Excuse Me Odisha

ଯାହା କହିବୁ ସତ କହିବୁ

ରାତି ସମୟରେ ବସ୍ତ୍ର ଧୋଇବା ଶୁଭ ନାଁ ଅଶୁଭ ହୋଇଥାଏ, ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ବସ୍ତ୍ର ଧୋଇବା ସମୟରେ ଏହି ଭୁଲ କରନ୍ତୁ ନାହିଁ। ରାତିରେ କପଡା ଧୋଇବା ଆପଣଙ୍କ ଉପରେ ପଡିପାରେ ଭାରି ଏବଂ ଅଶୁଭ ମଧ୍ୟ ହୋଇଥାଏ। ବନ୍ଧୁଗଣ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନଙ୍କ ପାଖରେ ସମୟ ବହୁତ କମ ରହିଛି। ସେଥିପାଇଁ ସେମାନେ ଅନେକ କାମ ରାତିରେ ହିଁ କରିଥାନ୍ତି। କିନ୍ତୁ ସେମାନଙ୍କୁ ରାତିରେ କରୁଥିବା ଏହି କାମ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଜଣା ନଥାଏ। ଏହି କାମ ଗୁଡିକ ଭିତରୁ ଗୋଟିଏ କାମ ହେଲା ବସ୍ତ୍ର ଧୋଇବା। କେତେକ ଲୋକ ଅଛନ୍ତି ରାତିରେ କପଡା ଧୋଇଥାନ୍ତି ଏବଂ ବାହାରେ ଶୁଖାଇ ଦେଇଥାନ୍ତି। ଯଦି ଆପଣ ବି ଏପରି କରୁଛନ୍ତି ତେବେ ଆପଣ କିଛି ବଡ଼ ବି-ପଦରେ ପଡିପାରନ୍ତି। ବାସ୍ତୁ ଅନୁସାରେ ଯେଉଁ ଲୋକ ରାତିରେ ବସ୍ତ୍ର ଧୋଇ ଶୁଖାଇ ଥାନ୍ତି ସେମାନେ ବଡ଼ ବିପ-ଦରେ ପଡିପାରନ୍ତି। ଏପରି ମାନ୍ୟତା ରହିଛି କି ସୂର୍ଯ୍ୟ କିରଣରେ ବସ୍ତ୍ର ଶୁଖାଇବା ଦ୍ୱାରା ସେଥିରୁ ନକାରାତ୍ମକ ଶକ୍ତି ବାହାରିଯାଇଥାଏ। ଏବଂ କପଡ଼ାରେ ଏକ ନୂଆ ଉର୍ଜାର ସଂଚାର ହୋଇଥାଏ। କିନ୍ତୁ ଆପଣ ଯଦି ରାତିରେ କପଡା ଧୋଇ ଶୁଖାଉଛନ୍ତି ତେବେ ସେଥିରୁ ନକାରାତ୍ମକ ଉର୍ଜା ବାହାରିପାରି ନଥାଏ। ଯେଉଁ କାରଣରୁ ରାତିରେ ଘୁରୁବୁଲୁଥିବା ଖରାପ ଉର୍ଜା ଗୁଡିକ ସେଥିରେ ସମାହିତ ହୋଇଯାଇଥାନ୍ତି। ଯାହା ପରେ ଆପଣ ସେହି କପଡାକୁ ପିନ୍ଧିଲେ ସେହି ଖରାପ ଉର୍ଜା ଆପଣଙ୍କ ସମ୍ପର୍କରେ ଆସିଯାଇଥାନ୍ତି ଏବଂ ଆପଣ କୌଣସି ବଡ଼ ରୋଗରେ ପଡିପାରନ୍ତି। ବନ୍ଧୁଗଣ ଦ୍ୱିତୀୟ କାରଣ ଏହା ହୋଇଥାଏ କି ଯେତେବେଳେ ଆପଣ ସୂର୍ଯ୍ୟ କିରଣରେ ବସ୍ତ୍ର ଶୁଖାଇ ଥାନ୍ତି ସେଥିରୁ କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଯାଇଥାଏ। କିନ୍ତୁ ରାତିରେ କପଡା ଶୁଖାଇଲେ କପଡା ତ ଶୁଖି ଯାଇଥାଏ। କିନ୍ତୁ ସେଥିରୁ କ୍ଷତିକାରକ ଜୀବାଣୁ ନଷ୍ଟ ହୁଅନ୍ତି ନାହିଁ। ଯାହା ଆମ ଶରୀର ଭିତରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରିଥାଏ। କିନ୍ତୁ ଯଦି ରାତିରେ କପଡା ଧୋଇବା ଅତ୍ୟନ୍ତ ଜରୁରୀ ଅଟେ ତେବେ ଏହା ଧ୍ୟାନ ଦେବେ କି କପଡା ଧୋଇ ଘର ଭିତରେ ଶୁଖାଇବେ। ବାହାରେ କେବେବି ଶୁଖାଇବେ ନାହିଁ। କାରଣ ବାହାରେ ସବୁବେଳେ ସୂର୍ଯ୍ୟ କିରଣରେ କପଡା ଶୁଖାଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *