Excuse Me Odisha

ଯାହା କହିବୁ ସତ କହିବୁ

ବହୁତ ରାଗି ହୋଇଥାନ୍ତି ଏହି ୩ ନାମର ଝିଅ ମାନେ,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କାହା ନାମ ଦ୍ୱାରା ତାଙ୍କ ସ୍ଵଭାବ ବହୁତ ଭଲ ଭାବରେ ଜଣା ପଡିଥାଏ। ତେବେ କିଏ କେମିତିକା ହୋଇଥିବ ଏହା ତାଙ୍କ ସ୍ୱଭାବରୁ ଜଣା ପଡିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ରାଗି ସ୍ୱଭାବର ହୋଇଥାନ୍ତି ଆଉ ଏଇ ଝିଅଙ୍କୁ ସମସ୍ତେ ବହୁତ ଡରି ଥାନ୍ତି ମଧ୍ୟ। ତେବେ ମହିଳାଙ୍କ ରାଗରୁ କିଏ ଅବା ବଞ୍ଚି ପାରିଛି। ତେବେ ରାଗି ସ୍ୱଭାବର ମହିଳାଙ୍କୁ ସମସ୍ତେ ଡରି ଥାନ୍ତି। କାହିଁକିନା ଜୀବନରେ ମହିଳାଙ୍କୁ ସମସ୍ତେ ଡରନ୍ତି। ତେବେ କିଛି ନାମ ଦ୍ୱାରା ଆଜି ତାଙ୍କ ସ୍ୱଭାବ ବିଷୟରେ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ। ଶାସ୍ତ୍ର ଅନୁଯାୟୀ ଏହିଭଳି ଝିଅଙ୍କୁ ଠାରୁ ବଞ୍ଚିବା ଆବଶ୍ୟକ। ଆଉ ଏହି ଝିଅଙ୍କ ନାମ ଝିଅଙ୍କ ଠାରୁ ବଞ୍ଚି ରହିବାକୁ ଚେଷ୍ଟା ମଧ୍ୟ କରନ୍ତୁ। ଏହି ୩ ନାମର ଝିଅ ରାଗ ଏତେ ଅଧୁକ ହୋଇଥାଏ ଯେ ସମସ୍ତେ ତାଙ୍କୁ ସମ୍ଭାଳିବା ଅସମ୍ଭବ ହୋଇଥାଏ।ତେବେ ଆସନ୍ତୁ ଜାଣିବା ସେହି ୩ ଟି ନାମ ଥିବା ଝିଅଙ୍କ ବିଷୟରେ।

N ନାମର ଝିଅ:-

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କିଛି ଝିଅମାନେ ତାଙ୍କ ସ୍ୱଭାବରୁ ବହୁତ ରାଗି ଦେଖା ଦେଇଥାନ୍ତି। କିନ୍ତୁ ସେ କେବଳ ଭୁଲ କଥା ପାଇଁ ରାଗିଥାନ୍ତି।ତେବେ ଆଜି ଆମେ ଏହା କହିବାକୁ ଚାହୁଁଛୁ ଯେ N ନାମର ମହିଳାମାନେ ରାଗି ସ୍ୱଭାବର ହୋଇଥାନ୍ତି।କିନ୍ତୁ ସେମାନେ ମନରୁ ବହୁତ ସଫା ମଧ୍ୟ ହୋଇଥାନ୍ତି। ସେମାନେ କେବେବି କାହା ପ୍ରତି ଖରାପ ଭାବନା ନିଜ ମନ ଭିତରେ ରଖି ନଥାନ୍ତି।ଜୀବନରେ ଯେତେ ଦୁଃଖ ସମୟ ଆସିଲେ ମଧ୍ୟ ଏଇ ଝିଅମାନେ ସମ୍ଭାଳି ନେଇଥାନ୍ତି। କିନ୍ତୁ ଅନ୍ୟ ସମୟରେ ନିଜର ରାଗ ଦେଖାଇଥାନ୍ତି।

S ନାମର ଝିଅ:-

ଏହି ନାମର ଝିଅମାନେ ସବୁବେଳେ ନିଜ ମନ ଅନୁଯାୟୀ କାମ କରନ୍ତି। ଆଉ ତାଙ୍କ ମନ ଅନୁଯାୟୀ କାମ ନହେଲେ ତାଙ୍କୁ ରାଗ ଲାଗିଥାଏ। ତେବେ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ଏହି ନାମର ଝିଅ ନିଜ ମନକୁ ବୁଝାଇ ଥାନ୍ତି। କିନ୍ତୁ ଅନ୍ୟାୟ ହେଲେ ଏହି ନାମର ଝିଅ କେବେବି ନିଜ ମନ କଥା ଖୋଲିକି କାହାକୁ କହିପାରନ୍ତି ନାହିଁ। ଜାଣିଛନ୍ତି କି S ନାମର ଝିଅମାନେ ବହୁତ ସଂସ୍କାରି ମଧ୍ୟ ହୋଇଥାନ୍ତି। କିନ୍ତୁ ରାଗିଗଲେ ସେ କାହାରି ହୁଅନ୍ତି ନାହିଁ।

M ନାମର ଝିଅ:-

ଏହି ଝିଅମାନଙ୍କର ରାଗ ବହୁତ ଭୟଙ୍କର ହୋଇଥାଏ। ଏହିଭଳି ଝିଅଙ୍କୁ ଜିଏବି ବିବାହ କରିଥାଏ ତାକୁ ସମ୍ଭାଳି କାମ କରିବା ଉଚିତ। ଏହି ନାମର ଝିଅଙ୍କ ମନରେ କିଛି ନାଁ କିଛି ଚାଲିଥାଏ। ଯାହା ତାଙ୍କ ଦ୍ଵାରା ଜୀବନର ବହୁତ କଷ୍ଟ ସମୟ ଆସିଥାଏ ମଧ୍ୟ। ତେବେ ସନ୍ଦେହ ଥରେ ହେଲେ ଏହି ନାମର ଝିଅମାନେ କେବେ ସମ୍ଭାଳି ପାରନ୍ତି ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *