Excuse Me Odisha

ଯାହା କହିବୁ ସତ କହିବୁ

ହିନ୍ଦୁଧର୍ମରେ ମୃ-ତ୍ୟୁ ପରେ ଶିଶୁଙ୍କୁ କାହିଁକି ପୋତା ଯାଇଥାଏ। ଜାଣିଲେ ଆ-ଶ୍ଚର୍ଯ୍ୟ ହେବେ

ସେୟାର୍ କରନ୍ତୁ

ବନ୍ଧୁଗଣ ଏହା ଆପଣ ଜାଣିଥିବେ କି ଯେତେବେଳେ ଅନ୍ୟ ସବୁ ଧର୍ମରେ ବ୍ୟକ୍ତି ପରେ ଶ-ବକୁ ପୋତା ଯିବାର ପରମ୍ପରା ରହିଥାଏ ସେତେବେଳେ ଆମ ହିନ୍ଦୁଧର୍ମରେ ଶ-ବକୁ ପୋ-ଡ଼ାଯିବାର ପରମ୍ପରା ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି ହିନ୍ଦୁଧର୍ମରେ ଶିଶୁ ମାନଙ୍କର ମୃ-ତ୍ୟୁ ପରେ ସେମାନଙ୍କୁ କାହିଁକି ପୋ-ଡା ନଯାଇ ପୋତା ଯାଇଥାଏ। ଯଦି ଜାଣିନାହାନ୍ତି ତାହେଲେ ସମ୍ପୂର୍ଣ କଥା ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଆମ ହିନ୍ଦୁଧର୍ମର ଗରୁଡ଼ ପୁରାଣ ଅନୁସାରେନବଜାତ ଶିଶୁ ମାନଙ୍କୁ ଏବଂ ସନ୍ୟାସୀ ମାନଙ୍କୁ ମୃ-ତ୍ୟୁ ପରେ ଜ-ଳାଇ-ବା ପରିବର୍ତେ ମାଟିରେ ପୋତା ଯାଇଥାଏ। ଗରୁଡ଼ ପୁରାଣରେ ବର୍ଣ୍ଣିତ ଏକ କଥା ଅନୁସାରେ ଥରେ ପକ୍ଷୀ ରାଜ ଗରୁଡ଼ ଭଗବାନ ଶ୍ରୀହରୀଙ୍କୁ ଶିଶୁ ଏବଂ ସନ୍ୟାସୀ ମାନଙ୍କର ମୃ-ତ୍ୟୁ ସମ୍ବଦ୍ଧରେ କିଛି ପ୍ରଶ୍ନ ପଚାରିଲେ। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ ବିଷ୍ଣୁ କହିଲେ ହେ ଗରୁଡ଼ ଦେବ ଯଦି କୌଣସି ସ୍ତ୍ରୀର ଗ-ର୍ଭ ନଷ୍ଟ ହୋଇଯାଏ ନଚେତ ପିଲା ଜନ୍ମ ହେବାର ୨ ବର୍ଷ ମଧ୍ୟରେ ପିଲାର ମୃ-ତ୍ୟୁ ହୋଇଯାଏ ତେବେ ଶ-ବକୁ ଜ-ଳାଇ-ବା ପରିବର୍ତେ ଭୂମିରେ ଗାତ ଖୋଳି ପୋତି ଦେବା ଉଚିତ। କିନ୍ତୁ ୨ ବର୍ଷରୁ ଅଧିକ ଶିଶୁ ଓ ଲୋକଙ୍କର ମୃ-ତ୍ୟୁ ହେଲେ ତାଙ୍କୁ ଜଳାଇବା ଆବଶ୍ୟକ। ଗରୁଡ଼ ପୁରାଣ ଅନୁସାରେ ୨ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଦୁନିଆ ବିଷୟରେ ମୋହ ମାୟା ଲୋଭ କ୍ରୋ-ଧ ଆଦି ବିଷୟରେ ଅବଗତ ନଥାଏ। ଏପରି ସ୍ଥିତିରେ ସେ ଶରୀରରେ ବିରାଜମାନ ଆତ୍ମାକୁ ସେ ସେ ଶରୀର ପ୍ରତି କୌଣସି ମୋହ ହୋଇନଥାଏ। ଏପରି କ୍ଷେତ୍ରରେ ୨ ବର୍ଷରୁ କମ ବୟସର ଶିଶୁର ଯେତେବେଳେ ମୃ-ତ୍ୟୁ ହୋଇଥାଏ ସେତେବେଳେ ଆତ୍ମାର ସେ ଶରୀର ପ୍ରତି କୌଣସି ମୋହ ନଥିବା କାରଣରୁ ସେ ଉକ୍ତ ଶରୀରକୁ ସହଜରେ ତ୍ୟା-ଗ କରିଦେଇଥାଏ ଏବଂ ପୁନର୍ବାର ସେ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା ମଧ୍ୟ କରିନଥାଏ କିନ୍ତୁ ମନୁଷ୍ୟର ବୟସ ଯେତେ ଯେତେ ବଢ଼ିବାରେ ଲାଗିଥାଏ ତାର ମୋହ ବଢି ଚାଲିଥାଏ। ସେଥିପାଇଁ ବଡ଼ ଲୋକଙ୍କର ମୃ-ତ୍ୟୁ ପରେ ତାଙ୍କ ଆତ୍ମା ତାଙ୍କ ମୃ-ତ୍ୟୁ ଶରୀରରେ ପୁଣି ଥରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ। ଓ ସେତେ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ ଯେତେ ପର୍ଯ୍ୟନ୍ତ ତା ଶରୀର ଅ-ନ୍ତି-ମ ସଂ-ସ୍କାର କରାଯାଏ ତା ଶରୀରକୁ ଜ-ଳା ନଯାଇଛି। ସେଥିପାଇଁ ୨ ବର୍ଷରୁ ଅଧିକ ମନୁଷ୍ୟଙ୍କ ମୃ-ତ୍ୟୁ ପରେ ତାଙ୍କ ଶରୀରକୁ ଜ-ଳା ଯାଇଥାଏ। ଏବଂ ୨ ବର୍ଷରୁ କମ ଶିଶୁଙ୍କର ଶରୀରକୁ ପୋ-ତା ଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *