Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ଜାଗାରେ ପଇସା ରଖିବା ଦ୍ୱାରା ମା ଲକ୍ଷ୍ମୀ କରିଦିଅନ୍ତି ଧନର ବର୍ଷା,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ରାଶି ଅନୁସାରେ ଘରର ଏହି ସ୍ଥାନରେ ପଇସା ରଖିବା ଦ୍ୱାରା ଘରେ ହେବନାହିଁ ପଇସାର ଅଭାବ। ବନ୍ଧୁଗଣ ଧନର ସମ୍ପୂର୍ଣ ହେବାକୁ ଚାହିଁଥାନ୍ତି ସମସ୍ତ ବ୍ୟକ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜରୁରୀ ଅଟେକି କେଉଁ ସ୍ଥାନରେ ପଇସା ରଖିବା ଦ୍ୱାରା ବଢିଥାଏ ଧନ। ତେଣୁ କରି ସମସ୍ତେ ଜାଣିବା ଆବଶ୍ୟକ ଯେ ରାଶି ଅନୁସାରେ କେଉଁ ସ୍ଥାନରେ ପଇସା ରଖିବା ଆବଶ୍ୟକ ଅଟେ। ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ୧୨ ଗୋଟି ରାଶି କେଉଁ କେଉଁ ସ୍ଥାନରେ ପଇସା ରଖିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ହୋଇଥାଏ।

ମେଷ ରାଶି:-

ଏହି ରାଶି ଅନୁସାରେ ପଶ୍ଚିମ ଦିଗରେ ପଇସା ରଖିବା ଉଚିତ। ଏହି ରାଶିର ବ୍ୟକ୍ତି ପଇସା ରଖିବା ସ୍ଥାନରେ ଗୋଟିଏ ନୂଆ ଘୁଙ୍ଗୁର ରଖିବା ଆବଶ୍ୟକ ଅଟେ। ତେବେ ହେବ ଧନର ବୃଦ୍ଧି।

ବୃଷ ରାଶି:-

ଏହି ରାଶିର ବ୍ୟକ୍ତି ଘରର ପୂର୍ବ ଦିଗରେ ପଇସା ରଖିବା ଉଚିତ। ଧନ ରଖିବା ସ୍ଥାନରେ ଗୋଟିଏ ପିତଳ ମୁଦ୍ରା ରଖିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ହୋଇଥାଏ।

ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ଉତ୍ତର ଦିଗରେ ଧନ ରଖି ପାରିବେ। ଧନ ରଖିବା ସ୍ଥାନରେ ତମ୍ବା କୌଣସି ବସ୍ତୁ ରଖନ୍ତୁ। ଏହା ରଖିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ପାଇବ।

କର୍କଟ ରାଶି:-

ଏହି ରାଶିର ବ୍ୟକ୍ତି ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ ଓ ପୂର୍ବ କୋଣରେ ଧନ ରଖିବା ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଧନ ରଖିବା ସ୍ଥାନରେ ଚାନ୍ଦିର କୌଣସି ମୁଦ୍ରା ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ପାଇବ।

ସିଂହ ରାଶି:-

ଏହି ରାଶିର ବ୍ୟକ୍ତିମାନେ ଘରର ପୂର୍ବ ଦିଗରେ ଧନ ରଖିବା ଉଚିତ। ଏହି ସ୍ଥାନରେ ଧନ ସହ କଂସା ବସ୍ତୁ ରଖନ୍ତୁ। ହେବ ଧନର ବୃଦ୍ଧି।

କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୈରୁଦ୍ର୍ୟ କୋଣ କିମ୍ବା ଉତ୍ତମ ସ୍ଥାନ ହେଉଛି ଅଟେ। ଏହା ଦକ୍ଷିଣ ପଶ୍ଚିମ କୋଣ ଅଟେ। ଧନ ରଖିବା ସ୍ଥାନରେ ରୁପା ମୁଦ୍ରାଟିଏ ରଖନ୍ତୁ। ଏହା ରଖିବା ଦ୍ୱାରା ଆପଣଙ୍କର ଧନର ବୃଦ୍ଧି ହେବ।

ତୁଳା ରାଶି:-

ଏହି ରାଶିର ଦକ୍ଷିଣ କୋଣ ବା ଦକ୍ଷିଣ ଦିଗରେ ପଇସା ରଖିବା ଶୁଭ ହୋଇଥାଏ। ଧନ ରଖିବା ସ୍ଥାନରେ ନାଲି କପଡା ଓ ତମ୍ବା ବସ୍ତୁ ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ପାଇଥାଏ।

ବିଛା ରାଶି:-

ଏହି ରାଶିର ବ୍ୟକ୍ତି ବାୟାମ କୋଣ ଅର୍ଥାତ ଉତ୍ତର ପଶ୍ଚିମ ଦିଗ ଅଟେ। ଏହି ସ୍ଥାନରେ ସବୁଜ କପଡ଼ାରେ ପାନ ମଧୁରୀ ବାନ୍ଧି ରଖନ୍ତୁ। ଏବଂ ଏହା ପାଖରେ ଆପଣଙ୍କ ଧନକୁ ରଖନ୍ତୁ। ଏହା ରଖିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ପାଇବ।

ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ ପୂର୍ବ କୋଣ ଅଟେ। ଏହି କୋଣରେ ପଇସା ରଖିବା ଉଚିତ। ଏହି ସ୍ଥାନରେ ଧଳା କପଡ଼ାରେ ରୁପା ମୁଦ୍ରା ରଖିବା ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ପାଇବ।

ମକର ରାଶି:-

ଏହି ରାଶିର ବ୍ୟକ୍ତି ଉତ୍ତର ଦିଗରେ ପଇସା ରଖିବା ଉଚିତ। ଏଠାରେ କୁବେର ଭଗବାନଙ୍କ ଫୋଟ ବି ରଖନ୍ତୁ। ଏହା ରଖିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ପାଇବ।

କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତ ପୂର୍ବ ଦିଗରେ ପଇସା ରଖିବା ଉଚିତ। ଧନ ରଖିବା ସ୍ଥାନରେ ହଳଦିଆ କପଡ଼ାରେ ଓ ପିତ୍ତଳ ବସ୍ତୁ ରଖନ୍ତୁ। ଆପଣଙ୍କର ଧନ ବୃଦ୍ଧି ପାଇବ।

ମୀନ ରାଶି:-

ଏହି ରାଶିର ବ୍ୟକ୍ତ ପଶ୍ଚିମ ଦିଗରେ ପଇସା ରଖିବା ଉଚିତ। ଏହି ସ୍ଥାନରେ କୌଣସି ଭଗବାନ ଗଣେଶଙ୍କର ଫୋଟ ରଖି ଦିଅନ୍ତୁ। ଆପଣଙ୍କର ଧନ ବୃଦ୍ଧି ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *