Excuse Me Odisha

ଯାହା କହିବୁ ସତ କହିବୁ

ଏହିସବୁ ପକ୍ଷୀ ଘରକୁ ଆସୁଛନ୍ତି କି ଜାଣନ୍ତୁ ଭ-ୟଙ୍କର କଥା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଆଖପାଖରେ ଥିବା ତତ୍ୱ ଆମକୁ ସର୍ବଦା କିଛି ନାଁ କିଛି ତତ୍ୱ ପ୍ରଦାନ କରିଥାନ୍ତି। ଏହି ସଂକେତ ଦ୍ୱାରା ଆମ ମାନଙ୍କୁ ଶୁଭ ଏବଂ ଅଶୁଭର ପୂର୍ବରୁ ସୂଚନା ମିଳିଥାଏ। ଏହି ସଂକେତ ଆଖପାଖରେ ଥିବା ପଶୁ ପକ୍ଷୀ ମାନଙ୍କ ଠାରୁ ବି ମିଳିଯାଇଥାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ ସେମାନଙ୍କ ବିଷୟରେ। ଯେଉଁମାନେ ଆମ ଆଖପାଖରେ ରହି ଶୁଭ ଏବଂ ଅଶୁଭ ସଂକେତ ପ୍ରଦାନ କରିଥାନ୍ତି। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ପ୍ରଥମ ସଂକେତ ବିରାଡ଼ି। ଯେଉଁ ଘରେ ବିରାଡ଼ି ମାନେ କଳି କରୁଥିବାର ଶୁଭାଯାଏ ସେହି ଘରେ ବିଭ୍ରାନ୍ତ,ଝ-ଗଡା ଅଥବା ବିବାଦ ଦେଖାଦେବାର ସମ୍ଭାବନା ଥାଏ ଏବଂ ଯେଉଁ ଘରେ ପ୍ରାୟତଃ ବିରାଡି ମାନେ କଳି କରନ୍ତି ସେହି ଘରେ ସର୍ବଦା ମତଭେଦ ଲାଗିରହିଥାଏ।

ଦ୍ୱିତୀୟ ସଂକେତ ଗାଈ। ଯେଉଁ ଘର ଆଗରେ ଗାଈଟିଏ ଆସି ଜୋରରେ ବୋବାଳି ମାରିଥାଏ ସେହି ଘରେ ନିଶ୍ଚୟ ହିଁ ସୁଖର ବୃଦ୍ଧି ହୋଇଥାଏ। ଘରର ବାହାରେ ଗାଈ ବୋବାଳି ଛାଡିବା ଏକ ଶୁଭ ସଂକେତ ବିଚାର କରାଯାଏ।

ତୃତୀୟରେ ହେଉଛି କୁକୁର। କୁକୁରର କାନ୍ଦିବା ଅଶୁଭ ସଂକେତ ଅଟେ। ଯଦି କୌଣସି ଘରେ କୁକୁରଟିଏ ଜୋରସେ କାନ୍ଦିଥାଏ ସେହି ଘରେ କୌଣସି ବିପ-ତ୍ତି ଆସିବାର ସଂକେତ ଦେଇଥାଏ। ଏବଂ ଏହି ବିପତି କାହାର ମୃ-ତ୍ୟୁ ସହିତ ଜଡ଼ିତ ମଧ୍ୟ ହୋଇଥାଏ।

ଚତୁର୍ଥରେ ହେଉଛି ପିମ୍ପୁଡି। ଯେଉଁ ଘରେ କଳା ପିମ୍ପୁଡି ଦଳବଦଳ ଭାବେ ଦେଖାଯାନ୍ତି ସେହି ଘରେ ଐଶ୍ଵର୍ଯ୍ୟର ବୃଦ୍ଧି ହୋଇଥାଏ ଏବଂ ଶୀଘ୍ର ହିଁ ଧନଲାଭ ହୋଇଥାଏ। ଏବଂ କଳା ପିମ୍ପୁଡି ଯଦି ଏକ ଲାଇନରେ ଚାଲୁଥିବାର ଦେଖାଯାନ୍ତି ତେବେ ଏହାର ଅର୍ଥ ଗୃହରେ ମତଭେଦ ଦେଖାଦେଇପାରେ। ଯଦି ନାଲି ରଙ୍ଗର ପିମ୍ପୁଡି ଘରେ ଦେଖା ଦିଅନ୍ତି ତେବେ ଏହା ଅଶୁଭ ସଂକେତ ବିଚାର କରାଯାଏ। ଏହି ସଂକେତର ଅର୍ଥ ଗୃହରେ କଳି ଝ-ଗଡା ହେବାର ସମ୍ଭାବନା ଅଧିକ ଥାଏ।

ପଞ୍ଚମରେ ହେଉଛି ମୟୁର। ମୟୁର ଦେଖିବା ଏକ ଶୁଭ ସଂକେତ ବିଚାର କରାଯାଏ। ଯଦି କୌଣସି ଘରେ ମୟୁର ଆସି ବସେ କିମ୍ବା ଘର ବାହାରେ ଦେଖାଦିଏ ତେବେ ଏହା ଶୁଭ ସଂକେତ ବିଚାର କରାଯାଏ। ଏହାର ଅର୍ଥ ଗୃହକୁ କୌଣସି ଶୁଭ ଖବର ଆସିପାରେ।

ଷଷ୍ଠରେ ହେଉଛି ବିଛା। ଗୃହରେ ବିଛା ଯଦି ଏକ ଲାଇନରେ ଦେଖାଦିଅନ୍ତି ତେବେ ଏହା ଅଶୁଭ ସଂକେତ ବିଚାର କରାଯାଏ। ଘରେ ଯଦି ଏକ ଲାଇନରେ ଦୁଇ ତିନୋଟି ବିଛା ଦେଖା ଦିଅନ୍ତି ଏହାର ଅର୍ଥ ଆପଣଙ୍କ ଘରୁ ମା ଲକ୍ଷ୍ମୀ ଚାଲି ଯିବାର ଏହା ସୂଚନା ଦେଇଥାଏ। କିନ୍ତୁ ହଳଦିଆ ବିଛା ଖୁବ ଶୁଭ ସଂକେତ ବିଚାର କରାଯାଏ। ଯଦି ହଳଦିଆ ରଙ୍ଗର ବିଛା ଘରେ ଦେଖା ଦିଅନ୍ତି ତେବେ ଏହା ଧନପ୍ରାପ୍ତିର ସଂକେତ ଦେଇଥାଏ।

ସପ୍ତମରେ ରହିଛି ଚୁଚୁନ୍ଦ୍ରା। ଚୁଚୁନ୍ଦ୍ରା ବି ଏକ ଶୁଭ ସଂକେତ ବିଚାର କରାଯାଏ। ଯଦି ଗୃହରେ ଚୁଚୁନ୍ଦ୍ରାଟିଏ ଦେଖା ଦେଇଥାଏ ତେବେ ଏହା ଧନର ଦେବୀ ମା ଲକ୍ଷ୍ମୀଙ୍କର ଆଗମନର ସୂଚନା ଦେଇଥାଏ। ତେଣୁ ଚୁଚୁନ୍ଦ୍ରାକୁ ସବୁ ଦୃଷ୍ଟିରୁ ଶୁଭ ବିଚାର ହିଁ କରାଯାଏ।

ଅଷ୍ଟମରେ ରହିଛି କୋଇଲି। କୋଇଲି ଘର ଉପରେ ଉଡିବା କିମ୍ବା ଘର ଉପରେ ବସିବା ଏକ ଶୁଭ ସଂକେତ ବିଚାର କରାଯାଏ। ଘରର ଛାତ ଉପରେ କୋଇଲି ବସିବା ଗୃହର ଉନ୍ନତିର ସୂଚନା ମିଳିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଯଦି କୋଇଲି ଏବଂ ପେଚା ଏକତ୍ର ହୋଇ ଛାତ ଉପରେ ବସିବାର ଆପଣ ଦେଖନ୍ତି ତେବେ ଏହା ବହୁତ ଅଶୁଭ ସଂକେତ ବିଚାର କରାଯାଏ। ଏହା ଗୃହରେ କିଛି ସମସ୍ୟା ଆସିବାର ସୂଚନା ଦେଇଥାଏ।

ନବମରେ ରହିଛି। ଆହତ ପକ୍ଷୀ। ଆହତ ହୋଇଥିବା ପକ୍ଷୀ ଯଦି ଗୃହ ଉପରେ ପଡେ ତେବେ ଏହା ଏକ ଅଶୁଭ ସଂକେତ ବିଚାର କରାଯାଏ। ଯଦି ଆହତ ପକ୍ଷୀଟି ଘରର ଛାତ କିମ୍ବା ଘର ଉପରେ ତେବେ ଏହାର ଅର୍ଥ ଯେ ନିକଟରେ ଗୃହରେ ଏକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। କାରଣ ଆହତ ପକ୍ଷୀଟି ଗୃହରେ ପଡିବା ଏକ ଅଶୁଭ ସଂକେତ ବିଚାର କରାଯାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *