Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ ଟି କାମ ଯିଏ କରିଥାଏ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଏମିତି ୩ ଟି ଜିନିଷ ଜଣେଇବୁ ଯଦି କେହିବି ଆପଣଙ୍କ ସହିତ ଏହି ୩ ଟି କାମ କରୁଛନ୍ତି ତ ଆପଣ ତାଙ୍କୁ ଆଖି ବନ୍ଦ କରିକି ଭଲ ପାଇପାରିବେ।ଆଉ ଏହି ଭଳି ମଣିଷକୁ ଭଲ ପାଇବେ ନାହିଁ ତ ଆପଣ ଗୋଟେ ଦିନ ପସ୍ତାଇବେ ବହୁତ ଅଧିକ ପସ୍ତାଇବେ। ଆଉ ଏହି ୩ ଟି କାମ ସିଏ କରିଥାଏ ଯିଏ ଆପଣଙ୍କୁ ପ୍ରକୃତରେ ଭଲ ପାଉଥାଏ।ତ ଆସନ୍ତୁ ଜାଣିବା କଣ ସେହିସବୁ କାମ କଣ ସେହି ଜିନିଷ।

Ego। ନିଜର ego ଯିଏ ଆପଣଙ୍କ ପାଇଁ ଛାଡି ଦେଉଛି ତ ଏମିତି ମଣିଷକୁ ଆପଣ ପ୍ରେମ ଅଧିକ କରିବା କଥା। କୌଣସି ମଣିଷ ଏହି ego ମାନେ ଅହଂ-କାରକୁ ଛାଡି ଦେଉଛି ତ ଆପଣଙ୍କ ପାଇଁ ବିଶ୍ୱାସ କରନ୍ତୁ ସେହି ମଣିଷ ଆପଣଙ୍କୁ କେବେବି ଛାଡି ପାରିବ ନାହିଁ। ଆଉ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛି। କଣ ପାଇଁ ନାଁ ଏହା ପଛରେ ଲଜିକ ବହୁତ ଅଛି। କଣ ପାଇଁ ନା ego ମଣିଷର ଗୋଟେ ପିୟାର ଆଜିନେସନ ହୋଇଥାଏ। ego ପାଇଁ ମଣିଷ ବରାବର ଯୁ-ଦ୍ଧ ମଧ୍ୟ କରିସାରିଛନ୍ତି ଇତିହାସରେ। ଆଉ ଏବେ ମଧ୍ୟ କରୁଛନ୍ତି। କଣ ପାଇଁ ନା ମଣିଷ ନିଜର ego କୁ ଛାଡିବା ପାଇଁ ବହୁତ କଷ୍ଟ। ଆଉ ଛାଡି ନଥାଏ। ଯଦି କିଏ ଆପଣଙ୍କ ପାଇଁ ଛାଡି ଦେଉଛି ତ ତାର ego ତାହେଲେ ଆପଣ ଜାଣିଜୀବେ ସେହି ମଣିଷ ବହୁତ ଅଧିକ ପ୍ରେମ କରୁଛି। ଆଉ ଆପଣ ତାକୁ ଆଖି ବନ୍ଦ କରିକି ଭଲ ପାଇବା କଥା। ଆଉ ସେହି ମଣିଷ କେବେବି ଆପଣଙ୍କୁ ଛାଡିବ ନାହିଁ ବୋଲି କ-ମେ-ନ୍ଟ-ମେଣ୍ଟ ବି କରିନିଅନ୍ତୁ। ପୁଣି ଆପଣଙ୍କ ମନରେ ଉଠୁ ଥିବ ଯେ ସାମ୍ନା ବାଲା ମଣିଷ କେମିତି ego ଛାଡ଼ୁଛନ୍ତି ଆମେ କେମିତି ଜାଣିବୁ। ଆଉ ଗୋଟେ କଥା ଆପଣ କେମିତି ଜାଣିବେ ନାଁ ଆପଣଙ୍କ ପାଇଁ ଆପଣଙ୍କ ପାର୍ଟନର ego କୁ ଛାଡ଼ୁଛନ୍ତି ନାଁ ନାହିଁ। ଆପଣ ଗୋଟେ କାମ କରିବେ ନୋଟିସ କରନ୍ତୁ।ସେ ମଣିଷ ବ୍ୟବହାର କେମିତି କରୁଛି ଆଉ ଅନ୍ୟ ମାନଙ୍କ ସହିତ ବ୍ୟବହାର କେମିତି କରୁଛି। ଆପଣ ସଫା ସଫା ଜାଣିପାରିବେ ଯେ ଆପଣଙ୍କ ପା-ର୍ଟ-ନର କେମିତି ଆଉ ସେ ଆପଣଙ୍କୁ କେମିତି ବ୍ୟବହାର କରୁଛନ୍ତି ଜାଣିପାରିବେ।

Google

Wait। ଯଦି ଆପଣଙ୍କ ପା-ର୍ଟ-ନର Wait କରିପାରିବେ ତ ଆପଣ ଜାଣିଯିବେ ସେହି ମଣିଷ ଆପଣଙ୍କୁ ପ୍ରକୃତରେ ଭଲ ପାଉଛି। ଆଉ ଆପଣ ଆଖି ବନ୍ଦ କରି ଭରସା କରିବା କଥା। Wait କୌଣସି ବି କାରଣ ପାଇଁ କରିପାରନ୍ତି। ଯଦି ଏମତି ହେଉଛି ତ ଆପଣଙ୍କ ସହ ଆପଣ ତାକୁ ଆଖି ବନ୍ଦ କରିକି ବିଶ୍ୱାସ କରନ୍ତୁ। ଉଦାହରଣ:- ଗୋଟେ ଝିଅ ଅଛି ଆଉ ତା ପାର୍ଟନର ତାକୁ ବାରମ୍ବାର ଫିଜିକାଲ ହେବା ପାଇଁ ଡି-ମାଣ୍ଡ କରୁଛି କିନ୍ତୁ ସେ ଝିଅ କହୁଛି ମ୍ୟାରେଜ ପରେ ସବୁକିଛି କରିବା ଏମିତି ସେମିତି ମ୍ୟା-ରେଜ ପୂର୍ବରୁ ଭଲ ନାହିଁ। କିଛିବି କହିଲେ ସେ ମନା କରୁଛି କିନ୍ତୁ ତାଙ୍କ ପା-ର୍ଟ-ନର Wait କରୁଛନ୍ତି। ହଁ ରା-ଗୁଛ-ନ୍ତି ଝ-ଗ-ଡା ଲାଗୁଛନ୍ତି କିନ୍ତୁ ସେ ଝିଅକୁ ଛାଡି ଯାଉନାହିଁ। ଯଦି ଆପଣଙ୍କ ସହ ଏମିତି ହେଉଛି ତ ସେ ଆପଣଙ୍କୁ Wait କରୁଛନ୍ତି ତ ଜାଣିଯିବେ ସାମ୍ନା ବାଲା ମଣିଷ ଆପଣଙ୍କୁ ପ୍ରକୃତରେ ଭଲ ପାଉଛି। ଆଉ ଆପଣ ତାକୁ ଆଖି ବନ୍ଦ କରି ବିଶ୍ୱାସ କରିବା କଥା।

Respect। ଯଦି କେହି ଆପଣଙ୍କୁ Respect ଦେଉଛି ହାଲ୍କାରେ ନେବେ ନାହିଁ କେବେବି। କଣ ପାଇଁ ନାଁ ଏମିତି ମଣିଷ ବହୁତ କମ ଲୋକ ମିଳନ୍ତି ଆଜିକାଲି ଦୁନିଆରେ। Respect ବହୁତ ମୁସ୍କିଲରେ ମିଳିଥାଏ। ହଁ ଯଦିବି ମିଳିଥାଏ long time ପାଇଁ Respect କରନ୍ତି ନାହିଁ। ପ୍ରେମର ଆରମ୍ଭରୁ କିଛି ମାସ ପର୍ଯ୍ୟନ୍ତ Respect ଦିଅନ୍ତି ତା ପରେ ଖ-ତ-ରନାକ ଭାବେ ଫୁଟି ଥାଆନ୍ତି। ଯାହାକି Respect କମ ମିଳେ ଆଜିକା ଦୁନିଆରେ। ଆପଣଙ୍କ ପା-ର୍ଟ-ନର ଆରମ୍ଭରୁ ଆଜି ପର୍ଯ୍ୟନ୍ତ Respect ଦେଇ ଆସୁଛନ୍ତି ତ ଜାଣିଯିବେ ଆପଣଙ୍କ Respect ବଜାୟ ରଖିଛନ୍ତି ତ ଜାଣିଯିବେ ସେ ବହୁତ important। ଆଉ ଆପଣ ବି ଏମିତି କରିବା କଥା ଯିଏ ଆପଣଙ୍କୁ Respect ଦେଉଛି ଅର୍ଥାତ ଯିଏ ଆପଣଙ୍କୁ Respect ଦେଉଛି ତା ବଦଳରେ ଆପଣ ବି ତାକୁ Respect ଦେବା ଉଚିତ। ଆଉ ସାମ୍ନା ଵାଲା ମଣିଷବି ଆପଣଙ୍କୁ ବହୁତ ଭଲ ପାଉଛି। ତ ଯଦି ଆପଣଙ୍କ ସହ ଏମିତି ହେଉଛି ତ ଆପଣ ତାକୁ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *