Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ୫ ଟି ଜିନିଷ ସର୍ବ-ନାଶ ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଯେମିତିକି ଆପଣ ମାନେ ଜାଣିଛନ୍ତି ସକାଳୁ ସମୟଟି ଆପଣଙ୍କର ଭଲରେ ଗଲା ତାହେଲେ ଜାଣିନିଅନ୍ତୁ ଆପଣଙ୍କର ଦିନସାରା ଭଲରେ ଯିବ। ଯଦି ସକାଳ ସମୟ ଆପଣଙ୍କର ଖରାପରେ ଯିବ ତାହେଲେ ଦିନସାରା ଆପଣଙ୍କର ଖରାପ ହିଁ ଖରାପ ହେବ ଏବଂ ସବୁବେଳେ ସମସ୍ତେ ଚାହାନ୍ତି ସକାଳୁ ଉଠିବା ପରେ ଟିକେ ଭଲ ଜିନିଷ ଦେଖିବା ପାଇଁ କିମ୍ବା ଭଲ କାମଟିଏ ହେଉ କିମ୍ବା ଭଲ ଖବରଟିଏ ଶୁଣିବା ପାଇଁ ମିଳୁ ବା ସମସ୍ତେ ଚାହାନ୍ତି ଭଲ ହେବା ପାଇଁ କିନ୍ତୁ  କେହି ଚାହାଁନ୍ତି ନାହିଁ ସବୁବେଳେ ଖରାପ ହେଉ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ସକାଳୁ ଯଦି ଭୁଲରେ ଦେଖି ନିଅନ୍ତି ତାହେଲେ ଦିନସାରା ଆପଣଙ୍କର ଖରାପରେ ଯାଇଥାଏ।

ଘମଣ୍ଡି ବା ଚରି-ତ୍ରହୀନା ନାରୀ:-

ଯଦି ଆପଣ ସକାଳୁ ଉଠି ଯଦି କେହି ଘମଣ୍ଡି ଗର୍ବୀ ଅହଂକାରୀ ନାରୀକୁ ଆପଣ ଦେଖନ୍ତି କିମ୍ବା ଚରି-ତ୍ରହୀନା ନାରୀଙ୍କୁ ଦେଖନ୍ତି ତାହେଲେ ଜାଣନ୍ତୁ ଦିନସାରା ଆପଣଙ୍କର ଭଲ ଯିବ ନାହିଁ। ଏବଂ ଦିନସାରା ଆପଣଙ୍କର ଖରାପରେ ଯିବ। ଏବଂ ଦିନସାରା ଆପଣଙ୍କର ମାଇଣ୍ଡ ଟେନସନରେ ରହିବ। ସେହିଦିନ କୌଣସି ଶୁଭ କାର୍ଯ୍ୟ ମଧ୍ୟ ଅଶୁଭରେ ପରିଣତ ହୋଇଯିବ। ତେଣୁ ଚେଷ୍ଟା କରିବେ ଏହି ଜିନିଷ ଠାରୁ ଟିକେ ଦୂରେଇ ରହିବା ପାଇଁ।

ଭଙ୍ଗା ଦର୍ପଣ:-

ଆମର ହିନ୍ଦୁଧର୍ମରେ ଭଙ୍ଗା ଦର୍ପଣକୁ ଅଶୁଭ ବୋଲି ବିଚାର କରାଯାଏ। ଯଦି ଆପଣ ମାମେ ଘରେ ଭଙ୍ଗା ଦର୍ପଣ ରଖିଛନ୍ତି କିମ୍ବା ସକାଳୁ ଉଠି ପ୍ରଥମେ ଭଙ୍ଗା ଦର୍ପଣ ଦେଖୁଛନ୍ତି ତାହେଲେ ଜାଣିବେ ଦିନସାରା ଆପଣଙ୍କର କୌଣସି କାମ ସଫଳ ହେବ ନାହିଁ। ତେଣୁ ଚେଷ୍ଟା କରନ୍ତୁ ଭଙ୍ଗା ଦର୍ପଣକୁ ଘରୁ ବାହାର କରିଦେବା ପାଇଁ।

ଚପଲ:-

ନିହାତି ପ୍ରତ୍ୟକ ଘରେ ଘରେ ଚପଲ ଜୋତା ରଖାଯାଏ। କିନ୍ତୁ ମନେରଖନ୍ତୁ ଯେଉଁ ଜୋତା ବା ଚପଲ ଆପଣ ଘରେ ରଖିଥିବେ ତାକୁ ସାଇଜ କରି ରଖିବେ। ଯେମିତି ଘରର ସାମ୍ନାରେ ଚପଲ ବା ଜୋତା ଏପଟ ସେପଟ ହୋଇ ପଡିନଥିବ। ଯଦି ଏପରି ଆପଣ ସକାଳେ ଦେଖନ୍ତି ତାହେଲେ ଆପଣଙ୍କର ଦିନସାରା ସମସ୍ତ କାର୍ଯ୍ୟ ବିଘ୍ନରେ ପଡିବ। ସେଥିପାଇଁ ଚେଷ୍ଟା କରନ୍ତୁ ସବୁବେଳେ ଚପଲକୁ ସାଇଜ କରି ରଖିବା ପାଇଁ।

ଖାଲି ବର୍ତ୍ତନ:-

ଯଦି ଆପଣ ସକାଳୁ ଉଠି କୌଣସି ଖାଲି ବର୍ତ୍ତନ ବା ଖାଲି ଜିନିଷ ଯେମିତିକି ପର୍ସ ଖାଲି ଥିବା ବାଲ୍ଟି ଖାଲି ଥିବା କିମ୍ବା ଯେକୌଣସି ଖାଲି ଥିବା ଜିନିଷ ଦେଖୁଛନ୍ତି ତାହେଲେ ଆପଣଙ୍କର ଦିନ ଅଶୁଭରେ କଟିଥାଏ। କିନ୍ତୁ ଯଦି ଆପଣ ପୁର୍ଣ ଥିବା ଯେକୌଣସି ଜିନିଷ ଯେପରିକି ବାଲ୍ଟି ପାଣିରେ ପୁର୍ଣ ଥିବା ପର୍ସରେ ପଇସା ଥିବ ଏମିତି ଯେକୌଣସି ଜିନିଷ ଯଦି ପୁର୍ଣ ଅବସ୍ଥାରେ ଦେଖୁଛନ୍ତି ତାହେଲେ ଆପଣଙ୍କର ଦିନ ଶୁଭରେ କଟିଥାଏ। ସେଥିପାଇଁ ଚେଷ୍ଟା କରନ୍ତୁ ସବୁ ଜିନିଷକୁ ସର୍ବଦା ପୁର୍ଣ ଭାବରେ ରଖନ୍ତୁ।

ସକାଳୁ ଆପଣ ଦେଖିଥିବେ ବହୁତ ଲୋକଙ୍କର କଳି ଝ-ଗଡା ଲାଗିଥାଏ। ଯଦି ସକାଳୁ ଉଠି ଆପଣ ଶୁଣନ୍ତି ଯେ କାହାରି ଘରେ କଳି ଝ-ଗଡା ହେଉଥାଏ ବା ନିଜ ଘରେ କଳି ଝ-ଗଡା ହେଉଥାଏ ତାହେଲେ ଜାଣିବେ ଦିନସାରା ଆପଣଙ୍କର ଅମଙ୍ଗଳରେ କଟିବ। କାରଣ କଳି ଝଗଡା ଗୋଟେ ଏମିତି ଜିନିଷ ଯଦି ଆପଣଙ୍କର ଘରେ ସବୁବେଳେ ଲାଗିରହୁଥାଏ କିମ୍ବା ସକାଳୁ ଉଠି କୌଣସି ଜାଗାରେ ଦେଖନ୍ତି ବା ଶୁଣନ୍ତି ତାହେଲେ ଦିନସାରା ଆପଣଙ୍କର ଅଶୁଭରେ ଯିବ ଏବଂ ଦିନସାରା ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହେବନାହିଁ।

ସକାଳୁ ଉଠି ଅଧୁଆ ମୁହଁରେ କାହାରି ମୁହଁକୁ ଚାହିଁବେ ନାହିଁ। ଯଦି ଆପଣ କାହାରି ମୁହଁ ଚାହିଁବେ ତାହେଲେ ଆପଣଙ୍କର ଶୁଭ ଜାଗାରେ ଅଶୁଭ ହୋଇଥାଏ। ଚେଷ୍ଟା କରିବେ ଆପଣ ଯେଉଁ ରୁମରେ ଶୋଉଛନ୍ତି ସେହି ରୁମରେ ରାଧାକୃଷ୍ଣଙ୍କ ଫୋଟ ଲଗାନ୍ତୁ ଏବଂ ସକାଳୁ ଉଠି ପ୍ରଥମେ ରାଧାକୃଷ୍ଣଙ୍କ ଫୋଟ ଦେଖନ୍ତୁ। ଦେଖିବେ ଆପଣଙ୍କର ଦିନସାରା ଭଲରେ କଟିବ। ତାହା ସହିତ ସବୁ କାମରେ ସଫଳତା ପାଇବେ।

ସକାଳୁ ଉଠିବା ପରେ ଅଧୁଆ ମୁହଁରେ କାହା ମୁହଁକୁ ତ ଚାହିଁବେ ନାହିଁ ତା ସହିତ କାହାରି ସହିତ କଥାବାର୍ତା ମଧ୍ୟ ହେବେ ନାହିଁ।

ସକାଳୁ ଉଠିକରି ଆପଣ କେବେବି କାହାରିକୁ ଧାର କରଜ ଦେବେନାହିଁ। ଯଦି ଆପଣ ଧାର କରଜ ଦେବେ ତାହେଲେ ଦିନସାରା ଆପଣଙ୍କର ଧନ ଅଭାବ ହେବ। ତାହା ସହିତ ଆପଣଙ୍କର ଧନ ସେଦିନ ଆଉ ମିଳିବ ନାହିଁ। ସେଥିପାଇଁ ଆପଣ ସକାଳୁ ଉଠିଲା ପରେ ଟଙ୍କା ପଇସା କାହାରିକୁ ଦେବେନାହିଁ। ଆପଣ ଦେଇପାରିବେ କିନ୍ତୁ ଦିନ ୧୦ଟା ପରେ। କିନ୍ତୁ ସକାଳୁ ଉଠି କାହାରିକୁ ଟଙ୍କା ପଇସା ଦିଅନ୍ତୁ ନାହିଁ।

ଏବେ ଆସନ୍ତୁ ଜାଣିବା ସକାଳୁ ଉଠି ଆପଣ କୋଣ କଲେ ଶୁଭମୟ ହୋଇଥାଏ।

ଆପଣ ଯେତେବେଳେ ସକାଳୁ ଉଠୁଛନ୍ତି ପ୍ରଥମେ ଆପଣ ନିଜର ହାତ ପାପୁଲିକୁ ଦେଖି ତାପରେ ହାତ ଦୁଇଟିକୁ ମୁହଁରେ ମାରି ଏବଂ ବେଡ଼ରୁ ଓଲ୍ହାଇବା ପୂର୍ବରୁ ଆପଣ ଭୂମିକୁ ପ୍ରଥମେ ହାତ ସ୍ପର୍ଶ କରି ପ୍ରଣାମ କରିବା ଦରକାର। ଯଦି ଆପଣ ଚାହୁଁଛନ୍ତି ଦିନସାରା ଆପଣଙ୍କର ଭଲରେ ରହୁ ବା ସବୁ କାର୍ଯ୍ୟରେ ସଫଳତା ମିଳୁ ତାହେଲେ ଆପଣ ସକାଳୁ ଉଠି ଏହି କାର୍ଯ୍ୟ କରନ୍ତୁ।

ଶୋଇବା ରୁମରେ ରାଧାକୃଷ୍ଣଙ୍କ ଫୋଟ ଲଗାନ୍ତୁ। ଏବଂ ସକାଳୁ ଉଠି ପ୍ରଥମେ ରାଧାକୃଷ୍ଣଙ୍କ ଫୋଟକୁ ଦେଖିକି ଆପଣଙ୍କର ଦିନ ବହୁତ ଶୁଭରେ କଟିବ।ଏବଂ ସକାଳୁ ଉଠି ପ୍ରଥମେ ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରିବା ଦରକାର। ସୂର୍ଯ୍ୟଙ୍କୁ ପ୍ରଣାମ କରିବାର ସବୁଠାରୁ ଭଲ ଉପାୟ ହେଲା ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣଙ୍କୁ ଉଠିବାକୁ ପଡିବ। ସେଥିପାଇଁ ଚେଷ୍ଟା କରିବେ ସକାଳୁ ପ୍ରଥମେ ଉଠିବା ପାଇଁ। ତାହା ସହିତ ସୂର୍ଯ୍ୟଙ୍କୁ ପ୍ରଣାମ କରିବା ପାଇଁ ଦେଖିବେ ଆପଣଙ୍କର ଲାଇଫରେ ବହୁତ ସଫଳତା ପାଇବେ। ତାହା ସହିତ ଆପଣଙ୍କର ଦିନସାରା ବହୁତ ଭଲରେ କଟିବ। ଏବଂ ଆଉ ଗୋଟେ କଥା ପ୍ରତ୍ୟକ ଦିନ ଗାଧୋଇବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ।

ମନେ ରଖନ୍ତୁ ସକାଳୁ ଉଠି ଯଦି କୌଣସି କାମ ନୂଆ କରି ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ଗାଧୋଇ ସାରିବା ପରେ ମନେରଖନ୍ତୁ ବାପା ମାଙ୍କ ପାଦ ଛୁଅନ୍ତୁ।ଏବଂ ଭଗବାନଙ୍କ ଶରଣ ନିଅନ୍ତୁ। ଯଦି ଆପଣ ଚାହୁଁଛନ୍ତି ଦିନଟିକୁ ଶୁଭମୟ କରିବା ପାଇଁ ତାହା ସହିତ ଚେଷ୍ଟା କରନ୍ତୁ କିଛି ପକ୍ଷୀ ମାନଙ୍କୁ ସକାଳୁ କିଛି ଖାଇବାକୁ ଦେବା ପାଇଁ। ଏବଂ ଯଦି ପାଖରେ କୌଣସି ମନ୍ଦିର ହେଉ ବା କୌଣସି ଧର୍ମ ସ୍ଥାନ ହେଉ ସେଠାରେ ଆପଣ ଭଗବାନଙ୍କୁ ଦର୍ଶନ କରିବାକୁ ଯାନ୍ତୁ। ଏବଂ ଘରେ ଯଦି ଆକୁଆ ରୁମ ରଖିଛନ୍ତି ତାହେଲେ ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଯଦି ଘରେ ଆକୁଆ ରୁମ ନାହିଁ ତାହେଲେ ବାହାରେ କୌଣସି ପୁଖରି ଆଦିରେ ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହିସବୁ କାମ କଲେ ଆପଣ ନିଜେ ଦେଖିବେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କର ଦିନଟି ମଧ୍ୟ ଶୁଭମୟ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *