Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବାପରେ ଭୁଲରେ ଦେଖନ୍ତୁ ନାହିଁ ଏହି ୫ଟି ଜିନିଷ, ଘର ପରିବାର ବ-ର୍ବା-ଦ ହେଇଯିବ

ସେୟାର୍ କରନ୍ତୁ

ଲୋକମାନଙ୍କ ପାଇଁ ପ୍ରତ୍ୟେକଦିନ ସକାଳ ଏକ ନୂଆ ଆଶା ନେଇ ହୋଇଥାଏ ଏବଂ ଉତ୍ସାହ ଭରି ରହିଥାଏ। ଶାସ୍ତ୍ରରେ ଏଭଳି କୁହାଯାଇଛି ଯେ ସକାଳର ଆରମ୍ଭ ଶୁଭ ରହିଲେ ଦିନଟି ଭଲରେ କଟିଯାଏ। ଯଦି ସକାଳର ଆରମ୍ଭ କୌଣସି ଅଶୁଭ ଜିନିଷରୁ ହେଲେ ଦିନଟି ଦୁଃଖରେ କଟି ଥାଏ। ଯାହାଦ୍ଵାରା ଆପଣ କେବେ ଉନ୍ନତି କରି ପାରନ୍ତି ନାହିଁ। ଆଜି ଆମେ ଜାଣିବା ସକାଳୁ ଉଠିବା ସଙ୍ଗେ ସଙ୍ଗେ କେଉଁ ପାଞ୍ଚଟି ଜିନିଷ ଦେଖିବା ଦ୍ଵାରା ଜୀବନରେ କେବେବି ଉନ୍ନତି ହୋଇ ନଥାଏ।

୧/ ଚରିତ୍ର-ହୀନ ମହିଳା – ସକାଳୁ ଉଠି ଚରିତ୍ର-ହୀନ ମହିଳାଙ୍କ ଚେହେରା କେବେବି ଦେଖିବା ଉଚିତ ନୁହେଁ। କୁହାଯାଏ ଏଭଳି ମହିଳାଙ୍କ ମୁହଁ ଦେଖିଲେ ଆପଣଙ୍କ ଦିନଟି ପୁରାପୁରି ବର୍ବାଦ ହୋଇ ଯାଇଥାଏ। ତେଣୁ ଆପଣ ଏମାନଙ୍କ ଠାରୁ ବଞ୍ଚିକି ରୁହନ୍ତୁ। ଯଦି ସମ୍ଭବ ତାହେଲେ ସକାଳୁ ଉଠି ପିତାମାତା ଓ ଭଗବାନଙ୍କ ଦର୍ଶନ କରନ୍ତୁ। ଯାହାଦ୍ଵାରା ଆପଣଙ୍କ ଦିନ ସୁଖଶାନ୍ତିରେ ଅତିବାହିତ ହେବ ଏବଂ ଆପଣଙ୍କୁ ସଫଳତା ମିଳିବ।

୨/ ସକାଳୁ ଉଠି ଆଇନା ଦେଖିବା ଉଚିତ ନୁହେଁ। ବିଜ୍ଞାନ ଓ ବାସ୍ତୁ ଶାସ୍ତ୍ର କହିବା ଅନୁସାରେ ସକାଳୁ ଉଠି ଆଇନା ବା ଭଙ୍ଗା କାଚକୁ ଦେଖିବା ଉଚିତ ହୋଇ ନଥାଏ। ସକାଳୁ ଉଠି ମୁହଁ ନଧୋଇ ଆଇନା ଦେଖିଲେ ଆପଣ କାଙ୍ଗାଳ ହୋଇ ଯାଇ ପାରନ୍ତି। କାରଣ ଦିନର ଆରମ୍ଭରେ ଆଇନାରେ ନକାରାତ୍ମକ ଊର୍ଜା ରହିଥାଏ। ଯାହାଦ୍ଵାରା ଆପଣଙ୍କ କାମରେ ବାଧା ଉତ୍ପନ୍ନ ହୋଇଥାଏ ଏବଂ କୌଣସି କାର୍ଯ୍ୟ ହୋଇ ପାରି ନଥାଏ।

୩/ ଓଲଟା ଜୋତା – ସକାଳେ ଉଠି ଓଲଟା ଜୋତା, ବୁଢିଆଣୀ ଜାଲ ବା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ ନୁହେଁ। କାରଣ ଏହିଗୁଡିକ ଦେଖିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ ଏବଂ ସାରା ଦିନ ଅଶାନ୍ତିରେ କଟି ଥାଏ।

୪/ ଅଇଁଠା ବାସନ – ସକାଳୁ ଉଠି ଅଇଁଠା ବାସନ, ଖାଲି ବାଲଟି, ଖାଲି ପାତ୍ର ଦେଖିବା ଉଚିତ ନୁହେଁ। ଯଦି ଆପଣ ଏହିସବୁ ଦେଖିବେ ତାହେଲେ ଆପଣଙ୍କର ସବୁ କାମରେ ବାଧା ଆସିଥାଏ। ଆପଣ ପ୍ରତ୍ୟେକ କାର୍ଯ୍ୟରେ ଅସଫଳ ହୋଇଥାନ୍ତି।ଏପରି ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ରଖିବା ବହୁତ ଅଶୁଭ ହୋଇଥାଏ। ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ମଧ୍ୟ ପଡିଥାଏ।

୫/ କଳି ଝ-ଗଡ଼ା – ସକାଳୁ ଉଠି କୌଣସି କଳି ଝଗଡ଼ା ହେଉଥିବା ଦୃଶ୍ୟକୁ ଦେଖିବା ଉଚିତ ନୁହେଁ। କାରଣ ବିବା-ଦ ଦେଖିବା ଦ୍ଵାରା ଘରେ ଦାରିଦ୍ର୍ୟତା ବଢ଼ିଥାଏ। ତେଣୁ ଆପଣ ପ୍ରତ୍ୟେକଦିନ ପିତାମାତା ଓ ଭଗବାନଙ୍କ ଦର୍ଶନ କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *