Excuse Me Odisha

ଯାହା କହିବୁ ସତ କହିବୁ

ଓଡ଼ିଆ ବାସ୍ତୁ ଟିପ୍ସ ୨୦୨୧ : କେଉଁ କନ୍ୟାକୁ ବିବାହ କଲେ ସ୍ବାମୀ ହୋଇଥାଏ ଧନବାନ।

ସେୟାର୍ କରନ୍ତୁ

ସାଙ୍ଗମାନେ ଏହି ଦୁନିଆରେ ଥିବା ମହିଳା ମାନଙ୍କ ସ୍ଵଭାବ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ସାଧାରଣତଃ କୌଣସି ବ୍ୟକ୍ତି ଜଣେ ମହିଳାଙ୍କୁ ଦେଖି ତାର ଚରିତ୍ର ବିଷୟରେ ଜାଣି ପାରି ନଥାଏ। ମହିଳା ମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ, କାରଣ ସେମାନଙ୍କ ମନ ଭିତରେ କିଛି ରହିଥାଏ ଏବଂ ମୁହଁରେ ଆଉକିଛି କଥା ରହିଥାଏ। ହେଲେ ସାଙ୍ଗମାନେ ମହିଳା ମାନଙ୍କର କିଛି ଅଙ୍ଗକୁ ଆଧାର କଲେ, ସେମାନଙ୍କ ବିଷୟରେ ବହୁତ କିଛି ଜାଣି ହେବ। ଆଜି ଆମେ ମହିଳା ମାନଙ୍କର କିଛି ଅଙ୍ଗକୁ ଆଧାର କରି ସେମାନଙ୍କ ବିଷୟରେ କହିବାକୁ ଯାଉଛୁ।

୧/ ଯେଉଁ ମହିଳା ମାନଙ୍କର ନାକ ଚେପଟା ହୋଇଥାଏ, ସେମାନେ ସାରା ଜୀବନରେ ସର୍ବଦା ଦୁଃଖରେ ରହିଥାନ୍ତି। ସେମାନେ ସ୍ୱଭାବରୁ ମଧ୍ୟ ଦୁଃଖୀ ଅଟନ୍ତି।

୨/ ଯେଉଁ ମହିଳା ମାନଙ୍କର ନାକ ଦେଖିବାକୁ ଗୋଲାକାର ହୋଇଥାଏ, ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି। ବିବାହ ପରେ ଶାଶୁଘର ଭାଗ୍ୟ ଉଦୟ ହୋଇଥାଏ।

୩/ ଯେଉଁ ମହିଳା ମାନଙ୍କର ନାକ ବଡ଼ ହୋଇଥାଏ, ସେମାନେ ସ୍ୱଭାବରେ ସରଳ ହୋଇଥାନ୍ତି ଏବଂ ସର୍ବଦା ସୁଖୀ ରହିଥାନ୍ତି।

୪/ ଯେଉଁ ମହିଳାଙ୍କ ନାକର ଡାହାଣ ପାର୍ଶ୍ଵରେ କଳାଜାଇ ରହିଥାଏ, ସେହି ମହିଳା ମନେ ଅଧିକ ଲକ୍ଷ୍ମୀମନ୍ତ ହୋଇଥାନ୍ତି।ଏମାନେ ନିଜ ପରିବାର ପାଇଁ ସମୃଦ୍ଧି ନେଇ ଆସିଥାନ୍ତି।

୫/ ଯେଉଁ ମହିଳା ମାନଙ୍କର ନାକ ଲମ୍ବା ହୋଇଥାଏ, ସେମାନେ ସର୍ବଦା ସ୍ବାମୀ ସୁଖରୁ ବଞ୍ଚିତ ହୋଇ ଥାଆନ୍ତି।

୬/ ଯେଉଁ ମହିଳା ମାନଙ୍କର ନାକ ସରୁ ହୋଇଥାଏ, ସେମାନେ, ଏମାନେ ଗୋପନ ପ୍ରଣୟ ହୋଇଥାନ୍ତି। ଏହି ମହିଳା ମାନେ କେବେବି ନିଜ ପ୍ରେମକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ।

୭/ ଯେଉଁ ମହିଳା ମାନଙ୍କ ନାକ ଅଧିକ ଗୋଜିଆ ଓ ଲମ୍ବା ହୋଇଥାଏ, ସେମାନେ ଅଧିକ କଳହ ପ୍ରିୟ ହୋଇଥାନ୍ତି।

୮/ ଯେଉଁ ମହିଳାଙ୍କ ନାକର ବାମ ପାର୍ଶ୍ଵରେ କଳାଜାଇ ରହିଛି, ସେହି ମହିଳା ମାନେ ଅଧିକ ସୌଭାଗ୍ୟଶାଳୀ ହୋଇଥାନ୍ତି।

୯/ ଯେଉଁ ମହିଳା ମାନଙ୍କର ପାଦର ଆଙ୍ଗୁଳି ଲାଗି ଲାଗି ରହିଥାଏ, ସେହି ମହିଳା ମାନେ ନିଜ ପରିବାର ପାଇଁ ଲକ୍ଷ୍ମୀମନ୍ତ ହୋଇଥାନ୍ତି।

୧୦/ ଯେଉଁ ମହିଳା ମାନଙ୍କର ମଥାରେ ଶିର ଦେଖା ଯାଏ, ସେମାନେ ଆଜୀବନ ରୋଗୀ ହୋଇଥାନ୍ତି

୧୧/ ଯେଉଁ ମହିଳା ମାନେ ସାମାନ୍ୟ କଥାରେ ଜୋରରେ ହସି ଥାଆନ୍ତି, ସେମାନଙ୍କ ଚରିତ୍ର ଭଲ ନଥାଏ,

୧୨/ ଯେଉଁ ମହିଳା ମାନେ ହସିଲେ ଗଳାରେ ଦୁଇଟି ଗାତ ହୋଇ ଯାଇଥାଏ, ସେମାନେ ଉତ୍ତମ ସ୍ୱଭାବର ହୋଇଥାନ୍ତି।

୧୩/ ଯେଉଁ ମହିଳା ମାନଙ୍କର ମୁଣ୍ଡ ବଡ଼ ହୋଇଥାଏ, ସେମାନେ ଖଳ ପ୍ରକୃତିର ହୋଇଥାନ୍ତି।

ତେବେ ସାଙ୍ଗମାନେ ଏହା ଥିଲା ସେହି କନ୍ୟା ମାନଙ୍କ ବିଷୟରେ, ତେଣୁ କନ୍ୟାର ସ୍ଵଭାବ ଦେଖି ବିବାହ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *