Excuse Me Odisha

ଯାହା କହିବୁ ସତ କହିବୁ

ମୃ-ତ୍ୟୁ ପୂର୍ବରୁ ମନୁଷ୍ୟ ପାଖରେ ଏହି୪ଟି ଜିନିଷ ହେବା ନିଶ୍ଚିତ ଆବଶ୍ୟକ, ମୃ-ତ୍ୟୁ ପରେ ଯମ ଦ-ଣ୍ଡ ମିଳି ନ ଥାଏ ।

ସେୟାର୍ କରନ୍ତୁ

ସାଙ୍ଗମାନେ ଆମର ୧୮ଟି ପୁରାଣ ମଧ୍ୟରୁ ଗରୁଡ଼ ପୁରାଣର ବିଶେଷ ମହତ୍ତ୍ଵ ରହିଛି। ଏହାର ଅଧିଷ୍ଟ ଦେବତା ଭଗବାନ ବିଷ୍ଣୁ ଅଟନ୍ତି। ଏଥିରେ ଭକ୍ତି, ବୈରାଗ୍ୟ, ସଦାଚାର, ନିଷ୍କାମର ମହିମା ସହିତ ଜପ, ଦାନ, ତପ, ଧ୍ୟାନ, ତୀର୍ଥ ଆଦିର ଶୁଭ କାର୍ଯ୍ୟ ସାଧାରଣ ମଣିଷକୁ ପ୍ରବୃତ୍ତ କରିବା ପାଇଁ ଅନେକ ଭୌତିକ କଥାର ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣରେ ପ୍ରୋଦ ଗଳ୍ପରେ କୁହାଯାଇଛି କି ନର୍କକୁ ଯିବାପରେ ପ୍ରାଣୀ ପ୍ରେ-ତ ହୋଇ ଯାଇ ନିଜର ପରିଜନଙ୍କୁ ଅନେକ କ-ଷ୍ଟ ଦେଇ ପ୍ର-ତାରି-ତ କରିଥାଏ। ସେ ପର ସ୍ତ୍ରୀ, ପର ଧନ ଉପରେ ଦୃଷ୍ଟି ପକାଉଥିବା ବ୍ୟକ୍ତିକୁ ଭାରୀ କ-ଷ୍ଟ ଦେଇଥାଏ। ଯେଉଁ ବ୍ୟକ୍ତି ଅନ୍ୟର ସମ୍ପତ୍ତି ଉପରେ ଲୋ-ଭ କରି ଥାଏ, ମିତ୍ର ସହିତ ଶ-ତ୍ରୁ-ତା କରିଥାଏ, ମନ୍ଦିରର ସମ୍ପତ୍ତିକୁ ଚୋ-ରି କରିଥାଏ ଅଥବା ସ୍ତ୍ରୀ ଓ ପିଲାଙ୍କର ସଂଗ୍ରହ ଧନକୁ ଛଡେଇ ନେଇ, ଦୁର୍ବ-ଳକୁ କ-ଷ୍ଟ ଦେଇଥାଏ, ଈଶ୍ବରଙ୍କ ଉପରେ ବିଶ୍ୱାସ କରେ ନାହିଁ, କନ୍ୟାର ବିକ୍ରି କରି ଥାଏ, ମାତା, ପୁତ୍ର, ସ୍ତ୍ରୀ, ପୁତ୍ରବଧୂ ନିଜର ହେଲେ ମଧ୍ୟ ସମସ୍ତଙ୍କୁ ତ୍ୟା-ଗ କରି ଦେଇଥାଏ, ଏପରି ବ୍ୟକ୍ତି ପ୍ରେ-ତ ବନି ଯାଇଥାଏ ଏବଂ ଅନେକ ଅନେକ ନ-ର୍କ କ-ଷ୍ଟ ଭୋଗ କରିଥାଏ ଓ ତାହାର ମୁକ୍ତି କେବେ ହୋଇ ନଥାଏ। ଏପରି ବ୍ୟକ୍ତି ଜୀବିତ ଥିବା ସମୟରେ ଅନେକ କ-ଷ୍ଟ ଓ ରୋଗ ଗ୍ରା-ସ କରିଥାଏ। ବ୍ୟାପାରରେ ହାନୀ, ସ-ର୍ବନା-ଶ, ଘରେ ବି-ବା-ଦ, କୃଷି ହାନୀ ଏହିସବୁକୁ ଭୋଗିଥାଏ ଏବଂ ସେହି ବ୍ୟକ୍ତିର ଅକାଳ ମୃ-ତ୍ୟୁ ହୋଇଯାଇଥାଏ। ଯିଏ ଧର୍ମର ଆ-ଚର-ଣ, ନି-ୟ-ମର ପାଳନ କରି ନାହିଁ, ଅନ୍ୟଥା ଯାହାର ଆ-ଚା-ର ବି-ଚା-ର ଦୂ-ଷିତ ହୋଇଥାଏ, ତାହାର ଦୁ-ଷ୍କ-ର୍ମ ହିଁ ତାକୁ ଅ-କାଳ ମୃ-ତ୍ୟୁ ଦେଇଥାଏ। ଗରୁଡ଼ ପୁରାଣରେ ଏପରି ବର୍ଣ୍ଣନା ମିଳିଥାଏ। ଯମରାଜାଙ୍କ ଦୂତ ଆ-ତ୍ମାକୁ ଯ-ମଲୋ-କକୁ ନେଇ ଯାଉଥିବା ସମୟରେ ସେମାନଙ୍କୁ ଡ-ରେଇ ଥାଆନ୍ତି। ନ-ର୍କରେ ମିଳୁଥିବା କ-ଷ୍ଟ ବିଷୟରେ ଜଣେଇ ଥାଆନ୍ତି। ଯମରାଜାଙ୍କ ଦୂତଙ୍କ କଥା ଶୁଣି ଆ-ତ୍ମା ଜୋରରେ କାନ୍ଦିବାକୁ ଲାଗି ଥାଆନ୍ତି। ଗରୁଡ଼ ପୂରଣ ଅନୁସାରେ ଯେଉଁ ସମୟରେ ବ୍ୟକ୍ତିର ମୃ-ତ୍ୟୁ ହେବାକୁ ଥିବ, ସେ କହିବାକୁ ପ୍ରୟାସ କରିଥାଏ କିନ୍ତୁ କିଛି କହିପାରେ ନାହିଁ। କିଛି ସମୟ ପରେ ବ୍ୟକ୍ତିର ମୃ-ତ୍ୟୁ ହୋଇ ଯାଇଥାଏ ଏବଂ ଆଙ୍ଗୁଠି ସମାନ ଆ-ତ୍ମା ଶରୀରରୁ ବାହାରି ଯାଇଥାଏ। ତାକୁ ଯ-ମଦୂ-ତମାନେ ଧରି ନେଇ ଯାଇଥାନ୍ତି। ଗରୁଡ଼ ପୁରାଣରେ ବର୍ଣ୍ଣନା ହୋଇଛି କି ଯମରାଜାଙ୍କ ଦୂର ଆ-ତ୍ମାକୁ ଯମଲୋକ ପର୍ଯ୍ୟନ୍ତ ନେଇ ଯାଇଥାନ୍ତି। ନ-ର୍କରେ ମିଳୁଥିବା ଦୁଃ-ଖ ଓ ଦ-ଣ୍ଡ ବିଷୟରେ କହିଥାନ୍ତି। ଯ-ମଦୂ-ତ ଯ-ମଲୋ-କ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବହୁତ କଠିନ ବୋଲି ଦର୍ଶାଇ ଥାଆନ୍ତି। ଯେତେବେଳେ ଆ-ତ୍ମା ଗରମ ବାଲି ଓ ଗରମ ପବନରେ ଚାଲି ପାରେ ନାହିଁ ଏବଂ ଭୋକ ଉପାସରେ ବ୍ୟା-କୁଳ ହୋଇଥାଏ, ସେହି ସମୟରେ ଯ-ମଦୂ-ତମାନେ ପି-ଠିରେ ଚା-ବୁକ ପ୍ରହାର କରିଥାନ୍ତି ଏବଂ ଆଗକୁ ବଢିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। ସେହି ଆ-ତ୍ମା କିଛି ସ୍ଥାନରେ ପଡ଼ି ଯାଇଥାଏ। ଏହି ପ୍ରକାରରେ ଯ-ମଦୂ-ତମାନେ ଜୀ-ବା-ତ୍ମାକୁ ଯ-ମଲୋ-କ ପର୍ଯ୍ୟନ୍ତ ନେଇ ଯାଇଥାନ୍ତି। ସେହି ଆ-ତ୍ମାକୁ ତାର କ-ର୍ମ ଅନୁସାରେ ଦ-ଣ୍ଡ ମିଳିଥାଏ। ଏହାପରେ ସେହି ଜୀ-ବା-ତ୍ମା ଯମରାଜାଙ୍କ ଆଜ୍ଞାରେ ପୁଣି ନିଜ ଘରକୁ ଆସେ। କୁହାଯାଏ କି ସେହି ଜୀ-ବା-ତ୍ମା ପୁଣି ଶରୀରରେ ପ୍ରବେଶ କରିବାକୁ ଇଛା ରଖିଥାଏ। କିନ୍ତୁ ଯ-ମଦୂ-ତ ତାକୁ ବ-ନ୍ଧ-ନରୁ ମୁକ୍ତି କରି ନଥାନ୍ତି। ଭୋକ ଉପାସ କାରଣରୁ ଆ-ତ୍ମା କାନ୍ଦିବାକୁ ଲାଗେ। ଏହାପରେ ଯେତେବେଳେ ସେହି ଆ-ତ୍ମାର ପୁଅ ପି-ଣ୍ଡଦା-ନ କରି ନଥାନ୍ତି, ସେ ପ୍ରେ-ତ ବନି ଯାଇଥାଏ ଏବଂ ଶୁ-ନ-ଶାନ୍ ଜଙ୍ଗଲରେ ବୁଲିଥାଏ। ଏହାସହିତ ଗରୁଡ଼ ପୁରାଣରେ ଏପରି ଚାରିଟି ଜିନିଷ ବିଷୟରେ କୁହାଯାଇଛି , ଯାହା ବ୍ୟକ୍ତିକୁ ମୃ-ତ୍ୟୁ ପୂର୍ବରୁ ରଖିବା ଉଚିତ ନଚେତ ତାକୁ ଯ-ମଦ-ଣ୍ଡର ସାମ୍ନା କରିବାକୁ ପଡ଼ିବ। ମୃ-ତ୍ୟୁ ହେବା ଆଗରୁ ଏହି ଚାରିଟି ଜିନିଷ ଯଦି ପାଖରେ ଥାଏ ତାହେଲେ ତାର ପ୍ରା-ଣ ସହଜରେ ବାହାରି ଥାଏ। ଯ-ମଦୂ-ତମାନେ ମଧ୍ୟ ତାକୁ ଆଦରରେ ଯ-ମଲୋ-କ ନେଇ ଯାଆନ୍ତି। ଚାଲନ୍ତୁ ଜାଣିବା ସେହି ଚାରିଟି ଜିନିଷ କେଉଁ ଗୁଡ଼ିକ।

ପ୍ରଥମ ହେଉଛି ତୁଳସୀ। ହିନ୍ଦୁଧର୍ମରେ ତୁଳସୀକୁ ଅଧିକ ପବିତ୍ର ମାନା ଯାଇଥାଏ। ତୁଳସୀ ଗଛକୁ ପୃଥିବୀ ଲୋକରେ ନୁହେଁ ସ୍ୱ-ର୍ଗଲୋ-କରେ ମଧ୍ୟ ପୂଜନୀୟ ମାନା ଯାଇଥାଏ। ଯଦି ମ-ରି-ବା ଲୋକ ପାଖରେ ତୁଳସୀ ଗଛ ଥାଏ ତାହେଲେ ବ୍ୟକ୍ତିର ଆ-ତ୍ମା ଯ-ମଦ-ଣ୍ଡରୁ ବଞ୍ଚିତ ହୋଇଥାଏ। ଯଦି ତୁଳସୀ ପତ୍ର ମ-ରି ଯାଇଥିବା ବ୍ୟକ୍ତିର ମଥାରେ ରଖାଯାଏ ତାହେଲେ ମଧ୍ୟ ଲାଭ ହୋଇଥାଏ। ଏପରି ବ୍ୟକ୍ତିର ଆ-ତ୍ମା ସରଳତାରେ ବାହାରି ଯାଇଥାଏ।

ଦ୍ଵିତୀୟରେ ହେଉଛି ଗ-ଙ୍ଗାଜ-ଳ। ମୃ-ତ୍ୟୁପରେ ଗ-ଙ୍ଗାଜ-ଳକୁ ମୁଖରେ ରଖି ପ୍ରା-ଣ ତ୍ୟା-ଗର ବି-ଧା-ନ ରହିଛି। ଗଙ୍ଗାଜଳ ଶରୀରକୁ ବି-ଶୁ-ଦ୍ଧ କରିଥାଏ। ଯେତେବେଳେ କୌଣସି ବ୍ୟକ୍ତି ସୁ-ଦ୍ଧ-ତାର ସହିତ ଶରୀର ତ୍ୟା-ଗ କରିଥାଏ, ସେ ଯ-ମଲୋ-କର ଦ-ଣ୍ଡର ପାତ୍ର ହୋଇ ନଥାଏ।

ତୃତୀୟ ଜିନିଷ ହେଉଛି ଶ୍ରୀମଦ୍ଭାଗବତ ଗୀତା। ମୃ-ତ୍ୟ ସମୟରେ ମୃ-ତ ବ୍ୟକ୍ତି ପାଖରେ ଭାଗବତ ଗୀତାର ପାଠ କରିବା ଦ୍ୱାରା ବ୍ୟକ୍ତିକୁ ସବୁ ସାଂସାରିକ ମୋହମାୟାରୁ ମୁକ୍ତି ମିଳିଥାଏ। ଏହି ପ୍ରକାର ଆ-ତ୍ମା ଶରୀରରୁ ବାହାରିଥାଏ ଏବଂ ବ୍ୟକ୍ତିର ଆ-ତ୍ମାକୁ ମୁକ୍ତି ମିଳିଥାଏ ଏବଂ ଯମରାଜାଙ୍କ ଦ-ଣ୍ଡର ସାମ୍ନା କରିବାକୁ ପଡେ ନାହିଁ ଏବଂ ତାକୁ ସ୍ବର୍ଗ ପ୍ରାପ୍ତି ହୋଇଥାଏ, କିମ୍ବା ପୁନଃ ଜନ୍ମ ପ୍ରାପ୍ତ ହୋଇଥାଏ।

ଚତୁର୍ଥ ହେଉଛି ଦାନ କରିବା। ମୃ-ତ୍ୟୁ ଆଡକୁ ଅଗ୍ରସର ହେଉଥିବା ବ୍ୟକ୍ତିଙ୍କ ନାମରେ ଦା-ନପୁ-ଣ୍ୟ କରାଯାଇଥାଏ। ଏହାଦ୍ବାରା ତାର ପ୍ରାଣ ସହଜରେ ଚାଲି ଯାଇଥାଏ ଏବଂ ପ-ରଲୋ-କରେ ତାକୁ କୌଣସି କ-ଷ୍ଟ ମିଳେ ନାହିଁ। ଯଦି ମୃ-ତ୍ୟୁ ସମୟ ଆସିବା ସମୟରେ ଗାଈର ଦାନ କରାଯାଏ, ତାହେଲେ ବ୍ୟକ୍ତିକୁ ଗୋଲୋକ ପ୍ରାପ୍ତି ହୋଇଥାଏ। ଏଥିପାଇଁ ବ୍ୟକ୍ତିକୁ ମୃ-ତ୍ୟୁ ପୂର୍ବରୁ ଗୋସେବା କରିବା ଉଚିତ। ଗୋମାତାଙ୍କ ଆଶୀର୍ବାଦରେ ବ୍ୟକ୍ତିକୁ ନ-ର୍କ କ-ଷ୍ଟ ଭୋଗ କରିବାକୁ ପଡେ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *