Excuse Me Odisha

ଯାହା କହିବୁ ସତ କହିବୁ

ପାରାମାନେ ମା ଲକ୍ଷ୍ମୀଙ୍କୁ କିପରି ଆପଣଙ୍କ ଘରକୁ ଆଣିଥାନ୍ତି, ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ଦେଖନ୍ତୁ ସମସ୍ତ ପକ୍ଷୀ ବହୁତ ଚଞ୍ଚଳ ହୋଇଥାନ୍ତି। କିନ୍ତୁ ପାରା ଚଞ୍ଚଳ ନହୋଇ ଅଧିକ ସରଳ ହୋଇଥାନ୍ତି। ବିଶ୍ରାମ ନେବା ପାଇଁ ଏମାନଙ୍କୁ ଐତିହାସିକ ସ୍ଥାନ ବା ସ୍ମାରକ ଗୁଡିକ ଅଧିକ ପସନ୍ଦ ହୋଇଥାଏ। ଏମାନଙ୍କୁ ଦାନା ଦେବା ପାଇଁ ଲୋକଙ୍କୁ ଭଲ ଲାଗି ଥାଏ। ପାରା ଏକ ଶାନ୍ତିର ପ୍ରତୀକ ରୂପରେ ବିଚାର କରାଯାଇଥାଏ। ପାରା ନିଜ ଜୀବନସାଥୀ ପାଇଁ ଅଧିକ ସଚ୍ଚୋଟ ହୋଇଥାନ୍ତି। ତାପରେ ପାରାକୁ ଦାନା ଦେବା ଏକ ପୁଣ୍ୟର କାର୍ଯ୍ୟ ହୋଇଥାଏ। କିନ୍ତୁ ଏଥିରେ ସାବଧାନ ମଧ୍ୟ ରହିବା ଆବଶ୍ୟକ। ଘରର ଛାତ ଉପରେ ପାରାକୁ ଦାନା ଦିଅନ୍ତୁ ନାହିଁ, ଘର ବାହାରେ ଦାନା ଦେଇ ପାରିବେ। ଯଦି ଘର ପାଖରେ କୌଣସି ଭଲ ସ୍ଥାନ ନାହିଁ, ତାହେଲେ ଆପଣ ଛାତ ଉପରେ ଦାନ ଦେଇ ପାରିବେ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ଓ ବୁଧର ମିଳନ ହେଉଛି ତାହେଲେ ସେଠାରେ ସ୍ଥିତି ଖରାପ ହୋଇଯାଇ ଥାଏ। ଯଦି ଜନ୍ମ କୁଣ୍ଡଳୀରେ ବୁଧ ଓ ରାହୁର ମେଳ ଖରାପ ହୋଇଥାଏ, ତାହେଲେ ଅଶୁଭ ସ୍ଥିତି ସୃଷ୍ଟି ହୋଇଥାଏ। ଏହି ଅବସ୍ଥାରେ ବ୍ୟକ୍ତି ପାଗଳଙ୍କ ଭଳି ବ୍ୟବହାର କରିଥାନ୍ତି। ବେଳେବେଳେ ବ୍ୟକ୍ତି ଏଭଳି ପାଗଳ ହୋଇ ଯାଆନ୍ତି ଯେ କୌଣସି ଅପ-ରାଧ ମଧ୍ୟ କରି ବସି ଥାଆନ୍ତି। ଏଭଳି ସମୟରେ ପାରାକୁ ଛାତ ଉପରେ ଦାନା ନଦେଇ ଘରର ଅଗଣାରେ କିମ୍ବା ଘର ବାହାରେ ଦାନ ଦିଅନ୍ତୁ। କିନ୍ତୁ ଯଦି ଘରର ଆଖପାଖରେ ପାରା ନାହାନ୍ତି ବା ଆପଣ ପାରା ଦେଖିବାକୁ ପାଉ ନାହାଁନ୍ତି , ତେବେ ସବୁଦିନ ଗୋଟେ ପାତ୍ରରେ ପାଣି ଓ ଆଉଗୋଟେ ପାତ୍ରରେ ଦାନା ଏକ ଖୋଲା ସ୍ଥାନରେ ରଖି ଦିଅନ୍ତୁ। ଯାହାଦ୍ଵାରା ପାରା ମାନେ ଏହାକୁ ଦେଖି ପାରିବେ। କିଛି ଦିନ ମଧ୍ୟରେ ପାରା ମାନେ ଆସି ଯାଇଥାନ୍ତି। ପାରା ମାନଙ୍କୁ ଦାନା ଦେବା ଦ୍ଵାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *