Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ ଟି ରାଶିରେ ଆସିଲା ଖୁସି ଖବର, ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ୬ଟି ରାଶିରେ ହେବ ଧନର ବର୍ଷା। ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ସେହି ପରିବର୍ତ୍ତନ ପାଇଁ ମଣିଷ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ। ସେମିତିରେ ମଧ୍ୟ ଦୁଃଖ ନଥିଲେ ସୁଖର ଆନନ୍ଦ ମିଳିପାରି ନଥାଏ। ବାସ୍ତବରେ ମଣିଷ ଜୀବନରେ ଏହି ପରିବର୍ତ୍ତନ ସବୁ ଗ୍ରହ ମାନଙ୍କର ପାଇଁ ହୋଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧିରେ ପରିବର୍ତ୍ତନ ପାଇଁ ମଣିଷର ରାଶି ଉପରେ ପ୍ରଭାବ ପଡିଥାଏ। ତେବେ ଦୀର୍ଘ ୧୦୦ ବର୍ଷ ପରେ ଗ୍ରହ ମାନଙ୍କର ଗତିବିଧିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି।ଯାହା ଫଳରେ ଭଗବାନ ଶନିଦେବ ଏହି ୬ ଟି ରାଶି ଉପରେ ପ୍ରସନ୍ନ ହେବା ସହିତ ସେହି ରାଶିର ବ୍ୟକ୍ତି ମାନଙ୍କୁ ଅପାର ଧନ ପ୍ରାପ୍ତିର ସୁଯୋଗ ପ୍ରଦାନ କରିବେ। ଭଗବାନ ଶନିଦେବଙ୍କର କୃପା ଯେତେବେଳେ ପ୍ରାପ୍ତ ହୋଇଥାଏ ତେବେ ସେହି ବ୍ୟକ୍ତିର କୌଣସି ଅସୁବିଧା ଯେମିତିକି ଦୁର୍ଘଟଣା ମାନହାନି ରୋଗବ୍ୟାଧି ଏବଂ ଦରିଦ୍ରତା କେବେବି ପାଖ ମାଡି ନଥାଏ।ତେଣୁ ଆମକୁ ସବୁବେଳେ ଭଗବାନ ଶନିଦେବଙ୍କର ପୂଜା ଆରୋଧନା କରିବା ଜରୁରୀ ହୋଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ସେହି ୬ ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହାର ଉପରେ ଭଗବାନ ଶନିଦେବ ନିଜର ବକ୍ରଦୃଷ୍ଟି ପକାଇବାକୁ ଯାଉଛନ୍ତି। ଯାହା ଦ୍ୱାରା ରାଶିର ବ୍ୟକ୍ତିମାନେ ପ୍ରଚୁର ଧନପ୍ରାପ୍ତିର ସୁଯୋଗ ପାଇବେ। ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କର ବିଷୟରେ।

ଏହି ରାଶିର ବ୍ୟକ୍ତିଙ୍କର ଉପରେ ଭଗବାନ ଶନିଦେବଙ୍କର କୃପାରୁ ଅଟକି ରହିଥିବା ବା ଅସମ୍ପୁର୍ଣ ରହିଥିବା କାମ ପୁଣି ଥରେ ଆରମ୍ଭ ହୋଇଯିବ। ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ବହୁତ ଜଲଦି ଚାକିରୀ କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି। ଏହା ସହିତ ପରିବାରରେ ଖୁସିର ମାହଲ ଲାଗିରହିବ। ଭଗବାନ ଶନିଦେବଙ୍କ ଆଶୀର୍ବାଦରୁ ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟାପାର ବାଣିଜ୍ୟରେ ବହୁତ ଧନଲାଭ ମିଳିବ। ଏହା ସହିତ ପ୍ରଶାସନିକ ଅଧିକାରୀ ମାନଙ୍କୁ ମାନସମ୍ମାନ ମିଳିପାରେ। ଆପଣ ନିଜର ଜୀବନସାଥୀଙ୍କର ସହିତ ବହୁତ ଭଲ ସମୟ ବ୍ୟତୀତ କରିବେ। ଏହି ରାଶିର ବ୍ୟକ୍ତିଙ୍କର ଉପରେ ଭଗବାନ ଶନିଦେବ ପ୍ରଚୁର ଧନଲାଭର ସୁଯୋଗ ମିଳିପାରେ। ଆପଣ ଯଦି କୌଣସି ସ୍ଥାନରେ ଚାକିରୀ କରୁଛନ୍ତି ତେବେ ଆପଣଙ୍କର ପ୍ରୋମସନ ଶୀଘ୍ର ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କର ବିଷୟରେ ଯେଉଁ ମାନଙ୍କ ବିଷୟରେ ଆମେ ଏହିଠାରେ ଆଲୋଚନା କରୁଅଛୁ।

ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମିଥୁନ ରାଶି, କର୍କଟ ରାଶି,ବୃଷ ରାଶି, ମୀନ ରାଶି, କନ୍ୟା ରାଶି ଏବଂ ମେଷ ରାଶି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *