Excuse Me Odisha

ଯାହା କହିବୁ ସତ କହିବୁ

ଗରିବୀ ବା ଦ-ରିଦ୍ର-ତା ଆସିବାର ମୁଖ୍ୟ କାରଣ, ଏବେ ହିଁ ଦେଖନ୍ତୁ ଆପଣଙ୍କ ଘରେ ଏମିତି କିଛି ହେଉଛି କି ?

ସେୟାର୍ କରନ୍ତୁ

ବନ୍ଧୁଗଣ ଘରେ ଛୋଟ ଛୋଟ କଥାରେ କିଛି ନାଁ କିଛି ସଂକେତ ମିଳିଥାଏ। ଏହି ସଂକେତକୁ ଯଦି ଆମେ ଜାଣିପାରିବା ତାହେଲେ ଏହା ମଧ୍ୟ ଜାଣିପାରିବା । ଆମର କେଉଁ ଭଳି ସମୟ ଆସିବ ଏବଂ ଅସୁବିଧାରୁ ବଞ୍ଚିତ ହୋଇପାରିବା।ଜ୍ୟୋତିଷଙ୍କ ଅନୁସାରେ ଯେତେବେଳେ ଘରେ ଦରିଦ୍ରତା ହେବାର ସମ୍ଭାବନା ଥାଏ ତ ଘରେ ଛୋଟ ଛୋଟ କଥା ଇସାରା କରିଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବୁ ଗରିବତା ବଢିବାର କେଉଁ କେଉଁ ସଂକେତ ମିଳିଥାଏ।

ବନ୍ଧୁଗଣ ଯଦି ଘରେ କୌଣସି ଅସୁବିଧା ଆସିବାର ଥିବ ତାହେଲେ ଘରେ ଲାଗିଥିବା ତୁଳସୀ ଗଛରେ ପ୍ରଥମେ ପ୍ରଭାବ ପଡିଥାଏ।ତୁଳସୀର ଗଛ ଶୁଖି ଯାଇଥାଏ। ଯାହା ଘରେ ଦ-ରିଦ୍ର-ତା ଓ ଅସୁବିଧା ଆସିବାର ସଂକେତ ମାନାଯାଇଥାଏ। ଖାଇବା ପିଇବା ପଦାର୍ଥରେ ଯଦି କଳା ପିମ୍ପୁଡି ପଡ଼ିଯାଏ ଆପଣଙ୍କର ଆସୁଥିବା ଖରାପ ସମୟ ବିଷୟରେ ଇସାରା କରିଥାଏ। ଯଦି ଆପଣଙ୍କ ଘରେ ଲାଗିଥିବା ଗଛ ପତ୍ର ଶୁଖିବାକୁ ଲାଗେ ତାହେଲେ ତୁରନ୍ତ କା-ଟି ଦିଅନ୍ତୁ। ଘରେ ଲାଗିଥିବା ଗଛ ପତ୍ର ସବୁବେଳେ ହରାଭରା ହେବା ଦରକାର। ଘରର ଗଛ ପତ୍ର ନଶୁଖିବା ଦରକାର। ନହେଲେ ବୁଧ ଗ୍ରହ ଖରାପ ହୋଇଥାଏ। ଏବଂ ଏହା ଦ୍ୱାରା ଆପଣଙ୍କ ଉପରେ କରଜ ବଢିଥାଏ। ଗଛ ପତ୍ରରେ ସବୁବେଳେ ପାଣି ନିଶ୍ଚିତ ଦିଅନ୍ତୁ। ଶୁଖିବାକୁ ଦିଅନ୍ତୁ ନାହିଁ। ଘରେ ଝାଡୁ ମା ଲକ୍ଷ୍ମୀଙ୍କ ସୂଚକ ହୋଇଥାଏ। କାହିଁକିନା ଝାଡୁ ଘରର ଦାରିଦ୍ରତାକୁ ବାହାରକୁ ବାହାର କରିଦେଇଥାଏ। ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଧନ ଡୌଲତ ଆସିଥାଏ। ଝାଡୁ ଉପରେ ପାଦ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କ ଅ-ପମା-ନ ହୋଇଥାଏ। ଯଦି ଘରର ଛୋଟ ପିଲା ହଠାତ ଘରେ ଝାଡୁ ମା-ରିଥା-ଏ ତେବେ ଆପଣଙ୍କ ଘରକୁ ଚାହୁଁ ନଥିବା ଗେଷ୍ଟ ଆସିବାର ସଂକେତ ମିଳିଥାଏ। ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ମା-ରି-ବା ଉଚିତ ନୁହେଁ। କଣ ପାଇଁନାଁ ଏହା ବ୍ୟକ୍ତିର ଦୁର୍ଭାଗ୍ୟକୁ ନି-ନ୍ତ୍ର-ଣ କରିଥାଏ। ଭୋଜନ କରିବା ପୂର୍ବରୁ ଝାଡୁ ନିଶ୍ଚିତ ଲଗାନ୍ତୁ। ଏହା ଶୁଭ ହୋଇଥାଏ। ଝାଡୁକୁ ଓଲଟା କରି ରଖିବାକୁ ଅଶୁଭ ମାନାଯାଏ। ଝାଡୁକୁ ସବୁବେଳେ ଶୁଆଇ ରଖିବା ଦରକାର। ଝାଡୁକୁ ଠିଆ କରି ରଖିବା ଦ୍ୱାରା ଘରେ କ-ଳ-ହ ବଢିଥାଏ ଏବଂ ଘରେ ଦରିଦ୍ରତା ଏବଂ ଗରିବତାର ବାସ ହୋଇଥାଏ। ଅନ୍ଧାର ହେବା ପରେ ଘରେ ଝାଡୁ ମା-ରି-ବାରୁ ବଞ୍ଚନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀ ରାଗିଥାନ୍ତି। ଘରର କୌଣସି ସଦସ୍ୟ ବାହାରକୁ ଯାଏ ତାହେଲେ ତୁରନ୍ତ ଝାଡୁ ଲଗାନ୍ତୁ ନାହିଁ। କିଛି ସମୟ ପରେ ଝାଡୁ ଲଗାନ୍ତୁ। ତାହାବି ଭଗବାନଙ୍କୁ ପ୍ରାର୍ଥନା କରିବା ପରେ। ଝାଡୁକୁ ସବୁବେଳେ ଲୁ-ଚେ-ଇ ରଖିବା ଦରକାର। କାହାର ନଜର ଏଥିରେ ନପଡିବା ଦରକାର। ଯେଉଁ ପ୍ରକାରରେ ଧନକୁ ଲୁ-ଚା-ଇ ରଖାଯାଏ ସେହିପରି ଝାଡୁକୁ ମଧ୍ୟ ଘରକୁ ଆସୁଥିବା ନଜର ଠାରୁ ଲୁ-ଚେ-ଇ ରଖିବା ଉଚିତ। ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ ଗୋଟେ ସ୍ୱତନ୍ତ୍ର ସ୍ଥାନ ନରଖି କେଉଁଠି ବି ଝାଡୁ ଏମିତି ରଖିଦିଅନ୍ତି ସେମାନଙ୍କୁ ଆର୍ଥିକ ଅ-ଭା-ବର ସାମ୍ନା କରିବାକୁ ପଡିଥାଏ। ଏହା ଦ୍ବାରା ଖର୍ଚ୍ଚ ବଢିଥାଏ। ବନ୍ଧୁଗଣ ଗାଈ କିମ୍ବା ଅନ୍ୟ କୌଣସି ପଶୁ ମାନଙ୍କୁ ଝାଡୁରେ ମା-ରି-କି ବାହାରକୁ ପଠେଇଦେବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରୁ ରୁଷ୍ଠ ହୋଇ ଚାଲି ଯାଇଥାନ୍ତି।ଯେଉଁ ଘରେ କ୍ଷୀର ଉତୁରିଥାଏ ସେହି ଘରେ ହଠାତ ଟଙ୍କାର ଖର୍ଚ୍ଚ ବଢିଯାଏ। ଘରର ଲୋକମାନେ ରୋଗରେ ପଡ଼ିଥାନ୍ତି। ଏଥିପାଇଁ ଆଗକୁ ଏହି କଥାର ନିଶ୍ଚିତ ଧ୍ୟାନ ଦିଅନ୍ତୁ। ବହୁତ ଲୋକ କହିଥାନ୍ତି କ୍ଷୀର ଉତୁରି ପଡିବା ଶୁଭ ହୋଇଥାଏ। ତ ଆମେ ସେମାନଙ୍କୁ କହି ଦେଉଛୁ ଯଦି ଘରେ ବାରମ୍ବାର କ୍ଷୀର ଉତୁରି ପଡୁଥାଏ ସବୁବେଳେ ଦୈନିକ ଜୀବନରେ ଶୁଭ ନୁହେଁ। ସବୁବେଳେ ଏମିତି ହେବା ଅନୁଚିତ। ତେଣୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ। ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଆନ୍ତି ଏବଂ ଘରକୁ ଫେରିବା ପରେ ସବୁଠାରୁ ପ୍ରଥମେ ଝିଟିପିଟିର ଦର୍ଶନ ହୋଇଥାଏ ତ ଏହାର ଅର୍ଥ ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି। ଏମିତି ଆପଣଙ୍କୁ ଆଗରୁ ହିଁ ସ-ତ-ର୍କ ହୋଇଯିବା ଉଚିତ। ଏହି କଥାର ଧ୍ୟାନ ରଖନ୍ତୁ ସମୟ କେବେ ମଧ୍ୟ ଗୋଟିଏ ସାଥିରେ ରହିନଥାଏ। ଖରାପ ସମୟ ବି ବାହାରି ଆସିଥାଏ । ଜରୁରୀ କେବଳ ସାହସର ସହିତ କାମ କରିବା।ଘରେ ଝିଟିପିଟି ଦେଖିବା ଏମିତିରେ ବି ଶୁଭ ସଂକେତ ହୋଇଥାଏ କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେଠାରେ ମ-ରି-ବା ଝିଟିପିଟି ମିଳିଯାଏ ତେବେ ଘରେ ପ୍ରବେଶ କରିବା ପୂର୍ବରୁ ସେହି ଘରେ ପୂଜା ହୋମ କରିଦେବା ଉଚିତ। ଯଦି ଆପଣ ଏମିତି କରୁ ନାହାନ୍ତି ତାହେଲେ ସେହି ଘରେ ରହୁଥିବା ବ୍ୟକ୍ତିର ରୋଗ ମୁକ୍ତ କେବେ ମଧ୍ୟ ହୋଇନଥାଏ ଏବଂ ସବୁବେଳେ ଖରାପ ସମୟ ସେହି ବ୍ୟକ୍ତି ଉପରେ ରହିଥାଏ। ଯଦି ଅଜାଣତରେ ଝିଟିପିଟି ଆପଣଙ୍କ ଶରୀର ଉପରେ ପଡିଥାଏ ତାହେଲେ ଏହା ମଧ୍ୟ ଆସୁଥିବା ସମୟର ସୂଚକ। ଯେମିତିକି ଝିଟିପିଟି ଆପଣଙ୍କ ମଥା ଉପରେ ପଡେ ତ ଆପଣଙ୍କ ପାଇଁ ଖୁସିର ସଂକେତ ନେଇଆସେ। ଏବଂ ବହୁତ ଶୀଘ୍ର ଆପଣଙ୍କୁ ଧନର ଲାଭ ହୋଇପାରେ। କିନ୍ତୁ ସେହି ଝିଟିପିଟି ଯଦି ଆପଣଙ୍କର ମୁଣ୍ଡ ଉପରେ କିମ୍ବା ଚୁଟି ଉପରେ ପଡିଥାଏ ତେବେ ଆପଣ ସ-ତ-ର୍କ ହୋଇଯାନ୍ତୁ। କାହିଁକିନା ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ବଡ଼ ସଂ-କ-ଟ ଆସିବାକୁ ଯାଉଛି ଏବଂ ଆପଣଙ୍କ ମୃ-ତ୍ୟୁ ପାଖାପାଖି ହୋଇପାରେ। ସେହିପରି ଆଖିର ଡେଇଁବା ମଧ୍ୟ ଆପଣଙ୍କୁ ଆସୁଥିବା ସମୟର ସଂକେତ ଦେଇଥାଏ। ମହିଳା ମାନଙ୍କ ବାମ ଆଖି ଡେଇଁବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି। ଏହା ଶୁଭ ସଂକେତର ଇସାରା କରିଥାଏ। ଯାଦି ବାମ ଆଖି ଚାରି ଦିଗରୁ ଡେଇଁଥାଏ ତେବେ ଏହାର ସଂକେତ ଆପଣଙ୍କ ବାହାଘରର ଯୋଗ ବହୁତ ଶୀଘ୍ର ଆସୁଛି। ମହିଳା ମାନଙ୍କ ଡାହାଣ ଆଖି ଡେଇଁବାର ଅର୍ଥ ହେଉଛି ଅଶୁଭ ଡାହାଣ ଆଖିର ଡେଇଁବା ଅର୍ଥ ଆପଣଙ୍କ ଜୀବନରେ ସ-ଙ୍କ-ଟ ଆସିପାରେ। ପୁରୁଷ ମାନଙ୍କର ବାମ ଆଖି ଡେଇଁବାର ଅର୍ଥ ହୋଇଥାଏ ଆପଣଙ୍କ ଜୀବନରେ ଆହୁରି କ-ଷ୍ଟ କରିବାର ସମୟ ଆହୁରି ପାଖାପାଖି ଆସିବାକୁ ଯାଉଛି। ଏବଂ ପୁରୁଷ ମାନଙ୍କର ଡାହାଣ ଆଖି ଡେଇଁବାର ଅର୍ଥ ଆପଣଙ୍କ ଜୀବନରେ କିଛି ଶୁଭ ସମାଚାର ଆସିବାକୁ ଯାଉଛି। ଏହିପରି କାହାଠାରୁ ମଧ୍ୟ ଆପଣଙ୍କୁ ଆସୁଥିବା ସମୟ ବିଷୟରେ ସଂକେତ ମିଳିପାରେ। ଯଦି କାଉ କୌଣସି ସ୍ତ୍ରୀର ମୁଣ୍ଡ ଉପରେ ବସିଥାଏ ତେବେ ସ୍ତ୍ରୀଙ୍କ ସ୍ବାମୀଙ୍କ ଉପରେ ବଡ଼ ସଂ-କ-ଟ ଆସିବାର ସମ୍ଭାବନା ମିଳିଥାଏ। ଯଦି କୌଣସି ବ୍ୟକ୍ତିର ଘର ଉପରେ କିମ୍ବା ଛାତ ଉପରେ ହଠାତ ବହୁତ ସାରା କାଉ ଉଡିବାକୁ ଲାଗନ୍ତି ତେବେ ଏହା ସେହି ଘରର ମାଲିକ ଉପରେ ଆସୁଥିବା ବଡ଼ ସଂ-କ-ଟ କିମ୍ବା ବହୁତ ସମସ୍ୟା ଆସିବାର ସଂକେତ ଦେଇଥାଏ। ଘରେ ପଡିଥିବା କାଚ କିମ୍ବା ଚିନା ମାଟିର ବାସନ ବାରମ୍ବାର ପଡି ଭା-ଙ୍ଗି ଯାଉଥାଏ ତେବେ ଏହା ଦାରିଦ୍ରତାର ଇସାରା କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *