Excuse Me Odisha

ଯାହା କହିବୁ ସତ କହିବୁ

ଝିଟିପିଟି କେଉଁଠି ପଡିଲେ ମହାବି-ପ-ଦ, କେଉଁଠି ପଡିଲେ ଶୁଭ , ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ଝିଟିପିଟି ଦେଖିବା ବା ଝିଟିପିଟି ଦେହରେ ପଡ଼ିଲେ ଶୁଭ ନା ଅଶୁଭ। ଯଦି ଝିଟିପିଟି କାହା ଉପରେ ପଡ଼ିଥାଏ ତାହେଲେ ଏହାକୁ ଅଶୁଭ ଲକ୍ଷଣ କୁହାଯାଏ। ଏମିତିକି ଝିଟିପିଟି ଯେଉଁ ଖାଦ୍ୟ ଉପରେ ପଡ଼ିଯାଏ, ସେହି ଖାଦ୍ୟକୁ ଫୋପାଡି ଦିଆଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଝିଟିପିଟି କେବଳ ଅଶୁଭ ସଂକେତ ଦେଇ ନଥାଏ, ଶୁଭ ସଙ୍କେତ ମଧ୍ୟ ଦେଇଥାଏ। ସାଙ୍ଗମାନେ ଯଦି ଆପଣଙ୍କୁ ଝିଟିପିଟି ମାଧ୍ୟମରେ କିଛି ସଂକେତ ମିଳୁଥାଏ ତାହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ତାହା ଆପଣଙ୍କ ପାଇଁ ଶୁଭ ସଙ୍କେତ ବା ଅଶୁଭ ସଂକେତ ହୋଇ ଥାଇପାରେ।

ସାଙ୍ଗମାନେ ଘରକୁ ଫେରୁଥିବା ସମୟରେ ଯଦି ଘର ସାମ୍ନାରେ ଝିଟିପିଟି ଥିବାର ଦେଖୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ କିଛି ଉତ୍ତମ ସଫଳତା ମିଳିବାର ଅଛି। ଘର କିଣିବା ବେଳେ ଯଦି ଆପଣ ଦେଖୁଛନ୍ତି ସେହି ଘରେ ଝିଟିପିଟି ମରି ପଡ଼ିଛି ତାହେଲେ ତାହାକୁ ଅଣଦେଖା କରନ୍ତୁ ନାହିଁ। ସେହି ଘରେ ଆପଣଙ୍କର ରହିବା ଶୁଭ ନୁହେଁ, କାରଣ ଝିଟିପିଟି ମରିବା ଶୁଭ ସଙ୍କେତ ନୁହେଁ। ସେହିପରି ମୁଣ୍ଡରେ ବା କେଶର ଝିଟିପିଟି ପଡ଼ିଲେ ଆପଣ କୌଣସି ଅସୁବିଧାରେ ପଡ଼ି ପାରନ୍ତି। ଏହାବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ ପଡ଼ିଲେ ଭ-ୟ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ କିଛି ଅଶୁଭ ଲକ୍ଷଣ ନୁହେଁ। ଏହା ଆପଣଙ୍କ ପାଇଁ ଧନ ପ୍ରାପ୍ତିର ସଂକେତ ଦେଇଥାଏ। ଝିଟିପିଟି ଅଣ୍ଟା ଉପରେ ପଡ଼ିଲେ ଧନ ପ୍ରାପ୍ତି ହୋଇଥାଏ। ସେହିପରି ଝିଟିପିଟି ଆମ ଶରୀରର ବାମ ପାର୍ଶ୍ଵରେ ପଡ଼ିଲେ ଶରୀରରେ ଦୁଃଖ ନେଇ ଆସିଥାଏ। ଯଦି ତାହା ଡାହାଣ ପାର୍ଶ୍ଵରେ ପଡେ ତାହେଲେ ଶୁଭ ସଙ୍କେତ ଦେଇଥାଏ। କୌଣସି ଶୁଭ କାର୍ଯ୍ୟରେ ଯିବା ସମୟରେ ଝିଟିପିଟି ଶରୀର ଉପରେ ପଡ଼ିଯିବା ଅଶୁଭ ସଂକେତ ଦେଇଥାଏ। ଏହା ଏହି ସଂକେତ ଦେଇଥାଏ କି ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ ହେବା ସହିତ ଶୁଭ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଯଦି ଝିଟିପିଟି ବେକ ଉପରେ ପଡେ ତାହେଲେ ସମ୍ମାନ ବୃଦ୍ଧି ହୋଇଥାଏ ଏବଂ ଯଦି କାନ ଉପରେ ପଡେ ତାହେଲେ ଆୟୁଷ ବୃଦ୍ଧି ହୋଇଥାଏ, ଏହାସହିତ ଅଳଙ୍କାର ପ୍ରାପ୍ତ ହୋଇଥାଏ। ଆଖି ଉପରେ ଯଦି ଝିଟିପିଟି ପଡେ ତାହେଲେ ବନ୍ଧୁ ମିଳନର ସୁଯୋଗ ମିଳିଥାଏ। ନାକ ଉପରେ ଝିଟିପିଟି ପଡ଼ିଲେ ଦାମୀ ଦ୍ରବ୍ୟ ପ୍ରାପ୍ତ ହୋଇଥାଏ। ଯଦି ଝିଟିପିଟି କାନ୍ଧରେ ବା ଆପଣଙ୍କ ମୁଣ୍ଡରେ ପଡ଼ିଥାଏ, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। ଏହାଦ୍ବାରା ଆପଣ ଚାକିରୀରେ ଉନ୍ନତି କରିବା ସହିତ ପୁରୁଣା ଶତ୍ରୁତା ମିତ୍ରତାରେ ପରିବର୍ତ୍ତନ ହୋଇଥାଏ। ହାତରେ ଝିଟିପିଟି ପଡ଼ିଲେ ଅର୍ଥଲାଭ ହୋଇଥାଏ। ବାମ ବା ଡାହାଣ ବାହୁରେ ଝିଟିପିଟି ପଡ଼ିଲେ ମାନସିକ ଆନନ୍ଦ ପ୍ରାପ୍ତ ହୋଇଥାଏ। ପାଦରେ ପଡ଼ିଲେ ଯାନବାହାନ ପ୍ରାପ୍ତ ହୋଇଥାଏ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *