Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କୁ ରାତା ରାତି ଶୁଆ ଧନୀ କରି ଦେବ, କିନ୍ତୁ ଏହି ଲୋକମାନେ ଶୁଆ ରଖିଲେ ହେବେ ସ-ର୍ବ-ନା-ଶ।

ସେୟାର୍ କରନ୍ତୁ

ବନ୍ଧୁଗଣ ଶୁଆ ଆପଣଙ୍କୁ ରାଜା ବନାଇପାରେ। ଶୁଆ ଆପଣଙ୍କର ସବୁ ଗ୍ରହଦୋ-ଷ ଆପଣଙ୍କର ଗରିବୀ ଏବଂ କରଜରୁ ମୁକ୍ତି ଦେଇପାରେ। ଶୁଆଙ୍କର ସମ୍ବଦ୍ଧ ବୁଧ ଗ୍ରହଙ୍କ ସହିତ ରହିଥାଏ। କାରଣ ଶୁଆ ବି ସବୁଜ ରଙ୍ଗର ହୋଇଥାଏ। ଏବଂ ବୁଧ ଗ୍ରହବି ସବୁଜ ରଙ୍ଗର ଗ୍ରହ ଅଟନ୍ତି। ଶୁଆ ଏକ ବୁଦ୍ଧିମାନ ପକ୍ଷୀ ଅଟେ। ଲୋକମାନେ ଘରେ କୁକୁର ବିଲେଇକୁ ଯେମିତି ପାଳି ଥାଆନ୍ତି ସେହିପରି କେତେ ଲୋକ ସେମାନଙ୍କ ଘରେ ପକ୍ଷୀ ମାନଙ୍କୁ ବି ପାଳିଥାନ୍ତି। ସେଥିମଧ୍ୟରୁ ଶୁଆ ଅନ୍ୟତମ ଅଟେ। ଶୁଆ ଘରର ବାତାବରଣକୁ ଶୁଦ୍ଧ କରିଦେଇଥାଏ ଏବଂ ଘରକୁ ଖୁସି ଆଣିବାରେ ସାହାର୍ଯ୍ୟ କରିଥାଏ। ଶୁଆର ଆୟୁଷ ୫୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ।ଆଜିର ଏହି ପୋଷ୍ଟରେ ଆମେ ଆଲୋଚନା ହେବା ଘରେ ଶୁଆ ରଖିବାର ଫାଇଦା କଣ ଅଟେ। ଶୁଆ କିପରି ଆପଣଙ୍କୁ ଗରିବରୁ ରାଜା ସମାନ ବନେଇ ଦେଇପାରେ ଏବଂ କେଉଁ ଲୋକମାନେ ଶୁଆ ପାଳିବା ଅନୁଚିତ ହୋଇଥାଏ।

ପ୍ରଥମ କଥା। ବନ୍ଧୁଗଣ ଶୁଆ ପ୍ରେମ ଲମ୍ବା ଆୟୁଷ ଏବଂ ସୌଭାଗ୍ୟର ପ୍ରତୀକ ହୋଇଥାଏ। ଯଦି ଆପଣଙ୍କର ଘରେ ବିମାରି ନି-ରା-ଶା ଦରିଦ୍ରତା ଏବଂ ଦୁଃ-ଖର ଆଗମନ ଆପଣଙ୍କୁ ଅନୁଭବ ହେବାକୁ ଲାଗେ ତ ଶୁଆର ଚିତ୍ର କିମ୍ବା ମୂର୍ତ୍ତି କିମ୍ବା ଘରେ ଶୁଆ ନିଶ୍ଚିତ ପାଳନ କରନ୍ତୁ। ଆପଣଙ୍କୁ ଜଣା ବି ନାହିଁ ପଡିବ ଶୁଆ ଯେବେ ଘରେ ଖୁସି ହୋଇଥାଏ ତ ଘରେ ଖୁସି ଆସିଥାଏ। ପଇସା ଅଚାନକ ଆସିବା ଆରମ୍ଭ ହୋଇଯାଇଥାଏ।ଆପଣଙ୍କୁ କହିଦେଉଛୁ ଯେ ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଆ ୫ ଟି ତତ୍ୱର ସନ୍ତୁଳନ ସ୍ଥାପିତ କରିବାର ସାହାର୍ଯ୍ୟ କରିଥାଏ। ଶୁଆର ରଙ୍ଗ ବେରଙ୍ଗର ପକ୍ଷୀ ବା ପର ବାସ୍ତବରେ ପୃଥିବୀ ଅଗ୍ନି ଜଳ ଏବଂ ଧାତୁର ପ୍ରତୀକ ହୋଇଥାଏ। ଯଦି ଘରେ ଏଥିମଧ୍ୟରୁ ଗୋଟିଏ ତତ୍ୱର କମି ହୋଇଥାଏ ତ ଏହା ଶୁଆ ଦ୍ୱାରା ଦୂର ହୋଇଯାଇଥାଏ। ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ଶୁଆର ଫୋଟ ବା ଚିତ୍ର ଲଗାଇବା ଦ୍ୱାରା ପଢ଼ା ପଢିରେ ପିଲା ମାନଙ୍କର ରୁଚି ବଢିଥାଏ। ଏବଂ ପତି ପତ୍ନୀଙ୍କ ମଧ୍ୟରେ ହେଉଥିବା ମନ ମନାନ୍ତରକୁ ଦୂର କରିଥାଏ ଏହି ଶୁଆ। ଫ୍ରେଙ୍ଗସୁଇ ଅନୁସାରେ ପତି ପତ୍ନୀଙ୍କୁ ଶୁଆର ଚିତ୍ର ବା ଶୁଆର ଯୋଡ଼ା ବାଲା ମୂର୍ତି ଶୋଇବା ଘର ଲଗେଇବା ଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ବଦ୍ଧ ବଢ଼ିବାରେ ଲାଗିଥାଏ। ବନ୍ଧୁଗଣ ଯଦି ଜନ୍ମ କୁଣ୍ଡଳୀର ଦ୍ୱିତୀୟ ଭାଗରେ ବୁଧ ଗ୍ରହ ଅଛି ତ କୌଣସି ବି ଜାତକର ଲୋକଙ୍କୁ ଘରୋଇ ପଶୁ ନପାଳିବା ଉଚିତ। ଯେମିତି କୁକୁର ଛେଳି ଏବଂ ଶୁଆ। ଏହି ମାନଙ୍କୁ ପାଳିବା ଦ୍ୱାରା ବ୍ୟକ୍ତି ଅଧିକ ଗରିବ ହୋଇଯାଏ। ଏମାନଙ୍କୁ ବ-ର୍ବା-ଦିର ସାମ୍ନା କରିବାକୁ ପଡିଥାଏ। ଏଥି ପାଇଁ ପ୍ରଥମେ ଆପଣଙ୍କର ଗ୍ରହ ମାନଙ୍କୁ ଦେଖନ୍ତୁ। ତା ପରେ ଯାଇ ଶୁଆ ପାଳନ୍ତୁ। କାହିଁକିନା ଯେବେ ବ୍ୟକ୍ତିଙ୍କର ଗ୍ରହ ଭଲ ଭାବରେ ଥାଏ ତ ବ୍ୟକ୍ତି ଶୁଆ ପାଳିକରି ଗରିବରୁ ରାଜା ସମାନ ହୋଇଥାଏ।

ବନ୍ଧୁଗଣ କୌଣସି ବି ବ୍ୟକ୍ତିଙ୍କୁ ଲୁହାର ପିଞ୍ଜରାରେ ଶୁଆ ନପାଳିବା ଉଚିତ। ବହୁତ ହିଁ ଅଶୁଭ ମାନାଯାଇଥାଏ ଏବଂ ଏଥି ଦ୍ୱାରା ବ୍ୟକ୍ତିକୁ ଦୋ-ଷ ଲାଗିଥାଏ। ଏବଂ ଏହା ଦ୍ବାରା ଗରିବିର ସାମ୍ନା କରିବାକୁ ପଡିଥାଏ। ଯଦି ଆପଣଙ୍କର ପାଖରେ ଲୁହାର ପିଞ୍ଜରା ଅଛି ତ ସେହି ପିଞ୍ଜରାରେ କୌଣସି ରଙ୍ଗ ଦେଇଦିଅନ୍ତୁ। ଯାହା ଦ୍ୱାରା ଲୁହାର ରୂପ ନଦେଖାଯାଇ ପାରିବ। ଶୁଆକୁ ଆପଣ ଷ୍ଟିଲ କିମ୍ବା କୌଣସି ଅଲଗା ଧା-ତୁରେ ବନାଯାଇଥିବା ପିଞ୍ଜରାରେ ହିଁ ପାଳି ପାରିବେ। ବହୁତ ଶୁଭ ମାନା ଯାଇଥାଏ। ବନ୍ଧୁଗଣ ଶୁଆ ପାଳିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ଶୁଆ ପିଞ୍ଜରାରେ ଉଦାସ ନହେଉ। ଉଦାସ ହୋଇ ବସିଥିବା ଶୁଆ ବହୁତ ଅଶୁଭ ମାନାଯାଇଥାଏ।ଶୁଆ ଯେବେ ଉଦାସ ଦୁଃ-ଖି ହେବାକୁ ଲାଗେ ତ ତୁରନ୍ତ ତାକୁ ଛାଡି ଦେବାହିଁ ଆପଣଙ୍କ ପାଇଁ ଭଲ ହୋଇଥାଏ। ତାହା ସହିତ ଗୋଟିଏ ଶୁଆ କେବେବି ପାଳିବା ଉଚିତ ହୋଇନଥାଏ। ଶୁଆ ସାମ୍ନାରେ ଗାଳି କରିବା ଅନୁଚିତ। ଏହା ଦ୍ୱାରା ନାକାରାତ୍ମକ ଉର୍ଜାର ସଂଚାର ହୋଇଥାଏ ଏବଂ ବ୍ୟକ୍ତି ବ-ର୍ବା-ଦ ହୋଇଯାଇଥାଏ। ଶୁଆ ଯେବେ ମିଠା ମିଠା କଥା କହିଥାଏ ତ ଘରେ ଖୁସି ଆସିଥାଏ। ତାହା ସହିତ ଧନ ଧାନ୍ୟରେ ଘର ପୁରୀ ଉଠିଥାଏ। ଶୁଆ ସାମ୍ନାରେ ସର୍ବଦା ଭଲ କଥା କହିବା ଦରକାର।

ତେବେ ବନ୍ଧୁଗଣ ଏହା ଥିଲା ଶୁଆକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *