Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ ଲାଗିବ ମହା-ପା-ପ

ସେୟାର୍ କରନ୍ତୁ

ବନ୍ଧୁଗଣ ଶ୍ରାବଣ ମାସକୁ ପବିତ୍ର ମାସ ଭାବରେ ମାନା ଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହି ମାସରେ ସମସ୍ତ ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ଏହି ମାସ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ମାସରେ ବିଭିନ୍ନ ଦାନ ବା ଶୁଭ କାର୍ଯ୍ୟ କରାଯାଇଥାଏ। ଏହି ମାସରେ ଭଗବାନ ଶିବଙ୍କର ଉପାସନା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ନିଜ ମନସ୍କାମନା ପୂରଣ କରିବା ପାଇଁ ଏହି ମାସରେ ବ୍ରତ ରଖିବା ସହିତ କାଉଡ଼ି ଯାତ୍ରା ମଧ୍ୟ କରାଯାଇଥାଏ। ଏପରି କେତେ ଗୁଡିଏ କାର୍ଯ୍ୟ ରହିଛି ଯାହା ଏହି ପବିତ୍ର ଶ୍ରାବଣ ମାସରେ କରିବା ଉଚିତ। କାରଣ ଏହି କାର୍ଯ୍ୟ କରିବା ଦ୍ୱାରା ମଣିଷକୁ ଶାରୀରିକ ଏବଂ ଆର୍ଥିକ ଅବସ୍ଥାର ସମ୍ମୁଖୀନ ହେବାକୁ ପଡିବ। ଆସନ୍ତୁ ଜାଣିବା ଏହି ମାସରେ କେଉଁ ପାଞ୍ଚଟି କାର୍ଯ୍ୟ କରିବା ଅନୁଚିତ।

୧/ ଏହି ପବିତ୍ର ଶ୍ରାବଣ ମାସରେ କାହାକୁ ଖରାପ ବ୍ୟବହାର କରିବା ଉଚିତ ନୁହେଁ କିମ୍ବା କାହାର ଅ-ନି-ଷ୍ଟ କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ଆପଣ ମାନଙ୍କୁ ପା-ପ ସହିତ ସମାନ ଦ-ଣ୍ଡ ଭୋଗ କରିବାକୁ ପଡିବ। ତେଣୁ ଏହି ମାସରେ କାହାର ଅ-ନି-ଷ୍ଟ ମଧ୍ୟ ଚିନ୍ତା କରନ୍ତୁ ନାହିଁ।

୨/ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତ ବୃକ୍ଷଲତାଙ୍କର ଗୁରୁତ୍ଵ ଭୂମିକା ରହିଛି। ଏହି ମାସରେ ବୃକ୍ଷଲତାଙ୍କ କ୍ଷ-ତି କରିବା ଉଚିତ ନୁହେଁ। ବୃକ୍ଷଲତାଙ୍କ କ୍ଷତି କରିବା ଦ୍ୱାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଆପଣମାନେ ଏହି ମାସରେ ନିଜ ଘର ଅଗଣାରେ ବୃକ୍ଷ ରୋପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ପରିବାରରେ ସମସ୍ତେ ସୁସ୍ଥ ରହିବେ।

୩/ ଏହି ଶ୍ରାବଣ ମାସରେ କୌଣସି ଜୀବଜନ୍ତୁଙ୍କ ହ-ତ୍ୟା କରିବା ଉଚିତ ନୁହେଁ। ଏହାଦ୍ବାରା ଦୁ-ର୍ଭା-ଗ୍ୟ ପ୍ରାପ୍ତ ହୋଇଥାଏ। ଏପରି କହିବାକୁ ଗଲେ କୌଣସି ଦିନ ଜୀବଜନ୍ତୁଙ୍କ ହ-ତ୍ୟା କରିବା ଉଚିତ ନୁହେଁ। କାରଣ ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ବାସ କରି ଥାଆନ୍ତି।

୪/ ଶ୍ରାବଣ ମାସରେ କୌଣସି ବ୍ୟକ୍ତି ବା ଗୁରୁଜନଙ୍କ ଅ-ପମା-ନ କରିବା ଉଚିତ ନୁହେଁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ କ୍ରୋଧ କରି ଥାଆନ୍ତି। ଏହାର ଫଳ ସ୍ୱରୂପ ସମ୍ପୂର୍ଣ୍ଣ ପରିବାରକୁ ଭୋଗ କରିବାକୁ ପଡ଼ିଥାଏ।

୫/ ଏହି ମାସରେ ମଦ୍ୟପାନ କରିବା ଉଚିତ ନୁହେଁ। ଆମେ ସମସ୍ତେ ଜାଣିଛନ୍ତି ଯେ ମ-ଦ୍ୟପା-ନ କରିବା ଆମ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ତେଣୁ ଶ୍ରାବଣ ମାସରେ ନୁହେଁ, କୌଣସି ଦିନରେ ମଧ୍ୟ ନି-ଶାଦ୍ର-ବ୍ୟ ସେ-ବନ କରନ୍ତୁ ନାହିଁ। ତେଣୁ ବନ୍ଧୁଗଣ ଏହି ପବିତ୍ର ଶ୍ରାବଣ ମାସରେ ଏହି ପାଞ୍ଚଟି କାର୍ଯ୍ୟରୁ ଦୂରେଇ ରହିବାକୁ ଆପଣଙ୍କୁ ଅନୁରୋଧ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *