Excuse Me Odisha

ଯାହା କହିବୁ ସତ କହିବୁ

ଏହି ସ୍ଥାନରେ କଳା ଜାଇ ଥିଲେ ବୈବାହିକ ଜୀବନ ବହୁତ ରୋମାଣ୍ଟିକ ହୋଇଥାଏ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା କଳାଜାଇ କେଉଁ ସ୍ଥାନରେ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ସମସ୍ତଙ୍କ ଶରୀରରେ କଳାଜାଇ ରହିଥାଏ। କିନ୍ତୁ ଭିନ୍ନ ଭିନ୍ନ ଅଙ୍ଗରେ କଳାଜାଇ ରହିବାର ମହତ୍ୱ ରହିଥାଏ। କାହାର ମୁହଁରେ ତ ଆଉ କାହାର ଶରୀରର ଭିନ୍ନ ଭିନ୍ନ ଜାଗାରେ କଳାଜାଇ ରହିଥାଏ। ଆସନ୍ତୁ ଜାଣିବା କେଉଁ ଖାସ୍ ଅଙ୍ଗରେ କଳାଜାଇ ରହିଲେ ବୈବାହିକ ଜୀବନ ସୁଖମୟ ହୁଏ ଏବଂ ଆପଣଙ୍କ ଭାଗ୍ୟ ବଦଳେଇ ଦିଏ।

୧ – ଯେଉଁ ମାନଙ୍କ ଡାହାଣ ପାର୍ଶ୍ଵରେ ଅଗ୍ରଭାଗରେ କଳାଜାଇ ଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଥାଆନ୍ତି। ତାଙ୍କ ଭାଗ୍ୟରେ ସବୁବେଳେ ସୁଖ ଥାଏ ଏବଂ ତାଙ୍କ ସାଥୀ ସବୁବେଳେ ତାଙ୍କ ସପକ୍ଷରେ ସବୁବେଳେ ରହିଥାନ୍ତି। ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

୨- ଯେଉଁ ସ୍ତ୍ରୀର ଡାହାଣ ପାର୍ଶ୍ଵ ଗାଲରେ କଳାଜାଇ ରହିଥାଏ, ସେ ଅତ୍ୟନ୍ତ ଧନବତୀ ଓ ଚରିତ୍ରବାନ ହୋଇଥାନ୍ତି। ଏହାସହିତ ଝିଅର ହାତର ବିବାହ ରେଖାରେ ଯଦି କଳାଜାଇ ଥାଏ ତାହେଲେ ତାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

୩- ଖାସ୍ କଳାଜାଇ ଥିବା ଝିଅଙ୍କ ଡାହାଣ ଆଖିରେ ଥାଏ, ଏହି ଝିଅ ମାନେ ନିଜ ସାଥୀଙ୍କୁ ଅଧିକ ଖୁସି ଦେଇଥାନ୍ତି। ବିବାହ ପରେ ତାଙ୍କର ପାର୍ଟନରଙ୍କ ଭାଗ୍ୟ ପରିବର୍ତ୍ତନ ହୋଇ ଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *