Excuse Me Odisha

ଯାହା କହିବୁ ସତ କହିବୁ

ଚରିତ୍ରହୀନ ନାରୀଙ୍କୁ ଏହି ୩ ଟି ସଂକେତରୁ ଜାଣିପାରିବେ।ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଦୁନିଆରେ ପ୍ରତ୍ୟକ ପୁରୁଷ ଏକ ଉତ୍ତମ ଓ ଚରି-ତ୍ରବା-ନ ପତ୍ନୀ ପ୍ରାପ୍ତ କରିବା ପାଇଁ ଚାହିଁଥାନ୍ତି। କାରଣ ଗୋଟେ ସ୍ତ୍ରୀ ଏପରି ଏକ ଶ-କ୍ତି ହୋଇଥାଏ ଯିଏ ସମ୍ପୂର୍ଣ ଘର ଓ ପରିବାରକୁ ଉନ୍ନତି ଆଡ଼କୁ ନେଇଯାଇଥାଏ। ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଏ। ଏଣୁ ଗୋଟେ ସ୍ତ୍ରୀ ଚାହିଁଲେ ଘରକୁ ସ୍ୱ-ର୍ଗ-ବି କରିପାରେ ଏବଂ ନ-ର୍କ-ବି କରିପାରେ। ସେଥିପାଇଁ ସମସ୍ତ ପୁରୁଷ ଏକ ଉତ୍ତମ ଚରିତ୍ର ଓ ସୌଭାଶାଳୀ ପତ୍ନୀ ପାଇବା ପାଇଁ ଆଶାବାଦୀ ରହିଥାନ୍ତି। କିନ୍ତୁ ଆଜିର ଅତ୍ୟାଧୁନିକ ସମୟରେ ଏକ ଚ-ରି-ତ୍ରବାନ ପତ୍ନୀ ମିଳିବା ବହୁତ କଷ୍ଟ ସାବ୍ୟସ୍ତ ହୋଇଥାଏ। ତେବେ ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ରଚିତ ଭଗବତ ଗୀତା ଅନୁସାରେ ଏପରି କିଛି ସ୍ତ୍ରୀ ମାନଙ୍କ ବିଷୟରେ ଯେଉଁମାନଙ୍କର ବ୍ୟବହାର କାର୍ଯ୍ୟ କଳାପ ଆ-ଚା-ର ବି-ଚାର ବିଷୟରେ ଆପଣ ସେମାନଙ୍କ ଚ-ରି-ତ୍ର ବିଷୟରେ ଜାଣିପାରିବେ। ଏଣୁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଯେପରିକି ଆମ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ଦେବୀଙ୍କର ରୂପ ବୋଲି ମାନ୍ୟତା ରହିଛି ଏବଂ ଏହା ମଧ୍ୟ ମାନ୍ୟତା ରହିଛି କି ମହିଳାମାନେ ଅତ୍ୟନ୍ତ ଦୟାଳୁ କୋମଳ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏହା ସହିତ ସେମାନଙ୍କ ଭିତରେ ପୁରୁଷ ମାନଙ୍କ ଅପେକ୍ଷା ଅଧିକ ସହନଶୀଳତା ରହିଥାଏ କିନ୍ତୁ ଆମ ହିନ୍ଦୁଧର୍ମରେ ଏପରି ମଧ୍ୟ ଅନେକ ଶା-ସ୍ତ୍ର ରହିଛି ଯେଉଁଥିରେ ଉଲ୍ଲେଖ ରହିଛି କି ବାସ୍ତବରେ ମହିଳା ମାନଙ୍କୁ ଚିନ୍ହିବା ଅତ୍ୟନ୍ତ କ-ଷ୍ଟସା-ଧ୍ୟ ହୋଇଥାଏ। ଏମାନେ ଓପର ଯେପରି ଦେଖାଯାନ୍ତି ବାସ୍ତବରେ ସେହିପରି ହୋଇନଥାନ୍ତି। ଏମାନଙ୍କ ମନରେ କଣ ରହିଥାଏ କେବଳ ଏମାନଙ୍କ ବ୍ୟତୀତ ଅନ୍ୟ କେହି ଜାଣିପାରି ନଥାନ୍ତି। ଏଣୁ ଏମାନଙ୍କୁ ବୁଝି ବି-ଚା-ରି କାର୍ଯ୍ୟ କରିବା ଏକ ବୁଦ୍ଧିମାନ ବ୍ୟକ୍ତିର ଲ-କ୍ଷଣ ହୋଇଥାଏ। କିନ୍ତୁ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ଏପରି କିଛି ମହିଳା ରହିଛନ୍ତି ଯେଉଁମାନଙ୍କର କାର୍ଯ୍ୟରୁ ହିଁ ସେମାନଙ୍କ ଚରିତ୍ର ବିଷୟରେ ଅନେକ ସଂକେତ ମିଳିଥାଏ।

ତେବେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରଥମ ସଂକେତଟି ହେଉଛି ଯେଉଁ ସ୍ତ୍ରୀ ନିଜର ସ୍ୱାମୀଙ୍କର ସମ୍ମାନ କରନ୍ତି ନାହିଁ। କଥା କଥାରେ କଟୁ ଶବ୍ଦ ପ୍ରୟୋଗ କରିଥାନ୍ତି ଏବଂ ନିଜ ସ୍ବାମୀଙ୍କୁ ଗାଳିଗୁଲଜ କରିଥାନ୍ତି। କିନ୍ତୁ ସ-ର୍ବ-ଦା କଳି ଝ-ଗ-ଡା ଆଦି କରିଥାନ୍ତି ଛୋଟ ଛୋଟ କଥାକୁ ନେଇ ବି-ଶୃଙ୍ଖ-ଳା ସୃଷ୍ଟି କରିଥାନ୍ତି ସେହି ସ୍ତ୍ରୀ ଓ ସେହି ପରିବାର କେବେବି ହସ ଖୁସିରେ ରହିପାରନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣ ମତରେ ଏପରି ସ୍ତ୍ରୀ ସୁଖ ସମୟରେ ନିଜ ସ୍ବାମୀଙ୍କ ସହିତ ଆ-ଳାପ କରିଥାନ୍ତି କିନ୍ତୁ ଦୁଃ-ଖ ସମୟରେ ସେମାନେ ସାଥ ଛାଡି ଦେଇଥାନ୍ତି ତେଣୁ ଏଭଳି ସ୍ତ୍ରୀ ଚରି-ତ୍ରହୀ-ନ ସ୍ତ୍ରୀ ହୋଇଥାନ୍ତି।ଏମାନେ କେବେବି ଅନ୍ୟ ମାନଙ୍କ ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି ନାହିଁ।

ତେବେ ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କର ଦ୍ୱିତୀୟ ସଂକେତ ହେଉଛି। ଯେଉଁ ସ୍ତ୍ରୀ ନିଜର ସ୍ୱାମୀ ଥାଉ ଥାଉ ପର ପୁରୁଷ ସହ ଅ-ନୈ-ତିକ ସମ୍ପର୍କ ସ୍ଥାପନା କରିଥାନ୍ତି ନିଜ ସ୍ୱାମୀ ବଦଳରେ ଅନ୍ୟ ପୁରୁଷଙ୍କ ସହିତ ରହିବାକୁ ବେସି ପସନ୍ଦ କରିଥାନ୍ତି କଥା କଥାରେ ମିଛ କହି ନିଜର ସ୍ୱାମୀଙ୍କୁ ଅ-ପମା-ନିତ କରିଥାନ୍ତି ସେହିପରି ସ୍ତ୍ରୀ ଚରି-ତ୍ରହୀ-ନା ହୋଇଥାନ୍ତି।ଏବଂ ଏପରି ସ୍ତ୍ରୀ କେବେବି ନିଜ ଘର ଓ ପରିବାରକୁ ଉନ୍ନତି ଆଡ଼କୁ ନେଇପାରନ୍ତି ନାହିଁ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କର ତୃତୀୟ ସଂକେତ ହେଉଛି।ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ସହ ନିଜ ଶାଶୁ ଶଶୁରଙ୍କର ଓ ନିଜ ବନ୍ଧୁ ପରିଜନଙ୍କୁ ମଧ୍ୟ ସମ୍ମାନ କରନ୍ତି ନାହିଁ ସେମାନଙ୍କ ବି-ରୋ-ଦ୍ଧରେ ଚୁଗଲି ଚ-ମ୍ପ-ଟ ଆଦି କରିଥାନ୍ତି ଏବଂ ନିଜ ପିତା ମାତାଙ୍କ ପରି ନିଜ ଶାଶୁ ଶଶୁରଙ୍କର ସେବା ଆଦି କରିନଥାନ୍ତି ସେହିପରି ସ୍ତ୍ରୀ କେବେବି ଖୁସିରେ ରହିପାରନ୍ତି ନାହିଁ। ଏପରି ସ୍ତ୍ରୀଙ୍କର ଲକ୍ଷଣ ଚ-ରି-ତ୍ରହୀ-ନା ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *