Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ। ତେବେ ଆସନ୍ତୁ ଜାଣିବା ,ନଚେତ ଲାଗିପାରେ ମହାପାପ।

ସେୟାର୍ କରନ୍ତୁ

ବନ୍ଧୁଗଣ ଶ୍ରାବଣ ମାସକୁ ପବିତ୍ର ମାସ ଭାବରେ ମାନାଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହି ମାସରେ ସମସ୍ତ ପର୍ବ ପର୍ବାଣୀ ମଧ୍ୟ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ଏହି ମାସ ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମାସରେ ବିଭିନ୍ନ ଦାନ ଓ ଶୁଭ କାର୍ଯ୍ୟ କରାଯାଇଥାଏ। ଏହି ମାସରେ ଭଗବାନ ଶିବଙ୍କ ଉପାସନା କଲେ ଶୁଭ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ନିଜର ମନସ୍କାମନା ପୂରଣ କରିବା ପାଇଁ ଏହି ମାସରେ ବ୍ରତ ରଖିବା ସହିତ କାଉଁରୀ ଯାତ୍ରା ମଧ୍ୟ କରାଯାଇଥାଏ। ଏପରି କେତେ ଗୁଡିଏ କାର୍ଯ୍ୟ ରହିଛି ଯାହା ଏହି ପବିତ୍ର ଶ୍ରାବଣ ମାସରେ କରିବା ଉଚିତ ନୁହେଁ କାରଣ ଏହି କାର୍ଯ୍ୟ କରିବା ଦ୍ୱାରା ମନୁଷ୍ୟକୁ ଶାରୀରିକ ଏବଂ ଆର୍ଥିକ ଅବସ୍ଥାର ସମୁଖୀନ ହେବାକୁ ପଡିବ। ଆସନ୍ତୁ ଜାଣିବା ଏହି ମାସରେ କେଉଁ ୫ ଟି କାର୍ଯ୍ୟ କରିବା ଅନୁଚିତ।

ଏହି ପବିତ୍ର ଶ୍ରାବଣ ମାସରେ କାହାକୁ ଖରାପ ବ୍ୟବହାର କରିବା ଉଚିତ ନୁହେଁ କିମ୍ବା କାହାର ଅ-ନିଷ୍ଟ କରିବା ମଧ୍ୟ ଉଚିତ ନୁହେଁ। ଏପରି କରିବା ଦ୍ୱାରା ଆପଣମାନଙ୍କୁ ପା-ପ ସହିତ ସମାନ ଦ-ଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ଏହି ମାସରେ କାହାର ଅନିଷ୍ଟ ଚିନ୍ତା ମଧ୍ୟ କରନ୍ତୁ ନାହିଁ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ୟ ବୃକ୍ଷଲତାଙ୍କର ଗୁରୁତ୍ୱ ଭୂମିକା ରହିଛି। ଏହି ମାସରେ ବୃକ୍ଷଲତାଙ୍କର କ୍ଷତି କରିବା ଉଚିତ ନୁହେଁ। ବୃକ୍ଷଲତାଙ୍କର କ୍ଷତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହି ମାସରେ ଆପଣ ମାନେ ନିଜ ଘର ଅଗଣାରେ ବୃକ୍ଷ ରୋପଣ କରନ୍ତୁ।ଏହା ଦ୍ୱାରା ଆପଣଙ୍କ ପରିବାରରେ ସମସ୍ତେ ସୁସ୍ଥରେ ରହିବେ।

ଏହି ଶ୍ରାବଣ ମାସରେ କୌଣସି ଜୀବଜନ୍ତୁଙ୍କୁ ହ-ତ୍ୟା କରିବା ଉଚିତ ନୁହେଁ। ଏହା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତ ହୋଇଥାଏ। ଏପରି କହିବାକୁ ଗଲେ କୌଣସି ଦିନ ଜୀବଜନ୍ତୁଙ୍କୁ ହ-ତ୍ୟା କରିବା ଉଚିତ ନୁହେଁ। କାରଣ ପ୍ରତ୍ୟକ ଜୀବଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି।

ଶ୍ରାବଣ ମାସରେ କୌଣସି ବ୍ୟକ୍ତି କିମ୍ବା ଗୁରୁଜନଙ୍କୁ ଅପମାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ କ୍ରୋ-ଧିତ କରିଥାନ୍ତି। ଏହାର ଫଳ ସ୍ୱରୂପ ସମ୍ପୂର୍ଣ ପରିବାରକୁ ଭୋଗ କରିବାକୁ ପଡିଥାଏ। ତେଣୁ ଗୁରୁଜନଙ୍କ ସହିତ ଭ-ଦ୍ରାମି ସହିତ କଥାବାର୍ତ୍ତା କରନ୍ତୁ। ଅପ-ମାନ କେବେ ମଧ୍ୟ କରନ୍ତୁ ନାହିଁ।

ଏହି ମାସରେ ମ-ଦ୍ୟପା-ନ କରିବା ଉଚିତ ନୁହେଁ। ଆମେ ସମସ୍ତେ ଜାଣିଛୁ କି ମ-ଦ୍ୟପା-ନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। ତେଣୁ ଶ୍ରାବଣ ମାସରେ ନୁହେଁ କୌଣସି ଦିନରେ ନି-ଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।

ତେଣୁ ବନ୍ଧୁଗଣ ଏହି ପବିତ୍ର ଶ୍ରାବଣ ମାସରେ ଏହି ୫ଟି କାର୍ଯ୍ୟ ଠାରୁ ଦୂରେଇ ରହିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *