Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ଲଗାନ୍ତୁ ନାହିଁ ଏହି ୩ ଟି ଗଛ, ସର୍ବ-ନାଶ ହୋଇଯିବ,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଭୁଲରେ ବି ଲଗାନ୍ତୁ ନାହିଁ ଏହି ୩ ଟି ଗଛ। ହୋଇଥାଏ ଅଶୁଭ। ଦେଖାଦେଇଥାଏ ଦରିଦ୍ରତା। ଆଉ ୩ ଟି ଗଛ ବିଷୟରେ ଜଣେଇବୁ ଯାହାକୁ ଯଦି ଆପଣ ଘରେ ଲଗଉଛନ୍ତି ତାହେଲେ ଆପଣଙ୍କର ସମସ୍ତ ସମସ୍ୟା ଦୁରୀଭୂତ ହୋଇଯିବ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ।

ଅନେକ ଲୋକ ଗଛ ଲଗାଇବା ପାଇଁ ଭାରି ଭଲ ପାଇଥାନ୍ତି। ଗଛ ଆମକୁ ଅକ୍ସିଜେନ ମଧ୍ୟ ଦେଇଥାଏ। ଆମର ବାତାବରଣ ବି ଭଲ ରଖିଥାଏ। ଘର ପାଖରେ ଗଛ ଲଗାଇବା କିଛି ଭୁଲ କଥା ନୁହେଁ। କିନ୍ତୁ ଗଛ ଏପରି ଲଗାନ୍ତୁ ଯାହା ଦ୍ୱାରା ଆପଣଙ୍କର ହାନି ହୋଇନଥାଏ। ଏପରି କିଛି ଗଛ ଅଛି ଯାହା ଆପଣଙ୍କର ବଗିଚାରେ ଲଗାଇଲେ ଆପଣଙ୍କର ଜୀବନରେ ଦରିଦ୍ରତା ଆସିଥାଏ। ଆସନ୍ତୁ ଜାଣିବା କେଉଁ ଗଛ କାରଣରୁ ଆପଣଙ୍କର ଭାଗ୍ୟ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ।

ଖଜୁରୀ ଗଛ। ଏହି ଗଛ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ହୋଇନଥାଏ। ତେଣୁ ଅଧିକାଂଶ ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ। ଏମିତି ଦୁଇ ତିନୋଟି ରାଶି ଅଛି ତାଙ୍କ ପାଇଁ ଭଲ ହୋଇଥାଏ। ଏହି ଗଛର ପ୍ରଭାବରେ ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜିପାରେ। ଖଜୁରୀ ଗଛ ଆପଣ ନିଜର ବଗିଚାରେ ଲଗାଇବା ଦ୍ୱାରା ଧନର ଅଭାବ ଲାଗିରହିଥାଏ। ଏବଂ ଆପଣଙ୍କର ଘରେ ଖଜୁରୀ ଗଛ ଲଗାଇବା ଉଚିତ ନୁହେଁ।

ବାଉଁଶ ଗଛ। ଏହି ଗଛବି ଘରେ ଲଗାଇବା ଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ। ଏହା ଦ୍ୱାରା ଘରେ ନାନା ସମସ୍ୟା ଲାଗିରହିଥାଏ। ବାଉଁଶ ଗଛ ଲଗାଇବା ଦ୍ୱାରା ଘରର ମୁରବି ସର୍ବଦା କରଜରେ ବୁଡି ରହିଥାଆନ୍ତି। ତେଣୁ ଘର ପାଖରୁ ବାଉଁଶ ଗଛ ଦୁରେଇ ଲଗାନ୍ତୁ।

ନାସପାତି ଗଛ। ଏହି ଗଛବି ଆପଣଙ୍କ ଘରେ ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ଆପଣଙ୍କର ଜୀବନରେ ଅନେକ ଆର୍ଥିକ କ୍ଷତି ଆସିଥାଏ। ଆପଣଙ୍କର ଘରର ବିକାଶ ଏହା ଦ୍ୱାରା ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏହିସବୁ ଗଛ କେବେହେଲେ ଘର ପାଖରେ ଲଗାଇବା ଉଚିତ ନୁହେଁ।

ଏବେ ଆମେ ଆପଣଙ୍କୁ ଏମିତି ଗଛ ବିଷୟରେ ଜଣେଇବୁ ଯାହା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ।ଏବଂ ପରିବାରକୁ ସର୍ବଦା ଖୁସି ଆସିବ।

ତୁଳସୀ ଗଛ। ହିନ୍ଦୁଧର୍ମରେ ତୁଳସୀ ଗଛକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ହିନ୍ଦୁଧର୍ମରେ ପ୍ରତ୍ୟକ ଲୋକ ନିଜ ଘରେ ଏହି ଗଛ ଲଗାଇଥାନ୍ତି ଏବଂ ପୂଜା ମଧ୍ୟ କରିଥାନ୍ତି। ତେବେ ଏହି ତୁଳସୀ ଗଛ ଦ୍ୱାରା ଆପଣଙ୍କର ଘରର ସବୁ ଆର୍ଥିକ ସମସ୍ୟା ଦୂର ହେବ ଏବଂ ଘରେ ସବୁବେଳେ ସକାରାତ୍ମକ ଉର୍ଜାର ବାତାବରଣ ଲାଗିରହିବ।

ଅପରଜିତା ଗଛ। ଏହାକୁ ଧନର ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଲୋକେ ବ୍ୟବହାର କରିଥାନ୍ତି।ନୀଳ ରଙ୍ଗର ଫୁଲ ଥିବା ଏହି ଗଛ ଆପଣଙ୍କର ଜୀବନର ସବୁ ସମସ୍ୟାକୁ ଦୂର କରିଥାଏ। ଏବଂ ଘରେ ଧନର ବୃଦ୍ଧି ଘଟାଇଥାଏ।

ବେଲ ଗଛ। ହିନ୍ଦୁଧର୍ମରେ ବେଲ ଗଛରେ ସ୍ୱୟଂ ଭଗବାନ ଶିବଙ୍କର ଅଂଶ ବୋଲି କୁହାଯାଏ।ସେଥିପାଇଁ ବେଲ ପତ୍ର ଭଗବାନ ଶିବଙ୍କର ଅତିପ୍ରିୟ ହୋଇଥାଏ। ଏହି ଗଛ ଘରେ ଲଗାଇବା ଦ୍ୱାରା ଘରୁ ସବୁ ନକରାତ୍ମକ ଉର୍ଜା ବାହାରିଯାଇଥାଏ ଏବଂ ସକାରତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ଏବଂ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏବଂ ଘରେ ସୁଖ ଶାନ୍ତିର ବାତାବରଣ ଲାଗିରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *