Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତୁ ଜାଣିବା ପିଲାଙ୍କୁ ସୁସ୍ଥ ରଖିବାର ୨୦ଟି ଉପାୟ ବିଷୟରେ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ମୁହଁରେ ପାଣି ରଖି ଗାଧୋଇବା ଦ୍ୱାରା ଥଣ୍ଡା ହୋଇନଥାଏ।

ଗାଧୋଇବା ପୂର୍ବରୁ ନାକ, କାନ, ନାଭି ଏବଂ ଆଙ୍ଗୁଳିର ନଖରେ ସୋରିଷ ତେଲ ଲଗାଇ ଗାଧୋଇବା ଦ୍ୱାରା କେବେବି ଆଖି ଖରାପ ହୁଏ ନାହିଁ କି ଦୃଷ୍ଟିଶକ୍ତି କମେ ନାହିଁ।

ଓଲଟା ଗଣିବା ଦ୍ୱାରା ମେମୋରୀ ପାୱାର ବଢିଥାଏ।

ପିଲାଙ୍କୁ ଜଙ୍କ ଫୁଡ୍ସ ଚିପିସ ମଇଦା କେବେବି ଖୁଆଇବା କଥା ନୁହଁ।

ପିଲାଙ୍କୁ ଜଳଖିଆ ସହ କ୍ଷୀର ପିଆନ୍ତୁ ନାହିଁ। ଯଦି କ୍ଷୀର ପିଆଇବାର ଅଛି ତେବେ ଜଳଖିଆ ଦିଅନ୍ତୁ ନାହିଁ।

ଗରମରେ ବାହାରକୁ ଯିବା ପୂର୍ବରୁ ପିଲା ମାନଙ୍କୁ ପାଣି ଅବଶ୍ୟ ପିଆନ୍ତୁ।

ପିଲାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଶୌଚ କରିବା ପାଇଁ ବସାନ୍ତୁ ନାହିଁ।

ଖାଦ୍ୟ ଖୁଆଇବା ପୂର୍ବରୁ ପିଲାଙ୍କ ହାତ ଅବଶ୍ୟ ଧୁଅନ୍ତୁ।

ଖାଦ୍ୟ ଖାଇବା ପରେ ନିହାତି ମୂତ୍ର ତ୍ୟାଗ କରନ୍ତୁ। ଏହା ଦ୍ୱାରା କେବେବି ମୂତ୍ର ରୋଗ ହୋଇନଥାଏ।

ସୌନ୍ଦବ୍ୟ ଲୁଣ ଦେଶୀ ଗାଈର ଘିଅ ଏବଂ ସୋରିଷ ତେଲର ପ୍ରୟୋଗ ଅବଶ୍ୟ କରନ୍ତୁ।

ଅଟାରେ ଚଣା ଏବଂ ଜବର ଅଟା ଅବଶ୍ୟ ମିଶାନ୍ତୁ।

କୋଷ୍ଠ କାଠିନ୍ୟ ପାଇଁ ଧ୍ୟାନ ରଖନ୍ତୁ ପିଲାଙ୍କୁ କୋଷ୍ଠ କାଠିନ୍ୟ ହେବା ପାଇଁ ଦିଅନ୍ତୁ ନାହିଁ। ଯଦି ସେମାନଙ୍କୁ କୋଷ୍ଠ କାଠିନ୍ୟ ହୋଇଥାଏ ତେବେ ସନ୍ଧ୍ୟା ସମୟରେ ସେମାନଙ୍କୁ ଅମୃତଭଣ୍ଡା ଖୁଆନ୍ତୁ ଏବଂ ସେମାନଙ୍କୁ କେବେବି ସକାଳ ସମୟରେ ଗରମ କ୍ଷୀର ଦିଅନ୍ତୁ ନାହିଁ।

ପିଲାଙ୍କ ଆଖି ପ୍ରତ୍ୟକ ୬ ମାସରେ ଥରେ ପରୀକ୍ଷା କରାଇବା ଆବଶ୍ୟକ।

ପିଲାଙ୍କ ଆଗରେ କୌଣସି ଖରାପ କଥା ହୁଅନ୍ତୁ ନାହିଁ। ତାଙ୍କ ଆଗରେ କେବେବି ଝ-ଗଡା ଲାଗନ୍ତୁ ନାହିଁ।

ଯଦି ଆପଣଙ୍କ ପିଲା ହଠାତ ଚୁପ ରହିବାକୁ ଲାଗେ ତେବେ ତାହା ସହ କଥା ହୁଅନ୍ତୁ। ତାଙ୍କ ସହ ସାଙ୍ଗ ଶିକ୍ଷକ ଅବା ସ୍କୁଲରେ କିଛି ଖରାପ ହୋଇନି ତ ବୁଝିବାକୁ ଚେଷ୍ଟା କରନ୍ତୁ।

ପିଲାଙ୍କୁ ପ୍ରତ୍ୟକ କଥାରେ ଗାଳି ଦିଅନ୍ତୁ ନାହିଁ।

ଦିପ୍ରହର ଖାଇବା ପରେ ପାଣିରେ ଅଳ୍ପ ଗୁଡ଼ ମିଶାଇ ନିହାତି ଦିଅନ୍ତୁ।

ଦିପ୍ରହର ଖାଇବା ପରେ ଅଳ୍ପ ଚାଉଳ ଦାନା ସଦୃଶ ଚୂନ ଅବଶ୍ୟ ଖୁଆନ୍ତୁ। ପାଣି ତରକାରୀ କୌଣସିଥିରେ ବି ମିଶାଇ ଦେଇପାରିବେ। ଏହା ଦ୍ୱାରା ସେମାନଙ୍କ ଉଚ୍ଚତା ବଢିଥାଏ। ମସ୍ତିଷ୍କ କ୍ଷିପ୍ର ହୋଇଥାଏ। ଏବଂ ପିଲା ଫିଟ ରହିଥାଏ। ବା ଯାହାଙ୍କୁ ପଥର ସମସ୍ୟା ରହିଛି ସେମାନଙ୍କୁ ଦିଅନ୍ତୁ ନାହିଁ।

ଯେଉଁ ପିଲାଙ୍କୁ ଅଳ୍ପ ଝାଳ ଆସୁଥିବ ସ୍କିନ ତେଲିଆ ହୋଇଥିବ କୋଷ୍ଠ କାଠିନ୍ୟ ହୋଇଥିବ ସେମାନଙ୍କୁ ସକାଳ ସମୟରେ ବାଦାମ ଏବଂ ଗରମ କ୍ଷୀର ଦିଅନ୍ତୁ ନାହିଁ।

ପିଲାଙ୍କୁ ସକାରାତ୍ମକ କଥା କହି ସେମାନଙ୍କର ସାହସ ସବୁବେଳେ ବଢ଼ାନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *