Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କୁ ଏହି ୯ ଟି ସଂକେତ ମିଳୁଛି ତାହେଲେ ଆପଣ କେଉଁ ସାଧାରଣ ମଣିଷ ନୁହଁନ୍ତି। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ସମ୍ପୂର୍ଣ ବିଶ୍ୱରେ ସର୍ବଶକ୍ତିମାନ ଇଶ୍ଵର ହିଁ ଅଟନ୍ତି। ଏବଂ ତାଙ୍କର ଇଛା ବିନା ଗୋଟିଏ ପତ୍ର ବି ହଲି ନଥାଏ। ଏହି କଥା ସମୟ ଅନୁସାରେ ସିଦ୍ଧ ହୋଇଛି। ଇଶ୍ଵର ପ୍ରତ୍ୟକ୍ଷ ରୂପରେ ଦେଖା ନଦିଅନ୍ତି କିନ୍ତୁ ଅପ୍ରତ୍ୟକ୍ଷ ରୂପେ ସେ ଏହି ସଂସାରର କୋଣ ଅନୁକୋଣରେ ରହିଛନ୍ତି। ଏହି କଥା ମଧ୍ୟ ସତ। ବନ୍ଧୁଗଣ କିଛି ଲୋକ ଭାଗ୍ୟଶାଳୀ ହୋଇଥାନ୍ତି। କାରଣ ଏମାନଙ୍କ ଉପରେ ଇଶ୍ଵରଙ୍କ ବିଶେଷ କୃପା ରହିଥାଏ ଏବଂ କିଛି ଶକ୍ତି ଏମାନଙ୍କ ଆଖପାଖରେ ସବୁବେଳେ ଦିବ୍ୟମାନ ରହିଥାନ୍ତି। ଯାହା ପ୍ରତ୍ୟକ ସମୟରେ ତାଙ୍କୁ ସେହି ମାର୍ଗ ଦେଖାନ୍ତି। ଏବଂ ପ୍ରତ୍ୟକ ସମସ୍ୟାରେ ସହାୟତା କରନ୍ତି। ଏହା ହିଁ ନୁହେଁ ଇଶ୍ଵରୀୟ ଶକ୍ତି କିଛି ଏପରି ବ୍ୟକ୍ତିକୁ ବାଛନ୍ତି ଯେଉଁମାନେ ନିଜେ ଠିକ ମାର୍ଗରେ ଚାଲି ଅନ୍ୟକୁ ମଧ୍ୟ ସେହି ମାର୍ଗ ଦେଖାଇଥାନ୍ତି। ଏବଂ ପ୍ରତ୍ୟକ ସମସ୍ୟାରେ ସହାୟତା କରନ୍ତି କିନ୍ତୁ ଆମକୁ କିପରି ଜଣାପଡିବ କି କେଉଁ ବ୍ୟକ୍ତି ସହିତ ଏହି ଅଲୌକିକ ଶକ୍ତି ଅଛି। ଏହି ଇଶ୍ୱରଙ୍କ କୃପା କେଉଁ ବ୍ୟକ୍ତି ଉପରେ ଅଛି। ତ ଆମେ ଆପଣ ମାନଙ୍କୁ ଜଣେଇ ଦେଉଛୁ ଆମର ପ୍ରାଚୀନ ଗ୍ରନ୍ଥରେ କିଛି ଏପରି ସଂକେତ ବିଷୟରେ କୁହାଯାଇଛି ଯାହା ଦ୍ୱାରା ଆମେ ଜାଣିପାରିବା କି ସେହି ବ୍ୟକ୍ତି ଉପରେ ଇଶ୍ୱରଙ୍କ କୃପା ଅଛି ଏବଂ ସେହି ଅଲୌକିକ ଶକ୍ତି ସବୁବେଳେ ତାଙ୍କର ଆଖପାଖରେ ମଜବୁତ ରହୁଛି। ତ ଆସନ୍ତୁ ଜାଣିନେବା ସେହି ସଂକେତ ବିଷୟରେ।

ପ୍ରଥମ କଥା। ଯେଉଁ ବ୍ୟକ୍ତି କାମ କ୍ରୋ-ଧ ଇର୍ଷା ମୋହ ମାୟା ଲୋଭ ଅହଂକାର ଯେପରି ଭାବନା ନଥାଏ ଏପରି ବ୍ୟକ୍ତି ଇଶ୍ଵରଙ୍କ ବିଶେଷ କୃପା ପ୍ରାପ୍ତ କରିଥାଏ। ଏପରି ବ୍ୟକ୍ତି ଖରାପ ବିଚାର କରେନାହିଁ। କ୍ରୋଧ କରେ ନାହିଁ। ସେ ନିଜର କ୍ରୋଧ ଉପରେ କାବୁ କରିପାରେ। ଏପରି ବ୍ୟକ୍ତି ନିଜ ମୁଖରେ କେବେ ଗାଳି ଗୁଲଜ କରିନଥାଏ। ନିଜ ମନରେ ଇର୍ଷାର ଭାବନା ନରଖି ନିଜର ଆଚରଣ ଓ ବ୍ୟବହାରରେ ଦୟା ଏବଂ ପ୍ରେମର ଭବାନରେ ଅନ୍ୟ ସହିତ ସମ୍ପର୍କ ରଖିଥାଏ। ଏପରି ବ୍ୟକ୍ତି ହୋଇଥାଏ କୌଣସି ବି ବସ୍ତୁର ତାକୁ ଅତ୍ୟଧିକ ଲୋଭ ହୋଇନଥାଏ। ତାକୁ ଯେତିକି ପ୍ରାପ୍ତ ହୋଇଥାଏ ସେତିକିରେ ସେ ନିଜର ସନ୍ତୁଷ୍ଟ କରିଥାଏ।

ଦ୍ୱିତୀୟ କଥା। ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ କେତେଥର ମନ୍ଦିର କିମ୍ବା ତାର ଆଖପାଖ ପରିସର ଦେଖାଦେଇଥାଏ ତାହେଲେ ଶାସ୍ତ୍ରରେ ଏପରି ବ୍ୟକ୍ତିକୁ ଭାଗ୍ୟଶାଳୀ ମାନାଯାଏ। ଯାହାକୁ ସ୍ଵପ୍ନରେ ଇଶ୍ଵର ସାକ୍ଷତ ହୋଇଥାଏ ଯାହା ସହିତ ଇଶ୍ଵରୀୟ ଶକ୍ତି ଯୋଡି ହୋଇଥାଏ କେବଳ ତାଙ୍କୁ ହିଁ ସ୍ୱପ୍ନରେ ଇଶ୍ଵର ଦେଖାଦିଅନ୍ତି। ଭଗବାନ ଏପରି ବ୍ୟକ୍ତିକୁ କିଛି ବିଶିଷ୍ଟ ସଂକେତ ଦିଅନ୍ତି। ଯେଉଁଥିରେ ସେ ବ୍ୟକ୍ତି ବୁଝି ପାରିବ କି ଅଲୌକିକ ଶକ୍ତି ପ୍ରତ୍ୟକ ପାଦରେ ତାର ସାଥିରେ ଅଛି।

ତୃତୀୟ କଥା। ଯେଉଁ ବ୍ୟକ୍ତି ତାର ନିଜର ଦୈନିକ କାର୍ଯ୍ୟରେ ବଞ୍ଚିଥିବା ସମୟ ଇଶ୍ୱରଙ୍କ ଭକ୍ତି ଆରୋଧନା ନାମ ସ୍ମରଣରେ ବ୍ୟତୀତ କରିଥାଏ ଏବଂ ଇଶ୍ଵରଙ୍କୁ ସତ୍ୟ ମାନିଥାଏ ତାଙ୍କୁ ଅନୁମତି କରିବାରେ ସମର୍ଥ ହୋଇଥାଏ ବାସ୍ତବରେ ସେ ବ୍ୟକ୍ତିର ଆଖପାଖରେ ଏକ ଇଶ୍ଵରୀୟ ଶକ୍ତିର ପବିତ୍ର ଘେର ରହିଥାଏ। ଯାହାର କାରଣରୁ ତାକୁ ଇଶ୍ଵରଙ୍କର ଆଭାସ ହୋଇଥାଏ।

ଚତୁର୍ଥ କଥା। ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜର ଦାୟିତ୍ୱ କଣ ବୁଝିଥାଏ। ସତକାର୍ଯ୍ୟ ପୁଣ୍ୟ କାମ କରିଥାଏ ଅସୁବିଧାରେ ଫସିଥିବା ଲୋକ ଯଥା ଗରିବ ଦରିଦ୍ର ବ୍ୟକ୍ତିକୁ ଯଥା ସମ୍ଭବ ସହାୟତା କରିଥାଏ ବିପଦ ଆପଦ ସମୟରେ ମନୁଷ୍ୟ ତଥା ପଶୁପକ୍ଷୀ ମାନଙ୍କୁ ସହାୟତା କରିଥାଏ ବୁଢା ଅସହାୟ ଲୋକଙ୍କୁ ସଫଳତା ଭାବରେ ସେବା କରିବା ନିଜର କର୍ତ୍ତବ୍ୟ ମାନିଥାଏ ଧାର୍ମିକ କାର୍ଯ୍ୟ କରିଥାଏ ଏପରି ବ୍ୟକ୍ତି ବାସ୍ତବରେ ସମାଜ ପାଇଁ ଉଦାହରଣ ସିଦ୍ଧ ହୋଇଥାଏ କିନ୍ତୁ ଆପଣଙ୍କୁ ଏହା କହିଦେଉଛୁ ପ୍ରତ୍ୟକ ବ୍ୟକ୍ତି ଏହି କାମ କରିନଥାଏ ଯାହା ଉପରେ ଇଶ୍ୱରଙ୍କର ବିଶେଷ କୃପା ରହିଥାଏ ସେହି ବ୍ୟକ୍ତି ଉପରେ ଏପରି ଗୁଣ ଥାଏ। ଏପରି ବ୍ୟକ୍ତି ଶେଷରେ ମୋକ୍ଷ ପ୍ରାପ୍ତ କରିଥାଏ।

ପଞ୍ଚମ କଥା। ଈଶ୍ୱରୀୟ କୃପା ପ୍ରାପ୍ତ ବ୍ୟକ୍ତିଙ୍କ ଭିତରେ ଏକ ଏପରି ଅଲୌକିକ ଶକ୍ତି ରହିଥାଏ ସେ ଶକ୍ତି ହେଉଛି ଦୁରାଭାସା ମାନେ ଭବିଷ୍ୟତରେ ହେବାକୁ ଥିବା କିଛି ବିଶେଷ ଘଟଣାର ହିଁ ପ୍ରଥମେ ଜଣା ପଡିଯିବା। ଯଦି ଆପଣଙ୍କୁ ବି ବ୍ଯବିଷ୍ୟତରେ ହେବାକୁ ଥିବା କୌଣସି ଦୁର୍ଘଟଣା କିମ୍ବା ଭଲ ଘଟଣା ବିଷୟରେ ପ୍ରଥମେ ହିଁ ଜଣାପଡେ ତ ଆପଣଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ଅଛି।

ଷଷ୍ଠ କଥା। କିଛି ଲୋକଙ୍କୁ ଆଖପାଖରେ କିଛି ଏକ ବିଶିଷ୍ଟ ପ୍ରକାର ସୁଗନ୍ଧର ଅନୁଭୂତ ହୁଏ ସବୁବେଳେ ସୁଗନ୍ଧିତ ଫୁଲ ଧୂପ ଅଗର୍ବତୀ କିମ୍ବା କର୍ପୂର ଭଳି ସୁଗନ୍ଧିତ ପବନରେ ଆସିବାର ଅନୁଭୂତ ହୁଏ ଆଖପାଖରେ ଇଶ୍ଵରଙ୍କ ଉପସ୍ଥିତିର ସଂକେତ ହୋଇଥାଏ ଏବଂ ଦେବୀ ଦେବତାଙ୍କ ଆଶୀର୍ବାଦ ସେହି ବ୍ୟକ୍ତିଙ୍କ ଉପରେ ରହିଥାଏ।

ସପ୍ତମ କଥା। ଇଶ୍ଵରଙ୍କ ସମୟ ମାନେ ବ୍ରହ୍ମ ମୁହୂର୍ତ୍ତ ଯାହାକି ସକାଳ ୩.୩୦ ରୁ ୫.୫୦ ପର୍ଯ୍ୟନ୍ତ ବା ୫ ଟା ପର୍ଯ୍ୟନ୍ତ ହୋଇଥାଏ। ଆମର ଶାସ୍ତ୍ରରେ ଏହି ସମୟକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନାଯାଏ। ବ୍ରହ୍ମ ମୁହୂର୍ତ୍ତକୁ ଇଶ୍ୱରଙ୍କ ସମୟ ମାନାଯାଏ। କାରଣ ଏହି ସମୟର ବାତାବରଣ କିଛି ଅଲୌକିକ ଶକ୍ତି ଓ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଯଦି କୌଣସି ବ୍ୟକ୍ତିର ନିଦ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ଆପେ ଆପେ ଆଖି ଖୋଲିଯାଏ ଓ ସେହି ବ୍ୟକ୍ତି ଅତ୍ୟନ୍ତ ଦଶ ଦିନରେ ନିଜର କର୍ମ ସାରି ଇଶ୍ୱରଙ୍କ ଆରୋଧନା କରିଥାଏ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରେ ତ ଏପରି ବ୍ୟକ୍ତି ନିଶ୍ଚିତରୂପେ ଇଶ୍ୱରଙ୍କ ଇଛା ଅନୁସାରେ ହିଁ ଏପରି କରିଥାଏ। ସେହିପରି କରିବା ପାଇଁ ତାଙ୍କୁ ଇଶ୍ବରୀୟ ଶକ୍ତି ପ୍ରବର୍ତ୍ତକ କରିଥାଏ। ଏପରି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପା ବନି ରହିଥାଏ।

ଅଷ୍ଟମ କଥା। କେତେଥର ଆମେ ମନ୍ଦିର କିମ୍ବା କୌଣସି ଧାର୍ମିକ ସ୍ଥଳକୁ ଭୋଜନ କୀର୍ତ୍ତନ ଶୁଣିବାକୁ ଯାଇଥାଉ। କେତେବି ସୁନ୍ଦର ଭଜନ ହେଉ କିମ୍ବା କେତେବି ସୁନ୍ଦର କଥା ହେଉ ମଝି ମଝିରେ ଆମର ଧ୍ୟାନ ଭଙ୍ଗ ହୁଏ କିନ୍ତୁ ଆମେ କେବେ ଆମର ଘର ବିଷୟରେ କେବେ ନିଜର ସମୟ ଉପରେ କିମ୍ବା ଆଖପାଖରେ ବସିଥିବା ଲୋକଙ୍କ ବିଚାର କରିବାକୁ ଲାଗନ୍ତି। କିନ୍ତୁ କିଛି ଏପରି ବ୍ୟକ୍ତି ଅଛନ୍ତି ଯିଏ ଭିଲଜନ ଭୋଜନ କୀର୍ତ୍ତନ କିମ୍ବା କଥା ଶୁଣିବାରେ କେତେକ ମୋଜି ହୋଇଯାନ୍ତି କି ତାଙ୍କୁ କୌଣସି କଥାର ଫରକ ପଡିନଥାଏ। ତାଙ୍କୁ ବାସ ଖାଲି ଆଖପାଖରେ ପଵିତ୍ରତାର ଅନୁଭବ ହୋଇଥାଏ। ତ ଏପରି ବ୍ୟକ୍ତିର ସାଥି ନିଶ୍ଚୟ ଅଲୌକିକ ଶକ୍ତି ହୋଇଥାଏ। ଏବଂ ଏପରି ବ୍ୟକ୍ତି ଆଗକୁ ଯାଇ ନାମ କମେଇଥାଏ।

ନବମ କଥା। ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଚରଣରେ ହିଁ ପରମଆନନ୍ଦ ଅନୁଭବ କରିଥାଏ ଏବଂ ଇଶ୍ଵର ଭକ୍ତି ହିଁ ବାସ୍ତବ ଆନନ୍ଦ ଆଣିଥାଏ ଏପରି ବ୍ୟକ୍ତି ନାଁ ତ କେବେ ଦୁଖୀ ରହିଥାଏ ନାଁ ହିଁ କେବେ କାହାକୁ ଦୁଃଖ ଦେଇଥାଏ ଏପରି ବ୍ୟକ୍ତି ମାନଙ୍କ ମନ ସବୁବେଳେ ଶାନ୍ତ ରହିଥାଏ। ସେ କେବେବି ସତ୍ୟ ଏବଂ ସଦାଚାରମାନଙ୍କୁ ବିଚଳିତ ହୋଇନଥାଏ। ଇଶ୍ୱରଙ୍କ ଏକ ବିଶେଷ ଆଶୀର୍ବାଦ ତା ଉପରେ ରହିଥାଏ। ଯେଉଁଥି ପାଇଁ ସେ ସବୁବେଳେ ସମାଜରେ ମାନ ସମ୍ମାନ ପ୍ରାପ୍ତ କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *