Excuse Me Odisha

ଯାହା କହିବୁ ସତ କହିବୁ

ଝିଅ ମାନଙ୍କର ପାଦ ଦେଖି ଜାଣିପାରିବେ ତାଙ୍କ ସ୍ଵଭାବ ବିଷୟରେ,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ନାରୀମାନଙ୍କ ଅଙ୍ଗରେ ଏପରି କିଛି ଚିହ୍ନ ରହିଥାଏ ଯାହା ସେମାନଙ୍କ ଗୁପ୍ତ ଚରିତ୍ର ବିଷୟରେ ଜଣାପଡ଼ିଥାଏ। ସେହିସବୁ ଚିହ୍ନ ଦେଖି ଜାଣି ହୁଏ କି କେଉଁ ନାରୀରର ଚରିତ୍ର ଭଲ ଏବଂ କେଉଁ ନାରୀର ଚରିତ୍ର ଖରାପ। କିନ୍ତୁ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣେଇବୁ ନାରୀ ମାନଙ୍କର ପାଦ ଚିହ୍ନରୁ ଶୁଭ ଲକ୍ଷଣ ବିଷୟରେ।

ଯେଉଁ ନାରୀମାନଙ୍କର ପାଦର ଆଙ୍ଗୁଠି ସବୁ ଯୋଡି ହୋଇ ରହିଥାଏ ନଖ ରକ୍ତ ବର୍ଣ୍ଣର ପାପୁଲି ଉଚ୍ଚ ଓ ଶିରା ଯୁକ୍ତ ହୋଇଥାଏ ସେପରି ନାରୀ ବହୁତ ଲକ୍ଷ୍ମୀମନ୍ତି ହୋଇଥାନ୍ତି।ଏପରି ନାରୀ ଯେଉଁ ଘରେ ପାଦ ଦିଅନ୍ତି ସେ ଘର ସ୍ୱର୍ଗ ବନିଯାଏ। ଯେଉଁ ନାରୀମାନଙ୍କର ପାଦରେ ପଦ୍ମ ନକଳ ଓ ବଜ୍ରର ଚିହ୍ନ ଥାଏ ସେପରି ନାରୀ ନିଶ୍ଚୟ ରାଜରାଣୀ ହୋଇଥାନ୍ତି। ଯେଉଁ ନାରୀମାନଙ୍କ ପାଦ ଚିକଣ ନଖ ତାମ୍ବର ବର୍ଣ୍ଣ ତଳି ପାଦରେ ମସ୍ୟ ଅଙ୍କୁଶ ଚକ୍ର ଚିହ୍ନ ଥାଏ ସେପରି ନାରୀ ସୁଲକ୍ଷଣି ହୋଇଥାଆନ୍ତି। ଏବଂ ବିବାହ ପରେ ଶାଶୁ ଘରେ ସମସ୍ତଙ୍କର ଅତି ପ୍ରିୟ ମଧ୍ୟ ହୋଇଥାନ୍ତି। ଯେଉଁ ନାରୀମାନଙ୍କ ପାଦ ତଳ ଝାଳୁଆ ଓ କୋମଳ ହୋଇଥାଏ ସେପରି ନାରୀ ସୌଭାଗ୍ୟବତୀ ହୋଇଥାନ୍ତି। ଯେଉଁ ନାରୀମାନଙ୍କ ଚରଣ ତଳେ ଉର୍ଦ୍ଧରେଖା ଥାଏ ସେ ନାରୀ ନୀଚ୍ଚ କୂଳରେ ଜନ୍ମ ନେଲେ ମଧ୍ୟ ସେ ବହୁତ ଭାଗ୍ୟବତୀ ନାରୀ ହୋଇଥାନ୍ତି। ଯେଉଁ ନାରୀମାନଙ୍କ ଚରଣ ତଳେ ବଜ୍ର ସ୍ୱସ୍ତିକ ଶଙ୍ଖ ଧ୍ଵଜ ମତ୍ସ୍ୟ ଏବଂ ଛତ୍ର ବେକ ଥାଏ ସେ ନାରୀ ସୁଖ ସମୃଦ୍ଧିର ଅଧିକାରିଣୀ ହୋଇଥାନ୍ତି। ଯେଉଁ ନାରୀମାନଙ୍କର ତଳିପାର ଉର୍ଦ୍ଧ ରେଖା ମାଧ୍ୟମା ଆଙ୍ଗୁଳି ପର୍ଯ୍ୟନ୍ତ ଲମ୍ବିଥାଏ ସେ ସୁଖ ଭୋଗିନୀ ହୋଇଥାନ୍ତି।ଯେଉଁ ନାରୀମାନଙ୍କ ଗଜଗାମିନି ଚାଲି ବା ଧୀରେ ଧୀରେ ଚାଲି କିମ୍ବା ହଂସ ପରି ଢଳି ଢଳି ଚାଲି ହୋଇଥାଏ ସେପରି ନାରୀ ସୁଲକ୍ଷଣି ବା ସୌଭାଗ୍ୟବତୀ ନାରୀ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *