Excuse Me Odisha

ଯାହା କହିବୁ ସତ କହିବୁ

ନିଜର ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ।

ସେୟାର୍ କରନ୍ତୁ

ମା ଲକ୍ଷ୍ମୀଙ୍କର କୃପା ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି, ଆଉ ଦେବୀ ଲକ୍ଷ୍ମୀ ଯାହା ଉପରେ ସନ୍ତୁଷ୍ଟ ହୋଇ କୃପା କରନ୍ତି ତା ଜୀବନରେ ଆଉ କିଛି ଅଭାବ ହୋଇ ନ ଥାଏ । ବିଶ୍ୱାସ ଅନୁଯାୟୀ ମା ଲକ୍ଷ୍ମୀ କେବେବି କାହା ପପାଖରେ ସ୍ଥିର ରହନ୍ତି ନାହିଁ। ସେ ଅସ୍ଥିର ହୋଇଥାନ୍ତି କାରଣ ସେ ଚଞ୍ଚଳ ଅଟନ୍ତି।

କିନ୍ତୁ ଆପଣ ଜାଣନ୍ତି କି ମା ଲକ୍ଷ୍ମୀଙ୍କୁ ସବୁଦିନ ପାଇଁ ଆପଣଙ୍କ ସହିତ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ କରିବା ଉଚିତ।ସେଥିମଧ୍ୟରୁ ଗୋଟିଏ ହେଉଛି ରାଶି ଅନୁଯାୟୀ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିବା। ଯଦି ଆପଣ ନିଜର ରାଶି ଅନୁଯାୟୀ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତି ତେବେ ଆପଣ ଧନ, ଖ୍ୟାତି, ସୁଖ ଏବଂ ସମୃଦ୍ଧତା ପାଇବେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ କେଉଁ ମନ୍ତ୍ର ଜପ କରିବା ଉଚିତ।

ମେଷ ରାଶି:-

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ରାଶିର ଥିବା ଜାତକ ଓଁ କ୍ଲିଙ୍ଗ ସଂ: (ॐ ऐं क्लीं सौं: ) ମନ୍ତ୍ରର ଜପ କରନ୍ତୁ।

ବୃଷ ରାଶି:-

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓଁ ଏଂ କ୍ଲିଙ୍ଗ ଶ୍ରୀଙ୍ଗ ( ॐ ऐं क्लीं श्रीं ) ମନ୍ତ୍ର ଜପ କରନ୍ତୁ।

ମିଥୁନ ରାଶି:-

ଏହି ରାଶିର ଜାତକ ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଓଁ କ୍ଲିଙ୍ଗ ଏଂ ସଂ: ( ॐ क्लीं ऐं सौं: ) ର ଜପ କରନ୍ତୁ ଲାଭ ମିଳିବ।

କର୍କଟ ରାଶି:-

ମା ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଓଁ ଏଂ କ୍ଲିଙ୍ଗ ଶ୍ରୀଙ୍ଗ (ॐ ऐं क्लीं श्रीं ) ରେ କରନ୍ତୁ ପ୍ରସନ୍ନ।

ସିଂହ ରାଶି:-

ଏହି ରାଶିର ଜାତକ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓଁ ଶ୍ରୀଙ୍ଗ ସଂ : (ॐ ह्रीं श्रीं सौं: ) ମନ୍ତ୍ରର ଜପ କରନ୍ତୁ।

କନ୍ୟା ରାଶି:-

ଏହି ରାଶିର ଥିବା ଜାତକ ଲକ୍ଷ୍ମୀଙ୍କର ମନ୍ତ୍ର ଓଁ ଶ୍ରୀ ଏଂ ସଂ: ର ଜପ କରିବା ଉଚିତ।

ତୁଳା ରାଶି:-

ଏହି ରାଶିର ଜାତକ ମା ଲକ୍ଷ୍ମୀଙ୍କର ଓଁ ହ୍ରିଙ୍ଗ କ୍ଲିଙ୍ଗ ଶ୍ରୀଙ୍ଗ( ॐ श्रीं ऐं सौं:) ମନ୍ତ୍ରର ଜପ କରନ୍ତୁ।

ବିଛା ରାଶି:-

ଏହି ରାଶିର ଜାତକ ମା ଲକ୍ଷ୍ମୀଙ୍କର ଓଁ ଏଂ କ୍ଲିଙ୍ଗ ସଂ: (ॐ ऐं क्लीं सौं:) ମନ୍ତ୍ରର ଜପ କରନ୍ତୁ।

ଧନୁ ରାଶି:-

ଏହି ରାଶିର ଜାତକ ମା ଲକ୍ଷ୍ମୀଙ୍କର ମନ୍ତ୍ର ଓଁ ହ୍ରିଙ୍ଗ କ୍ଲିଙ୍ଗ ସଂ: (ॐ ह्रीं क्लीं सौं: ) ମନ୍ତ୍ର ଜପ କରିବା ଉଚିତ।

ମକର ରାଶି:-

ଏହି ରାଶିର ଥିବା ଜାତକ ଏଂ କ୍ଲିଙ୍ଗ ହ୍ରଙ୍ଗ ଶ୍ରୀ ସୌଙ୍ଗ: (ॐ ऐं क्लीं ह्रीं श्रीं सौं: ) ମନ୍ତ୍ରର ଜପ କରନ୍ତୁ ଲାଭ ହେବ।

କୁମ୍ଭ ରାଶି:-

ଏହି ରାଶିର ଜାତକ ଦେବୀ ମା ଲକ୍ଷ୍ମୀଙ୍କର ଓଁ ହ୍ରଙ୍ଗ ଏଂ କ୍ଲିଙ୍ଗ ଶ୍ରୀଙ୍ଗ (ॐ ह्रीं ऐं क्लीं श्रीं ) ମନ୍ତ୍ରର ଜପ କରନ୍ତୁ।

ମୀନ ରାଶି:-

ଏହି ରାଶିର ଥିବା ଜାତକଙ୍କୁ ମା ଲକ୍ଷ୍ମୀଙ୍କର ମନ୍ତ୍ର ଓଁ କ୍ଲି ସଂ: (ॐ ह्रीं क्लीं सौं: ) ର ନିୟମିତ ଜପ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *