏହା ସହିତ ଏମାନେ ସ୍ୱାଭିମାନି ହୋଇଥାଆନ୍ତି।ଗର୍ବର କଥାକି ଏମାନେ ନିଜ ଉପରେ କାବୁ ରଖିବାର ପୁରା କ୍ଷମତା ରଖିଥାନ୍ତି।ଏମାନେ ଆକର୍ଷିତ ମଧ୍ୟ ହୋଇଥାନ୍ତି। କେବଳ ଏତିକି ନୁହେଁ ଏହା ଛଡା ଏମାନଙ୍କ କହିବା ଷ୍ଟାଇଲ ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ। ପୁଅ କିମ୍ବା ଝିଅ ଯାହାର । ନାମ ବି “S” ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ଅଧିକ ବୁଦ୍ଧିମାନ ହୋଇଥାନ୍ତି ଏବଂ ଏହି ଲୋକ ନିଜର ଜ୍ଞାନକୁ ସବୁଠୁ ପ୍ରମୁଖ ରଖନ୍ତି। ଏମାନେ ଜୀବନରେ ସବୁ କାର୍ଯ୍ୟ ହାସଲ କରିନିଅନ୍ତି।”S” ଅକ୍ଷର ନାମର ଲୋକ ଅଧିକ ଅପେକ୍ଷା କରନ୍ତି ନାହିଁ। “S” ଅକ୍ଷର ନାମର ଲୋକ ବହୁତ ଅଧିକ ପରିଶ୍ରମୀ ହୋଇଥାନ୍ତି ଏହି ଲୋକ ନିଜର ଲକ୍ଷକୁ ପାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ଏବଂ ପରିଶ୍ରମ କରି ସବୁକିଛି ହାସଲ କରିନିଅନ୍ତି।ଏମାନେ ବଡ଼ ବୁଦ୍ଧିମାନ ହୋଇଥାନ୍ତି।ଯାହା ଠାରୁ ଜ୍ଞାନ ମିଳେ ନେଇନିଅନ୍ତି।

ଏବେ ଆସନ୍ତୁ ଜାଣିବା “S” ଅକ୍ଷର ନାମର ଲୋକଙ୍କ ସ୍ୱାସ୍ଥ୍ୟ କେମିତି ରହିଥାଏ। “S” ଅକ୍ଷର ନାମର ବ୍ୟକ୍ତି ଜୀବନରେ ଅଧିକ ଚିନ୍ତିତ ରୁହନ୍ତି। ଏମାନଙ୍କୁ ପେଟ ସମ୍ବଦ୍ଧିତ ରୋଗ ଏସିଡିଟି ଗ୍ୟାସ ଆଦିର ଡର ସବୁବେଳେ ରହୁଥାଏ। ଏବଂ ଏଲର୍ଜି ତ୍ୱଚା ସମ୍ବଦ୍ଧିୟ ବିମାର ମଧ୍ୟ ଏମାନଙ୍କ ଭିତରେ ଥାଏ। କେତେଥର ଏମାନଙ୍କୁ ଗୁପ୍ତ ରୋଗର ସାମ୍ନା କରିବାକୁ ପଡିଥାଏ।

ଏବେ ଆସନ୍ତୁ ଜାଣିବା ଏମାନଙ୍କ ବିଶେଷ ପସନ୍ଦ ବିଷୟରେ। “S” ଅକ୍ଷର ନାମର ଲୋକ ହୃଦୟରୁ ବହୁତ ଭଲ ହୋଇଥାନ୍ତି।ଏପରି ଲୋକ ଯେଉଁଠାକୁ ଯାଆନ୍ତି ସେଠାରେ ନିଜର ସ୍ମୃତି ଛାଡି ଯାଆନ୍ତି। ଏମାନେ ଅଧିକ ନିଜ କାମରେ ଧ୍ୟାନ ଦିଅନ୍ତି।ଏମାନେ କାହାର ସାହାର୍ଯ୍ୟ ନେବା ପସନ୍ଦ କରନ୍ତି ନାହିଁ।ଏବଂ ସୋସିଆଲ ମିଡିଆରେ ମଧ୍ୟ ଅଧିକ ଏଟ୍ରାକ୍ଟିଭ ରୁହନ୍ତି। ଏମାନେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାଁନ୍ତି। କାହାକୁ ହାନି ପହଂଚାନ୍ତି ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *