Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ପିଅନ୍ତୁ ରସୁଣ କ୍ଷୀର ପିଲାଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହେବ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ବହୁତ ବଡ଼ ଘୋରେଇ ଉପଚାର ନେଇ ଆସିଛୁ ଏହା ଅନେକ ରୋଗର ଏକ ରାମବାଣ ଔଷଧ ଭାବେ କାମ କରେ। ଆପଣ ନିଜ ଘରେ ବହୁତ ସହଜରେ ବନେଇ ପାରିବେ।ଏହା ଭାଇରାଲ ଏବଂ ବେକ୍ଟେରିୟା ସଂକ୍ରମଣ ସହ ଲଢ଼ିବାରେ ଏକ ବହୁତ ଭଲ ଆଣ୍ଟିବ୍ୟଟିକ ଭାବେ କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଚମତ୍କାରୀ ଆୟୁର୍ବେଦିକ ଡ୍ରିଙ୍କକୁ ଆପଣ କେମିତି ବନେଇବେ ଏବଂ ଏହାର ସେବନ କେମିତି କରିବେ। ତା ସହିତ ଜାଣିବା ଏହା କେଉଁ କେଉଁ ରୋଗ ପାଇଁ ଲାଭଦାୟକ ଅଟେ।

କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଏହା ସମସ୍ତେ ଜାଣିଛନ୍ତି। ଯଦି ଏହି କ୍ଷୀର ସହ ଆଉ କିଛି ରାମବାଣ ମିଶାଇ ଦିଆଯାଏ ତେବେ ଏହି କ୍ଷୀର ରାମବାଣ ଔଷଧ ଭାବେ କାମ କରିଥାଏ। କ୍ଷୀର ପିଇବା ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ। ସାଥିରେ ଏହା ଆମ ହାଡ଼କୁ ମଧ୍ୟ ଶକ୍ତିଶାଳୀ କରିଥାଏ। କିନ୍ତୁ ଯଦି ଆପଣ କ୍ଷୀରରେ ରସୁଣ ମିଶେଇ ସେବନ କରିବେ ତେବେ ଏହାର ଫାଇଦା ଆହୁରି ଦ୍ୱିଗୁଣିତ ହୋଇଯାଏ। ଅନେକ ଲୋକ କ୍ଷୀର ପିଇବାକୁ ପସନ୍ଦ କରି ନଥାନ୍ତି। ପୋଷ୍ଟ ଶେଷରେ ଆମେ ଆପଣ ମାନଙ୍କୁ ଜଣେଇବୁ ସେମାନେ କେମିତି କ୍ଷୀର ପିଇବେ।

ଏବେ ଆସନ୍ତୁ ଜାଣିବା ଏହାକୁ କେମିତି ବନେଇବେ।

ପ୍ରଥମେ ଏକ ଗ୍ଲାସ କ୍ଷୀର ଆପଣ ଏକ ପେନକୁ ନିଅନ୍ତୁ।ଯେଉଁଥିରେ ଆଦୌ ପାଣି ମିଶି ନଥିବ। ଏବେ ସେଥିରେ ୩ ଟି ରସୁଣ ପାଖୁଡା ଛେଞ୍ଚିକି ପକାନ୍ତୁ। ରସୁଣରି ଚୋପା କାଢି ଦିଅନ୍ତୁ। ଏବେ ଆପଣ ସେଥିରେ ଅଧା ଚାମଚ ଚିନି ବା ମିଶ୍ରି ଗୁଣ୍ଡ ମିଶାନ୍ତୁ। ଆମେ ଆପଣଙ୍କୁ ଏହା କହିବୁ ଯେ ଆପଣ ଏଥିରେ ମିଶ୍ରି ଗୁଣ୍ଡର ପ୍ରୟୋଗ କରନ୍ତୁ। ଡାଇବେଟିସ ରୋଗୀ ଏଥିରେ ଚିନି କିମ୍ବା ମିଶ୍ରି ଗୁଣ୍ଡ ମିଶାନ୍ତୁ ନାହିଁ। ସେମାନେ କେବଳ ରସୁଣ ଏବଂ କ୍ଷୀରକୁ ଫୁଟେଇ ସେବନ କରିବାକୁ ହେବ। ଏବେ ଆପଣ ସେହି କ୍ଷୀରକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି କ୍ଷୀର ଫୁଟି ଫୁଟି ଅଧା ଗ୍ଲାସ ନହୋଇଯିବ।

ଏବେ ଆସନ୍ତୁ ଜାଣିବା କ୍ଷୀରରେ ରସୁଣ ମିଶେଇ ପିଇବା ଦ୍ୱାରା ଆମ ଶରୀରକୁ କେଉଁ ପ୍ରକାରର ଫାଇଦା ଦେଇଥାଏ।ପ୍ରଥମତଃ ଏହି କ୍ଷୀରରେ ଏମିତି ପ୍ରକାରର ଗୁଣ ମିଳିଥାଏ ଯାହା ଆପଣଙ୍କ ଶରୀରର କୌଣସି ପ୍ରକାରର କଷ୍ଟକୁ ଦୂର କରିଥାଏ। ଯଏଣ୍ଟ ପେନ ଭଳି ସମସ୍ୟା ପ୍ରାୟତଃ ଆଜିକାଲି ସମସ୍ତଙ୍କୁ ଭୋଗିବାକୁ ପଡୁଛି। ଅଧିକାଂଶ ଲୋକଙ୍କର ଗୋଡ଼ଠୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ପିନ୍ଧିଥାଏ। କମରଠୁ ନେଇ ପାଦ ପର୍ଯ୍ୟନ୍ତ ଶିରରେ ଯନ୍ତ୍ରଣା ହୋଇଥାଏ। ସେଥିପାଇଁ ଏହି ରସୁଣ ବାଲା କ୍ଷୀର ବହୁତ ଅଧୁକ ଲାଭଦାୟକ ଅଟେ। ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ଥିଲେ ଆପଣ ଏହାର ନିହାତି ସେବନ କରନ୍ତୁ।

ଦ୍ୱିତୀୟରେ। ଆସନା ଭଳି ରୋଗୀ ମାନଙ୍କ ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ। ୩୦ ମିଲି ଲିଟର କ୍ଷୀରରେ ୫ ପାଖୁଡା ରସୁଣ ପକେଇ ଫୁଟାନ୍ତୁ ଏବଂ ଏହି ମିଶ୍ରଣକୁ ପ୍ରତ୍ୟକ ଦିନ ସେବନ କରିବା ଦ୍ୱାରା ଅସମାର ପ୍ରାରମ୍ଭକ ଅବସ୍ଥାରୁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଅଦାର ଗରମ ଚା ରେ ରସୁଣର ଦୁଇ ପାଖୁଡା ପକେଇ ସେବନ କରିବା ଦ୍ୱାରା ମଧ୍ୟ ଆସମା ନିୟନ୍ତ୍ରଣରେ ରହିଥାଏ।

ତୃତୀୟରେ।ଗାର୍ଲଲିକ ମିଲକରେ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ମିଳିଥାଏ। ଭିଟାମିନ-A , ମିନାରାଲ, ପ୍ରୋଟିନ ଏଞ୍ଜାକ୍ସ ଆଦି ମିଳିଥାଏ ଏଥିରୁ। ଏହା ବେକ୍ଟରିୟାଲ ସହିତ ଲଢ଼ିବାରେ ସାହାର୍ଯ୍ୟ କରିଥାଏ। ଏମିତିରେ ଶରୀରର ଆଭ୍ୟନ୍ତରୀଣ ବା ବାହ୍ୟ କୌଣସି ପ୍ରକାରର କଷ୍ଟରୁ ଏହା ଆରାମ ପ୍ରଦାନ କରିଥାଏ।ସେଥିପାଇଁ ଆପଣଙ୍କୁ ଯଦି କୌଣସି ପ୍ରକାରର କଷ୍ଟ ରହୁଅଛି ତେବେ ଆପଣ ଏହି କ୍ଷୀରର ସେବନ କରନ୍ତୁ ଏବଂ ସର୍ବଦା ଖୁସିରେ ରୁହନ୍ତୁ।

ଚତୁର୍ଥରେ। ଏଥିରେ ପ୍ରୋଟିନ ଭିଟାମିନ ଖଣିଜ ଲବଣ ଫସଫରସ ଆଇରନ ଏବଂ ଭିଟାମିନ-A,ଭିଟାମିନ-B
ଭିଟାମିନ-C ମିଳିଥାଏ। ରସୁଣ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବା ଏମୁନିଟି ପାୱାରକୁ ବଢ଼େଇଥାଏ। ରସୁଣ ଡାଇବେଟିସ ରୋଗୀମାନଙ୍କ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ଅଟେ। ଏହା ସୁଗାରର ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅଧିକ ଲାଭଦାୟକ।

ପଞ୍ଚମରେ। ରସୁଣବାଲା କ୍ଷୀର ଏକ ପ୍ରାକୃତିକ ପେୟ ଅଟେ।ଏଥିରୁ ଆପଣଙ୍କ ଶରୀରକୁ କୌଣସି ପ୍ରକାରର ସାଇଟିଇଫେକ୍ଟ ପହଞ୍ଚି ନଥାଏ।ସାଥିରେ ଏହା ଭାଇରିୟାଲ ଏବଂ ବେକ୍ଟେରିୟାଲ ସଂକ୍ରମଣ ସହ ଲଢ଼ିବାରେ ଏହା ବହୁତ ଆଣ୍ଟିବେଟିକ ଭାବେ କାମ କରିଥାଏ। ଏହି ଡ୍ରିଙ୍କ ଶିର ବା ନପେନରୁ ମଧ୍ୟ ଆରାମ ପହଞ୍ଚାଇଥାଏ। କାରଣ ଏଥିରୁ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିଇମ୍ପ୍ଲାମେଟରି ଗୁଣ ମିଳିଥାଏ।

ଷଷ୍ଠରେ। ରସୁଣର ଦୁଇ ପାଖୁଡାକୁ ଛେଞ୍ଚି ଏକ ଗ୍ଲାସ କ୍ଷୀରରେ ଫୁଟାଇ ଥଣ୍ଡା କରି ସକାଳେ କିଛି ଦିନ ପିଇବେ ଯଦି ହାଟଡିଜିଟ ବା ହୃଦୟ ସମ୍ବଦ୍ଧିତ ଅନେକ ରୋଗରୁ ଆରାମ ମିଳିଥାଏ

ସପ୍ତମରେ। ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ହେଉଥିବା ପ୍ରାଇମେରି କମ୍ପ୍ଲେକ୍ସରେ ଏହା ବହୁତ ଫାଇଦା ପଞ୍ଚାଇଥାଏ। ରସୁଣକୁ କ୍ଷୀରରେ ଫୁଟେଇ ସେବନ କରିବା ଦ୍ୱାରା ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ୟୁମୁନିଟି ଶକ୍ତି ବଢିଥାଏ।

ଅଷ୍ଟମରେ। ଥଣ୍ଡା କାଶ ହେଉଥିବା ଦ୍ୱାରା କ୍ଷୀରରେ ରସୁଣ ମିଶେଇ ପିଅନ୍ତୁ। ଏହା ଦ୍ୱାରା କଫ ଭଳି ସମସ୍ୟା ଦୂର ହୋଇଯାଏ।

ନବମରେ। ରସୁଣ ବାଲା କ୍ଷୀର ବ୍ରଣ ବା ପିମ୍ପ୍ଲସ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ। ପ୍ରତିଦିନ ଏକ ଗ୍ଲାସ ରସୁଣ ବାଲା କ୍ଷୀରର ସେବନ କରିବା ଦ୍ୱାରା ବ୍ରଣ ହେବାର ସମ୍ଭାବନା ମଧ୍ୟ କମ ହୋଇଯାଏ।

ଦଶମରେ। ରସୁଣ ବାଲା କ୍ଷୀରର ସେବନ ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ଶକ୍ତିଶାଳୀ ହୁଏ। ରସୁଣରୁ ମିଳିଥିବା ତତ୍ୱ ପେଟର ସମସ୍ତ ପ୍ରକାର ସମସ୍ୟାକୁ ଠିକ ରଖିବାରେ ସାହାର୍ଯ୍ୟ କରିଥାଏ।

ଏଗାରରେ। ନିମୋନିଆରୁ ଆରାମ ପାଇବା ପାଇଁ ରସୁଣବାଲା କ୍ଷୀରର ସେବନ କରିବା ଆବଶ୍ୟକ। ରସୁଣ ବାଲା କ୍ଷୀର ପିଇବା ବହୁତ ଅଧିକ ଲାଭଦାୟକ ଅଟେ। ପିଲା ଜନ୍ମ ହୋଇସାରିବା ପରେ ମାଙ୍କୁ ଯଦି ରସୁଣ ବାଲା କ୍ଷୀରର ସେବନ କରାଯାଏ ତେବେ ସ୍ତନ୍ୟପାନର କଷ୍ଟ ହୋଇନଥାଏ ଏବଂ କ୍ଷୀର ବହୁତ ଭଲ ନିର୍ମାଣ ହୋଇଥାଏ।

ଏହି କ୍ଷୀର ଫୁଟି ସାରିବା ପରେ ଏକ ପାତ୍ରକୁ ଛାଣି ନିଅନ୍ତୁ।ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ। କ୍ଷୀରକୁ ସମ୍ପୂର୍ଣ ଥଣ୍ଡା କରି ବା ହାଲକା ଉଷୁମ ରଖି ଆପଣ ଏହାର ସେବନ କରିପାରିବେ।

ଯେଉଁମାନଙ୍କୁ କ୍ଷୀରର ସେବନ କରିବାକୁ ଭଲ ଲାଗିନଥାଏ ସେମାନେ ରସୁଣର ୩ ଟି ପାଖୁଡା କ୍ଷୀରର ସର ସହ ବାଟନ୍ତୁ ଏବଂ ସେଥିରେ ଅଧା ଚାମଚ ଚିନି ମିଶେଇ ସକାଳୁ ଖାଲି ପେଟରେ ସେବନ କରନ୍ତୁ। ତାପରେ ଆପଣ ଚାହିଁଲେ ଅଧା ଗ୍ଲାସ ପାଣି ପିଇ ପାରିବେ। ଏହି ପ୍ରକାରରେ ଆପଣ କ୍ଷୀର ଏବଂ ରସୁଣର ସେବନ କରନ୍ତୁ। ଦେଖିବେ ଆପଣ ଅନେକ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *