Excuse Me Odisha

ଯାହା କହିବୁ ସତ କହିବୁ

ଘରେ କେଉଁ ଜାଗାରେ ରହିଲେ ଲୁଣ, ଦଶ ଗୁଣା ବଢେ ଧନ

ସେୟାର୍ କରନ୍ତୁ

ବନ୍ଧୁଗଣ ମଣିଷ ଜୀବନର ସନ୍ତୁଳନ ରହିବା କାହିଁକି ତାହା ଆମେ ଲୁଣ ଠାରୁ ଶିଖିବା ଆବଶ୍ୟକ। ହଁ ବନ୍ଧୁଗଣ ଜୀବନର ସନ୍ତୁଳନ ରକ୍ଷା କରିବା ଲୁଣ ଠାରୁ ଶିଖିବା ଆବଶ୍ୟକ। ଯେପରି ଆମେ ଜାଣିଛୁ ଆମର ଦୈନନ୍ଦିନ ଜୀବନରେ ଲୁଣର ମହତ୍ୱ କଣ ରହିଛି। ଏହା ମଧ୍ୟ ଆମେ ଜାଣିଛନ୍ତି କି ଖାଦ୍ୟରେ ସ୍ୱଳ୍ପ ମାତ୍ରାରେ ଲୁଣ ପକା ଯାଇଥାଏ, ଯାହାଦ୍ଵାରା ଖାଦ୍ୟରେ ସ୍ଵାଦ ଆସିଥାଏ। ଖାଦ୍ୟରେ ଅଳ୍ପ ବା ବେଶୀ ଲୁଣ ପକାଇବା କାହିଁକି ଖାଦ୍ୟର ସ୍ଵାଦ ନଷ୍ଟ କରି ଦେଇଥାଏ? ଏହାସହିତ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ହାନିକାରକ ହୋଇଥାଏ। ସେହିପରି ଆମ ଜୀବନର କିଛି ମହତ୍ୱପୂର୍ଣ୍ଣ ଜିନିଷର ଅଧିକ ବା କମ୍ ଆବଶ୍ୟକତା ମଧ୍ୟ କୌଣସି ସୁଖ ଆଣି ପାରି ନଥାଏ। ବିଜ୍ଞାନ କଥା କହିବାକୁ ଗଲେ ଲୁଣ ଆମ ଶରୀର ପାଇଁ ଅଧିକ ଆବଶ୍ୟକ ଅଟେ। ଆମ ମସ୍ତିଷ୍କର ଆବଶ୍ୟକତା ପାଇଁ ଲୁଣ ଆବଶ୍ୟକ ଅଟେ। ସେହି ପ୍ରକାରର ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲୁଣର ସାଧାରଣ ମହତ୍ୱ କୁହାଯାଇ ଅଛି। ଲୁଣ ଆମ ଖାଦ୍ୟରେ ସ୍ଵାଦ ବଢାଇ ଥାଏ। ତାହା ସହିତ ଆମ ଜୀବନରେ ମଧ୍ୟ ସକାରାତ୍ମକତା ଆଣିବା ପାଇଁ କାମ ମଧ୍ୟ କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲୁଣ ବିଷୟରେ ଏପରି କିଛି କୁହାଯାଇଛି, ଯାହାଦ୍ଵାରା ଆମେ ଆମ ଜୀବନର ଦଶାକୁ ବଦଳେଇ ପାରିବା। ଆଶ୍ଚର୍ଯ୍ୟର କଥା ଏହିକି ଯେ ଏତିକି ଲୁଣର ଏତେ କ୍ଷମତା କିପରି ରହିଛି। ବନ୍ଧୁଗଣ ଆଜି ଆମେ ଲୁଣର ମହତ୍ୱପୂର୍ଣ୍ଣ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରାଚୀନ କାଳରୁ କିଛି ଲୋକଙ୍କ ଘରେ ପାଳନ କରାଯାଉଛି।ଏହିସବୁ କଥା ଜ୍ୟୋତିଷ ଶାସ୍ତ୍ରରେ ବର୍ଣିତ ରହିଛି।ଆପଣ ମଧ୍ୟ ଲୁଣର ଏହି ଉପାୟ ଅବଶ୍ୟ କରନ୍ତୁ। ତେବେ ଆସନ୍ତୁ ଜାଣିବା

୧/ ଲୁଣ ସକାରାତ୍ମକ ଊର୍ଜାର ଭଣ୍ଡାର ହୋଇଥାଏ। ଏଥିରେ ଏତେ ଶକ୍ତି ରହିଥାଏ କି ଏହା ସବୁ ନକାରାତ୍ମକ ଶକ୍ତିକୁ ଦୂର କରି ଦେଇଥାଏ। ସେଥିପାଇଁ ଘରର ଚାରି କୋଣରେ ଏକ ପାତ୍ରରେ ଲୁଣ ଭର୍ତି କରି ରଖନ୍ତୁ। ପୋଛା ପାଣିରେ ଅଳ୍ପ ଲୁଣ ମିଶେଇ ଘରର ପୋଛା ମାରିବା ଦ୍ଵାରା ମଧ୍ୟ ସାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଯଦି ଘରେ ବାରମ୍ବାର କ୍ଳେଶ ହୋଇଥାଏ, ତାହେଲେ ଆପଣ ଲୁଣର ଏହି ଉପାୟ ଅବଶ୍ୟ କରନ୍ତୁ।

୨/ ବନ୍ଧୁଗଣ ଯଦି ଆମ ଗାଧୁଆ ଘରେ ବାସ୍ତୁ ଦୋଷ ରହିଥାଏ, ତାହେଲେ ଏହାର ନକାରାତ୍ମକ ପ୍ରଭାବ ଘରର ସବୁ ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିବ। ଏହାସହିତ ଘରର ଆର୍ଥିକ ସ୍ଥିତି ମଧ୍ୟ ବିଗିଡି ଯାଇପାରେ। ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଛି। ଗାଧୁଆ ଘରେ ଏକ କାଚର ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ। ଏହାକୁ ପ୍ରତି ସପ୍ତାହରେ ବଦଳେଇ ଦିଅନ୍ତୁ ଏବଂ ନୂଆ ଲୁଣ ରଖନ୍ତୁ। ଏହାଦ୍ବାରା ଘରେ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ।

୩/ ବନ୍ଧୁଗଣ ଘରର ମୁଖ୍ୟ ଦୁଆର ଘରର ସବୁଠାରୁ ସମ୍ବେଦନଶୀଳ ସ୍ଥାନ ହୋଇଥାଏ। ଏହସେହି ସ୍ଥାନ ହୋଇଥାଏ, ଯାହାଦ୍ଵାରା ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ ବନ୍ଧୁଗଣ ମୁଖ୍ୟ ଦୁଆରରେ ଲାଲ କପଡ଼ାରେ ଲୁଣ ଭରି କରି ବାନ୍ଧି ଦିଅନ୍ତୁ। ଲୁଣର ସକାରାତ୍ମକତା ଯୋଗୁଁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ କରି ପାରିବ ନାହିଁ। ଏହାସହିତ ଆମ ଘର କୁଦୃଷ୍ଟିରୁ ରକ୍ଷା ପାଇଥାଏ।

୪/ ବନ୍ଧୁଗଣ ଆପଣ ଘରର ମହିଳା ମାନଙ୍କୁ ନଜର କାଟିବା ଦେଖିଥିବେ। ସେଥିପାଇଁ ସେ ଲୁଣର ମଧ୍ୟ ପ୍ରୟୋଗ କରିଥାନ୍ତି। କାରଣ ଲୁଣ ଦୃଷ୍ଟିଦୋଷ ଦୂର କରିଥାଏ ଏବଂ ଶରୀରରୁ ନକାରାତ୍ମକ ଉର୍ଜା ବାହାର କରି ଦେଇଥାଏ। ପିଲାମାନଙ୍କୁ ଯଦି ନଜର ଲାଗିଥାଏ, ତାହେଲେ ସେମାନଙ୍କ ଗାଧୁଆ ପାଣିରେ ଲୁଣ ମିଶେଇ ଦିଅନ୍ତୁ।

୫/ ବନ୍ଧୁଗଣ ଲୁଣ ରାହୁ ଓ କେତୁର କୁପ୍ରଭାବକୁ ମଧ୍ୟ ଦୂର କରି ଦେଇଥାଏ। ରାତିରେ ଶୋଇବା ପୁର୍ବରୁ ପାଣିରେ ଲୁଣ ମିଶେଇ ଧୋଇଲେ, ରାତିରେ ଯେଉଁ ଖରାପ ଶକ୍ତି ସକ୍ରିୟ ରହିଥାନ୍ତି, ତାହା ଦୂରେଇ ଯିବେ ଏବଂ ଆପଣଙ୍କୁ ସ୍ବପ୍ନ ଦୋଷରୁ ମଧ୍ୟ ମୁକ୍ତି ମିଳିବ।

୬/ ବନ୍ଧୁଗଣ ଯଦି ଆପଣଙ୍କ ପରିବାରରେ ସର୍ବଦା ବିବାଦ ଲାଗି ରହୁଥାଏ କିମ୍ବା କୌଣସି ପ୍ରକାରର ମାନସିକ ଅଶାନ୍ତି ଲାଗି ରହୁଥାଏ ତାହେଲେ ପତିପତ୍ନୀ ନିଜର ଶୟନ କକ୍ଷରେ ଏକ ପାତ୍ରରେ ସୈନ୍ଧବ ଲବଣ ଭରି ରଖନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ଏହିସବୁ ଉପାୟ ଦ୍ଵାରା ଆପଣ ନିଜର ଜୀବନରୁ ନକାରାତ୍ମକ ପ୍ରଭାବ ଦୂର କରି ପାରିବେ ଏବଂ ଆନନ୍ଦରେ ରହି ପାରିବେ। କିନ୍ତୁ ଲୁଣର ଉପଯୋଗକୁ ନେଇ କିଛି ଗୁରୁତ୍ଵପୂର୍ଣ୍ଣ କଥାକୁ ଧ୍ୟାନ ଦେବା ଆବଶ୍ୟକ।

୧/ ରାତି ସମୟରେ ଆପଣ କୌଣସି ବାହାର ଲୋକଙ୍କୁ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ। ଲୁଣ କେବେବି ସିଧାସଳଖ ହାତରେ ଦିଅନ୍ତୁ ନାହିଁ। ନହେଲେ ସେହି ବ୍ୟକ୍ତି ସହିତ ଆପଣଙ୍କର ବିବାଦ ହେବ।

୨/ ଲୁଣକୁ କେବେବି ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହିଁ। କାରଣ ଲୁଣ ଉପରେ ଶୁକ୍ର ଗ୍ରହର ପ୍ରଭାବ ଥାଏ ଏବଂ ଦୁଇଜଣଙ୍କର ସଂଯୋଗ ଶୁଭ ନଥାଏ, ଏଣୁ ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *