Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ମାସରେ ଆସୁଛି ଶୁଭ ଖବର, ଏହି ୫ଟି ରାଶିରେ ମହାଧନ ଯୋଗ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଦୁନିଆରେ ସମସ୍ତେ ଏହା ଭାବିଥାଆନ୍ତି ଯେ ଶୀଘ୍ର ରୁ ଅତିଶିଘ୍ର ଧନ ସଂପତ୍ତି ମିଳୁ। ଖୁବ୍ ଶୀଘ୍ର ଧନ ଓ ପ୍ରତିଷ୍ଠା ସମ୍ପନ୍ନ ବ୍ୟକ୍ତି ହୋଇଯାଉ। ଯାହାଦ୍ଵାରା ସେ ନିଜର ସମସ୍ତ ଆବଶ୍ୟକତାକୁ ପୂରଣ କରି ପାରିବ। ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ବିଷୟରେ କୁହାଯାଇଛି। ସବୁ ରାଶିର ବ୍ୟକ୍ତିଙ୍କ ଥରେ କିଛି ବିଶେଷ ଗୁଣ ରହିଥାଏ, ଯାହା ସେମାନଙ୍କୁ ଅନ୍ୟ ରାଶିର ବ୍ୟକ୍ତି ମାନଙ୍କ ଠାରୁ ଭିନ୍ନ ବନେଇ ଥାଏ କିନ୍ତୁ ସମସ୍ତଙ୍କୁ ଧନୀ ହେବାର ଇଚ୍ଛା ରହିଥାଏ। ଏଣୁ ଏଥିପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରି ଧନୀ ହୋଇ ପାରିବେ। ତେଣୁ ଆଜି ଆମେ କିଛି ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏହି ୨୦୨୧ ମସିହାରେ ଧନୀ ହେବାକୁ ଯାଉଛନ୍ତି। ଏମାନଙ୍କୁ ଧନୀ ହେବାରୁ କେହି ଅଟକେଇ ପାରିବେ ନାହିଁ। ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜର କଠିନ ପରିଶ୍ରମ ଫଳରେ ଜୁଲାଇ ମାସର ସବୁ ସୁଖ ମିଳିବାକୁ ଯାଉଛି। ଅତିଶୀଘ୍ର ଏହି ରାଶିକୁ ଖୁସି ଓ ଧନ ସଂପତ୍ତି ମିଳିବ, ଯାହାକି ସେ ପୂର୍ବରୁ କଳ୍ପନା ମଧ୍ୟ କରି ନଥିଲେ। ପ୍ରକୃତରେ ଏହି ଜୁଲାଇ ମାସରେ ଗ୍ରହ ମାନଙ୍କର ସ୍ଥିତି ଓ ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ ହେବାର ଶୁଭ ଫଳ ଏହି ପାଞ୍ଚଟି ରାଶି ଉପରେ ପଡ଼ିବ। ତେବେ କଣ ସେହି ରାଶି ଗୁଡ଼ିକ ଆସନ୍ତୁ ଜାଣିବା।

୧/ ବୃଷ ରାଶି – ବନ୍ଧୁଗଣ ଜାଣି ରଖନ୍ତୁ ଯେ ଶୁକ୍ରଙ୍କୁ ବୃଷ ରାଶିର ସ୍ବାମୀ ଭାବରେ ଗ୍ରହଣ କରାଯାଇ ଥାଏ। ଶୁକ୍ର ଭୌତିକ ସୁଖ ସୁବିଧାର ସ୍ବାମୀ ଅଟନ୍ତି। ଆପଣଙ୍କ କୁଣ୍ଡଳୀରେ ଏହି ବର୍ଷ ଜୁଲାଇ ମାସରେ ଶୁକ୍ର ବଳବାନ ଅଟେ। ତେଣୁ ଏହି ବର୍ଷ ଆପଣଙ୍କୁ ଧନବାନ ହେବାରୁ କେହି ରୋକି ପାରିବେ ନାହିଁ। ଏହି ରାଶିରେ ସ୍ଵାମୀ ଶୁକ୍ର ମଧ୍ୟ ବହୁତ ବଳବାନ ଅଟନ୍ତି।ଏହି ରାଶିର ଲୋକେ ନିଶ୍ଚିତ ଭାବରେ ଧନୀ ହୋଇ ଥାଆନ୍ତି।

୨/ ମିଥୁନ ରାଶି – ମିଥୁନ ରାଶିର ଜନ୍ମ କୁଣ୍ଡଳୀ ମଧ୍ୟରେ ଯଦି ସ୍ବାମୀ ଉଚ୍ଚ ସ୍ଥାନରେ ରହିଥାନ୍ତି, ତାହେଲେ ଏହି ରାଶିର ବ୍ୟକ୍ତିଙ୍କ ପାଖକୁ ଅପାର ଧନ ସଂପତ୍ତି ଆସିଥାଏ। ୨୦୨୧ ଜୁଲାଇ ମାସ ସେହି ସମୟ ଅଟେ। ସେତେ ପର୍ଯ୍ୟନ୍ତ ଆପଣ ବହୁତ ସ୍ୱାଭିମାନ ଓ ପରିଶ୍ରମର ସହିତ କାର୍ଯ୍ୟ କରୁଛନ୍ତି, ଯାହାର ଫଳ ଆପଣଙ୍କୁ ଏହି ଜୁଲାଇ ମାସରେ ମିଳିବ। ଶୁଭ ଖବର ପାଇଁ ପ୍ରସ୍ତୁତ ରୁହନ୍ତୁ।

୩/ ଧନୁ ରାଶି – ଗୁରୁଙ୍କୁ ଧନୁ ରାଶିର ସ୍ବାମୀ ବୋଲି କୁହାଯାଇଥାଏ। ଧନୁ ରାଶିର ଲୋକଙ୍କ ଭାଗ୍ୟ ବିଶେଷ ଭଲ ହୋଇ ନଥାଏ କିନ୍ତୁ ଏମାନେ ନିଜ ପରିଶ୍ରମ ବଳରେ ସବୁକିଛି ପ୍ରାପ୍ତ କରିଥାନ୍ତି। ଏହି ରାଶିର ଲୋକମାନଙ୍କୁ ସବୁକିଛି ଭାଗ୍ୟ ଉପରେ ନଛାଡ଼ି ନିଜ ପରିଶ୍ରମ ଉପରେ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ଯେଉଁଦିନ ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହୁଏ ଲୋକେ ଏମାନଙ୍କୁ ଦେଖି ବିସ୍ମିତ ହୋଇ ଯାଆନ୍ତି। ଧନୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବାର ସମୟ ଆସି ପହଞ୍ଚି ଯାଇଛି। କଠିନ ପରିଶ୍ରମର ଫଳ ଏହି ଜୁଲାଇ ମାସରେ ଆପଣଙ୍କୁ ନିଶ୍ଚିତ ମିଳିବାକୁ ଯାଉଛି। ଏହି ବର୍ଷ ଆପଣଙ୍କ ରାଶିରେ ଶୁକ୍ର ସାମିଲ ହେବେ। ଯାହାର ଶୁଭ ଫଳ ଆପଣଙ୍କୁ ମିଳିବ।

୪/ କୁମ୍ଭ ରାଶି – ବନ୍ଧୁଗଣ ଶନିଙ୍କୁ କୁମ୍ଭ ରାଶିର ସ୍ବାମୀ ବୋଲି କୁହାଯାଏ। ଯାହାର ରାଶି କୁମ୍ଭ ଅଟେ ଏବଂ ଶନି ସୁଦୃଢ ଅଟନ୍ତି, ସେହି ଲୋକମାନେ ବିନା ପରିଶ୍ରମରେ ଧନୀ ହୋଇ ଯାଆନ୍ତି। ଏହି ବର୍ଷ ବିନା ପରିଶ୍ରମରେ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆପଣ କେବଳ ସେହି ଦିନକୁ ଅପେକ୍ଷା କରନ୍ତୁ ଏବଂ ନିଜର କଠିନ ପରିଶ୍ରମ ଜାରି ରଖନ୍ତୁ।

୫/ ତୁଳା ରାଶି – ଏହି ରାଶିର ସ୍ବାମୀ ଶୁକ୍ର ଅଟନ୍ତି। ଯେଉଁ ରାଶିର ସ୍ବାମୀ ଶୁକ୍ର ଅଟନ୍ତି, ସେହି ରାଶିର ଲୋକେ ଧନୀ ହୋଇ ଥାଆନ୍ତି। ଯେଉଁମାନଙ୍କ କୁଣ୍ଡଳୀ ମଧ୍ୟରେ ଶୁକ୍ର ଉଚ୍ଚ ରାଶିରେ ରହୁଛନ୍ତି ସେମାନଙ୍କୁ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ। ଶୁଭ ଖବର ପାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଏହି ଜୁଲାଇ ମାସରେ ଆପଣଙ୍କୁ ଧନ ସମ୍ପତ୍ତି ମିଳିବା ସହିତ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *