Excuse Me Odisha

ଯାହା କହିବୁ ସତ କହିବୁ

ବେଲ ଗଛ କେଉଁ ସ୍ଥାନରେ ଲଗାଇବା ଉଚିତ, ଏହି ଗଛ କେଉଁଠି ରହିଲେ ହୁଏ ଧନ ପ୍ରାପ୍ତି। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ରରେ ବହୁତ ମହତ୍ତ୍ୱ ରହିଛି। ଶାସ୍ତ୍ରକୁ ପ୍ରାୟ ବିଶ୍ୱର ସମସ୍ତ ଲୋକ ବିଶ୍ୱାସ କରନ୍ତି। ଶାସ୍ତ୍ରରେ ଲେଖା ହୋଇଥିବା ପ୍ରାୟ ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ। ଏବଂ ଏହା ମଧ୍ୟ ପ୍ରମାଣିତ ହୋଇଛି। ଶାସ୍ତ୍ରରେ ଅନେକ ଉପକାର ଜିନିଷ ମଧ୍ୟରେ ଲେଖା ଯାଇଛି ଶାସ୍ତ୍ରରେ ଯାହା ସବୁ ଲେଖା ହୋଇଛି ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି। ଶାସ୍ତ୍ରରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଦେଖିଲେ ମଧ୍ୟ ଆମେ ଆ-ଶ୍ଚର୍ଯ୍ୟ ହୋଇଯାଉ। ଶାସ୍ତ୍ରରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ। ଶାସ୍ତ୍ରରେ ଘରର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ। କଣ କଲେ ଆପଣଙ୍କର ସମସ୍ତ ଦୁଃଖ ଦୂର ହେବ। ତା ବିଷୟରେ ମଧ୍ୟ ଅନେକ କଥା କୁହାଯାଇଛି। ଶାସ୍ତ୍ର ଅନୁସାରେ ଘରର ଏହି ସ୍ଥାନରେ ବେଲ ଗଛ ଲଗାଇବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ। ତେବେ ଆସନ୍ତୁ ଜାଣିବା। ଘରର କେଉଁ ସ୍ଥାନରେ ବେଲ ଗଛ ଲଗାଇବା ଦ୍ୱାରା ଘରେ ଧନ ବର୍ଷା ହୋଇଥାଏ ଏବଂ କେଉଁ ସ୍ଥାନରେ ଲଗାଇବା ଦ୍ୱାରା ବିପଦ ମାଡ଼ିଆସିଥାଏ।

ବନ୍ଧୁଗଣ ବେଲ ଗଛ ଏକ ଦୁର୍ଲଭ ଗଛ ଅଟେ। ଏହି ଗଛର ପ୍ରତ୍ୟକଟି ଅଂଶ ଉପକାରୀ ହୋଇଥାଏ। ଏହି ଗଛର ବହୁତ ଔଷଧୀୟ ଗୁଣ ରହିଛି। ଶାସ୍ତ୍ର ଅନୁସାରେ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କର ଅଂଶରୁ ହୋଇଛି ବୋଲି କୁହାଯାଏ। ବେଲ ଗଛରେ ସାକ୍ଷତ ଭଗବାନ ଶିବ ଏବଂ ଶିବଙ୍କର ଶକ୍ତି ବାସ କରନ୍ତି। ବେଲ ପତ୍ରରେ ୩ ଶାଖା ଏବଂ ସ୍ୱୟଂ ତ୍ରିଦେବୀ ବାସ କରନ୍ତି। ତେଣୁ ପ୍ରତିଦିନ ଗାଧୋଇ ସାରିବା ପରେ ବେଲ ଗଛରେ ଜଳ ଅର୍ପଣ କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ। ଏହା ଦ୍ୱାରା ମା ଲକ୍ଷ୍ମୀ ଏବଂ ଭଗବାନ ଶିବଶଙ୍କର ମଧ୍ୟ ବହୁତ ପ୍ରସନ୍ନ ହୋଇଥାନ୍ତି। ବନ୍ଧୁଗଣ ବେଲ ଗଛରେ ବେଲ ପତ୍ର ସୁଖୀ ଗଲେ ମଧ୍ୟ ଏହା କେବେ ବାସୀ ହୋଇନଥାଏ। ଏହି ପତ୍ର ସମସ୍ତ ଦେବା ଦେବୀଙ୍କର ବହୁତ ପ୍ରିୟ ହୋଇଥାଏ। ଏହି ପତ୍ରରେ ଚନ୍ଦନର ଲେପ ଲଗାଇ ଭଗବାନଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ।ବେଲ ପତ୍ରର କାଠିକୁ ବାଟି ଚନ୍ଦନ ଭଳି ବୋଳି ଶିବ ଲିଙ୍ଗରେ ଲେପନ କରିବା ଦ୍ୱାରା କୋଟି କୋଟି ପୁଣ୍ୟ ଅର୍ଜନ ହୋଇଥାଏ। ଏହା ସହିତ ଏହାକୁ ନିଜ ମସ୍ତକରେ ଲଗାଇବା ଦ୍ୱାରା ଆପଣଙ୍କର ସମସ୍ତ ପ୍ରାଣୀଙ୍କୁ ନିଜ ବସରେ କରିପାରିବେ ଏବଂ ଆପଣଙ୍କର ଧନ ସମ୍ପତ୍ତିର ଅଭାବ କେବେବି ଦେଖାଦେବ ନାହିଁ। ସୋମବାର ଦିନ ବେଲ ଗଛ ମୂଳରେ ଫୁଲ ଫଳ ଓ ପଣା କରି ପୂଜା କଲେ ଏବଂ ବେଲ ଗଛର ଏକ କାଠିକୁ ଲାଲ କପଡ଼ାରେ ବାନ୍ଧି ନିଜ ଶରୀରରେ ଧାରଣ କଲେ ଆମ ଶରୀର ଉପରେ କୌଣସି ପ୍ରକାର ନକାରାତ୍ମକ ଶକ୍ତିର ପ୍ରଭାବ ପଡି ନଥାଏ। ଏହା ସହିତ ଯଦି କୌଣସି ବ୍ୟକ୍ତି ଆମ ଉପରେ ଗୁଣି ଗାରେଡିର ପ୍ରୟୋଗ କରେ ତେବେ ତାର କୌଣସି ପ୍ରଭାବ ମଧ୍ୟ ଆମ ଉପରେ ପଡିନଥାଏ। ଘରର ଅନ୍ୟ କୌଣସି ଗଛର ଛାଇ ପଡିବା ଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ କିନ୍ତୁ ବେଲ ଗଛର ଛାଇ ଯଦି ଘର ଉପରେ ପଡେ ତେବେ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ। ଯଦି ବେଲ ଗଛ ଉତ୍ତର ପୂର୍ବ ଦିଗରେ ରହିଥାଏ ତେବେ ଘରେ ଧନ ବର୍ଷା ହୋଇଥାଏ। ବନ୍ଧୁଗଣ ଏହା ସହିତ ଆପଣଙ୍କ ଘରେ କେବେବି ଧନର ଅଭାବ ଦେଖାଦେଇ ନଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *