Excuse Me Odisha

ଯାହା କହିବୁ ସତ କହିବୁ

ମେଷ ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ମେଷ ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁଲାଇ ମାସ ଜୁଲାଇ ମାସଟି କେମିତି କଟିବ କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ମେଷ ରାଶି ଜାତ ବ୍ୟକ୍ତି ମାନେ ବା ମେଷ ରାଶିରେ ଯେଉଁମାନଙ୍କର ଜନ୍ମ ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦି ଜନ୍ମ ତାରିଖ ବା ଜନ୍ମ ସମୟ ଜନ୍ମ ବା ତିଥି ଜାଣିଥିବେ ବା ଆପଣଙ୍କ ନାମର ପ୍ରଥମ ଅକ୍ଷର ଚୁ,ଚେ ,ଚ,ଲା,ଲି,ଲୁ, ଲେ,ଲ,ଆ, ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୯ ତାରିଖ,୧୮ ତାରିଖ, ୨୭ ତାରିଖରେ ଜନ୍ମ ହୋଇଥାଏ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ରାଶି ହେବ ମେଷ ରାଶି। ରାଶିର ୩ ଟି ନକ୍ଷତ୍ର ଭୋଗ ହେବ ଅଶ୍ୱନି,ଦିଜା ଓ କୃତିକା। ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ମହାଗ୍ରହ। ରାଶିର ଶୁଭ ରଙ୍ଗ ହେଉଛି ନାଲି ରଙ୍ଗ। ରାଶିର ଶୁଭ ବାର ହେଉଛି ସୋମବାର ମଙ୍ଗଳବାର ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ଶିବ ଭୈରବ ହନୁମାନ ଏବଂ ରାଶିର ଶୁଭ ଦେବୀ ହେଉଛନ୍ତି ମା ମଙ୍ଗଳା। ରାଶିର ରାଶିର ବ୍ରତ ଏବଂ ଉପବାସ ମଙ୍ଗବାର ଯଦି ପାଳନ କରନ୍ତି ତ ତେହେଲେ ବହୁତ ଭଲ ଫଳ ମିଳିବ। ରାଶିର ଶୁଭ ଅଙ୍କ ବା ସଂଖ୍ୟା ହେଉଛି ୯। ରାଶିର ତାରିଖ ହେଉଛି ପ୍ରତ୍ୟକ ମାସର ୯ ତାରିଖ,୧୮ ତାରିଖ,୨୭ ତାରିଖ। ଏହି ତାରିଖରେ ମାନଙ୍କରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହୁଁଥାନ୍ତି ତାହେଲେ ନିର୍ବିଘ୍ନରେ କରିପାରିବେ ଏବଂ ନିର୍ବିଘ୍ନରେ ମଧ୍ୟ ସମ୍ପର୍ଣ୍ଣ ହେବ। ରାଶିର ମିତ୍ର ରାଶି ହେଉଛନ୍ତି ମିଥୁନ ରାଶି,କନ୍ୟା ରାଶି, ତୁଳା ରାଶି,ମକର ରାଶି ଏବଂ କୁମ୍ଭ ରାଶି। କିନ୍ତୁ ରାଶିର ଶତ୍ରୁ ଗ୍ରହ ହେଉଛନ୍ତି ବୁଧ ଗ୍ରହ। ରାଶିର ଘାତ ବାର ହେଉଛି ରବିବାର।ଘାତ ନକ୍ଷତ୍ର ହେଉଛି ସ୍ବାଧି ନକ୍ଷତ୍ର। ମଘା ନକ୍ଷତ୍ର ଘାତ ନକ୍ଷତ୍ର ହେଉଛି ମୋଘା ନକ୍ଷତ୍ର। ଘାତ ତିଥି ହେଉଛି ଷଷ୍ଠୀ ତିଥି। ଘାତ ଚନ୍ଦ୍ର ହେଉଛି ମେଷ ଚନ୍ଦ୍ର। ମେଷ ରାଶିରେ ଯେତେବେଳେ ଚନ୍ଦ୍ରମା ଅବସ୍ଥାନ କରିଥିବେ ବା ବିଚରଣ କରୁଥିବେ ସେତେବେଳେ ଯେଉଁ ମାନଙ୍କର ଘାତ ଚନ୍ଦ୍ର ଭୋଗ ହେବ ଏହି ଘାତ ଚନ୍ଦ୍ରରେ ଘାତ ବାରରେ ଘାତ ନକ୍ଷତ୍ରରେ ଘାତ ତିଥିରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ଗୃହାରମ୍ଭ ଯାନ ଆରୋହଣ କିମ୍ବା କ୍ଷର ହେବା ଅବା ଯାନ କ୍ରୟ ବିକ୍ରୟ କରିବା ବା ଜାଗା କ୍ରୟ ବିକ୍ରୟ ନକରିବା ଉଚିତ।

ତେବେ ପ୍ରଥମେ ଜାଣିବା ଏ ମାସରେ ମେଷ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ନିର୍ମାଣ ଧୀନ କାର୍ଯ୍ୟ ସମ୍ପର୍ଣ୍ଣ ହେବ। ବ୍ୟାଙ୍କ,ବିମାନ ନିବେଶ ପରି ଆର୍ଥିକ ଗତି ବିଧିରେ ବ୍ୟସ୍ତ ରହିପାରନ୍ତି।ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବା ଫଳରେ କ୍ଳାନ୍ତି ଅବସନତା ଜନିତ ଆଳସ୍ୟ ଭାବ ଦୁରେଇ ଯାଇ ନିଜ ଗୋଡ଼ରେ ନିଜେ ଛିଡା ହେବାକୁ ସାହସ ବାନ୍ଧିବେ। ସାଙ୍ଗ ସାଥୀମାନେ ସାହାର୍ଯ୍ୟ କରିବେ। ଦାମ୍ଫତ୍ୟ ଜୀବନରେ ଆଶାଜନକ ଫଳ ପ୍ରାପ୍ତି ହେବ। ମାଲି ମକର୍ଦମାରେ ନିଜ ପକ୍ଷ ସବଳ ରହିବ। ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ।ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। କର୍ମ କ୍ଷେତ୍ରରେ ବୃତ୍ତିଗତ ଦୃଷ୍ଟିରୁ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ ଏବଂ ସୁରକ୍ଷିତ ମଧ୍ୟ ରହିବେ। ଭାତୃ ବି-ବାଦ ଜମିବାଡ଼ି ଘର ଜାଗା ନେଇଥିବା ଦ୍ଵନ୍ଦର ମଧ୍ୟ ସମାଧାନ ହୋଇଯିବ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ପାରିବାରିକ ଏବଂ ଦାମ୍ଫତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ। ତେବେ ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ପକ୍ଷୀ ମାନଙ୍କୁ ପ୍ରତ୍ୟକ ଦିନ କିଛି ଦାନା ଖାଇବାକୁ ଦିଅନ୍ତୁ। ୟାକୁ ଜାଣିବାକୁ ହେବ ପ୍ରତ୍ୟକ ରାଶିର ଏ ଯେଉଁ ପ୍ରତିକାର କୁହାଯାଉଛି ଯାହା ଅଶୁଭତ୍ୱ ଅଛି ତାକୁ ଖଣ୍ଡନ କରିହେବ ଏଇ ପ୍ରତିକାର ମାଧ୍ୟମରେ। ଏବଂ ଦଶା ଅନ୍ତର୍ଦଶା ପ୍ରତ୍ୟାନ୍ତର ଦଶା ଯଦି ଭୋଗ ହେଉଥାଏ ଅଧିକ ଅଶୁଭତ୍ୱ ନେଇ ତାହେଲେ କିଛି ନାଁ କିଛି ଅଶୁଭ ଫଳ ଦେଖାଦେବ। ସେଥିପାଇଁ ଏହି ପ୍ରତିକାର କରନ୍ତୁ। ତାହେଲେ ଦେଖିବେ ମାସଟି ସାରା ବହୁତ ଭଲରେ କଟେଇବେ। କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *