Excuse Me Odisha

ଯାହା କହିବୁ ସତ କହିବୁ

ପିମ୍ପୁଡି ଘରକୁ ଆସିବାର ସା-ଙ୍ଘାତି-କ ଅର୍ଥ। ଶୁଭ ନାଁ ଅଶୁଭ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ପ୍ରାୟତଃ ପିମ୍ପୁଡି ମାନଙ୍କୁ ଧ୍ୟାନ ଦେଇନଥାଉ। ପାଦ ତଳେ ମାଡି ଦେଇଥାଉ। ବା କାମୁଡି ଥିବା ଏକ ଜୀବ ଭାବି ଏଡାଇଦେଇଥାଉ। କିନ୍ତୁ କଣ ଆପଣ ଜାଣନ୍ତି କି ଏହି ପିମ୍ପୁଡି ମାନେ ଭିକାରୀକୁ କୋଟିପତି କରିପାରନ୍ତି ଏବଂ କୋଟିପତିକୁ ଭିକାରୀ ମଧ୍ୟ କରିପାରନ୍ତି। ସେ ଅନେକ ଘଟଣାର ପୂର୍ବାନୁମାନ ମଧ୍ୟ କରିଦେଇପାରନ୍ତି। ଯଦି ଆପଣଙ୍କର ଘରେ କେଉଁ ଜାଗାରେ ହଠାତ ପିମ୍ପୁଡି ବାହାରନ୍ତି ସେ ରୋଷେଇ ଘର ହେଉ କିମ୍ବା ଅନ୍ୟ କେଉଁ ଜାଗାରେ ତେବେ ତାହା ଅନେକ ସଂକେତ ଦେଇଥାଏ। ଏବଂ ଏହାର ପରିଣାମ ଭିନ୍ନ ଭିନ୍ନ ହୋଇଥାଏ। ଏଥି ସହ ଏହା ମଧ୍ୟ ଧ୍ୟାନ ଦେବାକୁ ହୋଇଥାଏ କି ଯେ ପିମ୍ପୁଡି କେଉଁ ରଙ୍ଗର ଅଟେ।କଳା କିମ୍ବା ନାଲି ରଙ୍ଗର କାରଣ ଏହା ମଧ୍ୟ ଭିନ୍ନ ଭିନ୍ନ ସଂକେତ ଦେଇଥାଏ। ତେବେ ଆଜିର ଏହି ପୋଷ୍ଟରେ ଘରକୁ ପିମ୍ପୁଡି ଆସିବାର କିମ୍ବା କୌଣସି ଏକ ଜାଗାରୁ ହଠାତ ପିମ୍ପୁଡି ବାହାରିବାର ସଂକେତ କଣ ହୋଇଥାଏ। ସେହି ବିଷୟରେ ବିସ୍ତାର ରୂପେ ଆଲୋଚନା କରିବା। ଏହା ଶୁଭ ହୋଇଥାଏ ନାଁ ଅଶୁଭ। ଏହା କଣ ସଂକେତ ଦେଇଥାଏ।

ବନ୍ଧୁଗଣ ଯଦି ପିମ୍ପୁଡି ନାଲି ରଙ୍ଗର ହୋଇଥାଏ ଏବଂ ତାହା କୌଣସି ଜାଗାରୁ ବାହାରୁଥାଏ ସେ ରୋଷେଇ ଘର କିମ୍ବା କୌଣସି ଜାଗାରେ ତେବେ ବୁଝିଯାଅନ୍ତୁ କି ସେ ତାହା ସହ କରଜ ନେଇ ଆସିଛି। ସେ ଏହା ସଂକେତ ଦେଇଥାଏ କି ଆପଣଙ୍କ ଉପରକୁ ସଂକଟ ଆସୁଛି। ବା ଆପଣ ଆସନ୍ତା ସମୟରେ ଧାର କରଜରେ ରହିପାରନ୍ତି। କିନ୍ତୁ ଆପଣ ଦେଖିଥିବେ କି ଯେବେ ଘରେ ନାଲି ରଙ୍ଗର ପିମ୍ପୁଡି ଆସିଥାନ୍ତି ତ ଲୋକ କଣ କରିଥାନ୍ତି ନାଁ ପିମ୍ପୁଡି ମରିବାର ଔଷଧ ପକାଇ ତାଙ୍କୁ ମାରିଦିଅନ୍ତି। କିନ୍ତୁ ଏହା ବହୁତ ବଡ଼ ଭୁଲ କାମ ହୋଇଥାଏ। ପ୍ରଥମତଃ ଆପଣ ଜୀବ ହ-ତ୍ୟାର ପାପ ନିଜ ଉପରକୁ ନେଲେ। ତାହା ସହ ଯେଉଁ ସମସ୍ୟା ଆସୁଛି ତାହା ବଢିବାର ମଧ୍ୟ ଏହା କାରଣ ହୋଇପାରେ। ତେଣୁ ଆପଣ ଅନ୍ୟ ଉପାୟରେ ପିମ୍ପୁଡି ମାନଙ୍କୁ ଘରୁ ବାହାର କରିଦିଅନ୍ତୁ।କିନ୍ତୁ ଜୀବନରୁ ମାରନ୍ତୁ ନାହିଁ। ଏହା ମନେରଖନ୍ତୁ କି ସେମାନେ ଅଶୁଭର ପ୍ରତୀକ ନୁହଁନ୍ତି। ବାସ ସେମାନେ ସମସ୍ୟା ଆସିବାର ସଂକେତକୁ ପୂର୍ବରୁ ଜଣେଇ ଦିଅନ୍ତି। ବନ୍ଧୁଗଣ ଏଥିରେ ଆପଣ କିପରି ଏହି ସମସ୍ୟା ବା କରଜ ଠାରୁ ମୁକ୍ତି ପାଇପାରିବେ ସେ କଥା ମଧ୍ୟ ଜାଣିନିଅନ୍ତୁ। ସେ ନାଲି ରଙ୍ଗର ପିମ୍ପୁଡି ଆପଣଙ୍କୁ ସେହି କରଜରୁ ମୁକ୍ତି କରିପାରିବ। ବାସ ଆପଣ ଠିକ ଭାବରେ ଉପାୟ କରନ୍ତୁ। ଯେବେ ମଧ୍ୟ ଘରେ ପିମ୍ପୁଡି ବାହାରୁଛନ୍ତି ଆପଣ ଗୋଟିଏ ଲେମ୍ବୁ ନେଇ ତାକୁ ଦୁଇଫାଳ କାଟି ଦେଇ ତାହା ସେହି ପିମ୍ପୁଡି ବାହାରୁଥିବା ଜାଗା ପାଖରେ ଦୁଇ ପଟେ ରଖି ଦିଅନ୍ତୁ ଏବଂ ସେହିପରି ତାକୁ ଛାଡିଦିଅନ୍ତୁ। ଏହା ଦ୍ୱାରା ଆପଣ ଦେଖିବେ କି ପିମ୍ପୁଡିମାନେ ବି ସେହି ଜାଗାରୁ ଚାଲିଯିବେ। ଏବଂ ଆପଣଙ୍କ କରଜ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ। ଲେମ୍ବୁ ବଦଳରେ ଆପଣ ତେଜ ପତ୍ରକୁ କାଟି କିମ୍ବା ଲବଙ୍ଗ ମଧ୍ୟ ସେହି ଜାଗାରେ ପକାଇ ପାରିବେ। ତାହା ମଧ୍ୟ ଏହି କରଜ ସମସ୍ୟାକୁ ଦୂର କରିପାରିବ। ଏବେ ଆସନ୍ତୁ ଜାଣିବା କଳା ପିମ୍ପୁଡି ଯଦି କୌଣସି ଏକ ଜାଗାରୁ ବାହାରିଯାଏ କିମ୍ବା କୌଣସି ଠାରୁ ଘରକୁ ଆସେ ତେବେ ତାହା କଣ ସଂକେତ ଦେଇଥାଏ। ତ ବନ୍ଧୁଗଣ ଜାଣିରଖନ୍ତୁ କି ଏହା ଶୁଭ ସଂକେତ ଦେଇଥାଏ। ଆପଣ ଦେଖିଥିବେ କି ଯଦି ସେ କଳା ପିମ୍ପୁଡିମାନେ ଧାଡି କରି ତାଙ୍କ ସହ କିଛି ଧଳା ରଙ୍ଗର ଜିନିଷ ନେଇଯାଉଛନ୍ତି ତେବେ ତାହା ଶୁଭ ସଂକେତ ଦେଇଥାଏ। ଯଦି ଆପଣଙ୍କ ଘରେ ଏପରି ହେଉଛି ଏବଂ ଆପଣଙ୍କର କୌଣସି କାମ ଅଟକି ଯାଇଛି ଅର୍ଥାତ କୌଣସି ଇଛା ରହିଛି କିନ୍ତୁ ହୋଇପାରୁନାହିଁ ତେବେ ଆପଣ ଅଟା ଏବଂ ଚିନି ଗୋଳାଇ ତାକୁ ସେହି ପିମ୍ପୁଡି ମାନଙ୍କ ପାଖରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଯାହା ମଧ୍ୟ କାମ ଅଟକି ରହିଥିବ ତାହା ସହଜରେ ପୁର୍ଣ ହୋଇଯିବ। ତେବେ ଆପଣ କୌଣସି ମଧ୍ୟ ବଡ଼ ପରିସ୍ଥିତିରେ ଘରେ ରହିଥିବା ପିମ୍ପୁଡିକୁ ମାରିବେ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *