Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ବଳା-ତ୍କା-ର କରୁଥିବା ଲୋକଙ୍କ କଣ ଦ-ଣ୍ଡ ମିଳିଥାଏ , ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ବଳା-ତ୍କା-ର କରୁଥିବା ଲୋକଙ୍କ କଣ ଦ-ଣ୍ଡ ମିଳିଥାଏ। ସାଙ୍ଗମାନେ ପୌରାଣିକ କାଳରୁ ହିଁ ମହିଳା ମାନଙ୍କୁ ପୂଜ୍ୟ ମାନା ଯାଇଥାଏ। କିନ୍ତୁ ଏହା ମଧ୍ୟ ସତ ଅଟେ କି ସବୁ ଯୁଗରେ ମହିଳା ମାନଙ୍କ ଉପରେ ଅ-ତ୍ୟା-ଚା-ର ହୋଇ ଆସୁଛି। ବର୍ତ୍ତମାନର ସମୟ କ-ଳିଯୁ-ଗରେ ମହିଳା ମାନଙ୍କ ପ୍ରତି ଅ-ତ୍ୟା-ଚାର ଦିନକୁ ଦିନ ବଢି ବଢି ଚାଲିଛି। ଆଜିକାଲିର ମଣିଷ ମହିଳା ମାନଙ୍କୁ କେବଳ ଉପଭୋଗ କରିବାର ବସ୍ତୁ ମନେ କରୁଛନ୍ତି। ସେଥିପାଇଁ ପ୍ରତିଦିନ ହଜାର ହଜାର ମହିଳା ମାନଙ୍କର ବ-ଳାତ୍କା-ର ହେଉଛି। ଆଜି ଆମେ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ମଣିଷ ବ-ଳା-ତ୍କା-ର କରିଥାଏ, ତାକୁ କେଉଁ ଦ-ଣ୍ଡ ମିଳିଥାଏ। କଥାରେ ଅଛି ଯେଉଁଠାରେ ସ୍ତ୍ରୀମାନଙ୍କ ସମ୍ମାନ ହୋଇଥାଏ ସେଠାରେ ଦେବତା ବାସ କରନ୍ତି। କିନ୍ତୁ କିଛି ପୁରୁଷ ଅଛନ୍ତି ଯେଉଁମାନେ ମହିଳା ମାନଙ୍କୁ ବ-ଳାତ୍କା-ର କରୁଛନ୍ତି। ଏପରି ପୁରୁଷ ବହୁତ ବଡ଼ ପା-ପୀ ହୋଇଥାନ୍ତି। ଭାଗବତ ଗୀତରେ ଏହି ପା-ପୀ ମାନଙ୍କୁ କେଉଁ ଦ-ଣ୍ଡ ମିଳିବ ସେହି ବିଷୟରେ ବର୍ଣ୍ଣନା କରାଯାଇଛି। ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ପୁରୁଷ ମହିଳାଙ୍କୁ ବ-ଳା-ତ୍କା-ର କରିଥାଏ, ତାଙ୍କୁ କେବଳ ଏହି ପୃଥିବୀ ଲୋକରେ ନୁହେଁ ପରଲୋକରେ ମଧ୍ୟ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ପୁରୁଷ ନିଜର ବଳ ପ୍ରୟୋଗ କରି କୌଣସି ମହିଳା ସହିତ ସ-ମ୍ବ-ନ୍ଧ ବନେଇ ଥାଏ କିମ୍ବା ବ-ଳା-ତ୍କା-ର କରିଥାଏ , ତାଙ୍କ ପାଇଁ ସବୁଠାରୁ ବଡ଼ ଦ-ଣ୍ଡ ହେଲା ମୃ-ତ୍ୟୁ ଦ-ଣ୍ଡ। ପୃଥିବୀ ପୃଷ୍ଠରେ କରୁଥିବା ସମସ୍ତ କର୍ମର ଫଳ ସମସ୍ତଙ୍କୁ ନିଶ୍ଚିତ ମିଳିଥାଏ। ଆପଣମାନେ ମହାଭାରତ ଦେଖିଥିବେ ବା ପଢିଥିବେ କି ଯେତେବେଳେ ଦ୍ରୌପଦୀଙ୍କୁ ସମସ୍ତ ସଭା ସାମ୍ନାରେ ନୀ-ବ-ସ୍ତ୍ର କରିବାର ପ୍ରୟାସ କରାଗଲା, ତାପରେ ଯେତେବେଳେ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ କୃଷ୍ଣ ମୋତେ ଯେଉଁମାନେ ନୀବ-ସ୍ତ୍ର କରି ଅପମାନିତ କରିଛନ୍ତି ସେମାନଙ୍କୁ କଣ ଦ-ଣ୍ଡ ମିଳିବ। ଏହାଶୁଣି ଭଗବାନ ଶ୍ରୀକୃଷ୍ଣ ଉତ୍ତର ଦେଲେ, ହେ ଦ୍ରୌପଦୀ ନିଶ୍ଚିତ ସେମାନଙ୍କୁ ଦ-ଣ୍ଡ ମିଳିବ। କେବଳ ଆଜି ନୁହେଁ, ଯେବେ ଯେବେ ପୁରୁଷ ସ୍ତ୍ରୀଙ୍କ ସହିତ ଏଭଳି କରିବ ତାଙ୍କୁ ଦ-ଣ୍ଡ ନିଶ୍ଚିତ ମିଳିବ। ବାସ୍ତବରେ ସ୍ତ୍ରୀଲୋକଙ୍କୁ ସବୁବେଳେ କୁହାଯାଇଛି କି ସେ ଦୁ-ର୍ବ-ଳ। ଏହିକଥା ଓ ଭାବନା ଏହିଭଳି ପା-ପୀଙ୍କୁ ପା-ପ କରିବା ପାଇଁ ସୁଯୋଗ ଦେଇଥାଏ। ସାଙ୍ଗମାନେ ଶ୍ରୀକୃଷ୍ଣଙ୍କ ଅନୁସାରେ ମହିଳାଙ୍କୁ ବ-ଳାତ୍କା-ର କରୁଥିବା ବା ନୀବସ୍ତ୍ର କରୁଥିବା ଲୋକଙ୍କୁ ମୃ-ତ୍ୟୁଦ-ଣ୍ଡ ମିଳିବା ଆବଶ୍ୟକ। ଏପରି ଦେଖିବାକୁ ଗଲେ ମହାଭାରତ ଯୁ-ଦ୍ଧ ହେବାର କାରଣ ସ୍ତ୍ରୀର ଅ-ସ-ମ୍ମା-ନ ଅଟେ। ଆପଣମାନେ ଏହା ଜାଣିଥିବେ କି ମହାଭାରତ ଯୁ-ଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଦ୍ରୌପଦୀଙ୍କୁ ନୀ-ବ-ସ୍ତ୍ର କରିବାରେ ଭାଗୀଦାର ଥିବା ସମସ୍ତ ଲୋକ ମୃ-ତ୍ୟୁବ-ରଣ କରିଥିଲେ। ସାଙ୍ଗମାନେ ଜଣେ ସ୍ତ୍ରୀ କେତେବେଳେ ମାଆ, ଭଉଣୀ , ସ୍ତ୍ରୀ, ଝିଅ ଆଦି ରୂପ ନେଇ ମନୁଷ୍ୟ ଜୀବନକୁ ସଫଳ କରିଥାଏ। ସେଥିପାଇଁ ସବୁଲୋକଙ୍କୁ ସ୍ତ୍ରୀର ସମ୍ମାନ କରିବା ଉଚିତ।ପ୍ରତ୍ୟେକ ମହିଳାଙ୍କର ସମ୍ମାନ କରିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *