Excuse Me Odisha

ଯାହା କହିବୁ ସତ କହିବୁ

ଯଦି ମନରେ ସବୁବେଳେ ଖରାପ ଚିନ୍ତାଧାରା ଆସୁଛି ତାହେଲେ ବୁଦ୍ଧଙ୍କ ଠାରୁ ଜାଣନ୍ତୁ ,ଏହି ଉପାୟ କରନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କ ମନରେ ସବୁ ସମୟରେ ଅ-ଶ୍ଳୀ-ଳତାର ବି-ଚାର ଭରି ରହୁଥାଏ କିମ୍ବା ଆପଣଙ୍କ ମନ ସବୁବେଳେ ଏମିତି ଭାବୁଥାଏ ଯାହା ଆପଣଙ୍କୁ ଭାବିବା ଉଚିତ ନୁହେଁ। ତାହେଲେ ବୁଦ୍ଧଙ୍କଠୁ ବୁଝନ୍ତୁ। କେମିତି ଏହି ସମସ୍ୟାକୁ ଅନ୍ତ କରିପାରିବେ। ଥରେ ବୁଦ୍ଧ ଗୋଟିଏ ପ୍ରବଚନ ସଭାରେ ପ୍ରବଚନ ଦେଉଥିଲେ। ବୁଦ୍ଧଙ୍କ ପାଖରେ ବହୁତ ଶିଷ୍ୟ ବସିଥିଲେ। ସେହି ଶିଷ୍ୟ ମାନଙ୍କ ମଧ୍ୟରେ କିଛି ଏମିତି ଶିଷ୍ୟ ଥିଲେ ଯିଏକି କିଛି ସମୟ ପୂର୍ବରୁ ଶିଷ୍ୟ ହୋଇଥିଲେ। ଯାହା କାରଣରୁ ସେମାନଙ୍କ ମନ ବହୁତ ଶକ୍ତିଶାଳୀ ଥିଲା। ସେମାନେ କୌଣସି ଲୋଭ ପାଇଁ ଶିଷ୍ୟ ତ ହୋଇଯାଇଥିଲେ କିନ୍ତୁ ସେମାନଙ୍କ ମନ ଏବେ ମଧ୍ୟ ସେମାନଙ୍କୁ ଆଉ କେଉଁ ଜିନିଷ ଆଡ଼କୁ ରାସ୍ତା ଦେଖାଉଥିଲା। ମନୁଷ୍ୟ ମାନଙ୍କ ମନ ଏମିତି ଭୁଲ କରିଥାଏ ସେ ସବୁବେଳେ ସେହି ଜିନିଷରେ ଆନନ୍ଦ ଦେଖିଥାଏ। ଯାହା ତା ପାଖରେ ନଥାଏ। ସେହି ଶିଷ୍ୟ ବୁଦ୍ଧଙ୍କ ପାଖରେ ବସିଥିଲେ ଏବଂ ବସି ନଥିଲେ ମଧ୍ୟ। କାହିଁକିନା ସେ ନିଜ ମନରେ ହଜି ଯାଇଥିଲେ। ଯେଉଁ ଆଡେ ଯେଉଁ ଆଡେ ମନ ଯାଉଥିଲା ସେ ଆଡକୁ ସେ ଆଡ଼କୁ ସେ ଯାଉଥିଲେ। ଏଠାରେ ଗୋଟିଏ କଥା ବୁଝିବା କି ମନ ଏତେ ଶକ୍ତିଶାଳୀ ହୋଇପାରେ ଯେ ବୁଦ୍ଧ ଭଳି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଣଦେଖା କରିଥାଏ। କିନ୍ତୁ ବୁଦ୍ଧଙ୍କ ଉପସ୍ଥିତି ମଧ୍ୟ ଏତେ ଦୁର୍ବଳ ନଥିଲା। ସେ ସେହି ଶିଷ୍ୟଙ୍କ ମନରେ ଆ-ଘାତ ଦେଇପାରିବେ। ମଣିଷ ଯେତେ କୋଠର ହୋଇଥାଉନା କାହିଁକି ମଣିଷ ଯେତେ ନିଜର ବିଶ୍ୱାସ ଉପରେ ନିଶ୍ଚିତ ହେଉନା କାହିଁକି ଯଦି ଗୋଟିଏ ଥର ବୁଦ୍ଧଙ୍କ ସ୍ୱର କାହାର କାନରେ ପଡିଗଲା ତାହେଲେ ତାର ରୂପାନ୍ତରିତ ନିଶ୍ଚିତ ହୋଇଥାଏ। ଗୌତମ ବୁଦ୍ଧଙ୍କ ଜୀବନ କାଳରେ ଏମିତି ବହୁତ ସାରା ଲୋକ ରହିଛନ୍ତି ଯେଉଁମାନେ ଆରମ୍ଭରୁ ତ ବୁଦ୍ଧଙ୍କୁ ଘୃଣା କରିବାକୁ ଲାଗୁଥିଲେ କିନ୍ତୁ ଶେଷରେ ବୁଦ୍ଧଙ୍କୁ ମାନିବା ବାଲା ସେମାନଙ୍କଠୁ କିଏ ନଥିଲା। ସେହି ଶିଷ୍ୟଙ୍କ ମନ ଚେଷ୍ଟା ତ କରୁଥିଲେ କି ସେମାନଙ୍କ ବୁଦ୍ଧଙ୍କ ଉପସ୍ଥିତିରେ ବଞ୍ଚିତ ହୋଇପାରିବେ। କିନ୍ତୁ ବୁଦ୍ଧଙ୍କ ଉପସ୍ଥିତି ଏମିତି ହେବା ପାଇଁ ଦେଉନଥିଲା। ବୁଦ୍ଧ କହୁ କହୁ ହଠାତ ଚୁପ ହୋଇଯାଉଥିଲେ। ସେଠାରେ ବସିଥିବା ସବୁ ଶିଷ୍ୟମାନଙ୍କ ମନରେ ଏହା ପ୍ରଶ୍ନ ଉଠୁଥିଲା କି ବୁଦ୍ଧ କହୁ କହୁ ହଠାତ କାହିଁକି ଚୁପ ହୋଇଗଲେ। ସବୁ ଲୋକଙ୍କ ମନ ସମସ୍ତ ଜାଗାରୁ ବାହାରି ଏହି ପ୍ରଶ୍ନରେ କେନ୍ଦ୍ରିତ ହୋଇଯାଉଥିଲା। ବୁଦ୍ଧ ହସୁଥିଲେ ଏବଂ କହୁଥିଲେ ମୋର ପ୍ରିୟ ଶିଷ୍ୟ ଏହି ଜୀବନ ବହୁତ ମୂଲ୍ୟବାନ। ଏହାର ଅର୍ଥ ସେତେବେଳେ ବୁଝିପାରନ୍ତି ଯେତେବେଳେ ଆମ ପାଖରେ ଏହା ବହୁତ କମ ଅଛି। ଏଥିପାଇଁ ତୁମ ଭିତରେ ଯାହା ପ୍ରଶ୍ନ ଅଛି ଯେତେ ଯେତେ ପ୍ରଶ୍ନ ଅଛି ତାହା ଏବେ ମତେ ପଚାରିଦିଅ। କିଏ ଜାଣିଛି କାଲିକୁ ପଚାରିବା ସମ୍ଭବ ହେବ କି ନହେବ। ବୁଦ୍ଧଙ୍କ କଥା ଶୁଣି ଯେଉଁ ନୂଆ ଶିଷ୍ୟ ଥିଲେ ଯେଉଁମାନେକି କିଛି ଦିନ ପୂର୍ବରୁ ଶିଷ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଶିଷ୍ୟ ଛିଡ଼ା ହେଲେ ଏବଂ ବୁଦ୍ଧଙ୍କ ପାଖକୁ ଯାଇ ବୁଦ୍ଧଙ୍କୁ କହିଲେ ବୁଦ୍ଧ ମୁଁ ବୁଝି ପାରୁନି କି ମୁଁ ଆପଣଙ୍କୁ ଏହି ପ୍ରଶ୍ନ କେମିତି ପଚାରିବି କିନ୍ତୁ ଯେହେତୁ କାଲିକୁ କିଛି ଭରସା ନାହିଁ ତେଣୁ କରି ଆଜି ହିଁ ମତେ ଏହି ପ୍ରଶ୍ନ ପଚାରିବାକୁ ହେବ। କିନ୍ତୁ କଣ ଆପଣ ମୋର ଏହି ପ୍ରଶ୍ନର ଉତ୍ତର ଦେବେ। ବୁଦ୍ଧ କହୁଛନ୍ତି ତୁମର ଯାହାବି ପ୍ରଶ୍ନ ଅଛି ଯେମିତିବି ପ୍ରଶ୍ନ ଅଛି ତାହା ତୁମେ ପଚାରି ପାରିବ। ସେହି ଶିଷ୍ୟ ପଚାରୁଛି ବୁଦ୍ଧ ମୁଁ ଭାବିଥିଲି କିମୁଁ ଶିଷ୍ୟ ହେବା ପରେ ମୋ ମନର ସମସ୍ତ ଖରାପ ଭାବନା ଦୂର ହୋଇଯିବ। କିନ୍ତୁ ଏମିତି ହେଲାନାହିଁ। ମୋ ମନରେ ଏବେ ମଧ୍ୟ ଖରାପ ଭାବନା ଆସୁଛି। ମୋ ମନ ଏବେ ମଧ୍ୟ ଅଶୀଳତା ଆଡ଼କୁ ରାସ୍ତା ଦେଖାଉଛି ମୁଁ କଣ କରିବି? ବୁଦ୍ଧ ଉତ୍ତର ଦେଲେ ଯଦି ତୁମ ମନ ଏବେ ମଧ୍ୟ ଅଶୀଳତା ଆଡ଼କୁ ରାସ୍ତା ଦେଖାଉଛି ଏବଂ ତୁମକୁ ଲାଗୁଛି ତୁମ ପାଇଁ ତାହା ଠିକ ତାହେଲେ ତୁମେ ଫେରିଯାଇପାର। ମୁଁ ତୁମକୁ ମନା କରିବି ନାହିଁ। କାହିଁକିନା ମୋର ଉଦେଶ୍ୟ ତୁମକୁ ବାନ୍ଧିବାରେ ନୁହେଁ ତୁମକୁ ମୁକ୍ତି କରିବା। କୌଣସି ବ୍ୟକ୍ତି ଶିଷ୍ୟ ଏଥିପାଇଁ ହୋଇଥାଏ କାହିଁକିନା ସେସବୁ ଜିନିଷର ନିର୍ଥକତାକୁ ଦେଖିଥାଏ। ସେ ଦେଖିଥାଏ କାମନା, ବାସନା, ଲୋଭ, ଅହଂକାର,ଏହା ଏମିତି କୂଅ ଯାହା କେବେବି ଭରି ପାରିବା ନାହିଁ। ସେ ଚାରିପଟେ ଦେଖିଥାଏ ସମସ୍ତ ବ୍ୟକ୍ତି ସେହି କୂଅକୁ ଭରିବାରେ ଲାଗିଛନ୍ତି କିନ୍ତୁ କିଏ ମଧ୍ୟ ଏହି କୂଅକୁ ଭରି ପାରେ ନାହିଁ। କୌଣସି ବ୍ୟକ୍ତିକୁ ଲାଗିଥାଏ କୌଣସି ଜିନିଷ ଏହି ଜୀବନକୁ ପୁରା କରିପାରିବ ନାହିଁ। ସେତେବେଳେ ସେ ସବୁକିଛି ତ୍ୟାଗ କରିବାକୁ ଚାହିଁଥାଏ। ସେ ସେତେବେଳେ ସେହି ଶିଷ୍ୟ ହେବା ପାଇଁ ଚାହିଁଥାଏ। ସେହି ଶିଷ୍ୟ ବୁଦ୍ଧଙ୍କୁ ପଚାରୁଛନ୍ତି କିନ୍ତୁ ବୁଦ୍ଧ ଅଶ୍ଳୀ-ଳତା ବିଚାର ଆମ ମନରେ ଆସିଥାଏ କାହିଁକି। ବୁଦ୍ଧ ଉତ୍ତର ଦେଲେ ଖରାପ ବିଚାର ସେହି ବିଜର ଫଳ। ଯାହା ଆମେ ଅଜାଣତରେ କିମ୍ବା ଜାଣି ବୁଣି ଆସୁଛନ୍ତି। ବୁଦ୍ଧଙ୍କ କହିବା କଥାକୁ କେହି ଚାଟରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ସବୁଠୁ ଆଗରେ ଆମେ ଖବର ରଖୁଥାଉ। ଓ ଖବରରୁ ହୋଇଥାଏ ବିଶ୍ୱାସ। ବିଶ୍ୱାସରୁ ହୋଇଥାଏ ବିଚାର ଏବଂ ବିଚାରରୁ ହୋଇଥାଏ ଖରାପ ବ୍ୟବହାର। ବିଚାର ଏମିତି ହିଁ ଜନ୍ମ ହୋଇଥାଏ। ବିଶ୍ୱାସ ଯେମିତି ଖବରକୁ ଆମେ ସତ ଭାବିଥାନ୍ତି। ତାହା ଆମର ବିଶ୍ୱାସ ହୋଇଯାଇଥାଏ।ବିଚାର। ବିଶ୍ୱାସ ଦ୍ୱାରା ହିଁ ବିଚାର ଜନ୍ମ ହୋଇଥାଏ। ବ୍ୟବହାର। ଯେମିତି ଆମର ବିଚାର ହୋଇଥାଏ। ସେମିତି ହିଁ ଆମର ବ୍ୟବହାର ହୋଇଥାଏ। ସେହି ଶିଷ୍ୟ ବୁଦ୍ଧଙ୍କୁ ପଚାରୁଛନ୍ତି ଏବେ ଆମକୁ କଣ କରିବାକୁ ହେବ। ତ ବୁଦ୍ଧ କହୁଛନ୍ତି ସବୁଠୁ ଆଗରେ ସେହି ବିଜକୁ ବୁଣିବା ବନ୍ଦ କରିଦିଅ। ଯାହା ଫଳ ଦେଇଥାଏ। ସେହି ଶିଷ୍ୟ କହୁଛନ୍ତି କିନ୍ତୁ ତାହା କେମିତି ? ବୁଦ୍ଧ କହୁଛନ୍ତି ସବୁ କାମକୁ ହସର ସହିତ କର। ପ୍ରଥମେ ସବୁ କାମ ବେହସରେ କରୁଥିଲେ ଏବେ ପୁରା ହସର ସହିତ କର। ଏଠାରେ ଗୋଟିଏ କଥା ବୁଝିବା ଜରୁରୀ କି ହସର ଅର୍ଥ ଏହା ନୁହେଁ ଯେ ଆପଣ ସମସ୍ତ କାମକୁ ଅଜବ ପ୍ରକାରରେ କରିବେ। ହସର ଅର୍ଥ ଏହାକି ଆପଣଙ୍କୁ ଜାଣିବାର ଅଛି।ଆପଣ ଏହି କାମକୁ କଣ ପାଇଁ କରୁଛନ୍ତି ଏବଂ ଏହାର ଲାଭ କଣ। ଆମେ ଆମ ଜୀବନରେ ବହୁତ ସାରା କାମ ଏମିତି କରିଥାଉ। ଯାହା ଆମକୁ ଜଣା ନଥାଏ କି ଆମେ କଣ ପାଇଁ କରୁଛୁ ଓ ସେହି କାମ କରିବାରେ ଲାଭ କେତେ ଓ କ୍ଷତି କେତେ ହୋଇଥାଏ। ବୁଦ୍ଧ କହୁଛନ୍ତି ସମସ୍ତ ନିନିଷକୁ ସମ୍ଭାଳି ରଖ। ସେ ଶୁଣିବା ହେଉ,କହିବା ହେଉ କିମ୍ବା ଦେଖିବା ହେଉ। କାହିଁକିନା ଏହି ୫ ଟି ଇନ୍ଦ୍ରିୟ ମନର ଦ୍ୱାର। ଏହି ଦ୍ୱାର ଦ୍ୱାରା ହିଁ ମନକୁ ଭୋଜନ ମିଳିଥାଏ।ଯେତିକି ଆମ ମନକୁ ଖରାପ ଖରାପ ଭଜନ ଦେବା ସେତିକି ଅଧିକ ଆମ ମନ ଶକ୍ତିଶାଳୀ ହୋଇନିବ।ଏଥିପାଇଁ ମନକୁ ସେତିକି ଭୋଜନ ଦିଅ ଯେତିକି ଜରୁରୀ ହୋଇଥାଏ। ଗୌତମ ବୁଦ୍ଧଙ୍କ ଉତ୍ତର ଶୁଣି ଶିଷ୍ୟଙ୍କ ଜୀବନର ନଜର ବଦଳିଗଲା ଏବଂ ସେ ଆଗକୁ ବଢିଲେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *