Excuse Me Odisha

ଯାହା କହିବୁ ସତ କହିବୁ

କିଏ କେତେବି କହୁନା କାହିଁକି ଏହି ୨ ଟି ରାଶିର ଲୋକ କେବେବି କଳା ଫିତା ପିନ୍ଧିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଯିଏ କେତେବି କହୁନା କାହିଁକି ଏହି ୨ ଟି ରାଶିର ଲୋକ କେବେବି ହାତରେ କିମ୍ବା ପାଦରେ କଳା ଫିତା ପିନ୍ଧିବେ ନାହିଁ। ନଚେତ ଏହା ଦ୍ୱାରା ଖରାପ ପ୍ରଭାବ ପଡିଥାଏ। ବନ୍ଧୁଗଣ ସାଧାରଣତଃ ପ୍ରାୟ ଲୋକ କଳା ଫିତା ବାନ୍ଧିଥାନ୍ତି। କିନ୍ତୁ ବେଳେ ବେଳେ ବିନା ଜାଣି ଏପରି ଫିତା ପିନ୍ଧିବା ଦ୍ୱାରା ବହୁତ କ୍ଷତି ହୋଇପାରେ। ଏହାର ନାକାରାତ୍ମକ ପ୍ରଭାବ ବ୍ୟକ୍ତି ଜୀବନରେ ପଡିପାରେ। ମାନ୍ୟତା ଅନୁସାରେ କଳା ସୂତା ଖରାପ ନଜରରୁ ରକ୍ଷା କରିଥାଏ। କିନ୍ତୁ କିଛି ଏପରି ରାଶି ରହିଛି ଯେଉଁ ରାଶିର ଲୋକ ଯଦି ତାଙ୍କ ଶରୀରର କୌଣସି ବି ସ୍ଥାନରେ କଳା ସୂତା ବାନ୍ଧିବେ ତ ଏହାର ଖରାପ ପ୍ରଭାବ ସେମାନଙ୍କ ଜୀବନରେ ପଡିଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ସେହି ରାଶିର ଲୋକଙ୍କ ବିଷୟରେ ଜଣେଇବୁ ଯେଉଁମାନଙ୍କୁ ଭୁଲରେ ବି କଳା ଫିତା ପିନ୍ଧିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସେହି ଲୋକଙ୍କ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇପାରେ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ବିଛା ରାଶି:-

ଏହି ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି। ସେଥିପାଇଁ ଏହି ଲୋକଙ୍କ ଉପରେ ମଙ୍ଗଳ ଗ୍ରହଙ୍କର ପ୍ରଭାବ ସବୁବେଳେ ବନି ରହିଥାଏ। ଯେଉଁ ବ୍ୟକ୍ତିଙ୍କର ବିଛା ରାଶି ସେହି ଲୋକମାନଙ୍କୁ କଳା ସୂତା ପିନ୍ଧିବାରୁ ବଞ୍ଚିବା ଉଚିତ। ଏହା ଦ୍ୱାରା ମଙ୍ଗଳ ଦେବ ରାଗି ଥାନ୍ତି। ଏବଂ ମଙ୍ଗଳଙ୍କର ପ୍ରଭାବ ଜୀବନ ଉପରେ ପଡିପାରେ।ଏହା ଦ୍ବାରା ଜୀବନରେ ଅସୁବିଧା ଥାଏ। ଏବଂ ଘରକୁ ଦରିଦ୍ରତା ଆସିଥାଏ। ଏହି ରାଶିର ଲୋକଙ୍କର ଲାଲ ସୂତା ପିନ୍ଧିବା ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ମିଳିଥାଏ ସଫଳତା।

ମେଷ ରାଶି:-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି। ଏବଂ ମଙ୍ଗଳ ଦେବଙ୍କୁ କଳା ପଦାର୍ଥ ପସନ୍ଦ ହୋଇନଥାଏ। ଯାହା କାରଣରୁ ମେଷ ରାଶିର ଲୋକମାନେ କଳା ରଙ୍ଗର ସୂତା ପିନ୍ଧିବା ଉଚିତ ନୁହେଁ। ଏହି ରାଶିର ଲୋକ କଳା ସୂତା ପିନ୍ଧିବେ ତ ସେମାନଙ୍କ ଜୀବନରେ ମଙ୍ଗଳଙ୍କର ଶୁଭ ପ୍ରଭାବ ସମାପ୍ତ ହୋଇଥାଏ।ଯେଉଁ କାରଣରୁ ମେଷ ରାଶିର ଲୋକ ଅସୁବିଧାରେ ପଡିପାରନ୍ତି। ସେମାନଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ମଧ୍ୟ ପଡିପାରେ। ସେଥିପାଇଁ ମେଷ ରାଶିର ଲୋକଙ୍କୁ କଳା ସୂତା ପିନ୍ଧିବା ଉଚିତ ନୁହେଁ। ସେମାନଙ୍କୁ ଲାଲ ରଙ୍ଗର ସୂତା ବାନ୍ଧିବା ଉଚିତ।

ବନ୍ଧୁଗଣ ଏହା ହେଉଛି ସେହି ୨ ଟି ରାଶି ଯେଉଁମାନଙ୍କୁ କଳା ସୂତା ବାନ୍ଧିବା ଉଚିତ ନୁହେଁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *