Excuse Me Odisha

ଯାହା କହିବୁ ସତ କହିବୁ

ନାଲି ସୂତା ବାନ୍ଧିବାର ଆ-ଶ୍ଚର୍ଯ୍ୟ-ଜନ-କ ଲାଭ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ରହିଛି ଯାହାକୁ ପିନ୍ଧିବା ଦ୍ଵାରା ଆପଣଙ୍କୁ ଅନେକ ଲାଭ ହୋଇଥାଏ। ଏପରି ଅନେକ ଜିନିଷ ରହିଛି ଯାହାକୁ ପିନ୍ଧିଲେ ଆପଣଙ୍କର କ୍ଷ-ତି ମଧ୍ୟ ହୋଇଥାଏ। ଆମେମାନେ ଯାହା କିଛି ପିନ୍ଧିଥାଉ ଯଦି ଆମେ ରାଶି ଅନୁସାରେ ପିନ୍ଧିବା, ତେବେ ଏହାଦ୍ବାରା ଆମକୁ ଅନେକ ମାତ୍ରାରେ ଲାଭ ହୋଇଥାଏ,। କିନ୍ତୁ ଯଦି ଆମେ ରାଶି ଅନୁସାରେ ନ ପିନ୍ଧିବା ତାହେଲେ ଆମର କ୍ଷ-ତି ହେବାର ଅନେକ ସମ୍ଭାବନା ରହିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ରାଶିର ଲୋକମାନେ ହାତରେ ଲାଲ ସୂତା ପିନ୍ଧିବା ଶୁଭ ହୋଇଥାଏ। ଯାହାଫଳରେ ସେମାନଙ୍କୁ ସବୁ କ୍ଷେତ୍ରରେ ଲାଭ ଓ ଉନ୍ନତି ମିଳି ପାରିବ। ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡ଼ିକ।

ତେଣୁ ବନ୍ଧୁଗଣ ମେଷ ରାଶି, ସିଂହ ରାଶି, ବିଛା ରାଶି, କର୍କଟ ରାଶି ଏବଂ ଧନୁ ରାଶିର ଲୋକମାନେ ଏହି ଲାଲ ସୂତା ପିନ୍ଧିବା ଦ୍ଵାରା ସେମାନଙ୍କ ଦେହରେ ସକା-ରା-ତ୍ମକ ଉ-ର୍ଜାର ବାସ ହୋଇଥାଏ। ଏହି ସୂତାକୁ ପିନ୍ଧିବା ଦ୍ଵାରା ସେମାନଙ୍କୁ ସେମାନଙ୍କ ସଚ୍ଚୋଟ ଭଲପାଇବା ମିଳି ଯାଇଥାଏ। ଏହି ରାଶିର ବ୍ୟକ୍ତିମାନେ ଯାହାକୁ ବିବାହ କରିବାକୁ ଚାହିଁବେ, ସେମାନଙ୍କୁ ଅତି ସହଜରେ ବିବାହ ମଧ୍ୟ କରି ପାରିବେ। ଏହି ରାଶିର ଲୋକଙ୍କ ଉପରେ ହନୁମାନଙ୍କର ଅସୀମ କୃପା ଦୃ-ଷ୍ଟି ରହିଥାଏ। ଏହାଫଳରେ ଏହି ଲୋକଙ୍କୁ କୌଣସି ପ୍ରକାରର ଅସୁବିଧା ହୋଇ ନଥାଏ। ତେଣୁ ସେମାନଙ୍କୁ ଆଶାନୁରୂପ ବିବାହ ପ୍ରସ୍ତାବ ମଧ୍ୟ ମିଳି ଯାଇଥାଏ ଏବଂ ବିବାହର ଶୁଭ ଖବର ମଧ୍ୟ ବହୁତ ଶୀଘ୍ର ମିଳି ଯାଇଥାଏ। ତେବେ ଯଦି ଆପଣ ଲାଲ ସୂତା ପିନ୍ଧିଛନ୍ତି ତାହେଲେ ଆପଣଙ୍କ କୁଣ୍ଡଳୀରେ ଯଦି କିଛି ଦୋ-ଷ ରହିଛି ତାହେଲେ ତାହା ମଧ୍ୟ ଦୂର ହୋଇଯାଇଥାଏ। ତେଣୁ ଏହି ରାଶିର ଲୋକମାନେ ଏହି ଲାଲ ସୂତା ହାତରେ ପିନ୍ଧିବା ଉଚିତ। ସେମାନଙ୍କ ଉପରେ ଭଗବାନ ହନୁମାନଙ୍କ ଅସୀମ କୃପା ଲାଗି ରହିବ। ତେଣେ କନ୍ୟା, ତୁଳା ଏବଂ କୁମ୍ଭ ରାଶିର ଲୋକମାନେ ମଧ୍ୟ ଏହି ଲାଲ ସୂତା ପିନ୍ଧିଲେ ନିଜର କ୍ୟାରିୟର ବା ଚାକିରି ସମ୍ବନ୍ଧୀୟ କ୍ଷେତ୍ରରେ ଏବଂ ପ୍ରେମ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ରହି ନଥାଏ। ଏହି ସୂତା ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆଣି ଦେଇଥାଏ। ବିବାହରେ ବା ଚାକିରି କ୍ଷେତ୍ରରେ ଆସୁଥିବା ସବୁ ସମସ୍ୟା ଦୂର ହୋଇ ଯାଇଥାଏ। ଏଣୁ ଏହି ରାଶି ଗୁଡ଼ିକ ଏହି ଲାଲ ଶୀତ ନିଶ୍ଚିତ ପିନ୍ଧିବା ଉଚିତ। ଏହି ରାଶିର ଲୋକଙ୍କ ଉପରେ କାଳଭୈରବଙ୍କ କୃପା ଦୃଷ୍ଟି ରହିଥାଏ। ତେଣୁ ଏହି ୮ଟି ରାଶିର ଲୋକମାନେ ନିଜ ହାତରେ ଲାଲ ସୂତା ପିନ୍ଧିବା ନିହାତି ଆବଶ୍ୟକ ଅଟେ। ତେବେ ବନ୍ଧୁଗଣ ଏହା ଥିଲା ଲାଲ ସୂତାକୁ ନେଇ କିଛି ମହତ୍ୱପୂର୍ଣ୍ଣ କଥା।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *