Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ହାତରେ X ଚିହ୍ନ ଅଛି କି? ତେବେ ଆପଣ କୋଟିଏରେ ଗୋଟିଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିକାଲି ଦୁନିଆରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଟଙ୍କା ପଇସା ଓ ସମାଜରେ ମାନ ସମ୍ମାନ ରହିଥାଏ ସେହି ବ୍ୟକ୍ତିଙ୍କୁ ସବୁ ସୁବିଧା ମିଳିଥାଏ। ତେଣୁ ପ୍ରତ୍ୟକ ବ୍ୟକ୍ତି ଚାହିଁଥାଏ ତା ଜୀବନରେ ସବୁବେଳେ ଉନ୍ନତି କରିବା ପାଇଁ। ତେବେ ଏଥିରେ ମଣିଷର ପରିଶ୍ରମ ଏବଂ ଭାଗ୍ୟ ଦୁଇଟି ଯାକ ନିର୍ଭର କରିଥାଏ। ତେବେ ମନୁଷ୍ୟର ଭାଗ୍ୟ ମନୁଷ୍ୟର କପାଳ କର ଜାତକ ଆଦିର କରାଯାଇଥାଏ।କର ମାନେ ହାତ। ମଣିଷର ହାତର ପାପୁଲିର ରେଖା ଦ୍ୱାରା ମଣିଷର ଭାଗ୍ୟ ଜଣା ଯାଇଥାଏ। ଅନେକ ଜ୍ୟୋତିଷ ମାନେ ମଣିଷର ହାତର ପାପୁଲି ଦେଖି ତାଙ୍କର ଆଗାମୀ ଦିନର କଥା କହିଥାନ୍ତି। ମହିଳା ମାନଙ୍କର ବାମ ହାତର ପାପୁଲି ଦେଖି ଏମାନଙ୍କର ଭବିଷ୍ୟତ ବର୍ଣ୍ଣନା କରାଯାଇଥାଏ। ସେହିପରି ପୁରୁଷ ମାନଙ୍କର ଦକ୍ଷିଣ ପାର୍ଶ୍ଵର ହାତର ପାପୁଲି ରେଖା ଦ୍ୱାରା ଏମାନଙ୍କର ଭବିଷ୍ୟତ ବର୍ଣ୍ଣନା କରାଯାଇଥାଏ। ତେବେ ହାତର ପାପୁଲିର ରେଖାରେ ଏପରି ରେଖା ରହିଛି ଯାହା ମଣିଷ ଭାଗ୍ୟ ପାଇଁ ଭାଗ୍ୟଶାଳୀ ହୋଇଥାଏ। କିନ୍ତୁ ଏପରି ରେଖା ଅଛି ଯାହା ଦ୍ୱାରା ହିମଧ୍ୟ ଦୁଃ-ଖ ଆଦି ମିଳିଥାଏ। ତେବେ ସେହିପରି ଏମିତି କେତେକ ରେଖାମାନେ ଅଛନ୍ତି ଯାହା ମଣିଷର ହାତ ପାପୁଲିରେ ରହିବା ଦ୍ୱାରା ମଣିଷ ଭାଗ୍ୟଶାଳୀ ହୋଇଥାଏ। ଯଦି ଆପଣଙ୍କ ହାତର ପାପୁଲିରେ ଇଂରାଜୀ ଅକ୍ଷର X ଭଳି କୌଣସି ରେଖା ଥାଏ ତେବେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି।ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଇଂରାଜୀ ଅକ୍ଷର X ଭଳି ଦେଖାଯାଉଥିବା ଏହି ରେଖା ହାତ ପାପୁଲିର ଜୀବନର ରେଖାର ପାଖରେ ରହିଥାଏ।ଏହି ରେଖା ଥିବା ଲୋକମାନେ ସ-ର୍ବ-ଦା ସୁଖ ଶାନ୍ତିରେ ରହିଥାନ୍ତି ଓ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ଏମାନେ ନିଜର ଭବିଷ୍ୟତକୁ ନେଇ ବହୁତ ସଚେତନ ଏବଂ ଏମାନେ ବହୁତ କମ ସମୟରେ ବେସି ଧନଉପାର୍ଜନ କରିଥାନ୍ତି। ଏମାନଙ୍କୁ ସମାଜରେ ମାନ ସମ୍ମାନ ମଧ୍ୟ ମିଳିଥାଏ। ଏହି ରେଖା ଥିବା ବ୍ୟକ୍ତି ମାନେ ବହୁତ ଉଚ୍ଚ ଆସନର ଭାବନାରେ ଥାନ୍ତି। ଏମାନେ କୌଣସି ରାଜାନୈତିକ ଆସନ ମଧ୍ୟ ଗ୍ରହଣ କରିଥାନ୍ତି। ଏହି ବ୍ୟକ୍ତି ମାନଙ୍କର ନିକଟରେ ଟଙ୍କା ପଇସାର ଅ-ଭା-ବ ରହିନଥାଏ। ଏହି ବ୍ୟକ୍ତିମାନେ ଅଧିକ ପରିଶ୍ରମ କରନ୍ତି। ଏମାନେ ସ-ର୍ବ-ଦା ପଇସା ରୋଜଗାର କରି ସମାଜରେ ନିଜର ମାନ ସମ୍ମାନ ପ୍ରତିଷ୍ଠା କରିଥାନ୍ତି। ଏମାନଙ୍କର ପରିଶ୍ରମ ସହିତ ଏମାନଙ୍କର ହାତର ରେଖା ମଧ୍ୟ ଏମାନଙ୍କର ସାଥ ଦେଇଥାଏ। ଏମାନେ କୌଣସି ବି ପରିସ୍ଥିତିରେ ବିଚଳିତ ହୋଇନଥାନ୍ତି। ଏମାନେ ସ-ର୍ବ-ଦା ନିଜକୁ ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିବା ପାଇଁ ଚେଷ୍ଟା କରିଥାନ୍ତି।ଏହି ବ୍ୟକ୍ତି ମାନେ ନିଜ ପ୍ରେମ ଜୀବବରେ ନିଜର ପ୍ରେମକୁ ବେସି ଭଲ ପାଇଥାନ୍ତି। ଏବଂ ଦାମ୍ଫତ୍ୟ ଜୀବନରେ ମଧ୍ୟ ନିଜର ଜୀବନସାଥୀଙ୍କ ସହିତ ବହୁତ ଖୁସିରେ ଜୀବନ ବିତାଇଥାନ୍ତି। କେବେବି ମଧ୍ୟ ନିଜର ଦାମ୍ଫତ୍ୟ ଜୀବନରେ କୌଣସି କ-ଳ-ହ ସୃଷ୍ଟି କରନ୍ତି ନାହିଁ। ସୁଖ ଶାନ୍ତିରେ ନିଜର ଦାମ୍ଫତ୍ୟ ଜୀବନ ବଞ୍ଚିଥାନ୍ତି। ତେବେ ବନ୍ଧୁଗଣ ଯଦି ଆପଣଙ୍କ ହାତ ପାପୁଲିରେ ଏହି ଭଳି ରେଖା ରହିଛି ତେବେ ଆପଣ ହେଉଛନ୍ତି ବହୁତ ଭାଗ୍ୟବାନ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *