Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀ ସ୍ତ୍ରୀଙ୍କ ଦୂରତା ଓ କଳହ ସବୁଦିନ ପାଇଁ ଦୂର ହୋଇଯିବ ଏହି ଗୋଟିଏ ଉପାୟ ଦ୍ୱାରା। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିନା କାରଣରେ ଯୁକ୍ତିତର୍କ ବା କଳହ ଲାଗିରହୁଛି ତେବେ ତାହା ଦୂର କରିବା ପାଇଁ ୫ ଟି ସହଜ ଉପାୟ।

କିଛି ପରିବାରରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିନା କାରଣରେ ସର୍ବଦା କିଛି ନାଁ କିଛି କଳହ ଲାଗିରହିଥାଏ। ଛୋଟିଆ ଛୋଟିଆ କଥାକୁ ନେଇ ସେମାନେ ଯୁକ୍ତିତର୍କ କରିବାକୁ ଲାଗିଯାନ୍ତି ଓ ବେଳେବେଳେ ସମସ୍ୟା ଏତେ ଜଟିଳ ହୋଇଯାଏ କି ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ ତେବେ ଆଜି ଆମେ ଏପରି ୫ ଟି ଚମତ୍କାରୀ ଉପାୟ ବିଷୟରେ ଜାଣିବା ଯାହା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଦୂର ହେବା ସହିତ ସେମାନଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ପାଇଥାଏ।

ଏବେ ଆସନ୍ତୁ ଜାଣିବା ପ୍ରଥମ ଉପାୟ। ପ୍ରତ୍ୟକ ପୂର୍ଣ୍ଣିମା ଦିନ ସକାଳୁ ଉଠି କରି ସ୍ନାନ କରି ସାରିବା ପରେ ଘରର ମୁଖ୍ୟ କବାଟ ଆଗରେ କିଛି ଆମ୍ବ ପତ୍ରକୁ ନେଇ ତାକୁ ମାଳ କରି ଟାଙ୍ଗନ୍ତୁ ଓ ଦୁଇ ତିନି ଦିନ ପରେ ଶୁଖିଗଲା ପରେ ତାକୁ ପାଣିରେ ଭସାଇ ଦିଅନ୍ତୁ।ଏପରି କରିବା ଦ୍ୱାରା ଗୃହଦୋଷ ଆପଣଙ୍କ ଠାରୁ ବହୁତ ଦୂରରେ ରହିଥାଏ।

ଯଦି ଆପଣଙ୍କ ଗୃହକ୍ଳେଶ ଅଧିକ ବଢିଯାଇଛି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ଆପଣଙ୍କ ଘରେ ପ୍ରତ୍ୟକ ରୁମରେ ଠାକୁରଙ୍କର ପୂଜା କରି ସାରିବା ପରେ ଶଙ୍ଖ ବଜାନ୍ତୁ। ଏହା ଫଳରେ ଘରେ ସୁଖ ଶାନ୍ତି ବଢିଥାଏ ଓ ଗୃହଟି ରୋଗମୁକ୍ତ ରହିଥାଏ।ତା ସହିତ ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ପ୍ରାପ୍ତ ହୋଇଥାଏ।

ତୃତୀୟ ଉପାୟ। ଆପଣ ପ୍ରତ୍ୟକ ପୂର୍ଣ୍ଣିମା ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ ଏବଂ ଏହା ପରେ ଚନ୍ଦନ କାଠରେ କିଛି ପାଣି ମିଶାଇ ତାକୁ ପେଷ୍ଟ କରିନିଅନ୍ତୁ ଓ ତାପରେ ଘରର ମୁଖ୍ୟ ଦ୍ୱାର ଉପରେ ଓଁ ଲେଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଘରକୁ ଗୃହକ୍ଳେଶ ପ୍ରବେଶ କରି ପାରିନଥାଏ।

ଚତୁର୍ଥ ଉପାୟ । ଆପଣ ଆପଣଙ୍କ ଘରେ ଲାକ୍ଷ୍ମୀବୁଦ୍ଧଙ୍କ ମଧ୍ୟ ରଖିପାରିବେ। କିନ୍ତୁ ଧ୍ୟାନ ରଖିବେ କି ତାହା ଯେପରି ଆପଣଙ୍କୁ କେହି ଗିପ୍ଟ କରିନଥାଏ। ଏବଂ ଘରେ ସେହି ଲାକ୍ଷ୍ମୀବୁଦ୍ଧଙ୍କର ମୁହଁଟିକୁ ସର୍ବଦା ଘରର ମୁଖ୍ୟ ଦ୍ୱାର ଆଡ଼କୁ ରଖିବେ। ଏହା କରିବା ଦ୍ୱାରା ମଧ୍ୟ ଗୃହରେ ସୁଖଶାନ୍ତି ଫେରିଥାଏ।

ପଞ୍ଚମ ଉପାୟ। ଯଦି ଆପଣଙ୍କ ଗୃହରେ ବହୁତ ସମୟ ଧରି କିଛି ଏପରି ବସ୍ତୁ ରହିଛି ଯାହାକି ଆପଣଙ୍କ ଉପଯୋଗରେ ଆସୁନାହିଁ। ଯେପରି ପୁରୁଣା କାଗଜ ପୁରୁଣା କପଡା ଖରାପ ମେସିନାରୀ ଜିନିଷ ଭଙ୍ଗା ଆଇନା ଭଙ୍ଗା ଫୋଟ ଫେମ ଯଦି ଏପରି କିଛି ଜିନିଷ ଆପଣଙ୍କ ଘରେ ରହିଛି ତେବେ ତାକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ। କାହିଁକିନା ଏପରି କିଛି ଜିନିଷ ଘରକୁ ନକରାତ୍ମକ ଉର୍ଜାର ପ୍ରବେଶ କରିଥାଏ। ଯାହା ଦ୍ୱାରା ଗୃହରେ ଅଶାନ୍ତି କଳହର ବାତାବରଣ ସୃଷ୍ଟି ହୋଇଥାଏ। ଦେଖନ୍ତୁ ସ୍ୱାମୀ ଓ ସ୍ତ୍ରୀଙ୍କ ବନ୍ଧନ ଜନ୍ମ ଜନ୍ମର ହୋଇଥାଏ। ସେଥିପାଇଁ ଏହି ସମ୍ପର୍କରେ କେବଳ ଭଲ ପାଇବା ହିଁ ରହିବା ଆବଶ୍ୟକ। ତ ଆପଣବି ଏହିସବୁ ଉପାୟ କରି ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟା ଓ ଦୁଃଖକୁ ଦୂରେଇ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *