Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଝିଅଙ୍କୁ ବିବାହ କଲେ ହୋଇଥାଏ ଭଲ , ଜାଣନ୍ତୁ ଏହାର କାରଣ

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ବିବାହ କରିବେ ତ ଏହି ରାଶିର ଝିଅଙ୍କ ସହ କରନ୍ତୁ। କଣ ପାଇଁ କରିବେ କଣ ରହିଛି ଏହା ପଛରେ କାରଣ ଆସନ୍ତୁ ଜାଣିବା। ବନ୍ଧୁଗଣ ଆଜିକାଲି ସମସ୍ତେ ନିଜ ପାଇଁ ଗୋଟେ ପରଫେକ୍ଟ ସାଥୀ ଖୋଜିଥାନ୍ତି। ଆମ ଭାରତ ଜ୍ୟୋତିଷ ଶାସ୍ତ୍ରରେ ୧୨ ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ସବୁ ରାଶିର ନିଜର ନିଜର ବିଶେଷତ୍ୱ ମଧ୍ୟ ରହିଛି। ଏବଂ ଏହା ମଣିଷ ସ୍ୱଭାବରୁ ଜଣା ପଡିଥାଏ। ରାଶି ଅନୁସାରେ ହିଁ କୌଣସି ଲୋକ ଭରସା ଯୋଗ୍ୟ ଜଣାପଡିଥାଏ। ଏହି କଥା ସ୍ତ୍ରୀ ମାନଙ୍କ ଉପରେ ମଧ୍ୟ ଲାଗୁ କରାଯାଇଥାଏ। ଆଜି ଆମେ କହିବାକୁ ଯାଉଛୁ ଏମିତି କିଛି ରାଶିର ଝିଅମାନଙ୍କ ବିଷୟରେ ଯାହାକୁ ଆପଣ ଜୀବନସାଥୀ କଲେ ସେମାନେ ଭରସା ଯୋଗ୍ୟ ହୋଇଥାନ୍ତି। ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି

ବୃଷ ରାଶି: ସବୁଠୁ ଅଧିକ ଭରସା ଯୋଗ୍ୟ ଏହି ରାଶିର ମହିଳାମାନେ ହୋଇଥାନ୍ତି। ଏହି ରାଶିର ଝିଅମାନେ ଭରସା ଯୋଗ୍ୟ ହେବା ସଙ୍ଗେ ସଙ୍ଗେ ସଚୋଟ ମଧ୍ୟ ହୋଇଥାନ୍ତି।

କର୍କଟ ରାଶି: ଏହି ରାଶିର ଝିଅଙ୍କ ସହ ସମ୍ପର୍କରେ ରହିବା ଆପଣଙ୍କ ପାଇଁ ଭାଗ୍ୟର କଥା। ଏହି ରାଶିର ସ୍ତ୍ରୀ କେବେ କାହାରି କ୍ଷତି କରନ୍ତି ନାହିଁ। ତେବେ ଏହି ରାଶିର ଝିଅଙ୍କୁ ବିବାହ କଲେ ଆପଣଙ୍କ ବୈବାହିକ ଜୀବନ ସୁଖପ୍ରଦ ହୋଇଥାଏ।

କନ୍ୟା ରାଶି: ଏହି ରାଶିର ସ୍ତ୍ରୀମାନେ ବହୁତ ଆଦର୍ଶବାଦୀ ହୋଇଥାନ୍ତି। ଏମାନେ କେବେ କାହାକୁ ଧୋକା ଦିଅନ୍ତି ନାହିଁ କି ଧୋକା ସହନ୍ତି ବି ନାହିଁ। ତେବେ ଏହି ରାଶିର ଝିଅଙ୍କୁ ବିବାହ କଲେ ବହୁତ ଶୁଭ ହୋଇଥାଏ।

ବିଛା ରାଶି: ଏହି ରାଶିର ସ୍ତ୍ରୀ ମାନେ ବହୁତ ଇମ୍ସନାଲ ହୋଇଥାନ୍ତି। ଯେବେ ଏମାନେ କାହାର ପ୍ରେମରେ ଯାଇଥାନ୍ତି ତେବେ ସେ ସେହି ସମ୍ପର୍କକୁ ସବୁବେଳେ ଲିଭେଇ ଥାନ୍ତି। ହାତଧରି ସବୁଦିନ ପାଇଁ ଚାଲିଥାନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ। ତେବେ ବନ୍ଧୁଗଣ ଏହି ରାଶିର ଝିଅମାନଙ୍କୁ ଯଦି ବିବାହ କରିବେ ତାହେଲେ ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର ମଧ୍ୟ ରହିବ।

ମକର ରାଶି: ଏହି ରାଶିର ସ୍ତ୍ରୀମାନେ ପ୍ରେମ ପ୍ରସଙ୍ଗରେ ବହୁତ ଭଲ ହୋଇଥାନ୍ତି। ଏମାନଙ୍କର କେବଳ ଗୋଟିଏ ପୁଅ ସାଙ୍ଗରେ ସମ୍ପର୍କ ରହିଥାଏ। ତେଣୁ ଏହି ରାଶିର ଝିଅମାନଙ୍କୁ ମଧ୍ୟ ବିବାହ କଲେ ଆପଣଙ୍କର ବୈବାହିକ ଜୀବନ ବହୁତ ସୁନ୍ଦରମୟ ହୋଇଥାଏ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *