Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ହନୁମାନ ଏହି ୫ଟି ରାଶି ଉପରେ କରିବେ ଧନର ବର୍ଷା। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତିର ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ। ଅଧିକାଂଶ ଲୋକ ନିଜର ଅସୁବିଧା ଦୂର କରିବା ପାଇଁ ଜ୍ୟୋତିଷଙ୍କର ସାହାର୍ଯ୍ୟ ନେଇଥାନ୍ତି। ଆପଣଙ୍କୁ କହି ରଖୁଛୁ ଯେ ବ୍ୟକ୍ତି ତାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟକ ଘଟଣା ତାର କୁଣ୍ଡଳୀରେ ଲେଖା ହୋଇ ରହିଥାଏ। ଯାହାକି ଗ୍ରହ ମାନଙ୍କର ଦଶା ଉପରେ ନିର୍ଭର କରିଥାଏ। କିନ୍ତୁ କେବେ କେବେ ଲୋକ ମାନଙ୍କର ଭାଗ୍ୟ ଗ୍ରହ ମାନଙ୍କର ବଦଳିବା ଦ୍ୱାରା ଚମକି ଯାଇଥାଏ। କିଛି ଏମିତି ଭାବରେ ଦେଖିବାକୁ ମିଳୁଛି କାରଣ ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି ଠାରୁ ଗ୍ରହ ମାନଙ୍କର ସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଅଛି। ଏହି ପରିବର୍ତ୍ତନ ଯୋଗୁ ଗ୍ରହରେ ମହା ସଂଯୋଗ ଘଟିବାକୁ ଯାଉଛି। ଯାହା ଦ୍ୱାରା ଏହି ୫ ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଏହି ରାଶି ମାନଙ୍କୁ ପ୍ରଭୁ ହନୁମାନଙ୍କର କୃପା ପ୍ରାପ୍ତି ହେବ। ଏହି ମହା ସଂଯୋଗରୁ କଣ ଲାଭ ମିଳିବ ଏହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ। କହି ଦେଉଛୁ ଯେ ଏହି ରାଶି ମାନଙ୍କ ଜୀବନରେ ଭଲ ପରିସ୍ଥିତି ଦେଖିବାକୁ ମିଳିବ। ଆପଣଙ୍କୁ ଆପଣଙ୍କର ପୂର୍ବରୁ କରାଯାଇଥିବା କାର୍ଯ୍ୟର ଭାରି ଲାଭ ଏବେ ଆପଣଙ୍କୁ ମିଳିବାକୁ ଯାଉଛି। ଘର ପରିବାରର ମାହଲ ଆପଣଙ୍କର ଖୁସିପୁର୍ଣ ହୋଇ ଉଠିବ। ଆପଣ ଆପଣଙ୍କର ନିର୍ଦ୍ଧାରିତ କାର୍ଯ୍ୟ ପୂରଣ କରିପାରିବେ। ଧନ କମାଇବାର ଯୋଜନା ଗୁଡିକ ଆପଣଙ୍କୁ ସଫଳତା ଆଣିଦେବ। ଆପଣ ଆପଣଙ୍କ ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ ସ୍ଥଳରେ ସହକର୍ମୀ ମାନଙ୍କର ଆପଣଙ୍କର ପ୍ରତି ପୂର୍ଣ୍ଣ ସହଯୋଗ ଦେଖିବକୁ ମିଳିବ। ଆପଣ ଆପଣଙ୍କର କାମ କାର୍ଯ୍ୟ ସଠିକ ଭାବରେ କରିପାରିବେ। ଯେତେସବୁ ଆପଣଙ୍କର କାମରେ ବାଧା ରହିଛି ତାହା ସବୁ ଦୂର କରିପାରିବେ। ବିଶେଷ ଭାବରେ ଯେଉଁ ଲୋକମାନେ ଚାକିରୀ କରୁଛନ୍ତି ସେମାନଙ୍କୁ ଅଧିକାରୀ ଲୋକଙ୍କର ସମ୍ପୂର୍ଣ ସହଯୋଗ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ଯାହାବି ସମସ୍ୟା ରହିଛି ଅନେକ ଦିନରୁ ଚାଲିଆସୁଛି ତାର ସମାଧାନ ଏବେ ଅତି ସହଜରେ ହୋଇଯିବ। ଆପଣଙ୍କର ଦ୍ୱାରା ନିଆଯାଇଥିବା ନିଷ୍ପତି ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ପ୍ରଭୁ ବଜରଙ୍ଗୀ ବାଲିଙ୍କ କୃପାରୁ କାମ କାର୍ଯ୍ୟରେ ଭଲ ପରିଣାମ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା କଣ ସେହି ଭାଗ୍ୟଶାଳୀ ରାଶି ଗୁଡିକ। ଯେଉଁମାନଙ୍କ ବିଷୟରେ ଆମେ ଏହିଠାରେ ଆଲୋଚନା କରୁଛେ।

ବୃଷ ରାଶି:-

ଏହି ରାଶିର ଲୋକମାନଙ୍କୁ କମ ସମୟରେ ଅଧିକ ଲାଭ ହେବାକୁ ଯାଉଅଛି। କାନୁନି ମାମଲାରେ ଫସିଥିବା ଲୋକମାନଙ୍କୁ ସଫଳତା ମିଳିବ। ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଖୁସିପୁର୍ଣ ରହିବ। କେବେବି ଆପଣଙ୍କର ପାଖରେ ଧନର ଅଭାବ ଦେଖାଦେବ ନାହିଁ। ଏବଂ ଭଗବାନ ବଜରଙ୍ଗୀ ବାଲିଙ୍କର କୃପା ଆପଣଙ୍କର ଉପରେ ଲାଗିରହିବ।

ସିଂହ ରାଶି:-

ଏହି ରାଶିର ଲୋକମାନଙ୍କର ଉପରେ ଏହି ମହାସଂଯୋଗ ଫଳରେ ଧନର ବର୍ଷା ହୋଇପାରେ। କିନ୍ତୁ ଆପଣଙ୍କୁ ବି ସାବଧାନ ରହିବାକୁ ପଡିବ ଯେ ଆଗାମୀ ଦିନରେ ଆପଣଙ୍କର ଦ୍ୱାରା କୌଣସି ଏପରି ଭୁଲ ନହୁଏ ଯାହା ଫଳରେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ନଯାନ୍ତି। ଏହା କଲେ ଆପଣ ନିଜଠୁ ମଧ୍ୟ ସଙ୍କଟରେ ପକାଇପାରନ୍ତି।

କର୍କଟ ରାଶି:-

ଏହି ରାଶିର ଲୋକମାନଙ୍କର ଉପରେ ପ୍ରଭୁ ହନୁମାନଙ୍କର ବିଶେଷ କୃପା ବର୍ଷା ହେବ।ଯାହା ଫଳରେ ଗୋଟେ ପଟେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଏବଂ ଦ୍ୱିତୀୟ ପଟେ ଆପଣଙ୍କର ଘରେ କୌଣସି ନୂଆ ବାହନ ମଧ୍ୟ ଆସିପାରେ।ସବୁ ଜିନିଷରେ ପଇସା ଖର୍ଚ୍ଚ କରିବା ଠାରୁ ଆପଣ ଦୁରେଇ ରୁହନ୍ତୁ। ଏହା କଲେ କୁବେର ମହାରାଜ ଆପଣଙ୍କ ଠାରୁ ନିଜର କୃପାଦୃଷ୍ଟି ମଧ୍ୟ ଦୂରେଇ ପାରନ୍ତି।

ମକର ରାଶି:-

ଏହି ରାଶିର ଲୋକମାନଙ୍କର ସବୁ ଅସୁବିଧା ବହୁତ ଜଲଦି ସମାପ୍ତ ହେବାକୁ ଯାଉଛି। ଚାକିରୀ ଖୋଜୁଥିବା ଲୋକମାନଙ୍କୁ ମଧ୍ୟ ବହୁତ ଜଲଦି ଚାକିରୀ ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆଜି ଯାଏଁ ଚାଲୁଆସୁଥିବା ଆର୍ଥିକ ଅସୁବିଧା ମଧ୍ୟ ବହୁତ ଜଲଦି ସମାପ୍ତ ହେବ। କୌଣସି କାର୍ଯ୍ୟକୁ ତର ତର ହୋଇ କଲେ ଆପଣ ଅସୁବିଧାରେ ପଡ଼ି ପାରନ୍ତି।

କୁମ୍ଭ ରାଶି:-

ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଲମ୍ବା ସମୟରେ କରିଥିବା ପରିଶ୍ରମ ଏବେ ସୁଫଳ ପ୍ରଦାନ କରିବ। ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ଜଲଦି ସଫଳତା ମିଳିବ। ଯେତେ ଅଧିକ ଆପଣ ପରିଶ୍ରମ କରିବେ ତା ଠାରୁ ଅଧିକ ଧନ ଆପଣଙ୍କୁ ପ୍ରାପ୍ତ ହେବ।ମା ଲକ୍ଷ୍ମୀ ଏବଂ ଭଗବାନ ହନୁମାନଙ୍କର କୃପା ଆଗାମୀ ସମୟରେ ଆପଣଙ୍କର ଉପରେ ବନିରହିବ। ନିଜର ଖୁସି ପାଇଁ ଅନ୍ୟଙ୍କୁ ଦୁଃଖ ଦେବାଠାରୁ ଆପଣ ଦୁରେଇ ରୁହନ୍ତୁ। ଏଭଳି କରିବା ମାନେ ମା ଲକ୍ଷ୍ମୀଙ୍କୁ ନିଜ ଠାରୁ ଦୁରେଇ ଦେବା ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ବଜରଙ୍ଗବଳି ” ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *