Excuse Me Odisha

ଯାହା କହିବୁ ସତ କହିବୁ

18 ରୁ 30 ବର୍ଷର ଲୋକମାନେ ଏହି ପୋଷ୍ଟଟିକୁ ନିଶ୍ଚିତ ପଢନ୍ତୁ, ଆପଣଙ୍କ ଜୀବନ ବଦଳି ଯିବ

ସେୟାର୍ କରନ୍ତୁ

ସାଙ୍ଗ କେହି ଜଣେ ଭଲ କଥା କହି ଥିଲେ, ଗରିବ ଘର ପେଦା ହୋନା କୋଈ ପାପ ନାହିଁ ହେ, ଲେକିନ ଗରିବ ହୋକର ମରନା ପାପ ହେ। ଏହି ଦୁନିଆରେ ସମସ୍ତେ ଧନୀ ହେବାପାଇଁ ଚାହିଁ ଥାଆନ୍ତି, ସମସ୍ତେ ଟଙ୍କା ଆୟ କରିବା ପାଇଁ ଚାହିଁ ଥାଆନ୍ତି। କିନ୍ତୁ ଧନୀ ହେବାପାଇଁ ଯେଉଁ ନିୟମ ଗୁଡ଼ିକ ଆବଶ୍ୟକ , କେହି ସେହି କଥା ଗୁଡ଼ିକ ଅନୁସରଣ କରନ୍ତି ନାହିଁ। ସେଥିପାଇଁ ସେମାନଙ୍କ ସ୍ବପ୍ନ, ସ୍ୱପ୍ନରେ ହିଁ ରହିଯାଏ। ଆପଣମାନେ ଜାଣିଥିବେ ଏହି ଦୁନିଆରେ ଯାହା ପାଖରେ ଟଙ୍କା ରହିଛି ତାର ଶକ୍ତି କେତେ ଅଧିକ। ଯଦି ଆପଣଙ୍କ ପାଖରେ ଟଙ୍କା ରହିଛି ତାହେଲେ ଆପଣ ସବୁ କାର୍ଯ୍ୟ ସଂଗେସଂଗେ କରି ପାରିବେ। ସେଥିପାଇଁ ଓଡ଼ିଆରେ ଗୋଟେ କଥା ଅଛି – ଆବେ ଜାବେ ପର୍ଶୁରାମ, ପଇସା କିୟା ନ କରେ କାମ। ମୁଁ ଆଜି ସେହି ନିୟମ ଗୁଡ଼ିକୁ ଆଲୋଚନା କରିବି, ଯେଉଁ ନି-ୟ-ମ ଗୁଡ଼ିକୁ ଅନୁସରଣ କରି ଧନୀ ଲୋକମାନେ ଦିନକୁ ଦିନ ଧନୀ ହୋଇ ଚାଲିଛନ୍ତି। ଚାଲନ୍ତୁ ସାଙ୍ଗ ସେହି ନିୟମ ଗୁଡ଼ିକ ବିଷୟରେ ଆଲୋଚନା କରିବା।

ଧନୀ ହେବା ପାଇଁ ନିୟମ ଗୁଡ଼ିକ ହେଉଛି –

୧/ Develop a strong philosophy of money – ଏହାର ଅର୍ଥ ହେଉଛି କିପରି ଆମ ପାଖକୁ ଟଙ୍କା ଆସିବ ସେଥିପାଇଁ ପ୍ରଥମେ ଚିନ୍ତାଧାରା ଠିକ୍ କରିବା। ଆମେ ପ୍ରଥମେ ଲକ୍ଷ୍ୟ ରଖିବା ଯେ କେଉଁ ଦିଗରୁ ଆମ ପାଖକୁ ଟଙ୍କା ଆସି ପାରିବ। ଆମେ କଣ କଲେ ବା ଆମେ ନିଜକୁ ତର୍ଜମା କରି ଦେଖିଲେ ଆମ ଭିତରେ କେଉଁ ସେହି ଗୁଣ ରହିଛି ଯାହାକୁ ପ୍ରୟୋଗ କରି ଆମେ ଟଙ୍କା ଆୟ କରି ପାରିବା। ନିଜ କାର୍ଯ୍ୟକୁ ଭଲ ଭାବରେ ତର୍ଜମା କରନ୍ତୁ ଏବଂ ଲକ୍ଷ୍ୟ କରନ୍ତୁ ଯେ ସବୁଠାରୁ ଭଲ କରି ପାରିବି। ଆମେ ଯଦି ନିଜକୁ ତ-ର୍ଜ-ମା ନକରି କୌଣସି କାର୍ଯ୍ୟ ଭୁଲ ବଶତଃ କରି ଚାଲି ଥାଉ, ତେବେ ଆମେ ଜୀବନରେ ଧନୀ ନୁହେଁ ଦିନକୁ ଦିନ ଗରିବ ହୋଇ ଚାଲିବା, କାରଣ ସେହି ସବୁ ଗୁଣ ଆମ ପାଖରେ ହିଁ ନଥିବ। ତେଣୁ ପ୍ରଥମେ ନିଜକୁ ତ-ର୍ଜ-ମା କରନ୍ତୁ କି ମୁଁ କେଉଁ କାର୍ଯ୍ୟରେ ନିଜକୁ ନିପୂଣ କଲେ ସୁବିଧାରେ ଟଙ୍କା ଆୟ କରି ପାରିବି। ଏହିଦୁନିଆରେ ବହୁତ ଏପରି ଲୋକ ରହିଛନ୍ତି, ସେମାନେ ଟଙ୍କା ହେଉଛି ସମସ୍ତ ଅନର୍ଥର କାରଣ ବୋଲି ଦର୍ଶାଇ ଥାଆନ୍ତି।ଯଦି ଆପଣଙ୍କ ଆର୍ଥିକ ଅବସ୍ଥା ସୁଦୃଢ ରହିଥାଏ, ଯେଉଁଠାରେ ଟଙ୍କା ଅଛି , ଆପଣଙ୍କ ପାଖରେ ଆର୍ଥିକ ସୁବିଧା ରହିଥିଲେ ଆପଣଙ୍କର ସବୁ ଅସୁବିଧା ଦୂର ହୋଇଯିବ। କିଛି ଲୋକ ଅଛନ୍ତି ସେମାନେ କହନ୍ତି ଆମ ପାଖରେ ଯେତେ ଟଙ୍କା ରହିଛି ଏତିକିରେ ସନ୍ତୁଷ୍ଟ ହେବା ଉଚିତ। ମୁଁ ସେମାନଙ୍କୁ ଗୋଟେ କଥା କୁହେ ଯେ ସେମାନେ ହେଉଛନ୍ତି ନୀଚ ଚିନ୍ତାଧାରା ଲୋକେ। ସେମାନେ ସବୁବେଳେ ନିଜକୁ ଗରିବ ବୋଲି ବି-ଚା-ର କରନ୍ତି। ସେହିଭଳି ଲୋକଙ୍କ ଠାରୁ ଆପଣ ନିଜକୁ ଦୂରେଇ ରଖନ୍ତୁ। କାରଣ ଆପଣ ଯଦି ସେଭଳି କଥା ବାରମ୍ବାର ଶୁଣନ୍ତି ତାହେଲେ ଏହା ଆପଣଙ୍କୁ କେବେ ସ-କା-ରା-ତ୍ମକ ଉର୍ଜା ଦେବନାହିଁ, ସବୁବେଳେ ନ-କା-ରା-ତ୍ମକ ଉର୍ଜା ପ୍ରଦାନ କରିବ। ଆପଣଙ୍କ ମସ୍ତିଷ୍କ ଭର୍ତି କରିଦେବ ଏବଂ ଆପଣଙ୍କ ଆତ୍ମବିଶ୍ବାସ ସ୍ତରକୁ ତଳକୁ ଟାଣି ନେବ। ସେଥିପାଇଁ ନିଜର ଆୟର ସୋର୍ଶକୁ ବୃଦ୍ଧି କରନ୍ତୁ।

୨/ Investment on yourself – ଏହାର ଅର୍ଥ ହେଉଛି ନିଜ ଉପରେ ନିବେଶ କରିବା। ଆମେ ନିଜକୁ ଏହି ପ୍ରକାରର ପ୍ରସ୍ତୁତ କରିବା ଯାହାଦ୍ଵାରା ଆମେ ଟଙ୍କା ଉ-ପାର୍ଜ-ନ କରି ପାରିବା। ଆମେ ସେହି କିଛି କୋ-ର୍ସକୁ ଜଏନ କରିବା, ଯାହାଦ୍ଵାରା ଆମେ ଆୟ କରି ପାରିବା। ଆମେ ଆମ ଏଜୁକେଶନ ଉପରେ ବିଶେଷ ଧ୍ୟାନ ଦେବା। କାରଣ ଏହି ଏଜୁକେଶନ ହେଉଛି ଏପରି ଏକ ମାଧ୍ୟମ ଯାହା ଆମକୁ ଆଗକୁ ନେଇ ଯାଇଥାଏ। ସାଙ୍ଗ ଜାଳିଲେ ଆ-ଶ୍ଚ-ର୍ଯ୍ୟ ଲାଗିବ ଏହି ଦୁନିଆରେ ଯେଉଁ ଧନୀ ବ୍ୟକ୍ତି ଅଛନ୍ତି ସେମାନେ ନିଜର ପଢା ଜାରି ରଖିଛନ୍ତି ତାହା ଖବରକାଗଜ ହେଉ ବା ମେଗାଜିନ ହେଉ। ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟଙ୍କ କଥା ଆପଣ ଶୁଣିଥିବେ, ସେ ପ୍ରତ୍ୟେକ ସପ୍ତାହ ଦୁଇଖଣ୍ଡ ବହି ନିଶ୍ଚିତ ପଢନ୍ତି। ଫେସବୁକ ନିର୍ମାତା ମା-ର୍କ ଜୁକର ମଧ୍ୟ ସପ୍ତାହକୁ ଥରେ ୪୫ ପୃଷ୍ଠା ପଢ଼ିଥାନ୍ତି। ତେଣୁ ବନ୍ଧୁଗଣ ଆପଣ ମଧ୍ୟ ସ-ର୍ବ-ଦା ବହି ପଢା ଉପରେ ଧ୍ୟାନ ଦିଅନ୍ତୁ। କିଛି ଲୋକ କହିଥାନ୍ତି ଯେ ଆମେ ବହି ପଢ଼ି କଣ ଧନୀ ହୋଇ ପାରିବୁ ? ଏହାକୁ ୯୦ ପ୍ରତିଶତ ଲୋକେ ଗ୍ରହଣ କରିବେ ନାହିଁ, କିନ୍ତୁ ଯେଉଁ ୧୦ ପ୍ରତିଶତ ଲୋକେ ଏହାକୁ ଗ୍ରହଣ କରିବେ, ସେହି ଲୋକେ ହିଁ ଧନୀ ଲୋକଙ୍କ ମଧ୍ୟରେ ଗଣା ହୋଇଥାନ୍ତି। କାରଣ ଆପଣ ଯେତେ ପଢ଼ିବେ ଆପଣଙ୍କ ମସ୍ତିଷ୍କ ସ-କା-ରାତ୍ମ-କ ହେବା ସହିତ ଊ-ର୍ଜାବା-ନ ହେବେ। ଆପଣ ଜାଣିଥିବେ ଯାହା ମସ୍ତିଷ୍କରେ ସ-କା-ରା-ତ୍ମକ ଚିନ୍ତାଧାରା ରହିଥାଏ ତାର ମସ୍ତିଷ୍କ ସେତେ ଆଗକୁ କଢ଼ିଥାଏ। ଆପଣ ନିଜର ପଇସାକୁ ଅଯଥା ଦିଗରେ ଖର୍ଚ୍ଚ ନକରି ସଠିକ ଦିଗରେ ଖର୍ଚ୍ଚ କରନ୍ତୁ ଏବଂ ଆପଣ ଜଣେ ସଫଳ ବ୍ୟକ୍ତି ଆପେ ଆପେ ହୋଇଯିବେ। ସାଙ୍ଗ ଗୋଟେ କଥା ମନେ ରଖିବେ, ଏହି ଦୁନିଆରେ କଫି ଆପଣଙ୍କ ପାଖରେ ଟଙ୍କା ନାହିଁ ତାହେଲେ ଆପଣଙ୍କ ପାଖରେ କେହି ମଧ୍ୟ ଶୁଖିଲା ଘାସ ପକାଇବେ ନାହିଁ। ଆଜିର ଏହି ସମୟରେ ଧନୀ ଲୋକର ଗୁରୁତ୍ଵ କେତେ।

୩/ Set a big goal – ଜୀବନରେ ବଡ଼ ଲକ୍ଷ୍ୟ କର। କିଛି ଲୋକ କହନ୍ତି, ମାସରେ ୧୦ ରୁ ୧୫ ହଜାର ଟଙ୍କା ହେଲେ ମୁଁ ଚଳି ଯିବି। ସେହି ଲୋକଙ୍କୁ ମୁଁ କହିବାକୁ ଚାହୁଁଛି ଆପଣ ହେଉଛନ୍ତି ନୀଚ ଚିନ୍ତାଧାରା ଲୋକ, ଆପଣ ଜୀବନରେ କିଛି କରି ପାରିବେ ନାହିଁ। ଏଥିପାଇଁ ଗୋଟେ ଉଦାହରଣ ହେଉଛି ଯାହାଫଳରେ ଆପଣ ବୁଝି ପାରିବେ। ଗୋଟିଏ ପିଲା ଯିଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି, ଯଦି ସେ ୯୦ ପ୍ରତିଶତ ମାର୍କ ପାଇଁ ପାଠ ପଢିଲେ ହୁଏତ ସେ ୯୦ ପ୍ର-ତିଶ-ତ ମା-ର୍କ ନରଖିଲେ ମଧ୍ୟ ସେ ୮୫ ପ୍ରତିଶତ ମାର୍କ ନିଶ୍ଚିତ ରଖିବ। ଯଦି ସେହି ପିଲାଟି ୬୦ ପ୍ର-ତିଶ-ତ ମାର୍କ ପାଇଁ ପାଠ ପଢିବ, ତାହେଲେ ସେ ୫୦ ପ୍ର-ତିଶ-ତ ମା-ର୍କ ରଖିବ। ସେଥିପାଇଁ ଆପଣ ନିଜ ଜୀବନ ପାଇଁ ବଡ଼ ଲକ୍ଷ୍ୟ ରଖନ୍ତୁ ଏବଂ ତାକୁ ପୂରଣ କରିବା ପାଇଁ ନିଜ ଭିତରେ ତ-ର୍ଜ-ମା କରନ୍ତୁ। ଦେଖିବେ ଆପଣଙ୍କ ସ୍ବପ୍ନ ଦିନେ ନା ଦିନେ ଆପଣଙ୍କ ସ୍ବପ୍ନ ସତ ହେବ ଏବଂ ଆପଣ ଜଣେ ଧନୀ ଲୋକ ହୋଇ ବାହାରିବେ। ଯିଏ ବାସ୍ତବରେ ସ୍ବପ୍ନ ଦେଖିଥାଏ, ସେ ହିଁ ନିଜର ଲକ୍ଷ୍ୟ ହାସଲ କରିଥାଏ। ସ୍ବପ୍ନ ଏପରି ଭାବରେ ଦେଖନ୍ତୁ ଯେ ସେହି ସ୍ବପ୍ନକୁ ସାକାର କରିବା ପାଇଁ ସୁବିଧା ଲାଗିବ। ଯେଉଁମାନେ ପ୍ରତ୍ୟେକଦିନ କହିଥାନ୍ତି ମୋର ହେଉନାହିଁ, ମୋ ଦ୍ଵାରା ହେବନି, ସେମାନଙ୍କୁ କହିବାକୁ ଚାହୁଁଛି ଭାଇ ଜୀବନରେ ଥରେ ପ୍ରୟାସ ତ କରନ୍ତୁ। ଦିନେ ନା ଦିନେ ସଫଳତା ନିଶ୍ଚିତ ମିଳିବ।

୪/ Focus on earning – ଆପଣ ସେହି ସବୁ କାର୍ଯ୍ୟ କରନ୍ତୁ ଯାହାଦ୍ଵାରା ଆପଣ ଆୟ କରି ପାରିବେ। ଯେଉଁଥିପାଇଁ ଆପଣ ପ୍ରଡକ୍ଟ ଦିଅନ୍ତୁ ବା ସର୍ଭିସ ଦିଅନ୍ତୁ, ଆପଣଙ୍କର ଯେପରି ଉ-ପାର୍ଜ-ନ ହେଉଥିବ। ସାଙ୍ଗ ଇନକମ ହେଉଛି ଦୁଇ ପ୍ରକାରର, ତାହା ହେଉଛି ଏକ୍ଟିଭ ଇନକମ ଓ ଅନ୍ୟଟି ହେଉଛି ପେଶିଭ ଇନକମ। ଏକ୍ଟିଭ ଇନକମରେ ଆପଣଙ୍କୁ ଉପସ୍ଥିତ ଏହି କାର୍ଯ୍ୟ କରିବାକୁ ପଡ଼ିଥାଏ ଦ୍ଵିତୀୟ ଆୟରେ ଆପଣ ଉପସ୍ଥିତ ନରହି ମଧ୍ୟ ଆପଣଙ୍କ ଆୟରେ ବୃଦ୍ଧି ହୋଇଥାଏ। ବିଶେଷ କରି ଧନୀ ଲୋକମାନେ ନିଜର ପେଶିଭ ଇନକମକୁ ଧ୍ୟାନ ଦେଇଥାନ୍ତି ଏବଂ ସେହି ଇନକମରେ ନିବେଶ କରିଥାନ୍ତି। ଯଦି ଆପଣ ଭାବୁଛନ୍ତି ମୁଁ ଏକ୍ଟିଭ ଇନକମ କରି ଧନୀ ହୋଇ ପାରିବେ, ଆପଣ ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି। ଯଦି ଜୀବନରେ ଆପଣ ଧନୀ ଲୋକ ହେବାକୁ ଚାହୁଁଛନ୍ତି ତାହେଲେ ସବୁବେଳେ ପେଶିଭ ଇନକମରେ ଧ୍ୟାନ ଦିଅନ୍ତୁ। ଏହି ଆୟର ଉଦାହରଣ ହେଉଛି ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଏଲ ଆଇ ସି, ନିବେଶ କରିବା, ଏଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ।

ସାଙ୍ଗ ଜୀବନରେ ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତାହେଲେ ଆପଣଙ୍କ ପାଖରେ କିଛି ନାହିଁ। ଏହି ଦୁନିଆରେ ସେହି ଲୋକଙ୍କୁ ସମ୍ମାନ ମିଳିଥାଏ, ଯେଉଁମାନଙ୍କ ପାଖରେ ଟଙ୍କା ଥାଏ। ଆଜିର ଯୁବପିଢି ମାନଙ୍କ ପ୍ରାୟତଃ ସମ୍ପର୍କ ଏଇ ଟଙ୍କା ପାଇଁ ଭା-ଙ୍ଗି ଥାଏ। ଆପଣ ଭଲଭାବରେ ଜାଣିଥିବେ ଏହି ଦୁନିଆ, ସମାଜ ସବୁ ଟଙ୍କା ପାଇଁ ଚାଲୁଛି। ଯଦି ଟଙ୍କା ନାହିଁ, ତାହେଲେ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ। ଯଦି ସମୟ ରହିବା ଭିତରେ ଆପଣ ଟଙ୍କା ଉପାର୍ଜନ କରିବେ ନାହିଁ ତାହେଲେ ଆପଣ ସବୁବେଳେ ପଛରେ ରହିଯିବେ। ସେଥିପାଇଁ ନିଜ ଭିତରର ସିଂହକୁ ଜାଗ୍ରତ କରନ୍ତୁ ଏବଂ କେଉଁ ଦିଗରୁ ଟଙ୍କା ଆୟ କରିବେ ବିଚାର କରନ୍ତୁ। ଜୀବନରେ ସ୍ବପ୍ନ ଦେଖନ୍ତୁ ଏବଂ ସେହି ସ୍ବପ୍ନକୁ ପୂରଣ କରିବା ପାଇଁ ତତ୍ପର ହୁଅନ୍ତୁ, ଦେଖିବେ ଆପଣ ଆଜି ନହେଲେ କାଲି ସଫଳ ନିଶ୍ଚିତ ହେବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *