Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ମୃ-ତ ବ୍ୟକ୍ତି ଦେଖିଲେ କଣ ସଂକେତ ମିଳିଥାଏ, ଏହା ଆପଣଙ୍କ ଜୀବନ ଉପରେ କଣ ପ୍ରଭାବ ପଡିଥାଏ

ସେୟାର୍ କରନ୍ତୁ

ବନ୍ଧୁମାନେ ଆପଣ ନିଜ ଜୀବନରେ କେବେ ନା କେବେ ଆପଣଙ୍କର ବନ୍ଧୁ ବା ପ୍ରୀୟଜନଙ୍କୁ ହରାଇ ଥିବେ। ଆପଣଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ସେହି ବିଷୟରେ ସ୍ବପ୍ନ ମଧ୍ୟ ଦେଖି ଥିବେ। କିନ୍ତୁ ବନ୍ଧୁଗଣ ଆପଣ କେବେ ଭାବିଛନ୍ତି କି ଏପରି ସ୍ବପ୍ନ ଆପଣଙ୍କୁ କାହିଁକି ଆସିଥାଏ ଏବଂ ଏହାପଛରେ କଣ କାରଣ ରହିଛି। ଆସନ୍ତୁ ଜାଣିବା ସ୍ୱପ୍ନରେ ମୃ-ତ ବ୍ୟକ୍ତିଙ୍କୁ ଦେଖିବା କଣ ସଂକେତ ହୋଇଥାଏ ଏବଂ ଏହା ଆପଣଙ୍କ ଜୀବନକୁ କଣ ପ୍ରଭାବ ନେଇ ଆସିଥାଏ।

ବନ୍ଧୁଗଣ ସ୍ବପ୍ନ ଶାସ୍ତ୍ର ଅନୁସାରେ ଆମ ଦୁନିଆର ସମସ୍ତେ ପ୍ରାୟତଃ ସ୍ବପ୍ନ ଦେଖି ଥାଆନ୍ତି । କିଏ ଭଲ ସ୍ବପ୍ନ ଦେଖି ଥାନ୍ତି ତ ଆଉକେହି ଖରାପ ସ୍ବପ୍ନ ଦେଖି ଥାଆନ୍ତି। ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର ଅଲଗା ଅଲଗା ମହତ୍ୱ ରହିଥାଏ। ଯଦି ଆପଣଙ୍କ ସ୍ୱପ୍ନରେ ମୃ-ତ ବ୍ୟକ୍ତି ଆସିଥାନ୍ତି ତାହେଲେ ଏହାର ଅର୍ଥ ଆପଣଙ୍କୁ ଜାଣିବା ନିଶ୍ଚିତ ଆବଶ୍ୟକ। ବନ୍ଧୁମାନେ ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ରୋଗ ବୈରାଗରେ ମୃ-ତ୍ୟୁବ ରଣ କରିଥାଏ ତାହେଲେ ଯଦି ସ୍ୱପ୍ନରେ ସେହି ମୃ-ତ ବ୍ୟକ୍ତି ଆପଣଙ୍କୁ ସୁସ୍ଥ ଦେଖା ଯାଇଥାନ୍ତି, ତେବେ ସେହି ମୃ-ତବ୍ୟକ୍ତି ଆପଣଙ୍କୁ ସଂକେତ ଦେଇଥାନ୍ତି ଯେ ତାଙ୍କର ଜନ୍ମ ଏକ ଉତ୍ତମ ସ୍ଥାନରେ ହୋଇଛି। ଏଣୁ ଆପଣ ତାଙ୍କ ବିଷୟରେ ଚିନ୍ତା ନକରି ନିଜ କର୍ମ କରି ଚାଲନ୍ତୁ ଏବଂ ଆଗକୁ ବଢନ୍ତୁ। ଏଭଳି ସ୍ବପ୍ନକୁ ସ୍ବପ୍ନ ଶାସ୍ତ୍ର ଅନୁସାରେ ଆଶ୍ଵାସନା ସ୍ଵପ୍ନ କୁହାଯାଏ। ଏହାର ଅର୍ଥ ଆପଣଙ୍କ ପ୍ରୀୟଜନଙ୍କ ଆ-ତ୍ମାକୁ ମୁକ୍ତି ମିଳି ଯାଇଛି। ସେ ଗୋଟେ ଉତ୍ତମ ସ୍ଥାନରେ ଜନ୍ମ ନେଇ ସାରିଛନ୍ତି। ଏଣୁ ଆପଣ ଚିନ୍ତା ନକରି ନିଜର କାର୍ଯ୍ୟ ନିର୍ବାହ କରନ୍ତୁ। ଯଦି ଜଣେ ସୁସ୍ଥ ବ୍ୟକ୍ତିର ଅକାଳ ମୃ-ତ୍ୟୁ ହୋଇଯାଏ ଏବଂ ଆପଣଙ୍କୁ ସ୍ୱପ୍ନରେ ସେହି ବ୍ୟକ୍ତି ରୋଗଗ୍ରସ୍ତ ହେବାର ନଜର ଆସିଥାନ୍ତି, ତାହେଲେ ସେହି ମୃ-ତ ବ୍ୟକ୍ତି ଆପଣଙ୍କୁ ତାଙ୍କର ଅଧୁରା ଇଚ୍ଛା ଜଣାଇବା ପାଇଁ ଚାହୁଁଛନ୍ତି। ଯଦି ସେହି ବ୍ୟକ୍ତିର ମୃ-ତ୍ୟୁ ପୂର୍ବରୁ କୌଣସି ଇଛା ରହିଥାଏ ଓ ଆପଣ ତାହା ଜାଣିଛନ୍ତି , ତାହେଲେ ଆପଣ ତାକୁ ଶୀଘ୍ର ପୂରଣ କରିବା ପାଇଁ ପ୍ରୟାସ କରନ୍ତୁ। ସ୍ବପ୍ନ ଶାସ୍ତ୍ର ଅନୁସାରେ ଏହା କରିବା ଦ୍ୱାରା ମୃ-ତବ୍ୟକ୍ତିର ଆ-ତ୍ମାକୁ ଶାନ୍ତି ମିଳିଥାଏ, ଯାହାର ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିଥାଏ। ଯଦି ଆପଣ ସେହି ମୃ-ତବ୍ୟକ୍ତିର ଇଛାକୁ ଜାଣି ମଧ୍ୟ ପୂରଣ କରି ନଥାନ୍ତି ତାହେଲେ ଏହା ଆପଣଙ୍କ ଗୃହ ଓ ପରିବାର ଉପରେ ସଂକଟର କାରଣ ହୋଇଯାଇଥାଏ।

ସେହିପରି ବନ୍ଧୁମାନେ ଯଦି ଆପଣ କୌଣସି ଜୀବିତ ବ୍ୟକ୍ତିଙ୍କୁ ମୃ-ତ ହେବାର ଦେଖିଥାନ୍ତି ଓ ଭୟରେ ଚମକି ପଡିଥାନ୍ତି। ତାହେଲେ ଏହାର ଅର୍ଥ ଠିକ୍ ବିପରୀତ ହୋଇଥାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନର ଅର୍ଥ ଆୟୁରେ ବୃଦ୍ଧି ହୋଇଥାଏ। ସେହିପରି ଯଦି ଆପଣ ସ୍ୱପ୍ନରେ କୌଣସି ମୃ-ତ ବ୍ୟକ୍ତିଙ୍କୁ ଦେଖୁଛନ୍ତି , କିନ୍ତୁ ସେ କିଛି ଆପଣଙ୍କୁ କହୁ ନାହାଁନ୍ତି। ତାହେଲେ ଏହାର ଅର୍ଥ ଆପଣଙ୍କ ଜୀବନରେ କୌଣସି ବଡ଼ ସଙ୍କଟ ଆସିବାର ଅଛି କିମ୍ବା ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହା ଭୁଲ ଅଟେ। ସେହି କାର୍ଯ୍ୟ ଆପଣଙ୍କ ପାଇଁ ଅନିଷ୍ଟକାରୀ ସାବ୍ୟସ୍ତ ହେବ। ତାହେଲେ ଆପଣ ସେହି କାର୍ଯ୍ୟକୁ ତୁରନ୍ତ ତ୍ୟାଗ କରନ୍ତୁ।

ଯଦି ସ୍ୱପ୍ନରେ ମୃ-ତବ୍ୟକ୍ତି ଆପଣଙ୍କୁ ଆଶୀର୍ବାଦ ଦେଇଥାନ୍ତି, ତାହେଲେ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଶତପ୍ରତିଶତ ଉଚିତ ଏତେ ଏବଂ ଆପଣଙ୍କୁ ସେହି କାର୍ଯ୍ୟରୁ ନିଶ୍ଚିତ ରୂପରେ ସଫଳତା ମିଳିବ। ଯାହା ଆପଣଙ୍କୁ ଉନ୍ନତି ଆଡକୁ ଅଗ୍ରସର କରାଇବ।

ଯଦି ଆପଣ କୌଣସି ମୃ-ତବ୍ୟକ୍ତିଙ୍କୁ ବସ୍ତ୍ର ନଥିବାର ବା ଭୋକିଲା ଅବସ୍ଥାରେ ଦେଖୁଛନ୍ତି, ସ୍ବପ୍ନ ଶାସ୍ତ୍ର ଅନୁସାରେ ମୃ-ତ ବ୍ୟକ୍ତି ଆପଣଙ୍କୁ ସେହି ଜିନିଷର ଆଗ୍ରହ୍ୟ କରାଇଥାନ୍ତି। ତେବେ କୌଣସି ଭିକାରୀ ବା ଅସହାୟ ଲୋକଙ୍କୁ ଦାନ କରିବା ଆବଶ୍ୟକ। ଦାନ ସମୟରେ ସେହି ମୃ-ତ ବ୍ୟକ୍ତିଙ୍କ ଚିନ୍ତା କରିବା ଆବଶ୍ୟକ।

ସେହିପରି ବନ୍ଧୁଗଣ ଯଦି ଆପଣ ସ୍ୱପ୍ନରେ ମୃ-ତ ବ୍ୟକ୍ତିକୁ ବହୁତ ଦୂରରେ ବା ଆକାଶ ମାର୍ଗରେ ଦେଖୁଛନ୍ତି, ତାହେଲେ ଏହାର ଅର୍ଥ ଆପଣଙ୍କ ପ୍ରିୟଜନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଛି। ସେ ଆପଣଙ୍କୁ ଆକାଶ ମାର୍ଗରୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ସେହିପରି ଯଦି ଆପଣ ନିଜର ପ୍ରିୟଜନଙ୍କୁ ଆପଣଙ୍କ ଘରେ ବା ଆଖପାଖରେ ଦେଖୁଛନ୍ତି, ତାହେଲେ ସେହି ମୃ-ତ ବ୍ୟକ୍ତି ନିଜର ପରିବାର ଠାରୁ ମୋହ ଭଙ୍ଗ କରି ପାରି ନାହାନ୍ତି। ସେ ଆଜି ମଧ୍ୟ ତାଙ୍କର ଛତ୍ରଛାୟାରେ ଆପଣଙ୍କୁ ଘୋଡେଇ ରଖିବାକୁ ଚାହୁଁଛନ୍ତି। ଯଦି ଏପରି ସ୍ବପ୍ନ ଆପଣ ମାନେ ମଧ୍ୟ ଦେଖୁଛନ୍ତି ତାହେଲେ ମନେ ରଖନ୍ତୁ ଆପଣମାନେ ମଧ୍ୟ ଗାଈକୁ ଦୁଇଟି ରୁଟି ଖାଇବାକୁ ଦିଅନ୍ତୁ ଓ ଅମାବାସ୍ୟା ଦିନ ନିଜ ପିତୃପୁରୁଷଙ୍କ ନାମରେ ଭୋଗ ଲଗାନ୍ତୁ କିମ୍ବା ବ୍ରାହ୍ମଣ ଭୋଜନ କରାନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ପ୍ରିୟଜନଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ପରିବାର ଉପରେ କଲ୍ୟାଣ ପ୍ରଦାନ କରିଥାନ୍ତି। ଯଦି ବନ୍ଧୁଗଣ ସ୍ୱପ୍ନରେ ଆପଣ ଶବ ଯାତ୍ରା ଦେଖୁଛନ୍ତି ତାହେଲେ ଏହାର ଅର୍ଥ ବନ୍ଧୁଗଣ ନିକଟ ଭବିଷ୍ୟତରେ ଆପଣଙ୍କର ସବୁ ଇଛା ପୂରଣ ହେବାକୁ ଯାଉଛି। ବନ୍ଧୁଗଣ ସ୍ବପ୍ନ ଶାସ୍ତ୍ର ଅନୁସାରେ ମୃ-ତ ବ୍ୟକ୍ତି ମାନେ ଆପଣଙ୍କୁ ସ୍ବପ୍ନ ମାଧ୍ୟମରେ ହିଁ ତାଙ୍କର ଭାବନା ଦର୍ଶାଇ ଥାଆନ୍ତି। ଏହା ଅତ୍ୟନ୍ତ ଶୁଭ ଅଟେ। ଯଦି ଆପଣ ଖରାପ ସ୍ବପ୍ନ ଦେଖୁ ଥାଆନ୍ତି, ତାହେଲେ ଭ-ୟ ନକରି ଆଗକୁ ବଢି ଚାଲନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *