Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଗୋଟେ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗରେ ଆପଣଙ୍କର କୁଣ୍ଡିଆଣ ଭଲ ହୋଇଯିବ।

ସେୟାର୍ କରନ୍ତୁ

ଅନେକ ସମୟରେ ଆମର ପ୍ରାଇଭେଟ ପାର୍ଟରେ କୁଣ୍ଡିଆଣ ବା ଇଚିଂ ଭଳି ସମସ୍ୟା ଦେଖାଯିବାକୁ ଲାଗିଥାଏ। ବ୍ୟାକ୍ଟେରିଆ ଉତ୍ପନ ହେବା କାରଣରୁ ସେହି ଜାଗା ଇ-ନଫେ-କ୍ଟ ହୋଇଯାଏ ବା ସେହି ଜାଗା କୁଣ୍ଡେଇ ହେବାକୁ ଲାଗେ ଏବଂ ସେହି କୁଣ୍ଡିଆଣ ଏତେ ଭ-ୟଙ୍କ-ର ହୋଇଥାଏ ଯେ ଯଦି ଥରେ କୁଣ୍ଡେଇ ହେବା ଆରମ୍ଭ ହୋଇଯାଏ ତେବେ ଯେମିତି ହେଲେବି ଆପଣ ତାକୁ କୁଣ୍ଡେଇ ହେବା ପାଇଁ ଚେଷ୍ଟା କରନ୍ତି। ପଛେ ଆପଣ ଲୋକଙ୍କ ଆଗରେ ବସିଥାନ୍ତୁ କିମ୍ବା କୌଣସି କାମରେ ବି ବ୍ୟସ୍ତ ଥାନ୍ତୁ ଆପଣ ନିହାତି କୁଣ୍ଡେଇ ହେବା ପାଇଁ ସେହି ଜାଗାକୁ ହାତ ନେଇଥାନ୍ତି। କାରଣ ସେହି କୁଣ୍ଡେଇ ହେବାକୁ କଣ୍ଟ୍ରୋଲ କରିବା ବହୁତ କ-ଷ୍ଟକ-ର ହୋଇଥାଏ। ଆପଣ ନିଜ ସମ୍ମାନକୁ ମଧ୍ୟ ପଛରେ ପକେଇ ଆପଣ କୁଣ୍ଡେଇବା ପାଇଁ ଚେଷ୍ଟା କରିଥାନ୍ତି। ଫଳରେ ଆପଣଙ୍କୁ ବହୁତ ଗିଲ୍ଟି ଫିଲ ହୋଇଥାଏ ଏବଂ ଲୋକଙ୍କ ଆଗରେ ମଧ୍ୟ ଆପଣଙ୍କର ସମ୍ମାନ ହାନି ହୋଇଥାଏ।

ବନ୍ଧୁଗଣ ସେହି ବ୍ୟାକ୍ଟେରିଆ ଇ-ନଫେ-କ୍ସନ ବା ପ୍ରା-ଇଭେ-ଟ ପାର୍ଟରେ  ସେହି କୁଣ୍ଡେଇ ହେବାର ଅନେକ ପ୍ରକାରର କାରଣ ହୋଇପାରେ।ବିଭିନ୍ନ ପ୍ରକାରର କାରଣ ଯୋଗୁ ସେହି ଜାଗାରେ କୁଣ୍ଡିଆ ଭଳି ସମସ୍ୟା ଆପଣଙ୍କୁ ଭୋଗିବାକୁ ପଡିପାରେ।ସେଥି ମଧ୍ୟରୁ ଲେଡିସ ମାନଙ୍କର ଯେଉଁ ଧଳା ସ୍ର-ବ ଭଳି ସମସ୍ୟା ଯଦି ଥାଏ ସେଥିପାଇଁ ମଧ୍ୟ ପ୍ରା-ଇଭେ-ଟ ଜାଗାରେ କୁଣ୍ଡିଆ ଭଳି ସମସ୍ୟା ଭୋଗିବାକୁ ପଡିପାରେ। ଅନେକ ଲୋକ ସେହି ଜାଗାରେ ଶେଭିଂ କରିଥାନ୍ତି। ସେହି ଯୋଗୁ ଅନେକ ସମୟରେ ସେଠାରେ କଟ ଲାଗିଯାଏ ଫଳରେ ସେହି ଜାଗା ସେ-ନ୍ସଟି-ଭ ହୋଇଯାଏ। ଯାହା ଫଳରେ ମଧ୍ୟ ସେଠାରେ ବ୍ୟାକ୍ଟେରିଆ ଉତ୍ପନ ହୋଇଥାଏ ଓ ସେହି ଜାଗାରେ କୁଣ୍ଡେଇ ହେବାକୁ ଲାଗେ। ଏବଂ ଅଧିକାଂଶ ସମୟରେ ଅନେକ ଲୋକ ସେହି ଜାଗାକୁ ପରିଷ୍କାର ରଖନ୍ତି ନାହିଁ।ଫଳରେ ଝାଳ ଯୋଗୁ ସେଠାରେ ବ୍ୟାକ୍ଟେରିଆ ଉତ୍ପନ ହୋଇଥାନ୍ତି ଏବଂ ଆପଣଙ୍କୁ କୁଣ୍ଡିଆ ଭଳି ସମସ୍ୟାକୁ ଭୋଗିବାକୁ ପଡିଥାଏ।

ବନ୍ଧୁଗଣ ଏହା କୌଣସି ଆଭ୍ୟନ୍ତରୀଣ ପ୍ର-ବ୍ଲେ-ମ ନୁହେଁ। ଏହା ବାହ୍ୟ ପ୍ର-ବ୍ଲେ-ମ। ଫଳରେ ଆପଣଙ୍କ ସ୍କିନରେ ଇଜିଙ୍ଗ ଭଳି ସମସ୍ୟା ଦେଖାଦେଇଥାଏ। ଆପଣ ତାହାକୁ ଘରେ ବସି ଦୂର କରିପାରିବେ। ସେଥିପାଇଁ ଚିନ୍ତା କରିବାର କୌଣସି ବି ଆବଶ୍ୟକତା ନାହିଁ। ଆଜି ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ବା ହୋମ ରେମିଡ଼ି ନେଇ ଆସିଛୁ ଯାହାର ପ୍ରୟୋଗ କେବଳ ଯଦି ଗୋଟିଏ ଦିନ କରିବେ ତେବେ ଆପଣଙ୍କୁ ଫରକ ଦେଖାଯିବାକୁ ଲାଗିବ।ଏବଂ ଆପଣଙ୍କୁ ୧୦୦% ରେଜଲ୍ଟ ମିଳିବ। ଆପଣଙ୍କର ସେହି ଇଚିଙ୍ଗ ଭଳି ପ୍ର-ବ୍ଲେ-ମ ବା କୁଣ୍ଡିଆଣ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ନିହାତି ଥରେ ଆପଣ ଏହାକୁ ଟ୍ରାୟ କରନ୍ତୁ।ଆପଣଙ୍କର ସେହି ଇଚିଙ୍ଗ ଭଳି ସମସ୍ୟା ବା କୁଣ୍ଡିଆଣ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ।ଯଦି ଆପଣଙ୍କର ଇଚିଙ୍ଗ ଭଳି ସମସ୍ୟା ବା କୁଣ୍ଡିଆଣ ଭଳି ସମସ୍ୟା ବହୁତ ଦିନରୁ ହୋଇଛି ବହୁ ପୁରାତନ ତେବେ ସେଥିପାଇଁ ଆପଣ କଣ କରିପାରିବେ ଏହାକୁ ୩ ଦିନ ଟ୍ରାୟ କରନ୍ତୁ। ୩ ଦିନ ମଧ୍ୟରେ ଦେଖିବେ ୧୦୦% ଆପଣଙ୍କର ସେହି କୁଣ୍ଡିଆଣ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ପ୍ରୟୋଗ କେମିତି କରିବେ।

ଏହି ଘରୋଇ ଉପଚାର ପାଇଁ ୩ଟି ଜିନିଷର ଆବଶ୍ୟକତା ପଡିବ।ଦୁଇଟି ଜିନିଷ ଆପଣଙ୍କ ଘରୁ ବହୁତ ସହଜରେ ମିଳିଯାଇପାରେ। ଏବଂ ଗୋଟିଏ ଜିନିଷ ଯାହା ଆପଣଙ୍କୁ ମେଡ଼ିସିନ ଷ୍ଟୋରରୁ ଆଣିବାକୁ ପଡିବ। ପ୍ରଥମ ଜିନିଷ ଆପଣଙ୍କୁ ଏଥିପାଇଁ ଆବଶ୍ୟକତା ପଡିବ ତାହା ଅଟେ ନଡ଼ିଆ ତେଲ। ଆପଣ ଏହି ଉପଚାରକୁ ବନେଇବା ପାଇଁ ୪ ଚାମଚ ନଡ଼ିଆ ତେଲର ପ୍ରୟୋଗ କରନ୍ତୁ। କେବଳ ନଡ଼ିଆ ତେଲ ହିଁ ନିଅନ୍ତୁ। କାରଣ ନଡ଼ିଆ ତେଲ ଆପଣଙ୍କର ଇଚିଙ୍ଗ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ। ୪ ଚାମଚ ନଡ଼ିଆ ତେଲ ଏକ ପାତ୍ରକୁ ନିଅନ୍ତୁ। ଏଥି ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ବୋରିକ ଏସିଡ। ବରିକ ଏସିଡ କଣ ଅଟେ ଆମେ ଆପଣଙ୍କୁ କହିଦେଉଛୁ ଏହି ସାମଗ୍ରୀକୁ ଆପଣ କୌଣସି ବି ମେଡିସିନ ଷ୍ଟୋରରୁ ଆଣିପାରିବେ। ଏହା କୌଣସି ବି ମେଡ଼ିସିନ ଷ୍ଟୋରରୁ ମିଳିଯିବ। ଏହା ଏକ ପାଉଡର। ଆପଣ ଜାଣିଥିବେ ଗହମ କିମ୍ବା ଚାଉଳରେ ପୋକ ଲାଗିଥିଲେ ସେହି ପୋକକୁ ବାହାର କରିବା ପାଇଁ ଆପଣ ସେଥିରେ ବୋରିକ ଏସିଡର ପ୍ରୟୋଗ କରିଥାନ୍ତି। ଏହା ସେହି ବୋରିକ ଏସିଡ ପାଉଡର ଅଟେ।ଆପଣ ଏଥିପାଇଁ ଅଧା ଚାମଚ ବୋରିକ ଏସିଡ ପାଉଡର ନିଅନ୍ତୁ। ତୃତୀୟ ଏବଂ ଶେଷ ସାମଗ୍ରୀ ହେଉଛି ତାହା ଅଟେ କର୍ପୂର। ଯାହା ଆପଣ ପୂଜାରେ ବ୍ୟବହାର କରନ୍ତି। ଆପଣ ଏଥିପାଇଁ ୨ ଖଣ୍ଡ କର୍ପୂର ନିଅନ୍ତୁ। କର୍ପୁରକୁ ଗୁଣ୍ଡ କରି ଏଥିରେ ପକାନ୍ତୁ। ଏବେ ଏହି ସମସ୍ତ ସାମଗ୍ରୀକୁ ଆପଣ ଭଲ ଭାବରେ ମିକ୍ସ କରନ୍ତୁ।ଆପଣ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ ଯେମିତି ଏହା ପରସ୍ପର ଭାବେ ଭଲରେ ମିକ୍ସ ହୋଇଯିବ।

ଏହି ୩ ଟି ଜିନିଷ ଭଲ ଭାବରେ ମିକ୍ସ କରିବା ପରେ ଏହାକୁ କେମିତି ପ୍ରୟୋଗ କରିବେ ଆସନ୍ତୁ ଜାଣିବା।

ରଏହାକୁ ରାତି ସମୟରେ ଆପଣ ଏହାର ପ୍ରୟୋଗ ଆପଣଙ୍କର ଯେଉଁ ଜାଗାରେ କୁଣ୍ଡିଆ ଭଳି ସମସ୍ୟା ହେଉ ଅଛି ଖାସ କରି ଆପଣଙ୍କ ଜଙ୍ଘରେ ବା ପ୍ରାଇଭେଟ ସାଇଟରେ ଯେଉଁ କୁଣ୍ଡିଆଣ ଭଳି ଲକ୍ଷଣ ଦେଖା ଦେଉଛି ସେହି ଜାଗାରେ ଆପଣ ଏହାର ପ୍ରୟୋଗ କରନ୍ତୁ। ଦେଖିବେ ଆପଣଙ୍କୁ ୧୦୦% ରେ-ଜ-ଲ୍ଟ ମିଳିବ। ଏହା ବହୁତ ଅଧିକ ଚ-ମତ୍କା-ରୀ ଏବଂ ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ। ଆପଣ କଣ କରିବେ ନାଁ ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ସେହି ଜାଗାରେ ଭଲ ଭାବରେ ଲଗେଇ ଦିଅନ୍ତୁ। ଏବଂ ରାତି ସାରା ଲଗେଇ ଶୋଇ ପଡ଼ନ୍ତୁ। ସକାଳେ ଆପଣ ଚାହିଁଲେ ଥଣ୍ଡା ପାଣି ସାହାର୍ଯ୍ୟରେ କିମ୍ବା ଯେକୌଣସି ଉପାୟରେ ଆପଣ ଏହାକୁ ସଫା କରିପାରିବେ। ଯଦି ଅଧିକ କୁଣ୍ଡିଆଣ ହୋଇଅଛି ତାହେଲେ ଦିନକୁ ୨ ଥର ପ୍ରୟୋଗ କରନ୍ତୁ। ସେହି ଜାଗାରେ ଦିନକୁ ୨ ଥର ଏହାକୁ ଲଗାନ୍ତୁ। ଏବଂ ସୁଖିବା ପାଇଁ ଛାଡି ଦିଅନ୍ତୁ। ଏବଂ ତା ପରେ ଆପଣ ତାହାକୁ ଧୋଇ ପାରିବେ। ଏହି ଉପାୟରେ ଆପଣଙ୍କ ପ୍ରା-ଇଭେ-ଟ ପା-ର୍ଟରେ ଯେଉଁ କୁଣ୍ଡିଆଣ ଭଳି ସମସ୍ୟା ଉତ୍ପନ ହୋଇଅଛି ବା ଯେଉଁ ବ୍ୟାକ୍ଟେରିଆଲ ଇ-ନଫେ-କ୍ସନ ହୋଇଅଛି ତାହା ସବୁଦିନ ପାଇଁ ଶେଷ ହୋଇଯିବ। ଏହା ସବୁଦିନ ପାଇଁ ଭଲ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *